ଆମ ଜିଲା ଖବର

ବାଲେଶ୍ୱରରେ ଅମ୍ଫନ: ୬୦-୭୦ କିମିରେ ପବନ ସାଙ୍ଗକୁ ପ୍ରବଳ ବର୍ଷା

ବାଲେଶ୍ଵର ଅଫିସ ୨୦।୫ – ବାଲେଶ୍ୱର ଜିଲାରେ ଅମ୍ଫନ ପ୍ରଭାବ ଅନୁଭୂତ ହୋଇଛି । ୬୦-୭୦ କିମିରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହେଉଛି। ସମୁଦ୍ର କୂଳରେ ବଡ ବଡ ଜୁଆର ଉଠୁଛି। ବାତ୍ୟା ଅମ୍ଫାନ ଯୋଗୁଁ ତାଳସାରିରେ ସମୁଦ୍ର...

ଅମ୍ଫନ୍‌ ପ୍ରଭାବ, ଗୋପାଳପୁର ବେଳାଭୂମି ଅଶାନ୍ତ

ଗୋପାଳପୁର,୧୯ା୫(ଡି.ଏନ୍‌.ଏ.)- ଅମ୍ଫନ୍‌ ପ୍ରଭାବରେ ମଙ୍ଗଳବାର ଗୋପାଳପୁର ବେଳାଭୂମି ଅଶାନ୍ତ ରହିବା ସହ ବଡବଡ ଜୁଆର ଉଠିଥିଲା। ୨୪ ଘଣ୍ଟାରେ ୦.୫ ମିଲି ବର୍ଷା ରେକର୍ଡ଼ କରାଯାଇଛି। ମଙ୍ଗଳବାର ମଧ୍ୟ ରାତିରୁ ବର୍ଷା ବଢିବା ସହ ୫୫ରୁ ୬୫ କିମି ବେଗରେ...

ରାଜ୍ୟ ବାହାରେ ଫସିଛନ୍ତି ୭ହଜାର ଶ୍ରମିକ: ଫେରାଇ ଆଣିବା ପାଇଁ ଦାବି

ବୌଦ୍ଧ,୧୯ା୫(ସ୍ବ.ପ୍ର.)- ବୌଦ୍ଧ ଜିଲାର ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ମଙ୍ଗଳବାର ଜିଲା ଭାଜପା ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ା ଦାବିପତ୍ର ପ୍ରଦାନ ସମୟରେ ଜିଲା ଭାଜପା ସଭାପତି ବିପ୍ରଚରଣ ମହାନ୍ତି , ବରିଷ୍ଠ ଭାଜପା...

ରାଜ୍ୟ ବାହାର ଲୋକଙ୍କୁ ଖାଇବାକୁ ଦେଇ ସଙ୍ଗରୋଧ କେନ୍ଦ୍ରକୁ ଗଲେ ହୋଟେଲ ମାଲିକ

ବୌଦ୍ଧ,୧୯ା୫(ସ୍ବ.ପ୍ର.)- ବାହାର ରାଜ୍ୟର କେତେଜଣ ବ୍ୟକ୍ତିଙ୍କୁ ହୋଟେଲରେ ବସାଇ ଖାଇବାକୂୁ ଦେବାରୁ ବୌଦ୍ଧ ସହରର ଏକ ହୋଟେଲ ମାଲିକ ଓ ତାଙ୍କ ଭାଇଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ଯିବାକୁ ପଡିଛି ା ମିଳିଥିବା ସୂଚନା ଅନୁଯାୟୀ, ସହରର ପୁରୁଣା ବ୍ଲକ ଛକଠାରେ...

ବରୀରୁ ୧୦୦ ସ୍ବାବ୍‌ ସଂଗ୍ରହ କଲା ଜିଲା ସ୍ବାସ୍ଥ୍ୟ ବିଭାଗ

ରତ୍ନଗିରି,୧୯ା୫(ଡି.ଏନ.ଏ.)-ବରୀ ବ୍ଲକରୁ ମଙ୍ଗଳବାର ୧୦୦ ଜଣ ପ୍ରବାସୀ ଓଡିଆଙ୍କ ସ୍ବାବ୍‌ ଜିଲା ସ୍ବାସ୍ଥ୍ୟ ବିଭାଗ ସଂଗ୍ରହ କରିଛି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ବରୀ ଗ୍ରସ୍ତରେ ଆସି ବାଳିଆପାଳ ସ୍ଥିତ ବିଧାନ ଚନ୍ଦ୍ର ଏକଡେମୀଠାରେ ପହଞ୍ଚି ସ୍ବାବ୍‌ ସଂଗ୍ରହ କରିଥିଲେ।...

କାମ କରିବାକୁ ଚେନ୍ନାଇ ଯାଇଥିଲେ ବାପପୁଅ: ମୃତଦେହ ଧରି ଫେରିଲେ ପୁଅ

ଏମଭି-୭୯,୧୯ା୫(ଡି.ଏନ.ଏ.)-ପୁଅ ସହ କାମ କରିବାକୁ ଚେନ୍ନାଇ ଯାଇଥିଲେ। ଳକ୍‌ଡାଉନ ଯୋଗୁ ସବୁ ବନ୍ଦ ହୋଇଯିବାରୁ କିଛି ଦିନ ପରେ ସେ ଅସୁସ୍ଥ ହୋଇପଡିଲେ। ଏବେ ପୁଅ ଆମ୍ବୁଲାନ୍ସ ଭଡା କରି ବାପାଙ୍କ ମୃତଦେହ ଧରି ଫେରିଲେ ଗାଁକୁ। ଏପରି ଦୁଃଖଦ...

ମୋବାଇଲ କିଣି ନ ଦେବାରୁ ପୁଅ କଲା ଆତ୍ମହତ୍ୟା

ପଟ୍ଟାଙ୍ଗି,୧୯ା୫(ଡି.ଏନ.ଏ)-ବାପା ମୋବାଇଲ୍‌ କିଣି ନ ଦେବାରୁ ପୁଅ(୧୪) ଆତ୍ମହତ୍ୟା କରିବା ପରି ଘଟଣା କୋରାପୁଟ ଜିଲା ପଟାଙ୍ଗି ଥାନା ତଥା ସେମିଳିଗୁଡା ବ୍ଲକ ଅଞ୍ଚଳରେ ଘଟିଛି। ଖବରରୁ ଜଣାପଡିଛି ସେମିଳିଗୁଡ଼ା ବ୍ଲକ୍‌ର ମରୁଆ ଗ୍ରାମର ବିଶ୍ୱନାଥ ଗେମେଲଙ୍କ ପୁଅ ରାଜେନ୍ଦ୍ର।...

ଶିଳ୍ପ ବିଭାଗ ଶାସନ ସଚିବଙ୍କ ବାତ୍ୟା ମୁକାବିଲା ସମୀକ୍ଷା: ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ପ୍ରତି ବିଶେଷ ଧ୍ୟାନ ଦିଅ

ଜଗତ୍‌ସିଂହପୁର ଅଫିସ,୧୯ା୫: କରୋନା ଭୂତାଣୁ ସଂକ୍ରମଣ ସାଙ୍ଗକୁ ବାତ୍ୟା ଅମ୍ଫନ୍‌ର ଭୟ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ତେଣୁ ଏବେ ଏହାର ମୁକାବିଲା ପାଇଁ କାର୍ଯ୍ୟ ଶୈଳୀର ଗତିକୁ ଦ୍ୱିଗୁଣିତ କରିବାକୁ ପଡ଼ିବ। ବିଶେଷକରି ତଳିଆ ଅଞ୍ଚଳରୁ...

ଉପରେ ପିଆଜ ବସ୍ତା, ତଳେ ଗଞ୍ଜେଇ

ମନମୁଣ୍ଡା, ୧୯।୫ (ଡି.ଏନ.ଏ.)-ବୌଦ୍ଧ ଜିଲା ଅଧୀନ କଣ୍ଟାମାଳରୁ ଏକ ଟ୍ରକ ଯୋଗେ ମନମୁଣ୍ଡା ଦେଇ ଚୋରାଚାଲାଣ ହେଉଥିବା ୧୧ କୁଇଣ୍ଟାଲ ଗଞ୍ଜେଇ ଓ ୩୫ ବସ୍ତା ପିଆଜକୁ ସ୍ଥାନୀୟ ପୋଲିସ ସୋମବାର ଜବତ କରିଛି ା ଏହି ଘଟଣାରେ ଡ୍ରାଇଭର...

ସୁନ୍ଦରଗଡ଼ ଫେରିଲେ ୩୮ ଶ୍ରମିକ

ବାରଙ୍ଗ,୧୯।୫(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ବରିମୁଣ୍ଢ ପଞ୍ଚାୟତର ବିଭିନ୍ନ ଜାଗାରେ ରହି ଇଟାଭାଟି, କମ୍ପାନି ସହ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିବା ୩୮ଜଣ ପ୍ରବାସୀ ଶ୍ରମିକ ମଙ୍ଗଳବାର ନିଜ ଘରକୁ ଫେରିଛନ୍ତି। ଏହି ଶ୍ରମିକମାନେ ସୁନ୍ଦରଗଡ଼ ଜିଲା ଲାଠିକଟା ବ୍ଲକର ବୋଲି...

ବଉଲାଙ୍ଗ ପଞ୍ଚାୟତ ଶଟଡାଉନ୍‌ କଲେ ସରପଞ୍ଚ

ଗୋପ,୧୯।୫(ଡି.ଏନ୍‌.ଏ.): ପୁରୀ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏ ନେଇ ଜିଲାବାସୀ ଭୟରେ ଥିବାବେଳେ ଗୋପ ବ୍ଲକ ଅଞ୍ଚଳରେ ପୁଣି ୪ ସୁରଟ ଫେରନ୍ତାଙ୍କ ପଜିଟିଭ ବାହାରିଥିବା ବିଡିଓ ଦୀପ୍ତିରାଣୀ ଦାସ...

ଲୁଟେରାକୁ କାବୁ କଲେ ଲୋକେ

କେନ୍ଦୁଝର, ୧୯ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ଥାନା କାଳିଆହତା ଫାଣ୍ଡି ଅଞ୍ଚଳ ମାରଦା ଗଁାର ଟଙ୍କଧର ମହାନ୍ତଙ୍କ ଘରେ ସୋମବାର ବିଳମ୍ବିତ ରାତିରେ ୪ଜଣ ଲୁଟେରା ବିଭିନ୍ନ ମାରଣାସ୍ତ୍ର ଧରି ଲୁଟ୍‌ପାଟ କରିଥିଲେ। ଲୁଟେରାମାନେ ଟଙ୍କଧରଙ୍କ ମୁଣ୍ଡରେ ବନ୍ଧୁକ ରଖି ପରିବାରର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri