ଆମ ଜିଲା ଖବର

ଉପକୂଳ ଅଞ୍ଚଳରେ ବଢୁଛି ପବନର ବେଗ

ମହାକାଳପଡ଼ା,୧୯।୫,(ଡି.ଏନ୍‌.ଏ.)- ଅମ୍ପନ୍‌ ପ୍ରଭାବରେ ମଙ୍ଗଳବାର ସନ୍ଧ୍ୟାରୁ ଉପକୂଳ ଅଞ୍ଚଳରେ ପବନର ବେଗ ବଢ଼ିବାରେ ଲାଗିଛି। ଏନେଇ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବତୀଘର, ଖରିନାସୀ, ରାମନଗର, ପେଟଛେଲା, ଜମ୍ବୁ ଓ ନଞ୍ଜୁରା ଆଦି ପଞ୍ଚାୟତର ଲୋକେ ଭୟଭୀତ ହୋଇଯାଇଛନ୍ତି। ସେମାନଙ୍କୁ...

ଅଶ୍ଲୀଳ ମେସେଜ ପଠାଇ ଯୁବକ ଗିରଫ

ଚମ୍ପୁଆ,୧୯ା ୫(ଡି.ଏନ.ଏ)-କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳର ଏକ ବିବାହିତା ମହିଳାଙ୍କୁ ଅଶ୍ଲୀଳ ଭିଡିଓ ଓ ମେସେଜ ପଠାଇ ବାରମ୍ବାର ହଇରାଣ ହରକତ କରୁଥିବାରୁ ଜଣେ ଯୁବକଙ୍କୁ ଚମ୍ପୁଆ ପୋଲିସ ଗିରଫ କରିଛି। ସେ ହେଲେ ସରୋଜ ବାରିକ(୨୧)। ଏନେଇ...

ଘର ଛାଡ଼ିଲେ ୨ହଜାରରୁ ଊର୍ଦ୍ଧ୍ୱ ଲୋକ : ୩ ଏନ୍‌ଡିଆର୍‌ଏଫ୍‌, ୨ ଓଡ୍ରାଫ୍‌ ଟିମ୍‌ ମୁତୟନ

ଭଦ୍ରକ ଅଫିସ, ୧୯।୫- ସମ୍ଭାବ୍ୟ ବାତ୍ୟା ଅମ୍ଫନ ମୁକାବିଲା ପାଇଁ ଭଦ୍ରକ ଜିଲା ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ କରିଛି। ଜିଲାରେ ମୋଟ ୩ଟି ଏନ୍‌ଡିଆର୍‌ଏଫ୍‌ ଓ ୨ଟି ଓଡ୍ରାଫ୍‌ ଟିମ୍‌ ମୁତୟନ ହୋଇଛନ୍ତି। ଏହା ବ୍ୟତୀତ ଅଗ୍ନିଶମ...

ପ୍ରବାସୀ ଓଡ଼ିଆଙ୍କୁ ସରକାର ଫେରାଇ ଆଣନ୍ତୁ

ନୂଆପଡା ଅଫିସ,୧୯ା୫-ଲକ୍‌ଡାଉନ୍‌ ଯୋଗୁ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରବାସୀ ଓଡିଆମାନେ ଫସି ରହିଛନ୍ତି। ସେମାନେ ଭୋକ ଓପାସର ସହ ଅସୁବିଧାରେ ରହିଛନ୍ତି। ଏଣୁ ସେମାନଙ୍କୁ ତୁରନ୍ତ ରାଜ୍ୟକୁ ଫେରାଇ ଆଣିବାରେ ସରକାର ପଦକ୍ଷେପ ନିଅନ୍ତୁ। ମଙ୍ଗଳବାର କଳାହାଣ୍ଡି ଏମ୍‌ପି ବସନ୍ତ...

କ୍ୱାରାଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କୁ ଭେଟିଲେ ଜିଲାପାଳ

ନୂଆପଡା ଅଫିସ,୧୯ା୫-ନୂଆପଡ଼ା ଜିଲାକୁ ପ୍ରବାସୀ ଓଡ଼ିଆଙ୍କ ଆଗମନର ଲମ୍ବା ଧାଡି ଲାଗିଛି। ପ୍ରତିଦିନ ଯିଏ ଯାହା ଉଦ୍ୟମରେଏଠାକୁ ହଜାର ହଜାର ସଂଖ୍ୟାରେ ଆସି ପହଞ୍ଚୁଛନ୍ତି। ଏମାନଙ୍କ ସକାଶେ ଜିଲା ପ୍ରଶାସନ ପଞ୍ଚାୟତରେ କ୍ୱାରାଣ୍ଟାଇନ ସେଣ୍ଟର ଖୋଲିଛି। ହେଲେ ଏଗୁଡିକରେ ମୌଳିକ...

୮ଦଫା ନେଇ ଦାବିପତ୍ର ଦେଲେ

କେନ୍ଦୁଝର, ୧୯ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଭାରତୀୟ ଜନତା ପାର୍ଟି ତରଫରୁ ୮ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମଙ୍ଗଳବାର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ବିଶେଷ କରି ଲକ୍‌ଡାଉନ୍‌ ସମୟରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାକୁ ନେଇ ଭାଜପା ଏହି ଦାବିପତ୍ର ପ୍ରଦାନ...

୧୦ରୁ ଊର୍ଦ୍ଧ୍ୱ ତାଳଗଛ ଜଳିଗଲା

ପଡିଆ,୧୯ା୫(ଡି.ଏନ.ଏ.)-ମାଲକାନଗିରି ଜିଲା ପଡିଆ ବ୍ଲକ କଲୋନୀରେ ବର୍ଷାପବନ ହୋଇ ଏକ ଦୁର୍ଘଟଣା ଘଟିଯାଇଛି। କଲୋନୀ ପଛପଟେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ଛିଡିପଡି ୧୦ ତାଳଗଛ ପୋଡିଯାଇଛି। ଖବରରୁ ଜଣାପଡିଛି ରବିବାର ସନ୍ଧ୍ୟାରେ ଉକ୍ତ ଅଞ୍ଚଳରେ ବର୍ଷା ସହ...

ନକଲି ମଦ କାରଖାନା ଠାବ: ବିପୁଳ ସାମଗ୍ରୀ ଜବତ, ୩ ଗିରଫ

ଢେଙ୍କାନାଳ ଅଫିସ,୧୯ା୫-ଢେଙ୍କାନାଳ ସହର ଉପକଣ୍ଠ ରାମେଶ୍ୱରପୁର ଅଞ୍ଚଳରୁ ସୋମବାର ବିଳମ୍ବିତ ରାତିରେ ଏକ ନକଲି ମଦ ତିଆରି କାରଖାନା ଠାବ କରାଯାଇଛି। ବେଆଇନ ମଦ ପ୍ରସ୍ତୁତିରେ ସମ୍ପୃକ୍ତି ଅଭିଯୋଗରେ ରାମେଶ୍ୱରପୁରର ବିକାଶ ପୁହାଣ(୪୮), ସିମିଳିଆର ଅଜୟ ଦଳେଇ (୪୧) ଏବଂ...

ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ଅନୁଗୋଳ ଅଫିସ, ୧୯।୫- ଅନୁଗୋଳ ସେସୁ ଅଧୀନ ଠିକା ସଂସ୍ଥା ଏନ୍‌ଜେନ୍‌ ଜରିଆରେ କାମ କରୁଥିବା କର୍ମଚାରୀଙ୍କୁ ଛଟେଇ, ନୂତନ କର୍ମଚାରୀଙ୍କୁ କାର୍ଯ୍ୟରେ ଲଗାଯିବା ପ୍ରତିବାଦରେ ବାବା ଚମ୍ପେଶ୍ୱର ବିଦ୍ୟୁତ୍‌ କର୍ମଚାରୀ ସଂଘ ପକ୍ଷରୁ ସୋମବାର ସେସୁ ଅଫିସ୍‌ ସମ୍ମୁଖରେ...

ମା’ଙ୍କୁ ପିଟି ହତ୍ୟା: ପୁଅ ଗିରଫ

ବଇଣ୍ଡା, ୧୯ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ଥାନା ସାହାଜବାହାଳୀ ଗ୍ରାମରେ ସୋମବାର ଅପୂର୍ଣ୍ଣା ବେହେରା(୬୦)ଙ୍କୁ ତାଙ୍କ ପୁଅ ଆର୍ତ୍ତତ୍ରାଣ ବେହେରା ଠେଙ୍ଗାରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବଡ଼ ପୁଅ ଅନ୍ତର୍ଯ୍ୟାମୀ ବେହେରାଙ୍କ ଅଭିଯୋଗ କ୍ରମେ ପୋଲିସ ୭୪/୨୦ରେ...

ସୁରଟରେ ଆଖି ବୁଜିଲେ କରୋନା ଆକ୍ରାନ୍ତ ଓଡିଆ ଶ୍ରମିକ

ଧରାକୋଟ,୧୯ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଝରପାରି ପଞ୍ଚାୟତ ବାଡୁଲା ଗ୍ରାମର କୃଷ୍ଣଚନ୍ଦ୍ର ବିଶୋଇ(୨୭)ଙ୍କ ସୁରଟରେ ମୃତ୍ୟୁ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଗତ ୮ଦିନ ତଳେ ସୁରଟର ଏକ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର...

ଶ୍ମଶାନରୁ ନବବଧୂଙ୍କ ଅଧାପୋଡା ମୃତଦେହ ଜବତ

ସୋରଡା,୧୯ା୫(ଡି.ଏନ୍‌.ଏ.)- ସୋରଡା ବ୍ଲକ ରାଇବନ୍ଧ ମଶାଣିରୁ ବଡଗଡ ପୋଲିସ ଜଣେ ନବବଧୂଙ୍କ ଅଧାପୋଡା ମୃତଦେହ ମଙ୍ଗଳବାର ଜବତ କରିଛି। ସେ ହେଲେ କୁଲାଙ୍ଗି ଗ୍ରାମର କୃଷ୍ଣ ସ୍ବାଇଁଙ୍କ ଝିଅ ଟିକିନା (୨୦)। ରାଇବନ୍ଧ ଗ୍ରାମର କବିରାଜ ସ୍ବାଇଁଙ୍କୁ ୨ ମାର୍ଚ୍ଚରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri