ଆମ ଜିଲା ଖବର

ନଳକୂପରୁ ପାଣି ଆଣୁଥିବା ବେଳେ ବଜ୍ରପାତ: ଚାଲିଗଲା ୨ ଶ୍ରମିକଙ୍କ ଜୀବନ

କୁଆଁରମୁଣ୍ଡା,୧୪ା୬(ଡି.ଏନ୍‌.ଏ.) : ରବିବାର ସକାଳେ ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଖୁଖୁୁଣ୍ଡୁବାହାଲ ପଞ୍ଚାୟତର ଲୋଡୋସେରା ନାଳା ପୋଲ ନିକଟରେ ବଜ୍ରପାତରେ ୨ ଜଣ ଯୁବ ଶ୍ରମିକଙ୍କର ପ୍ରାଣହାନୀ ଘଟିଛି। ମୃତକ ଦ୍ୱୟ ହେଲେ ବିନୀତ ଡୁଙ୍ଗଡୁଙ୍ଗ(୨୨) ଓ ବୋଧ...

ଜଗତ୍‌ସିଂହପୁର ଜିଲାରେ ବଢ଼ି ଚାଲିଛି କରୋନା ପଜିଟିଭ୍‌ଙ୍କ ସଂଖ୍ୟା: ପୁଣି ୧୧ ଚିହ୍ନଟ

ଜଗତ୍‌ସିଂହପୁର ଅଫିସ,୧୪।୬: ଜଗତ୍‌ସିଂହପୁର ଜିଲାରେ ରବିବାର ପୁଣି ୧୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ରେ ପହଞ୍ଚିଛି। ଚିହ୍ନଟ ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ବିରିଡ଼ିର ୭, ରଘୁନାଥପୁର ୨...

ପ୍ରଶାସନକୁ ଘାରିଛି ଗୋଷ୍ଠୀ ସଂକ୍ରମଣ ଭୟ: ୩ ପଞ୍ଚାୟତ ଶଟ୍‌ଡାଉନ୍‌

ନିଶ୍ଚିନ୍ତକୋଇଲି,୧୪ା୬(ସ୍ବ.ପ୍ର.) : କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୪ ପ୍ରବାସୀ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥାଇ ଗ୍ରାମ, ବଜାରରେ ବହୁ ଲୋକ ସଂସ୍ପର୍ଶରେ ଆସିବା ଓ ସେମାନେ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିବା ପରେ ବରାଦ...

ଛତ୍ରପୁର ବ୍ଲକରେ ୪ କରୋନା ପଜିଟିଭ୍‌ ଚିହ୍ନଟ: ଘଡଘଡାପଲ୍ଲୀ, ନରେନ୍ଦ୍ରପୁରର ସାହି କଣ୍ଟେନମେଣ୍ଟ, ୮ ଗାଁ ବଫର ଜୋନ୍‌ ଘୋଷଣା କଲେ ଜିଲାପାଳ

ଛତ୍ରପୁର,୧୪।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ରବିବାର ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଛତ୍ରପୁର ବ୍ଲକ ଅଧୀନ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଘଡଘଡାପଲ୍ଲୀ ଗାଁରେ ୩ ଜଣ ଓ ନରେନ୍ଦ୍ରପୁର ପଞ୍ଚାୟତର ନରେନ୍ଦ୍ରପୁର ଗାଁର ଜଣେ ଚିହ୍ନଟ ହୋଇଛନ୍ତି। ଏ...

କେନ୍ଦୁଝର ଜିଲାରେ ଆଉ ୧୧ କରୋନା ପଜିଟିଭ୍‌ ଚିହ୍ନଟ

କେନ୍ଦୁଝର,୧୪।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ରବିବାର ଆଉ ୧୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ରେ ପହଁଚିଛି। ଚିହ୍ନଟ ୧୧ ଆକ୍ରାନ୍ତ ସଙ୍ଗରୋଧ ଗୃହରେ ଥିଲେ। ସେଥିମଧ୍ୟରୁ ହରିଚନ୍ଦନପୁର ବ୍ଲକ ଅଞ୍ଚଳରୁ...

ଗଞ୍ଜାମରେ କରୋନା ନେଲା ଆଉ ଏକ ମୁଣ୍ଡ: ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି, ପୁଣି ୪ ପଜିଟିଭ୍‌ ଚିହ୍ନଟ

ଛତ୍ରପୁର,୧୪।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ୫୫ ବର୍ଷୀୟ ବ୍ୟକ୍ତି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟଛି । ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ...

୨ ମାସ ପରେ ଢେଙ୍କାନାଳ ସହରକୁ ଫେରିଲା କରୋନା

ଢେଙ୍କାନାଳ ଅଫିସ,୧୪ା୬: ୨ ମାସ ପରେ ଢେଙ୍କାନାଳ ସହରକୁ ପୁଣି କରୋନା ଫେରିଛି। ରବିବାର ସହରରୁ ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସହରସ୍ଥିତ କାରିଗର ସାହି ଅଭିନନ୍ଦନ ଗାର୍ଡେନ ପରିସରରେ ରହୁଥିବା ଜଣେ ପୂଜକ ଏବଂ ତାଙ୍କ...

ସଙ୍ଗରୋଧ କେନ୍ଦ୍ର ଛାଡିବାକୁ ଅନିଚ୍ଛୁକ ପ୍ରବାସୀ: ଘରକୁ ଗଲାବେଳେ କାନ୍ଦୁଛନ୍ତି

ଜୁନାଗଡ଼,୧୪।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମହିଚଳା ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀମାନେ ଯିବାକୁ ଅନିଚ୍ଛୁକ ହେଉଛନ୍ତି। ମହିଚଳା ସରପଞ୍ଚ ଅଜୟ ବେହେରାଙ୍କ ଭଲପାଇବା ଏଭଳି ଭାବରେ ପ୍ରବାସୀଙ୍କୁ ବାନ୍ଧି ରଖିଛି ଯେ ସଙ୍ଗରୋଧ କେନ୍ଦ୍ର ଛାଡିବାକୁ ସେମାନେ...

ବରଗଡ଼ରେ ଗର୍ଭବତୀ ମହିଳାଙ୍କ ସମେତ ୧୬ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୪ରେ ପହଞ୍ଚିଲା

ବରଗଡ଼ ଅଫିସ,୧୪ା୬: ବରଗଡ଼ ଜିଲାରେ ରବିବାର ପୁଣି ୧୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭେଡେନ୍‌ ବ୍ଲକ ରୁଷୁଡା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟିଏମସି)ର ୬, ଭେଡେନ୍‌ ଆଇଟିଆଇ ଟିଏମ୍‌ସିର ଜଣେ, ବରଗଡ଼ ବ୍ଲକ ଅଡ଼ଗାଁ ଟିଏମ୍‌ସିର ୨,...

ଜୁନ୍‌ ୩୦ ଯାଏ ଗଞ୍ଜାମ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌: ମଧ୍ୟାହ୍ନ ୧୨ଟାରୁ ପରେ ଘରୁ ନ ବାହାରିବାକୁ ଜିଲାପାଳଙ୍କ ପରାମର୍ଶ

ଛତ୍ରପୁର,୧୪।୬(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାରେ ଗୋଟିଏ ପଟେ କରୋନା ପଜିଟିଭ୍‌ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଅପରପକ୍ଷେ କେତେକ ଲୋକ ଏବେ ବି ମାସ୍କ ପିନ୍ଧୁ ନ ଥିବା, ସାମାଜିକ ଦୂରତା ରକ୍ଷା କରୁ ନ ଥିବା ଦେଖାଯାଉଛି। ଏପରିକି ଲୋକମାନେ...

ପୁରୀରେ ପୁଣି ୭ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୧୫୫ରେ ପହଞ୍ଚିଲା

ପୁରୀ ଅଫିସ,୧୪ା୬: ପୁରୀ ଜିଲାରୁ ରବିବାର ପୁଣି ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାରେ ମୋଟ୍‌ ପଜିଟିଭ୍‌ ସଂଖ୍ୟା ୧୫୫ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୯୮ ଜଣ ସୁସ୍ଥ ହୋଇଥିଲା ବେଳେ ୫୭ଜଣ ଚିକିତ୍ସାଧୀନ...

ଭଦ୍ରକରେ ୧୫୭ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୧୪।୬: ଭଦ୍ରକ ଜିଲାରୁ ରବିବାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଞ୍ଚିଛି। ପଜିଟିଭ୍‌ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ହରିୟାଣା ଫେରନ୍ତା ବୋଲି ଜଣାପଡିଛି ଓ ସେ ସଙ୍ଗରୋଧ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri