ଆମ ଜିଲା ଖବର

ସଂଘବଦ୍ଧ ଆକ୍ରମଣ ମାମଲା; ୩ କୋର୍ଟଚାଲାଣ

ଦିଗପହଣ୍ଡି,୧୫।୫(ଡି.ଏନ.ଏ.)-ଏକ ସଂଘବଦ୍ଧ ଆକ୍ରମଣ ମାମଲାରେ ଶୁକ୍ରବାର ଦିଗପହଣ୍ଡି ପୋଲିସ ଭୀଷ୍ମଗିରି ଗ୍ରାମର ଏମ. କଂଗ୍ରେସ ପାତ୍ର, ଏମ.ରାଜି ଓରଫ ରାଜେନ୍ଦ୍ର ପାତ୍ର ଦୁଇ ଭାଇଙ୍କ ସମେତ ତାଙ୍କ ସମ୍ପର୍କୀୟ ଏମ. ମାଗି ପାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ...

ଅକ୍ସନ ପଥର ଖଣିରୁ ପଥର ଛାଡୁ ନାହାନ୍ତି ଗ୍ରାମବାସୀ

ପାଟଣା,୧୫।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ଟାଙ୍ଗରପଡା ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ଅଙ୍କୁରା ରାଜସ୍ବ ମୌଜାରେ ଅକ୍ସନ ହୋଇଥିବା ୧୦ ଏକର ୭୨ ଡିସିମିଲ ହୁଡିରୁ ପଥର ଉତ୍ତୋଳନକୁ ଶୁକ୍ରବାର ଶତାଧିକ ମହିଳା ବିରୋଧ କରିଛନ୍ତି। ପାଟଣା ତହସିଲ ପକ୍ଷରୁ...

ଗଞ୍ଜାମରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ନିର୍ମାଣ: ହିଞ୍ଜିଳିକାଟୁ କୋଭିଡ ହସ୍ପିଟାଲ ପରିଦର୍ଶନ କରି ସମୀକ୍ଷା କଲେ ୫-ଟି ସଚିବ

ହିଞ୍ଜିିଳିକାଟୁ, ୧୫ା୫(ଡ଼ି.ଏନ୍‌.ଏ) : ରାଜ୍ୟ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଶୁକ୍ରବାର ହିଞ୍ଜିିଳିକାଟୁର ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ବୁଲି ଦେଖିଛନ୍ତି। ହସ୍‌ପିଟାଲ ମଧ୍ୟରେ ଡାକ୍ତର ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ...

ଷୋଳମପୁରରେ ୩ୟ କରୋନା ପଜିଟିଭି ଚିହ୍ନଟ ପରେ ଗ୍ରାମକୁ ସାନିଟାଇଜ଼ କରାଗଲା

ଭଣ୍ଡାରିପୋଖରୀ, ୧୫।୫ (ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତର ତୃତୀୟ କରୋନା ପଜିଟିଭ ଗୁରୁବାର ଚିହ୍ନଟ ହୋଇଥିଲେ। ତାଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ପରେ ସ୍ବାସ୍ଥ୍ୟ ବିଭାଗ...

କୋଭିଡ କେୟାର ହସ୍ପିଟାଲରେ ପରିଣତ ହେଲା ପାରଳା ଇଞ୍ଜିନିୟରିଂ, ଛତ୍ରପୁର କଲେଜ; ରହିଛି ମୋଟ ୬୦୦ ଶଯ୍ୟା

ଛତ୍ରପୁର, ୧୫।୫(ଡି.ଏନ.ଏ.): ଗଞ୍ଜାମ ଜିଲାରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜିଲାରେ ଏବେ ଗୋଟିଏ କୋଭିଡ ହସ୍ପିଟାଲ ରହିଛି। ଅପରପକ୍ଷରେ ଛତ୍ରପୁରସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟକୁ କୋଭିଡ କେୟାର ସେଣ୍ଟରରେ ପରିଣତ କରାଯାଇଛି। ଏଥିରେ ଥିବା...

ଭଲପାଇ ପ୍ରତାରଣା ଅଭିଯୋଗ: ଯୁବକ କୋର୍ଟଚାଲାଣ

ଭଣ୍ଡାରିପୋଖରୀ, ୧୫।୫(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ଅଞ୍ଚଳର ଜନୈକ ଯୁବତୀଙ୍କୁ ମନୋହରପୁର ଗ୍ରାମର ବିଶ୍ୱଜିତ ପଲେଇ ୨୦୧୭ ମସିହାରୁ ଭଲପାଇ ଆସୁଥିଲେ। ଯୁବତୀଙ୍କ ସହ ସମ୍ପର୍କ ରଖିବା ପରେ ବିଶ୍ୱଜିତ୍‌ ତାଙ୍କୁ ଧୋକା ଦେଇଥିବା ନେଇ ଗୁରୁବାର...

ଗଞ୍ଜାମରେ ବଢୁଛି ସଂଖ୍ୟା: ୪ ମେଡିକାଲର ୧୫୦ ଡାକ୍ତର, ଷ୍ଟାଫ୍‌ଙ୍କ ହେଲା କୋଭିଡ ଟେଷ୍ଟ

ଛତ୍ରପୁର, ୧୫।୫(ଡି.ଏନ୍‌.ଏ.): ରାଜ୍ୟର ଗଞ୍ଜାମ ଜିଲାରେ କରୋନା ପଜିଟିଭ ସଂଖ୍ୟା ସର୍ବାଧିକ ରହିଛି। ଏହି ପରିପ୍ରେକ୍ଷୀରେ ୪ ଟି ମେଡିକାଲର ଡାକ୍ତର, ନର୍ସ, ଆଟେନାଣ୍ଟ, ଡ୍ରାଇଭର, ସୁଇପର, ଫାର୍ମାସିଷ୍ଟ ଆଦି ୧୫୦ ଜଣଙ୍କର କୋଭିଡ ଟେଷ୍ଟିଙ୍ଗ କରାଯାଇଛି। ଏହି ମେଡିକାଲ...

ଗଜପତିରେ ୫-ଟି ସଚିବଙ୍କ କୋଭିଡ ହସ୍ପିଟାଲ ପରିଦର୍ଶନ, ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ପାରଳାଖେମୁଣ୍ଡି,୧୫।୫(ଡି.ଏନ୍‌.ଏ.): ୫-ଟି ସଚିବ ଭି.କେ. ପାଣ୍ଡିଆନ ଗଜପତି ଜିଲା ଗସ୍ତରେ ଆସି ଭାରତମାତା ପରିସରରେ ପ୍ରସ୍ତୁତ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଶୁକ୍ରବାର ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ଉନ୍ନୟନ ସଚିବ ସୁରେଶ କୁମାର ମହାପାତ୍ର, ଜିଲାପାଳ ଅନୁପମ...

୩ ବର୍ଷରୁ ଊର୍ଦ୍ଧ୍ୱ ହେବ ଲୋଭୋଲ୍‌ଟେଜ୍‌ ସମସ୍ୟା: ସିଙ୍ଗଲ ଫେଜ୍‌ ଲାଇନକୁ ୩ ଫେଜ୍‌ କରିବା ଦାବିରେ ସେସୁ ଅଫିସ ଘେରାଉ

ଚୌଦାର,୧୫।୫(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସେସୁ ଅଫିସକୁ ଓଟିଏମ୍‌ କଲୋନି ୧୧ନଂ. ୱାର୍ଡ ବାସିନ୍ଦା ଶୁକ୍ରବାର ଘେରାଉ କରିଛନ୍ତି। ଏହି ଅଞ୍ଚଳରେ ଦୀର୍ଘ ଦିନଧରି ଲୋଭୋଲ୍‌ଟେଜ ସମସ୍ୟା ଲାଗି ରହିଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ପ୍ରବାସୀଙ୍କ ଆତ୍ମହତ୍ୟା, ୬ ଦିନ ତଳେ ବିଜୟଓ୍ବାଡାରୁ ଫେରିଥିଲେ

ବେତନଟୀ,୧୫।୫(ଡି.ଏନ୍‌. ଏ.): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଅଁଳା ପଞ୍ଚାୟତର ଡମ୍ବରୁଡହର ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ମହୁଲଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଶୁକ୍ରବାର ସକାଳେ ଦେଖିବାକୁ ମିଳିଛିଛି l ମୃତକ ହେଲେ ରାଇକମା...

କୋଭିଡ୍‌ ନିୟମ ଉଲ୍ଲଂଘନ: ୨ ଚା’ ଦୋକାନ ସିଲ୍‌, ପରିବାରବର୍ଗଙ୍କୁ ୨୮ ଦିନ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ

ଦାରିଙ୍ଗବାଡ଼ି,୧୫ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଠାରେ ୨ଟି ଚା’ଦୋକାନ ଖୋଲାଯିବା ଏବଂ ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରାଯିବା ଅଭିଯୋଗରେ ଦାରିଙ୍ଗବାଡ଼ି ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ନିତୀଶ କୁମାର ତ୍ରିପାଠୀ ସିଲ୍‌ କରିଦେଇଛନ୍ତି। ପ୍ରକାଶଯେ, ଉକ୍ତ ୨...

ଡେରାବିଶର ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୩୩୦୦ ଶଯ୍ୟା ପ୍ରସ୍ତୁତ, ରହିଲେଣି ୮୨୦ ପ୍ରବାସୀ ଓଡ଼ିଆ

ଡେରାବିଶ,୧୫ା୫(ସ୍ବ.ପ୍ର.): ମହାମାରୀ କରୋନା ପାଇଁ ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନରେ ଥିବା ୨୬ଟି ପଞ୍ଚାୟତରେ ମୋଟ୍‌ ୬୮ଟି କ୍ୱାରାଣ୍ଟାଇନ୍‌ ସେଣ୍ଟର ଖୋଲାଯାଇଛି। ଏହି କେନ୍ଦ୍ରଗୁଡ଼ିକରେ ସମୁଦାୟ ୩୩୦୦ ଶଯ୍ୟା ବ୍ୟବସ୍ଥା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri