ଆମ ଜିଲା ଖବର

ତାମିଲନାଡୁରୁ ଫେରିଲେ ୬୮୧ ପ୍ରବାସୀ

ଖୋର୍ଦ୍ଧା ଅଫିସ,୧୬ା୫: ତାମିଲନାଡୁ କୋଏମ୍ବାଟୁରରୁ ଭଦ୍ରକକୁ ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଶୁକ୍ରବାର ମଧ୍ୟାହ୍ନରେ ଖୋର୍ଦ୍ଧାରୋଡ୍‌ ଷ୍ଟେଶନରେ ପହଞ୍ଚିଥିଲା। ୨୦ ଜିଲାର ୬୮୧ ପ୍ରବାସୀ ଏହି ଷ୍ଟେଶନରେ ଓହ୍ଲାଇଥିଲେ। ଆସିଥିବା ସମସ୍ତ ପ୍ରବାସୀଙ୍କ ମଧ୍ୟରେ ଅନୁଗୋଳ ୮, ବଲାଙ୍ଗୀର ୪୯,...

ଢେଙ୍କାନାଳ ଆମ୍ବକୁ କରୋନା ମାଡ଼

ଢେଙ୍କାନାଳ ଅଫିସ, ୧୬।୫ – ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଆମ୍ବଚାଷ ଉପରେ ପଡ଼ିଛି କରୋନା ଚଡ଼କ। ଲକ୍‌ଡାଉନ୍‌ କଟକଣା ନିୟମ ଭିତରେ ରକ୍ଷଣାବେକ୍ଷଣ ହୋଇ ନ ପାରିବାରୁ ଉତ୍ପାଦନ ପାଖାପାଖି ୬୦% କମିଯାଇଛି। ଫଳରେ ଚଳିତବର୍ଷ ବାହାରକୁ ଆମ୍ବ ରପ୍ତାନି...

ଋଣ, ଚାରା ଦେବା ନଁ।ରେ ଠକେଇ, ଜଣେ ଗିରଫ

ବାଲିଗୁଡା,୧୬ା୫(ଡି.ଏନ୍‌.ଏ.)- ବାଲିଗୁଡା ଉପଖଣ୍ଡ କୋଟଗଡ଼ ପୋଲିସ ଜଣେ ଠକକୁ ଗିରଫ କରିଛି । ଠକ ଜଣକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ଗ୍ରାମର ଭିମରାଜ ନାୟକ। ଭିମରାଜ ନିଜକୁ ଆଇଟିଡିଏ (ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା)ର କର୍ମଚାରୀ କହି ଦୀର୍ଘଦିନ ହେଲା...

ଓଆରଏସ୍‌ ପାଇବାରେ ଜାଲିଆତି: ୨ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆଣିଲା ଅମଲା ସଂଘ

ଫୁଲବାଣୀ ଅଫିସ, ୧୬ା୫- ରାଜ୍ୟ ସରକାର ଓଡିଶା ରାଜସ୍ବ ସେବା (ଓଆର୍‌ଏସ୍‌)ରେ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ଏଥିରେ କନ୍ଧମାଳ ଜିଲାର ଦୁଇ ଶିକ୍ଷକ ଅଛନ୍ତି। ତେବେ ସେମାନେ ଜାଲିଆତି କରି ଏହି ପଦବୀ ହାସଲ କରିଥିବା ଅଭିଯୋଗ...

ଧରିତ୍ରୀ ପ୍ରଭାବ: ସ୍କୁଲ ବାଟରୁ ବାଉଁଶ ଖୋଲିଲେ ଗ୍ରାମବାସୀ

ପାଟପୁର,୧୬ା୪-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପକ୍ଷରୁ ୧୩୦ ସ୍କୁଲ କଲେଜରେ କ୍ବାରାଣ୍ଟାଇନ୍‌ କେନ୍ଦ୍ର ଖୋଲାଯାଇଥିବା ବେଳେ ସେଠାରେ ପ୍ରବାସୀଙ୍କୁ ସଙ୍ଗରୋଧରେ ରହିବା ବ୍ୟବସ୍ଥା କରାଯାଇଛି। ହେଲେ କେତେକ ଗ୍ରାମରେ ସୁରଟ ଓ ଅନ୍ୟ ରାଜ୍ୟରୁ ଫେରନ୍ତାଙ୍କୁ ନିଜ ଗଁ। ସ୍କୁଲରେ...

ଚୋରା ବାଲି ଡିପୋରେ ଚଢାଉ, ୫୬ହଜାର ଜରିମାନା ଆଦାୟ

ଯୋଡା, ୧୬ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ବଡବିଲ ତହସିଲ ଅନ୍ତର୍ଗତ ବନ୍ଧୁଆବେଡା ତଥା ଆଖପାଖ ଗ୍ରାମରେ କରାଯାଇଥିବା ବେଆଇନ ବାଲି ଡିପୋ ଉପରେ ଶୁକ୍ରବାର ରାଜସ୍ବ ବିଭାଗ ପକ୍ଷରୁ ଚଢାଉ କରାଯାଇ ୫ଜଣଙ୍କଠାରୁ ୫୬ହଜାର ୧୫୦ଟଙ୍କା ଜରିମାନା ଆଦାୟ କରାଯାଇଛି ା ମିଳିଥିବା...

ଜିଲା ମୁଖ୍ୟ ଡାକଘରେ ସାଧାରଣ ଗ୍ରାହକ ସେବା ବ୍ୟବସ୍ଥା

ଭଦ୍ରକ ଅଫିସ, ୧୬ା୫-ଭଦ୍ରକ ଜିଲା ମୁଖ୍ୟ ଡାକ ଘରେ ଶୁକ୍ରବାର ସାଧାରଣ ଗ୍ରାହକ ସେବା ବ୍ୟବସ୍ଥା ଉଦ୍‌ଘାଟିତ ହୋଇଛି। ଏହି ସେବା ରାଜ୍ୟରେ ପ୍ରଥମ କରି ଭଦ୍ରକରେ ଉପଲବ୍ଧ ହୋଇଛି। କେନ୍ଦ୍ର ସରକାରଙ୍କ ସାମାଜିକ କଲ୍ୟାଣ ଯୋଜନା ଅଧୀନରେ ଏହା...

ଗୁଜରାଟ, ତାମିଲନାଡୁରୁ ଫେରିଲେ ୨୩ ପ୍ରବାସୀ

ରାଇରଙ୍ଗପୁର,୧୬ା୫(ଡି.ଏନ୍‌.ଏ.)-ଲକ୍‌ଡାଉନ ଯୋଗୁ ଗୁଜରାଟ ଓ ତାମିଲନାଡୁରେ ଫସି ରହିଥିବା ୨୩ ପ୍ରବାସୀ ଓଡ଼ିଆ ଶୁକ୍ରବାର ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳକୁ ଫେରି ଆସିଛନ୍ତି। ଶ୍ରମିକ ଟ୍ରେନ୍‌ ଯୋଗେ ସେମାନେ ବାଲେଶ୍ୱର ଷ୍ଟେଶନରେ ପହଞ୍ଚିବା ପରେ ନିଜ ନିଜ ଅଞ୍ଚଳକୁ ଆସିଥିଲେ।...

ବର୍ଷା ଆଶଙ୍କା: ୨ ଡ୍ୟାମ୍‌ର ଗେଟ୍‌ ଖୋଲିଲା

କପ୍ତିପଦା,୧୬ା୫(ଡି.ଏନ.ଏ)- ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିବାଗ ବିଭାଗ ସୂଚନା ଦେଇଛି। ଏହାକୁ ଲକ୍ଷ୍ୟରଖି ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ରେ ଥିବା କାଳ ଓ ସୁନେଇ ଡ୍ୟାମ୍‌ କର୍ତ୍ତୃପକ୍ଷ...

ସୁରଟ ଫେରନ୍ତାଙ୍କ ସଙ୍ଗରୋଧ ନିୟମ ଊଲ୍ଲଂଘନ: ରାସ୍ତାରେ ବସି ପ୍ରତିବାଦ ଜଣାଇଲେ ଗ୍ରାମବାସୀ

ଖଇରା, ୧୬।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ବଡନୂଆଗାଁ ପଞ୍ଚାୟତ ଅଧୀନ ପିହାଣଗଡିଆ ଗ୍ରାମରେ ଏକ ସୁରଟ ଫେରନ୍ତା ଦମ୍ପତି ନିୟମ ଊଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ଉକ୍ତ ଦମ୍ପତିଙ୍କୁ ଘରୁ ସ୍ଥାନାନ୍ତର କରି ସଙ୍ଗରୋଧ କେନ୍ଦ୍ରରେ ରଖିବା ଦାବିରେ ଶତାଧିକ...

ଶଙ୍କରପୁର ସାହିକୁ ଆକ୍ସେସ୍‌ କଣ୍ଟ୍ରୋଲ୍‌ ଜୋନ୍‌ ଘୋଷଣା

ବ୍ରହ୍ମପୁର ଅଫିସ,୧୬ା୫- ବ୍ରହ୍ମପୁର ବଡବଜାର ଅଞ୍ଚଳର ଶଙ୍କରପୁର ସାହିକୁ ଶୁକ୍ରବାର ରାତିରେ ବିଏମ୍‌ସି ଆକ୍ସେସ କଣ୍ଟ୍ରୋଲ୍‌ ଜୋନ୍‌ ଭାବେ ଘୋଷଣା କରିଛି। ଏହି ସାହରି କେତେଜଣ ଲୋକ ଜଣେ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଅସିଥିବାରୁ ସାହି ଲୋକଙ୍କ ସୁରକ୍ଷା ଓ...

ବହିଷ୍କୃତ ହେଲେ କଣ୍ଟ୍ରୋଲ ଡିଲର

ବାହାନଗା, ୧୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଥରପେଣ୍ଠ ଗ୍ରାମର ପିଡିଏସ ସାମଗ୍ରୀ ବିକ୍ରି କରୁଥିବା କଣ୍ଟ୍ରୋଲ ଡିଲରଙ୍କୁ ବାଲେଶ୍ୱର ଉପଜିଲାପାଳ ନିଲୁ ମହାପାତ୍ର ବହିଷ୍କୃତ କରିଛନ୍ତି ା ପଥରପେଣ୍ଠ ଗ୍ରାମର କଣ୍ଟ୍ରୋଲ ଡିଲର ଅଜିତ୍‌ ମଳ୍ଲିକ ପିଡିଏସ ଚାଉଳ ଦେବାରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri