ଆମ ଜିଲା ଖବର

କୋଣାର୍କରେ ଏନ୍‌ଡିଆରଏଫ୍‌ ଟିମ୍‌ : ଲୋକଙ୍କୁ ସତର୍କ କଲା ପ୍ରଶାସନ

ପୁରୀ ଅଫିସ,୧୯ା୫: ସ୍ଥଳଭାଗ ମୁହଁ। ହେଉଛି ସାମୁଦ୍ରିକ ବାତ୍ୟା ଅମ୍ଫନ। ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସବୁ ବ୍ଲକରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ୧୯ରେ ପୁରୀ...

ସଂଗରୋଧ କେନ୍ଦ୍ରରେ ନାବାଳିକାକୁ ଅସଦାଚରଣ ଅଭିଯୋଗ, ଘଟଣାର ତଦନ୍ତ ଜାରି

ବ୍ରହ୍ମଗିରି, ୧୯।୫(ଡି.ଏନ୍‌.ଏ) : ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଗୋରୁଆଳସ୍ଥିତ ଏକ ସଂଗରୋଧ କେନ୍ଦ୍ରରେ ସୋମବାର ବିଳମ୍ବତ ରାତିରେ ଜଣେ ନାବାଳିକାକୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୋରୁଆଳସ୍ଥିତ ପୁଲକେଶ୍ବରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ...

ସମ୍ଭାବ୍ୟ ମହାବାତ୍ୟା ‘ଅମ୍ପନ’ର ମୁକାବିଲା ପାଇଁ ପ୍ରଶାସନକୁ ସହଯୋଗର ହାତ ବଢ଼ାଇଲା ସ୍ବେଛାସେବୀ ସଂଗଠନ

ଗଞ୍ଜାମ,୧୯।୫(ଡି.ଏନ୍‌.ଏ.): ମହାମାରୀ କରୋନା ପରେ ସାମୁଦ୍ରିକ ଝଡ଼ ବାତ୍ୟା ‘ଅମ୍ପନ’ ପାଇଁ ଚିନ୍ତିତ ହୋଇପଡିଛନ୍ତି ଗଞ୍ଜାମ ଜିଲାବାସୀ। ତେବେ ସହରର ଏକ ସ୍ବେଛାସେବୀ ସଂଗଠନ ଏହାର ମୁକାବିଲା ନିମନ୍ତେ ପ୍ରଶାସନକୁ ସହଯୋଗ ପାଇଁ ହାତ ବଢ଼ାଇଛି। ଏ ନେଇ କାଇଁଚପୁର...

କେନ୍ଦ୍ରାପଡ଼ାରେ ଆଉ ୮ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୮

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ/ମହାକାଳପଡ଼ା ୧୯।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଓ ମହାକାଳପଡା ବ୍ଲକ ଅଞ୍ଚଳରେ ୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମଙ୍ଗଳବାର ସୁଦ୍ଧା ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ଡେରାବିଶ ବ୍ଲକ ମୁକୁନ୍ଦପୁର...

ଅନୁଗୋଳରେ ପୁଣି ୨ କରୋନା ରୋଗୀ ଚିହ୍ନଟ: ୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଅନୁଗୋଳ ଅଫିସ,୧୯।୫: ଅନୁଗୋଳ ଜିଲାରେ ମଙ୍ଗଳବାର ପୁଣି ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୧୭ରେ ପହଞ୍ଚିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ତେବ ଜିଲା...

ବଇଁଆ ବନାପୁର କ୍ୱାରାଣ୍ଟାଇନରେ କୋଲକାତା ଫେରନ୍ତାଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ,୧୯।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବଇଁଆ ବନାପୁର ପଞ୍ଚାୟତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ଜଣେ କୋଲକାତା ଫେରନ୍ତା ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସରପଦା ଗ୍ରାମର ଦେବେନ୍ଦ୍ର ରାଉତ। ଗତ ରବିବାର ରାତିରେ ଦେବେନ୍ଦ୍ର କୋଲକାତାରୁ ଫେରି...

ଗର୍ଭବତୀ ମହିଳାଙ୍କୁ ମେଡିକାଲ ସ୍ଥାନାନ୍ତର

ଭଦ୍ରକ ଅଫିସ,୧୯।୫: ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ବେଶ ତତ୍ପରତା ଦେଖାଦେଇଛି। ବାତ୍ୟା ପାଇଁ ପ୍ରଶାସନ ବାସୁଦେପୁର, ଧାମରା ଓ ଚାନ୍ଦବାଲି ଅଞ୍ଚଳର ୧୦ରୁ ଊର୍ଦ୍ଧ୍ୱ ଗର୍ଭବତୀଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆବଶ୍ୟକ ପଡିଲେ ଏହି...

ବିଦ୍ୟୁତ ଆଘାତରେ ଶଶୁର ବୋହୂଙ୍କ ମୃତ୍ୟୁ

ବାଲେଶର ଅଫିସ,୧୯।୫: ବାଲେଶର ଜିଲା ସଦର ଥାନା ରସାଳପୁର ଅଞ୍ଚଳର ନଦୀଗାଁ ଗାଁରେ ବିଦ୍ୟୁତ ଆଘାତରେ ଶଶୁର ବୋହୂଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ପୂର୍ବାହ୍ନ ୮ଟାରେ ନଦୀଗାଁ ଗାଁର ରମାନାଥ ଦାସ (୬୫) ଓ ତାଙ୍କ ପୁତ୍ରବଧୁ ପୁଷ୍ପଲତା(୪୦)ଙ୍କ ବିଦ୍ୟୁତ...

ଭଦ୍ରକରେ ୨୧ କରୋନା ପଜିଟିଭ୍‌ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଛୁଇଁଲା

ଭଦ୍ରକ ଅଫିସ,୧୯।୫: ଭଦ୍ରକ ଜିଲା ରେ ମଙ୍ଗଳବାର ୨୧ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୫ରେ ପହଞ୍ଚିଛି। ଆକ୍ରାନ୍ତ ୨୧ଜଣଙ୍କ ମଧ୍ୟରୁ କୋଲକତାର ୧୨, ସୁରାଟ ୬, ତାମିଲନାଡୁ ୨ ଓ ଆନ୍ଧ୍ରରୁ...

ମାସ୍କ, ସାମାଜିକ ଦୂରତ୍ୱ ନିୟମକୁ କଡାକଡି କଲେ ତହସିଲଦାର

ଗଞ୍ଜାମ, ୧୯।୫(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି l ଏଥିପାଇଁ ସରକାର ଲକ୍‌ଡାଉନ ଅବଧିକୁ ମେ ୩୧ ଯାଏଁ ବୃଦ୍ଧି କରିଛନ୍ତି। ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି।...

ସମ୍ଭାବ୍ୟ ବାତ୍ୟା ପାଇଁ ୧୫୦୦ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ରାଜନଗର,୧୯।୫(ଡି.ଏନ୍‌.ଏ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅମ୍ଫନ ମହାବାତ୍ୟା ଯୋଗୁ ରାଜନଗର ବ୍ଲକରେ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଏଥିପାଇଁ ପ୍ରଶାସନ ବଙ୍ଗୋପସାଗର ତଟବର୍ତ୍ତୀ ପେଣ୍ଠ, ପ୍ରସନ୍ନପୁର, ଏଣ୍ଡୁଳାପୁର, ବାଉଁଶଗଡ଼ି, ଅଢ଼ାସୋଲ, ବରାହିପୁର, କେରୁଆପାଳ, ତାଳଚୁଆ, ବାଘମାରି ଆଦି ୨୦ଟି...

ପ୍ରବାସୀ ଓଡ଼ିଆଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ଥ

ଚୌଦ୍ୱାର,୧୯।୫(ଡି.ଏନ୍‌.ଏ.): କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ବନ୍ଦାଳ ନିକଟରେ ଜାତୀୟ ରାଜପଥ ୧୬ରେ ପ୍ରବାସୀ ଓଡ଼ିଆଙ୍କୁ ନେଇଯାଉଥିବା ବସ୍‌ ଦୁର୍ଘଟଣାଗସ୍ତ। ଏଥିରେ ୬ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଦୁଇଜଣ ଗୁରୁତରଭାବେ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଦୁର୍ଘଟଣାଗ୍ରସ୍ତ ବସ୍‌...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri