ଆମ ଜିଲା ଖବର

ଖାଇବାକୁ ମିଳୁନି, ଋଣ ଅସୁଲ ପାଇଁ ବଢୁଛି ଚାପ : ବିଧାୟକଙ୍କୁ ଅଭିଯୋଗ କଲେ ଏସଏଚ୍‌ଜି ମହିଳା

ସଜନାଗଡ଼, ୧୩।୬(ଡି.ଏନ.ଏ.)-ସରକାର ବିଭିନ୍ନ ଫାଇନାନ୍ସ କମ୍ପାନୀଗୁଡ଼ିକ ଋଣ ଅସୁଲ କରିବା ଉପରେ ରୋକ ଲଗାଇଛନ୍ତି। ହେଲେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକ ନିର୍ଦ୍ଦେଶ ପାଳନ ନ କରି ଏସ୍‌ଏଚ୍‌ଜି ଉପରେ ଋଣ ଅସୁଲ ପାଇଁ ଚାପ ପକାଉଛି। ଟଙ୍କା ଦେବାକୁ ଅସମର୍ଥ ଥିବା...

ଶ୍ୱଶୁରଙ୍କ ଗୁଳିମାଡ଼ରେ ଚାଲିଗଲା ବୋହୂଙ୍କ ଜୀବନ,ବନ୍ଧୁକ ଜବତ

ଶେରଗଡ଼/ସୋରଡ଼ା,୧୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ବଡ଼ଗଡ଼ ଥାନା ବାରଭରଣିଆ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବାପ-ପୁଅଙ୍କ ଗଣ୍ଡଗୋଳରେ ବଳି ପଡ଼ିଛନ୍ତି ବୋହୂ। ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ଶ୍ୱଶୁରଙ୍କ ଗୁଳିମାଡ଼ରେ ମୃତ୍ୟୁ ଘଟିଛି ନବବିବାହିତାଙ୍କର। ମୃତକ ହେଲେ...

ବନବିଭାଗର ଚଢ଼ାଉ: ପିଆଶାଳ କାଠ ବୋଝେଇ ପିକ୍‌ଅପ ଜବତ, ଚାଳକ ଗିରଫ

ବଡ଼ବିଲ,୧୩।୬(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡବିଲ ବନବିଭାଗ ଗୁଆଲି ନିକଟରେ ଶୁକ୍ରବାର ରାତିରେ ଚଢାଉ କରି ଏକ କାଠ ବୋଝେଇ ପିକଅପ ଗାଡିକୁ ଜବତ କରିଛି। ଏଥିସହ ଚାଳକ ଚମ୍ପୁଆ ଅଞ୍ଚଳର ଏମ.ଡି ଇଶାକଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି।...

ଘାଟିରୁ ୧୦୦ ଫୁଟ୍‌ ତଳକୁ ଖସିଲା ହିଟାଚି ବୋଝେଇ ଟ୍ରଲର: ଚାଳକ, ମେଶିନ ଅପରେଟର ଗୁରୁତର

କେନ୍ଦୁଝର,୧୩।୬(ସ୍ବ.ପ୍ର.)-ନରଣପୁରରୁ ହରିଚନ୍ଦନପୁର ଦେଇ ଡୁବୁରୀ ଯାଇଥିବା ରାସ୍ତାର କୁଆଝରଣ ଘାଟିରେ ଶନିବାର ଭାରସାମ୍ୟ ହରାଇ ଏକ ଟ୍ରଲର ତଳକୁ ଖସିପଡ଼ିଛି। ଫଳରେ ଚାଳକଙ୍କ ସହ ଜଣେ ମେଶିନ ଅପରେଟର ଗୁରୁତର ହୋଇଛନ୍ତି। ଖବରପାଇ ଅଗ୍ନିଶମ କର୍ମଚାରୀମାନେ ଉଭୟଙ୍କୁ ଉଦ୍ଧାର କରି...

ସ୍ବତନ୍ତ୍ର ଟ୍ରେନ୍‌ରେ ବରଗଡ଼ରେ ପହଞ୍ଚିଲେ ୧୪୦୦ ପ୍ରବାସୀ

ବରଗଡ଼ ଅଫିସ,୧୩ା୬: ରାଜ୍ୟ ବାହାରେ ରହିଥିବା ୧୪୦୦ ପ୍ରବାସୀ ଶନିବାର ଅପରାହ୍ନରେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ବରଗଡ଼ ରୋଡ୍‌ ଷ୍ଟେଶନରେ ପହଞ୍ଚିଛନ୍ତି। ବରଗଡ଼ ଜିଲା ପୋଲିସ ପ୍ରଶାସନ ସମେତ ବିଭିନ୍ନ ଅନୁଷ୍ଠାନର ସ୍ବେଚ୍ଛାସେବୀମାନେ ସେମାନଙ୍କୁ ଖାଦ୍ୟ, ପାନୀୟ ଯୋଗାଇ...

ଅସରାଏ ବର୍ଷାରେ ଆଣ୍ଠୁଏ ପାଣି

ଚୌଦ୍ୱାର,୧୩ା୬(ଡି.ଏନ୍‌.ଏ.): ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧୭ନଂ. ଓ୍ବାର୍ଡ ନୂଆସାହି ଉପ୍ରା ବିଦ୍ୟାଳୟଠାରୁ ଶିବାନୀ ମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଅସରାଏ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବା ସହିତ ରାସ୍ତାରେ...

ଜଗତସିଂହପୁରରେ ଆଉ ୧୩ କରୋନା ପଜିଟିଭ୍‌ ଚିହ୍ନଟ: ୧୪୩ରେ ପହଞ୍ଚିଲା ମୋଟ ସଂକ୍ରମିତ ସଂଖ୍ୟା

ଜଗତ୍‌ସିଂହପୁର ଅଫିସ, ୧୩ା୬: ଜଗତ୍‌ସିଂହପୁର ଜିଲାରେ ଶନିବାର ପୁଣି ୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକ ଅଞ୍ଚଳର ୭, ନାଉଗାଁ ୧ ଓ ପାରାଦୀପ ପୌର ପରିଷଦ ଅଞ୍ଚଳର ଜଣେ ରହିଛନ୍ତି...

ଜଗତ୍‌ସିଂହପୁର ଜିଲାରେ ରଜ କଟକଣା: ସର୍ବସାଧାରଣ ସ୍ଥାନରେ ୭ ଜଣରୁ ଅଧିକ ଏକାଠି ହେବା ମନା

ଜଗତ୍‌ସିଂହପୁର ଅଫିସ, ୧୩ା୬: ଓଡ଼ିଶାର ଗଣ ପର୍ବ ରଜ। ରଜରେ ସହରରୁ ଗାଁ ସବୁଠି ଚଳଚଞ୍ଚଳ। ମାତ୍ର ଚଳିତବର୍ଷ କରୋନା ସଂକ୍ରମଣ ଓ କଟକଣା ଏକପ୍ରକାର ରଜକୁ ଫିକା କରିଦେଇଛି । ଜଗତସିଂହପୁର ଜିଲା ପ୍ରଶାସନ ପକ୍ଷରୁ ରଜ ୩...

ଅଟୋ ଚଳାଉଥିବା ରଶ୍ମୀରେଖାଙ୍କୁ କୋଭିଡ-୧୯ ସଂଗ୍ରାମୀ ସମ୍ମାନ

ବରଗଡ଼ ଅଫିସ,୧୩।୬- ବରଗ ଜିଲା ଘେଁସ ଗ୍ରାମର ଉଚ୍ଚ ଶିକ୍ଷିତା ଝିଅ ରଶ୍ମିରେଖା ବାଗ ନିଜେ ଅଟୋ ଚଲାଇ ପାଠ ପଢିବା ସହିତ ପରିବାର ଗୁଜୁରାଣ ମେଣ୍ଟାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଜନ୍ମେଜୟ ବାଗ ଓ କ୍ଷୀରେଶ୍ବରୀ ବାଗଙ୍କ...

କନ୍ୟା ସନ୍ତାନ ଜନ୍ମଦେଲେ ସ୍ବତନ୍ତ୍ର ଶ୍ରମିକ ଟ୍ରେନରେ ଫେରୁଥିବା ପ୍ରବାସୀ ମହିଳା

ରାୟଗଡ଼ା ଅଫିସ,୧୩।୬: ଦକ୍ଷିଣ ଭାରତରୁ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗେ ଫେରିବାରେ ଲାଗିଛନ୍ତି ପ୍ରବାସୀ। ଶୁକ୍ରବାରଠାରୁ ଶନିବାର ସକାଳ ପର୍ଯ୍ୟନ୍ତ ୬ଟି ସତନ୍ତ୍ର ଟ୍ରେନରେ ବିଭିନ୍ନ ଜିଲାରୁ ପ୍ରାୟ ୭୭୬ ଜଣ ପ୍ରବାସୀ ରାୟଗଡ଼ାରେ ପହଞ୍ଚିଛନ୍ତି । ଶ୍ରମିକ ଟ୍ରେନ...

କଟକରେ ରାଜ୍ୟର ସର୍ବାଧିକ ସକ୍ରିୟ ଆକ୍ରାନ୍ତ

କଟକ ଅଫିସ,୧୩।୬- କଟକ ଜିଲାରେ ରାଜ୍ୟର ସର୍ବାଧିକ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି। କଟକ ଜିଲାରେ ମୋଟ ୩୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୮ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ୧୮୨ ଜଣଙ୍କ ଚିକିତ୍ସା ଜାରି...

କୋଭିଡ-୧୯ ସମୟରେ ଆନନ୍ଦପୁର ଅଞ୍ଚଳରେ ବଢ଼ୁଛି ଚୋରି ଘଟଣା

ଆନନ୍ଦପୁର,୧୩। ୬(ସ୍ବ.ପ୍ର.): କୋଭିଡ-୧୯ ସମୟରେ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଞ୍ଚଳରେ ଚୋରି ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ତିନି ମାସ ତଳେ ଫକୀରପୁର ଅଞ୍ଚଳରେ ଥିବା ଦୁଇଟି ଦୋକାନରୁ ଚୋରି ହୋଇଥିବା ବେଳେ ଶୁକ୍ରବାର ରାତିରେ ଆନନ୍ଦପୁର ବ୍ରିଜଛକଠାରେ ଏକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri