ଆମ ଜିଲା ଖବର

ପାଣି ଲାଗି ହଟହଟା ପଡ଼ାବାସୀ

ବିନିକା,୧୬ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତ ଅନ୍ତର୍ଗତ ସାଲମାଟିକ୍ରାର ସମଲେଇ ପଡା। ଏହି ପଡ଼ାବାସୀ ଏବେ ଘୋର ପାନୀୟ ଜଳାଭାବର ସମ୍ମୁଖୀନ ହୋଇଛନ୍ତି। ପଡ଼ାରେ ନାହିଁ ଗୋଟିଏ ବି ନଳକୂପ। ପୂର୍ବରୁ ସେମାନେ ପଡ଼ା ନିକଟ ଦେଇ...

ମହାରାଷ୍ଟ୍ରରୁ ଫେରିଲେ ୨୬ ଶ୍ରମିକ

ଅନୁଗୋଳ ଅଫିସ୍‌, ୧୬ା୫- ଅନୁଗୋଳ ଜିଲାକୁ ମହାରାଷ୍ଟ୍ରରୁ ଏକ ସ୍ବତନ୍ତ୍ର ବସ ଯୋଗେ ୨୬ ଜଣ ଶ୍ରମିକ ଶନିବାର ଫେରିଛନ୍ତି। ସେମାନେ ଗଡତରାସ ଗ୍ରାମର ହୋଇଥିବାବେଳେ ସମସ୍ତଙ୍କୁ ପ୍ରଶାସନ ପକ୍ଷରୁ କ୍ବାରାଣ୍ଟାଇନରେ ରଖାଯାଇଛି। ଅନ୍ୟପକ୍ଷରେ ଉକ୍ତ ବସ୍‌ରେ ମହାରାଷ୍ଟ୍ରର ଗୋଣ୍ଡିଆ...

ବଜ୍ରପାତରେ ନାବାଳିକା ଗୁରୁତର

କେନ୍ଦୁଝର,୧୬ା୫ (ସ୍ବ.ପ୍ର.)-ସଦର ବ୍ଲକ ଅଞ୍ଚଳରେ ବଜ୍ରପାତରେ ଜଣେ ନାବାଳିକା ଗୁରୁତର ହୋଇଥିବାବେଳେ ୩ ଗୋରୁ ପ୍ରାଣ ହରାଇଛନ୍ତି। ବାଉରୀପଦା ପଞ୍ଚାୟତ କେମ୍ପସଡ଼ା ଗ୍ରାମରେ ଶନିବାର ଅପରାହ୍ନରେ କାଳବୈଶାଖୀ ଓ ବଜ୍ରପାତରେ କେମ୍ପସଡ଼ା ମୁଣ୍ତାସାହିର ଶିବାନୀ ମୁଣ୍ତା(୧୨)ଘରେ ଥିବା ଅବସ୍ଥାରେ ବଜ୍ରପାତ...

ଜୟନ୍ତୀରେ ରାଜା ବାସୁଦେବ ସୁଢଳ ଦେବଙ୍କ ପ୍ରତିମୂର୍ତ୍ତିିରେ ମାଲ୍ୟାର୍ପଣ

ଦେବଗଡ଼,୧୬ା୫(ଡି.ଏନ.ଏ):ଓଡିଆ ସାହିତ୍ୟ ପ୍ରସାର ଓ ପ୍ରଚାରର ମହାନ କର୍ଣ୍ଣଧାର ବାମଣ୍ଡା ରାଜା ସାର୍‌ ବାସୁଦେବ ସୁଢଳ ଦେବଙ୍କ ୧୭୦ତମ ଜନ୍ମ ଜୟନ୍ତୀ ଅବସରରେ ଦେବଗଡ଼ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ପକ୍ଷରୁ ଶନିବାର ତାଙ୍କ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ କରାଯାଇଛି। ଅଧ୍ୟାାପକ...

ପରିବାର ଲୋକେ ଘରେ ପୂରାଇଲେନି

ସମ୍ବଲପୁର,୧୬।୫ (ବ୍ୟୁରୋ): ମହାମାରୀ କରୋନା ସଂକ୍ରମଣ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ସରକାର ଯେତେ ସଚେତନ ଓ ସୁବିଧା କଲେ ମଧ୍ୟ ସୁଫଳ ମିଳିପାରୁନାହିଁ। ସଚେତନତା ଅଭାବ ଯୋଗୁ ଭୟରେ ପରିବାର ନିଜ ଲୋକଙ୍କୁ ପର କରିଦେଉଛନ୍ତି।...

ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ମିଳିବନି ନବମ, ଦଶମ ବହି

ଜୟପୁର, ୧୬ା୫ (ଡି.ଏନ୍‌.ଏ.)- କୋରାପୁଟ ଜିଲା ଜୟପୁରସ୍ଥିତ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟରେ ଚଳିତବର୍ଷ ନବମ ଏବଂ ଦଶମ ଶ୍ରେଣୀର ବହି ମିଳିବନି। ଏଠାରେ ସରକାରଙ୍କ ପକ୍ଷରୁ ବହି ପହଞ୍ଚତ୍ବା ପରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଏବଂ...

ପୁଣି ଜିଲାକୁ ଫେରିଲେ ୫୮ ପ୍ରବାସୀ

ବୌଦ୍ଧ,୧୬।୫(ସ୍ବପ୍ର): ବୌଦ୍ଧ ଜିଲାକୁ ପ୍ରତିଦିନ ପ୍ରବାସୀ ଶ୍ରମିକଙ୍କ ଆଗମନ ହେଉଛି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ବିଭିନ୍ନ ସ୍ଥାନର କ୍ୱାରାଣ୍ଟାଇନ ସେଣ୍ଟର ଗୁଡିକରେ ରଖାଯାଉଛି। ଶୁକ୍ରବାର ସୁଦ୍ଧା ଜିଲାକୁ ୫୪୦ ଜଣ ପ୍ରବାସୀ ଶ୍ରମିକ ପହଞ୍ଚିଥିଲେ। ଶନିବାର ବିଭିନ୍ନ ରାଜ୍ୟରୁ...

ବାଲି ଚୋରା ଚାଲାଣ ନେଇ ଉତ୍ତେଜନା :୧୦ ଟ୍ରକ ଅଟକାଇ ରଖିଛନ୍ତି ଗ୍ରାମବାସୀ

କାଶୀନଗର,୧୬ା୫(ଡି.ଏନ.ଏ.)-ଗଜପତି ଜିଲା କାଶୀନଗର ବ୍ଲକରେ ବାଲି ଚୋରା ଚାଲାଣ ବେଳେ ଶୁକ୍ରବାର ରାତିରେ ଗ୍ରାମବାସୀ ଟ୍ରକଗୁଡିକୁ ଅଟକାଇଛନ୍ତି। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଶନିବାର ମଧ୍ୟ ଟ୍ରକଗୁଡିକ ଅଟକି ରହିଛି। ଜିଲାପାଳ ଓ ଏସପି ଆସି...

ଆମେ ଘରକୁ ଫେରିବାକୁ ଚାହୁଁଛୁ

ଘଣ୍ଟାପଡା,୧୬।୫ (ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ପଞ୍ଚାୟତର ଶୂଳିଆ, ନୂଆପାଲି ସମେତ ଆଖପାଖ ଗାଁ ଗୁଡିକର ଅନେକ ଲୋକ ତାମିଲନାଡୁରେ କାମ କରୁଛନ୍ତି। ହେଲେ ଲକଡାଉନ୍‌ ଯୋଗୁ କାମ ବନ୍ଦ ହୋଇଯିବାରୁ ଏମାନେ କାମ କାମରୁଥିବା କମ୍ପାନୀରେ...

ଅଗ୍ନି ବିପନ୍ନଙ୍କୁ ଭେଟିଲା ପ୍ରଶାସନ

ମାଧପୁର, ୧୬ା୫- ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ନୂଆମାଣତ୍ରୀ ଗ୍ରାମରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡରେ ଜୀବର୍ଦ୍ଧନ ଘିଓ୍ବାଲା, ନିରଞ୍ଜନ ପ୍ରଧାନ, ବବ୍‌ରୁବାହାନ ପ୍ରଧାନ, ନବକୁମାର ପ୍ରଧାନ, ମାଧବ ପ୍ରଧାନ, ବିରେନ ପ୍ରଧାନ, ସୁମନ୍ତ ପ୍ରଧାନ, ସୁଧାବକର ପ୍ରଧାନଙ୍କ ୧୦ ବଖରା...

ଏନ୍‌ଟିପିସିର ଶତ ପ୍ରତିଶତ ପିଏଲଏଫ୍‌ ହାସଲ

ତାଳଚେର,୧୬ା୫(ନି.ପ୍ର.)- ଏନ୍‌ଟିପିସି କଣିହଁା ମେ ୧୪ରେ ଶତ ପ୍ରତିଶତ ପ୍ଲାଣ୍ଟ ଲୋଡ଼ ଫ୍ୟାକ୍ଟର(ପିଏଲଏଫ୍‌)ର ହାସଲ କରିପାରିଛି। ଚଳିତ ବର୍ଷ ମେ ମାସରେ ୩ୟ ଥର ପାଇଁ କମ୍ପାନୀ ଶତ ପ୍ରତିଶତ ପିଏଲଏଫ୍‌ ହାସଲ କରିଥିବା ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି।...

ମୟୂରଭଞ୍ଜର ୭ ଶ୍ରମିକଙ୍କୁ ନିଜ ଗାଁକୁ ପଠାଇଲା ପ୍ରଶାସନ

ବୌଦ୍ଧ,୧୬।୫ (ସ୍ବ.ପ୍ର.): ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶ ଲକ୍‌ ଡାଉନ୍‌ ରହିଛି। ଏଣୁ ଜନଜୀବନ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ରହି କାମଧନ୍ଦା କରୁଥିବା ଶ୍ରମିକ ଶ୍ରେଣୀର ଲୋକେ ସେମାନଙ୍କ ଘରକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି। ଅନେକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri