ଆମ ଜିଲା ଖବର

ଜିଲା ବାହାର ବ୍ୟକ୍ତିଙ୍କୁ ବିରୋଧ

ଛେଣ୍ଡିପଦା,୧୮।୫(ସ୍ବ.ପ୍ର.)- ଖୋର୍ଦ୍ଧା ଜିଲାର ଜଣେ ବ୍ୟକ୍ତି ସୋମବାର ଛେଣ୍ଡିପଦା ବ୍ଲକ କୁକୁରପେଟା ପଞ୍ଚାୟତ କୁବିହାରିପୁର ଗଁାକୁ ଯାଇଥିବା ବେଳେ ଗ୍ରାମବାସୀ ଜୋରଦାର ବିରୋଧ କରିଥିଲେ। ତାଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖିବାକୁ ସେମାନେ ପଞ୍ଚାୟତ ପ୍ରତିନିଧିଙ୍କୁ ଜଣାଇଥିଲେ। କିନ୍ତୁ ପଞ୍ଚାୟତ...

ମୟୂରଭଞ୍ଜର ୪ କରୋନା ଆକ୍ରାନ୍ତ ସୁସ୍ଥ

କପ୍ତିପଦା,୧୮ା୫(ଡି.ଏନ୍‌.ଏ)- ମୟୂରଭଞ୍ଜ ଜିଲାର ୧୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସୋମବାର ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନେ ପୁରୁଷ ଓ କପ୍ତିପଦା ବ୍ଲକ ଅଞ୍ଚଳର। ସେମାନଙ୍କ ମଧ୍ୟରୁ ୩ ଜଣ ପିଙ୍ଗୁ ପଞ୍ଚାୟତର ଓ...

ଶିମିଳିପାଳରୁ ୨ ଶିକାରୀ ଗିରଫ 

ଖୁଣ୍ଟା,୧୮ା୫(ଡି.ଏନ୍‌.ଏ.)- ଶିମିଳିପାଳ ଅଭୟାରଣ୍ୟର ଡୁକୁରା ୱାଇଲ୍ଡ ଲାଇଫ୍‌ ରେଞ୍ଜ ଅଞ୍ଚଳରୁ ରବିବାର ରାତିରେ ୨ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ଭୋଳାଗଡ଼ିଆ ଗ୍ରାମର ନରେନ୍ଦ୍ର ହେମ୍ବ୍ରମ ଓ ହାତିକୋଟ ଗ୍ରାମର କିରଣ ବିଶ୍ୱାଳ। ଉଭୟଙ୍କଠାରୁ...

ଥାନା ଭିତରେ ଯୁବକଙ୍କୁ ଗୋଇଠା ବିଧା: ପାଟଣା ଆଇଆଇସିଙ୍କ ମାଡ଼ ଭିଡିଓ ଭାଇରାଲ

ପାଟଣା,୧୮।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଆଇଆଇସି ସନ୍ଧ୍ୟାରାଣୀ ଜେନା ଜଣେ ଯୁବକଙ୍କୁ ଥାନା ଭିତରେ ଲାଠି ଓ ଗୋଇଠା ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାଟି ଏବେ ସମଗ୍ର କେନ୍ଦୁଝର ଜିଲାରେ ଚର୍ଚ୍ଚା ବିଷୟ ପାଲଟିଛି। ଏ...

ହୋମ୍‌ କ୍ୱାରାଣ୍ଟାଇନ ନିୟମକୁ ଉଲ୍ଲଂଘନ: କ୍ୱାରାଣ୍ଟାଇନ ସେଣ୍ଟର ଗଲେ ସମ୍ପୃକ୍ତ ବ୍ୟକ୍ତି

ଛତ୍ରପୁର,୧୮ା୫(ଡି.ଏନ୍‌.ଏ)-ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ବାସ୍ଥ୍ୟ ଆପ୍‌। ଜିଲାରେ ହୋମ୍‌ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କୁ ଏହି ଆପ୍‌ ଦ୍ୱାରା ମନିଟରିଂ କରାଯାଉଛି। ଉକ୍ତ ଆପ୍‌ର ଡାଟାରୁ ମିଳିଥିବା ସୂଚନା ପ୍ରକାରେ ଜଣେ ବ୍ୟକ୍ତି ହୋମ୍‌ କ୍ୱାରାଣ୍ଟାଇନ ନିୟମକୁ...

ଚା’ ଦୋକାନ ସିଲ କଲା ପୋଲିସ

ଚୌଦ୍ୱାର,୧୮ା୫(ଡି.ଏନ୍‌.ଏ)-ଚୌଦ୍ୱାର କଳିଙ୍ଗ ଛକଠାରେ ଏକ ଚା’ଦୋକନକୁ ସୋମବାର ଚୌଦ୍ୱାର ପୋଲିସ୍‌ ସିଲ କରିଛି। ଜନୈକ ବ୍ୟକ୍ତିଙ୍କ ହାତରେ ପ୍ରବାସୀ ଓଡିଆ ସିଲ ବାଜିଥିବା ଜାଣି ସୁଦ୍ଧା ଉକ୍ତ ଚାହା ଦୋକାନୀ ତାଙ୍କୁ ଚା’ ପିଇବାକୁ ଦେଉଥିବା ସ୍ଥାନୀୟ ଲୋକେ ପୋଲିସ୍‌କୁ...

ଚୌଦ୍ୱାରରେ ଡ୍ରୋନ କରୁଛି ସଚେତନ

ଚୌଦ୍ୱାର,୧୮ା୫(ଡି.ଏନ୍‌.ଏ)-ସାରା ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ଦିଗରେ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରାଯାଇଛି। ଲକ୍‌ଡାଉନରେ ସାମାନ୍ୟ କିଛି ପରିବର୍ତ୍ତନ ତଥା ନୀତିନିୟମକୁ କୋହଳ କରାଯାଇଛି। ହେଲେ ସଂକ୍ରମଣ ନ ବ୍ୟାପିବାର ଦୃଢ ଅସ୍ତ୍ର ହେଉଛି ସାମାଜିକ ଦୂରତା ବଜାୟ...

ମହଙ୍ଗା ପଡିଲା ଲୁଣ କଳାବଜାରି: ଲକ୍ଷେ ଟଙ୍କା ଜରିମାନା

ପାଟଣାଗଡ,୧୮।୫(ଡି.ଏନ.ଏ.)-ଲୁଣ କଳା ବଜାରି କରିବା ଅଭିଯୋଗରେ ବଲାଙ୍ଗୀର ଜିଲା ପାଟଣାଗଡ଼ ରାମଜୀ ଛକସ୍ଥିତ ଲକ୍ଷ୍ମୀ ଟ୍ରେଡର୍ସ ଉପରେ ସୋମବାର ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି। ଚଢାଉରେ ୧୨୦ ପ୍ୟାକେଟ ଲୁଣ ବସ୍ତା ଜବତ କରାଯାଇଛି। ମାଜିଷ୍ଟ୍ରେଟ ଦାୟିତ୍ୱରେ ପାଟଣାଗଡ ତହସିଲଦାର...

ବାଭଣପଡାରେ କାଳବୈଶାଖୀ: ଘର ଉପରେ ମାଡ଼ି ବସିଲା ବିଶାଳ ଗଛ

ପାଟଣା,୧୮।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଭୁଲୁଦା ବାଭଣପଡା ସାହିରେ ରବିବାର ରାତିରେ କାଳବୈଶାଖୀ ହୋଇଛି। ଫଳରେ ସାହିର ତ୍ରିଲୋଚନ ନାଏକଙ୍କ ଘର ଉପରେ ଏକ ବିଶାଳ ଜାମୁ ଗଛ ଉପୁଡି ପଡ଼ିବାରୁ ତାଙ୍କର ୨ ବଖରା ଛପର...

ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା

ପୁରୀ ଅଫିସ, ୧୮।୫: ମହାମାରୀ କରୋନା ତାଣ୍ଡବ ରଚୁଥିବା ବେଳେ ଠିକ୍‌ ଏହି ସମୟରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ‘ଅମ୍ଫନ’। ଏହି ଦୁଇଟିକୁ ନେଇ ସହର ବଜାର ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ସୋମବାର ଅପରାହ୍ନରେ ଶ୍ରୀମନ୍ଦିର ନୀଳଚକ୍ରରୁ...

ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା: ଦିନକରେ ୧୫ ପଜିଟିଭ୍‌ ଚିହ୍ନଟ, ଗୁଣବନ୍ଧ ଗାଁରୁ ଚାଲିଛି ସ୍ବାବ୍‌ ସଂଗ୍ରହ

ବ୍ରହ୍ମପୁର ଅଫିସ,୧୮ା୫: ଗଞ୍ଜାମ ଜିଲାରେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ଯୋଗୁ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ଭିତରେ ଜିଲାରେ ପୁଣି ୧୫ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ଶୀର୍ଷ...

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର: କରୋନା ବିପର୍ଯ୍ୟୟ ସମୟରେ କେନ୍ଦୁପତ୍ର ଶ୍ରମିକଙ୍କୁ ଛଟେଇ

ବରଗଡ଼ ଅଫିସ,୧୮।୫: ଘାତକ କରୋନା (କୋଭିଡ-୧୯) ସଂକ୍ରମଣ ଯୋଗୁ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ କଟକଣା ଲାଗୁ ହୋଇଛି। ଫଳରେ ଗରିବ ଶ୍ରମିକଙ୍କଠାରୁ ଆରମ୍ଭ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri