ଆମ ଜିଲା ଖବର

୩ବର୍ଷ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ, ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ଦାବିପତ୍ର

ପାଟପୁର,୨୨ା୫- ସାନଖେମୁଣ୍ଡି ବ୍ଲକ ପଟିଗୁଡା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମରେ ୩ ବର୍ଷ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡିଛି। ଫଳରେ ଗ୍ରାମବାସୀ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ପୋଖରୀ ଓ ଭଙ୍ଗା ନଳକୂପରୁ ପାଣି ସଂଗ୍ରହ କରି...

ଜଙ୍ଗଲରୁ ୬ ଜୁଆଡି ଗିରଫ

ଭଞ୍ଜନଗର,୨୨।୫(ଡି.ଏନ୍‌.ଏ.)- ତାରସିଂ ପୋଲିସ ଗୁରୁବାର ଲେମ୍ବେଇ ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରି ୬ ଜୁଆଡ଼ିଙ୍କୁ ଗିରଫ କରି ସେମାନଙ୍କ ୯ ହଜାର ୨୬୦ ଟଙ୍କା, ୬ଟି ବାଇକ୍‌ ସମେତ ଅନ୍ୟାନ୍ୟ ଜିନିଷ ଜବତ କରିଛି। ଉକ୍ତ ଜଙ୍ଗଲରେ ଜୁଆଖେଳ ଚାଲିଥିବା...

ଅନ୍ତେବାସୀ ମହିଳାଙ୍କୁ ସରପଞ୍ଚ ଦେଲେ ସାବିତ୍ରୀ ଭାର

ଭଞ୍ଜନଗର,୨୨ା୫(ଡି.ଏନ.ଏ)- ରାତି ପାହିଲେ ସାବିତ୍ରୀ ବ୍ରତ। ଗଞ୍ଜାମ ଜିଲାର ବିଭିନ୍ନ କ୍ୱାରାଣ୍ଟଶଇନ୍‌ ସେଣ୍ଟରରେ ବହୁ ମହିଳା ଅଛନ୍ତି। କ୍ୱାରାଣ୍ଟାଇନ୍‌ ସେଣ୍ଟର ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଥିବାରୁ ସେଠାକୁ ବାହାର ଜିନିଷି ପ୍ରାୟ ଯାଇ ପାରୁନାହିଁ। ଫଳରେ ସେଠାରେ ଥିବା...

ସରକାର ଦେଉଛନ୍ତି, ପ୍ରଶାସନ ଦେଉନି

ଅନୁଗୋଳ ଅଫିସ, ୨୨।୫ କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ବହୁ ପୂର୍ବରୁ ପ୍ରସ୍ତୁତି କରାଯାଇଥିଲା। ଘନ ଘନ ବୈଠକ ସହ କି କି ପଦକ୍ଷେପ ନିଆଯିବ ସେ ନେଇ ଯୋଜନା ପରେ ଯୋଜନା ହୋଇଥିଲା। ତାଳଚେରଠାରେ...

ପ୍ରକଳ୍ପ କାମ ନିମ୍ନମାନର

ପରଜଙ୍ଗ, ୨୨।୫(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତ ଅଧୀନ ଅଁଳାକଟା ଗ୍ରାମରେ ବସୁଧା ଯୋଜନାରେ ଚାଲିଥିବା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ନିମ୍ନମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେମାନେ ଜିଲାପାଳଙ୍କୁ...

ଅନୁଗୋଳରେ ଅଟକିଲେ ୩୨ ଶ୍ରମିକ

ଅନୁଗୋଳ ଅଫିସ, ୨୨।୫ ବାହାର ରାଜ୍ୟରୁ ଓଡ଼ିଶା ଫେରୁଥିବା ୩୨ ଶ୍ରମିକ ଗୁରୁବାର ଅନୁଗୋଳ ଜିଲାରେ ଅଟକି ଯାଇଛନ୍ତି। ବରଗଡ଼ରୁ ଏକ ଟ୍ରକ୍‌ରେ ଅନୁଗୋଳ ଆସିବା ପରେ ସେମାନଙ୍କୁ ପ୍ରଶାସନ ପକ୍ଷରୁ କ୍ୱାରାଣ୍ଟାଇନରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ...

୧,୮୫,୨୧୦ ହେକ୍ଟରରେ ଖରିଫ୍‌ ଚାଷ

ଢେଙ୍କାନାଳ ଅଫିସ, ୨୨।୫ କରୋନା ପ୍ରଭାବିତ ଢେଙ୍କାନାଳ ଜିଲାରେ ଖରିଫ୍‌ ଚାଷକୁ ସୁବ୍ୟବସ୍ଥିତ କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ। ଖରିଫ୍‌-୨୦୨୦ ନେଇ ଗୁରୁବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ...

ବଫର ଜୋନ୍‌କୁ ପଠାଯାଇଥିବା ରୋଗୀ ନିଖୋଜ

ବେଦବ୍ୟାସ,୨୨ା୫(ଡି.ଏନ.ଏ.) ସୁନ୍ଦରଗଡ଼ ଜିଲା ରାଉରକେଲାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି ା ଜିଲା ପ୍ରଶାସନର ହେପାଜତରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରୁ ଜଣେ ରୋଗୀଙ୍କୁ ବିଭାଗୀୟ ଅଧିକାରୀମାନେ ବଫର ଜୋନ୍‌କୁ ଏକ ୧୦୮ ଆମ୍ବୁଲାନ୍ସରେ ପଠାଇଥିଲେ ା ହେଲେ ଯାଞ୍ଚ...

ସାବିତ୍ରୀ ବ୍ରତ ପାଇଁ ବଜାରରେ ଭିଡ଼: ମାନିଲେନି ସାମାଜିକ ଦୂରତା

ବୌଦ୍ଧ,୨୧ା୫ (ସ୍ବ.ପ୍ର.)-ବୌଦ୍ଧ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଛୁଇଁଛି ା ତେବେ ଆସନ୍ତାକାଲି ସାବିତ୍ରୀ ବ୍ରତ ପଡୁଥିବାରୁ ଲୋକେ ସାମାଜିକ ଦୂରତାକୁ ଭୁଲିଯାଇ ଗୁରୁବାର ଦୈନିକ ବଜାରରେ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା ା ଅଧିକାଂଶ ଲୋକେ ବିନା...

ଖୋର୍ଦ୍ଧାର ୭ ଶ୍ରମିକ ସାଇକେଲରେ ଘରମୁହାଁ

ଜହ୍ନାପଙ୍କ,୨୧।୫ (ଡି.ଏନ.ଏ.)- ରାୟପୁରକୁ କାମ କରିବାକୁ ଯାଇଥିବା ଖୋର୍ଦ୍ଧା ଭାପୁର ଅଞ୍ଚଳର ୭ ଶ୍ରମିକ ସାଇକେଲରେ ଘରମୁହଁା ହୋଇଛନ୍ତି ା ସେଠାରୁ ବାହାରିବାର ତିନି ଦିନ ପରେ ସେ ଜହ୍ନାପଙ୍କରେ ପହଞ୍ଚତ୍ ଥିବା ଜଣାଯାଇଛି ା ଏହି ଶ୍ରମିକମାନେ ପରିବାର...

୩ଶହ ଲିଟର ଦେଶୀମଦ ଜବତ, ୩ କୋର୍ଟଚାଲାଣ

ଗୋପାଳପୁର,୨୧ା୫- ଏକ ପିକଅପ୍‌ ଭ୍ୟାନ (ନଂ.ଓଡି୦୭ଡି-୨୦୧୫) ହରିପୁର ରାସ୍ତା ଦେଇ ଗୋପାଳପୁର ଯାଉଥିବାବେଳେ ଜିଲା ଅବକାରୀ ଷ୍ଟ୍ରାଇକିଂ ଫୋର୍ସ ଓ ଗୋପାଳପୁର ଅବକାରୀ କର୍ମଚାରୀ ନାରାୟଣପୁର ଛକ ନିକଟରେ ଚଢ଼ାଉ କରିଥିଲେ। ଭ୍ୟାନ୍‌ରୁ ୩୦୦ ଲିଟର ଦେଶୀ ମଦ ଜବତ...

ସ୍ନାନପୂର୍ଣ୍ଣିମା ସମ୍ଭାବନା ବଢ଼ିଲା: ମଗାଗଲା ସର୍ବନିମ୍ନ ସେବାୟତ ତାଲିକା

ପୁରୀ ଅଫିସ, ୨୧ା୫:ମହାମାରୀ କରୋନା ଯୋଗୁ ମହାପ୍ରଭୁଙ୍କ ରଥଯାତ୍ରା ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି। ଏଥର ବଡଦାଣ୍ଡରେ ତିନିଠାକୁରଙ୍କ ରଥ ଗଡ଼ିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି। ହେଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା ହେବା ନେଇ ଧୀରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri