ଆମ ଜିଲା ଖବର

ମୁଖ୍ୟ ଚିକିତ୍ସାଳୟ ଲିଫ୍ଟ ଅଚଳ, ରୋଗୀ ହଇରାଣ

ମାଲକାନଗିରି,୮ା୬ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟର ଲିଫ୍ଟ୍‌ ଦୀର୍ଘ ଏକମାସ ହେବ ଅଚଳ ହୋଇ ପଡିଛି। ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ୭ମହଲା ବିଶିଷ୍ଟ ଏହି ଚିକିତ୍ସାଳୟରେ ୪ଟି ଲିଫ୍ଟି ଥିବା ବେଳେ ସେଥିରୁ ପୂର୍ବରୁ ୩ଟି...

କୋଣାର୍କରେ ଖୋଲିଲା ଯାତ୍ରୀନିବାସ

କୋଣାର୍କ,୮ା୬(ଡି.ଏନ୍‌.ଏ.): କରୋନା ଯୋଗୁ ବନ୍ଦ ରହିଛି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର। ପର୍ଯ୍ୟଟନସ୍ଥଳୀ କୋଣାର୍କ ଶୂନଶାନ। ବନ୍ଦ ହେବାର ଅଢ଼େଇ ମାସ ପରେ ସୋମବାର କୋଣାର୍କରେ ଯାତ୍ରୀନିବାସ ଓ କେତେକ ହୋଟେଲ ଖୋଲାଯାଇଥିବା ଦେଖିବାକୁ ମିଳିଛି। କିନ୍ତୁ ପର୍ଯ୍ୟଟକ ନ ଥିବାରୁ...

ନଦୀକୁ ଖସିଲା ଜେସିବି, ବର୍ତ୍ତିଲେ ଚାଳକ

ମହାକାଳପଡ଼ା, ୮ା୬(ଡି.ଏନ୍‌.ଏ.): ମହାକାଳପଡା ବ୍ଲକ ବଡକୁଳ ଗ୍ରାମ ପାର୍ଶ୍ୱ ଲୁଣା ନଦୀ ଗର୍ଭକୁ ସୋମବାର ଏକ ଜେସିବି ମେଶିନ ଖସିପଡ଼ିଥିଲା। ଫଳରେ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। କେନ୍ଦ୍ରାପଡା ଜଳସେଚନ ଡିଭିଜନ ପକ୍ଷରୁ ନଦୀ ବନ୍ଧ ପାର୍ଶ୍ୱରେ ଜେସିବି ସାହାଯ୍ୟରେ ପଥର...

ବୋମାମାଡ଼ ଘଟଣାରେ ୬ ଗିରଫ

କଟକ ଅଫିସ,୮ା୬: ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟଙ୍କ ଉପରକୁ ବୋମାମାଡ଼ ଘଟଣାରେ ଜଗତପୁର ଥାନା ପୋଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ୟାକୁବ ଖାନ, ସେଖ୍‌ ୱାସିମ, ସେଖ୍‌ ଇମ୍ରାନ, ସେଖ ସାକିର,...

ଡିଆଇଜିଙ୍କ ଆସିକା ଥାନା ପରିଦର୍ଶନ

ଆସିକା,୮ା୬(ଡି.ଏନ୍‌.ଏ.)-ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ସତ୍ୟବ୍ରତ ଭୋଇ ସୋମବାର ଆସିକା ଥାନା ପରିଦର୍ଶନରେ ଆସି ସମୀକ୍ଷା କରିଥିଲେ ା ଗତ ଏକ ବର୍ଷ ମଧ୍ୟରେ ଆସିକା ଥାନା ୱାରେଣ୍ଟି ଧରପଗଡ, ଜୁଆଆଡ୍ଡା ଚଢ଼ାଉ, ଚୋରାମଦ, ବିସ୍ଫୋରକ ସାମଗ୍ରୀ ଓ ବେଆଇନ ଆତସବାଜୀ...

ମହିଳା ସଂଘ ପକ୍ଷରୁ ସରପଞ୍ଚଙ୍କୁ ‘ସଂଗ୍ରାମୀ ସମ୍ମାନ’

ଖଇରା, ୮।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଖଇରା ପଞ୍ଚାୟତର ସରପଞ୍ଚଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଖଇରା ପଞ୍ଚାୟତସ୍ତରୀୟ ମହାସଂଘ ସଞ୍ଚୟିକା ତରଫରୁ ସୋମବାର ଅପରାହ୍ନରେ ଖଇରା ପଞ୍ଚାୟତ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ସଂଘର ଏମ୍‌ବିକେ (ମାଷ୍ଟର...

ନଦୀରେ ବୁଡି ଗଲେ ଯବାନ: ୫ କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ

ରତ୍ନଗିରି,୮।୬(ଡି.ଏନ.ଏ.)- ଯାଜପୁର ଜିଲା ବଡଚଣା ବ୍ଲକ ବାଲିକୁଦା ବଜାର ନିକଟସ୍ଥ କେଲୁଅ ନଦୀରେ ବୁଡି ଜଣେ ଯବାନଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବରୀ ବ୍ଲକ ଧାରପୁର ପଞ୍ଚାୟତ ନାଥପୁର ଗ୍ରାମର ବିକାଶ ପଣ୍ଡା। ଘଟଣାରୁ ଜଣାପଡ଼ିଛି, ସକାଳେ ବିକାଶ...

ସମ୍ବଲପୁର ଷ୍ଟେଶନରୁ ଚାଲିଲା ସ୍ବତନ୍ତ୍ର ଟ୍ରେନ

ସମ୍ବଲପୁର,୮ା୬(ବ୍ୟୁରୋ): ମହାମାରୀ କରୋନା ଯୋଗୁ ସମ୍ବଲପୁର ଷ୍ଟେଶନରୁ ବନ୍ଦ ପଡିଥିବା ରେଳ ଚଳାଚଳ ଆରମ୍ଭ ହୋଇଛି। ସୋମବାର ସମ୍ବଲପୁର-ପୁରୀ ଇଣ୍ଟରସିଟି ଯାହା ପରିବର୍ତ୍ତନ ହୋଇ ଖୋର୍ଦ୍ଧା ପର୍ଯ୍ୟନ୍ତ ଚାଲିବ । ଏହି ଟ୍ରେନରେ ଯାତ୍ରା କରିବା ପାଇଁ ସମ୍ବଲପୁର ଷ୍ଟେଶନରୁ...

ତଲାବିରା ଖଣି ବିବାଦ: ସମାଧାନ ପାଇଁ ତ୍ରିପାକ୍ଷିକ ବୈଠକ

ସମ୍ବଲପୁର,୮ା୬(ବ୍ୟୁରୋ): ସମ୍ବଲପୁର ରେଙ୍ଗାଲି ତଲାବିରା କୋଇଲାଖଣି ୧ ଓ ୨ରେ ଲାଗି ରହିଥିବା ବିବାଦର ସମାଧାନର ବାଟ ଫିଟୁନାହିଁ । କମ୍ପାନୀ କୋଇଲା ଉତ୍ତୋଳନ କାମ ଆରମ୍ଭ କରିଥିବା ବେଳେ ବିସ୍ଥାପିତ ଓ ଅଞ୍ଚଳବାସୀ ଏହାକୁ ବିରୋଧ ଜାରି ରଖିଛନ୍ତି।...

କରୋନା ମୁକାବିଲାରେ ପ୍ରଶାସନ ବିଫଳ: କଂଗ୍ରେସ

ବାସୁଦେବପୁର,୮ା୬(ଡି.ଏନ୍‌.ଏ.)- ବାସୁଦେବପୁର ନଗର କଂଗ୍ରେସ ପକ୍ଷରୁ ଉଚ୍ଚଡିହା ଗ୍ରାମଠାରେ ଏକ ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଛି। କରୋନା ମୁକାବିଲା କ୍ଷେତ୍ରରେ ପ୍ରଶାସନ ପୂର୍ଣ୍ଣମାତ୍ରାରେ ବିଫଳ ହୋଇଥିବା ସହିତ ବିଭିନ୍ନ ସମସ୍ୟା ବାବଦରେ ଅଭିଯୋଗ ଉଠାଇଛି। ବିଶେଷ କରି ସଙ୍ଗରୋଧ...

ବୃକ୍ଷରୋପଣକୁ ନେଇ ଅସନ୍ତୋଷ : ଉପଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ୱାର୍ଡବାସୀ

ଚମ୍ପୁଆ, ୮ା୬(ଡି.ଏନ.ଏ)-ୱାର୍ଡର ଜବକାର୍ଡଧାରୀମାନେ କାମ ପାଉ ନ ଥିବା ବେଳେ ଅନ୍ୟ ୱାର୍ଡର ଶ୍ରମିକଙ୍କୁ କାମରେ ନିୟୋଜନକୁ ନେଇ ଚମ୍ପୁଆ ଏନଏସିର ୨ନଂ ୱାର୍ଡବାସୀମାନେ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବର୍ତ୍ତମାନ କରୋନା ପାଇଁ ଲକଡାଉନ ବ୍ୟବସ୍ଥା କରାଯାଇଥିବା ବେଳେ ହଜାର...

ବାର୍‌ ଉପରେ ପୋଲିସ୍‌ର ଚଢ଼ାଉ, ମାଲିକ ଗିରଫ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୮।୬(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ସହରରେ ଥିବା ଶାନ୍ତି ବାର୍‌ ଉପରେ ସୋମବାର ପୋଲିସ୍‌ ଅଚାନକ ଚଢ଼ାଉ କରିଥିଲା। ବେଆଇନ ଭାବେ ଖୋଲା ମଦ ବିକ୍ରି ସହ ଲକ୍‌ଡାଉନ ନିୟମକୁ ଅବମାନନା ଅଭିଯୋଗରେ ବାର୍‌ର ମାଲିକଙ୍କୁ ଗିରଫ କରାଯାଇଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri