ଆମ ଜିଲା ଖବର

ପୋଖରୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ବାଲେଶ୍ୱର ଅଫିସ,୨୩।୫- ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଗଣେଶ୍ୱରପୁର ଅଞ୍ଚଳର ଜଣେ ଯୁବକ ଶୁକ୍ରବାର ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଲେ ନାମସ ଲେଙ୍କା। ପୂର୍ବାହ୍ନ ୧୧ଟା ସମୟରେ ନିକଟସ୍ଥ ଗ୍ରାମ ଅଚ୍ଚ୍ୟୁତପୁର ବାଲିଆ ପୋଖରୀକୁ ଗାଧୋଇବା ପାଇଁ...

ସରପଞ୍ଚଙ୍କ ନିଷ୍ପତ୍ତିକୁ ମାନିଲାନି ପ୍ରଶାସନ: ଜିଲାପାଳ କ୍ଷମତା ଫେରାଇନେବାକୁ କହିଲେ ସରପଞ୍ଚ

ଟିକିରି,୨୨ା୫:ପ୍ରତ୍ୟେକ ପଞ୍ଚାୟତରେ କରୋନା ସଂକ୍ରମଣକୁ ରୋକିବା ଏବଂ ସରପଞ୍ଚମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ସରପଞ୍ଚଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ଏହି କ୍ଷମତାର ଉପଯୋଗକରି ଅନେକ ସରପଞ୍ଚ ଚର୍ଚ୍ଚାର ପରିସରକୁ ମଧ୍ୟ ଆସିଛନ୍ତି। ତେବେ ରାୟଗଡ଼ା...

ଯାଜପୁରରେ ସୁସ୍ଥ ହେଲେ ୮

ଯାଜପୁର ଅଫିସ,୨୨।୫-ଯାଜପୁର ଜିଲାରେ ଶୁକ୍ରବାର ୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରସୁଲପୁର ବ୍ଲକର ମଙ୍ଗଳରାଜପୁର ଗ୍ରାମର ୪୨ ବର୍ଷୀୟ ବ୍ୟକ୍ତି ଥିବା ବେଳେ ସଦାନନ୍ଦପୁରର ୫୨ ବର୍ଷୀୟ ବ୍ୟକ୍ତି, ଦେଉଳୀ ଗ୍ରାମର ୫୩ ବର୍ଷୀୟ ବ୍ୟକ୍ତି,...

ଗଛ ମୂଳରେ ସାବିତ୍ରୀ ବ୍ରତ

କେନ୍ଦୁଝର, ୨୨ା୫(ଡି.ଏନ୍‌.ଏ.)-କେନ୍ଦୁଝର ସହର ଓ ଆଖପାଖ ଅଞ୍ଚଳରେ ପାରମ୍ପରିକ ଶାସ୍ତ୍ରମତେ ସାବିତ୍ରୀ ବ୍ରତ ପାଳିତ ହୋଇଯାଇଛି। ସଧବା ମହିଳାମାନେ ନିଜ ସ୍ବାମୀଙ୍କର ଦୀର୍ଘାୟୁ କାମନା କରି ଏହି ବ୍ରତ କରିଥିବାବେଳେ ଏହା ପଛରେ ଥିବା ପୌରାଣିକ ଆଖ୍ୟାନକୁ ସ୍ମରଣ କରି...

୨୦ ପ୍ରବାସୀଙ୍କୁ ସ୍ବତନ୍ତ୍ର ଗାଡ଼ିରେ ପଠାଇଲା ପୋଲିସ

କେନ୍ଦୁଝର,୨୨ା୫(ଡି.ଏନ୍‌.ଏ.)-କେନ୍ଦୁଝର ସହର ମଧ୍ୟ ଦେଇ ଚାଲି ଚାଲି ଯାଉଥିବା ୨୦ ପ୍ରବାସୀଙ୍କୁ ପୋଲିସ ସ୍ବତନ୍ତ୍ର ଗାଡ଼ି ଯୋଗେ ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରିଛି। ମୁମ୍ବାଇରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲି ଥିବାରୁ ଏବଂ ଲକ୍‌ଡାଉନ୍‌ରେ ଦୋକାନ, ବଜାର...

ଶୁଖୁଆ ହାଟ ପଡିଆରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଗଞ୍ଜାମ,୨୨ା୫(ଡି.ଏନ୍‌.ଏ.)- ଗଞ୍ଜାମ ବ୍ଲକ ହୁମ୍ମା ଶୁଖୁଆ ହାଟ ପଡ଼ିଆରୁ ଶୁକ୍ରବାର ଅପରାହ୍ନରେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଶିଶୁପୁତ୍ର ପଡ଼ିଥିବା ଦେଖି ଅଞ୍ଚଳର କେତେଜଣ ଯୁବକ ପାଖକୁ ଯାଇ ବଞ୍ଚଥିବା ଦେଖିଥିଲେ। ପରେ ତାଙ୍କୁ ଉଦ୍ଧାର...

୩ ଯୁଗ୍ମ ସଚିବଙ୍କ ବିଞ୍ଝାରପୁର ଗସ୍ତ

ବିଞ୍ଝାରପୁର, ୨୨।୫ (ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ତିନି ପ୍ରମୁଖ ବିଭାଗର ଯୁଗ୍ମ ସଚିବ ଶୁକ୍ରବାର ବିଞ୍ଝାରପୁର ବ୍ଲକ ଗସ୍ତ କରି କରୋନା ସଂକ୍ରମଣ ଓ ବାତ୍ୟା ଅମ୍ଫନ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଆକଳନ କରିଛନ୍ତି। ରାଜସ୍ବ ବିଭାଗ ଯୁଗ୍ମ ସଚିବ ଦିଲ୍ଲୀପ...

ସଙ୍ଗରୋଧ ଗୃହରେ ସାବିତ୍ରୀ ବ୍ରତ

ଭଞ୍ଜନଗର,୨୨।୫(ଡି.ଏନ.ଏ)- ଜଗନ୍ନାଥପ୍ରସାଦ ବ୍ଲକ ବିଡ଼ିପୁର ଗ୍ରାମରେ ଥିବା ସଙ୍ଗରୋଧ ଗୃହରେ ଶୁକ୍ରବାର ପ୍ରବାସୀ ମହିଳା ସାବିତ୍ରୀ ବ୍ରତ କରିଥିଲେ। ଏଥିରେ ସରପଞ୍ଚ କୃଷ୍ଣଚନ୍ଦ୍ର ରଥ ପୂଜାରୀ ଦାୟିତ୍ୱ ତୁଲାଇଥିଲେ। ଫଳରେ ଗ୍ରାମର ୩ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ୧୨ ମହିଳା...

ଭଞ୍ଜନଗର ଉପଖଣ୍ଡରେ ୨ କରୋନା ଆକ୍ରାନ୍ତ

ଭଞ୍ଜନଗର,୨୨।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ହିଁ ପୂର୍ବରୁ ପ୍ରାୟ କରୋନା ପଜିଟିଭ୍‌ ବାହାରୁଥିଲେ। ତେଣୁ ପ୍ରଶାସନ ପକ୍ଷରୁ ଭୟଭୀତ ନହେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଥିଲା। କିନ୍ତୁ ଶୁକ୍ରବାର ଭଞ୍ଜନଗର ଉପଖଣ୍ଡରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ବାହାରୁ ୨ଜଣ କରୋନା...

ପ୍ରବାସୀଙ୍କ ସହିତ ଭୋଜି ଖାଇ କ୍ୱାରାଣ୍ଟାଇନ୍‌ରେ ସରପଞ୍ଚ

କେନ୍ଦୁଝର,୨୨ା୫ (ସ୍ବ.ପ୍ର.)-କରୋନା ମହାମାରୀ ନିରାକରଣ ପାଇଁ ଜିଲାପାଳ କ୍ଷମତା ପାଇ କାମ କରୁଥିବା ବାଂଶପାଳ ବ୍ଲକର ଜଣେ ସରପଞ୍ଚ କେତେକ ପ୍ରବାସୀ ଓଡିଆ ସାଙ୍ଗଙ୍କ ସହ ଭୋଜି ଖାଇ କ୍ୱରାଣ୍ଟାଇନରେ ରହିଛନ୍ତି। ମଙ୍ଗଳବାର ଚେନ୍ନାଇରୁ ବିନା ପଞ୍ଜୀକରଣରେ ଫେରଥିବା ୩...

ଅମାନିଆଙ୍କ ଗଣିଲେ ୫ ହଜାର ଜରିମାନା

ବୁଗୁଡ଼ା,୨୨ା୫(ଡି.ଏନ.ଏ.)- ବୁଗୁଡ଼ା ସହରରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ଲକଡାଉନ ନିୟମକୁ ମାନି ଚଳିବା ପାଇଁ ବାରମ୍ବାର ମାଇକ ଦ୍ୱାରା ସଚେତନ କରାଯାଉଥିଲେ ମଧ୍ୟ ଅଧିକାଂଶ ଲୋକେ ମାନୁ ନାହାନ୍ତି। ତହସିଲଦାର ସଂଗ୍ରାମ କେଶରୀ ଜେନା, ଏନଏସି ପ୍ରଶାସନ ଓ ପୋଲିସ...

ଘରକୁ ଯାଇ ନ ପାରି ଓପାସରେ ୧୭ ଶ୍ରମିକ

ବଇଣ୍ଡା, ୨୨ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁରୁମଟାପ ପଞ୍ଚାୟତ ମନ୍ଦରବାହାଳ ଗ୍ରାମରେ ଚେକଡ୍ୟାମ କେନାଲ ନିର୍ମାଣରେ ନିୟୋଜିତ ୧୭ ଜଣ ଶ୍ରମିକ ଘରକୁ ଯାଇ ନ ପାରି ସେଠାରେ ଅଟକି ରହିଛନ୍ତି। ଏଥିସହ ୨ ଦିନ ହେଲା ସେମାନେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri