ଆମ ଜିଲା ଖବର

ସରପଞ୍ଚଙ୍କ ସଟ୍‌ଡାଉନ୍‌ ନିଷ୍ପତ୍ତିକୁ ବ୍ଲକ ପ୍ରଶାସନର ନାଁ; କ୍ଷମତାର ଅପବ୍ୟବହାର କରୁଛନ୍ତି ସରପଞ୍ଚ

ଚଣ୍ଡିଖୋଲ୧୪।୫ (ଡି.ଏନ୍‌.ଏ.): ବଡଚଣା ବ୍ଲକ ଅଧୀନ ସୁଙ୍ଗୁଡା ପଞ୍ଚାୟତକୁ ୧୩ ତାରିଖ ସନ୍ଧ୍ୟା ୫ଟାରୁ ୪୮ ଘଣ୍ଟା ସଟ୍‌ଡାଉନ୍‌ କରିବାକୁ ସରପଞ୍ଚ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ବିଡିଓ ସେହିଦିନ ଖାରଜ କରିଦେଇଥିଲେ। ହେଲେ ସରପଞ୍ଚ ଜିଲାପାଳ କ୍ଷମତାର ସୁରୁପଯୋଗ...

ପ୍ରେମ ବ୍ୟାପାରରୁ ଯୁବକଙ୍କ ଜୀବନ ଗଲା: ୨ ଗିରଫ

ବାଲେଶ୍ୱର ଅଫିସ,୧୪।୫-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଗୋଶାଳପଦାର ଜଣେ ଯୁବକଙ୍କୁ ପ୍ରେମ ବ୍ୟାପାର ପାଇଁ ହତ୍ୟା କରାଯାଇ ବୁଢ଼ାବଳଙ୍ଗ ନଦୀରେ ଫୋପାଡ଼ି ଦିଆଯାଇଛି। ପୋଲିସ ମୃତଦେହକୁ ଉଦ୍ଧାର କରିଛି। ମୃତ ଯୁବକଙ୍କ ଭାଇଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି...

ପ୍ରବାସୀ ଶ୍ରମିକଙ୍କ ଭିଡ, ଖରିଆର ରୋଡ ୭ଘଣ୍ଟା ସଟ୍‌ଡାଉନ

ନୂଆପଡା ଅଫିସ,୧୪ା୫-ଛତିଶଗଡ ସୀମାନ୍ତ ନୂଆପଡା ଜିଲା ଖରିଆରରୋଡରେ ଗୁରୁବାର ସକାଳେ ୧୫ଶହରୁ ଉର୍ଦ୍ଧ୍ୱ ଶ୍ରମିକ ପ୍ରବେଶ କରିବା ପରେ ପ୍ରଶାସନ ତପତ୍ରତା ପ୍ରକାଶ କରିଥିଲା। ଜିଲାପାଳ ମଧୁସ୍ମିତା ସାହୁ ଖରିଆର ରୋଡ ସହରକୁ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ଟାଯାଏ ସଟଡାଉନ...

ଶୁକ୍ରବାରଠାରୁ ଧାନକିଣା, ଚାଷୀଙ୍କୁ ଅଡୁଆ ସମ୍ଭାବ୍ୟ ବାତ୍ୟା

ସୋନପୁର,୧୪ା୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ରବିଋତୁ ଧାନକିଣା ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅନ୍ୟପକ୍ଷେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବାକୁ ଯାଉଛି। ଏହାର ପ୍ରଭାବରେ...

ଦାରିଙ୍ଗବାଡ଼ିକୁ ଫେରିଲେ ୨୯ ପ୍ରବାସୀ: ସମସ୍ତଙ୍କ ସ୍ବାବ୍‌ ସଂଗ୍ରହ

ଦାରିଙ୍ଗବାଡ଼ି,୧୪।୫(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ବୁଧବାର ବିଳମ୍ବିତ ରାତିରେ ୨୯ ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ସ୍ଥାନୀୟ ବିଡିଓ ଡ.ଜଗଦିଶ ଷଡ଼ଙ୍ଗୀ, ତହସିଲଦାର ନିତିଶ କୁମାର ତ୍ରିପାଠୀ, ଆଇଆଇସି କୌଶିକ ମାଝୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଆମ୍ବେଦକର ମହାବିଦ୍ୟାଳୟର ଛାତ୍ରାବାସରେ...

ଓଡିଆ ପ୍ରବାସୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ; ୬ ଗୁରୁତର

ବଇଣ୍ଡା,୧୪।୫(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ବଇଣ୍ଡା-ଆଠମଲ୍ଲିକ ପୂର୍ତ୍ତବିଭାଗ ରାସ୍ତାର ଠାକୁରଗଡ଼ ଥାନା ଷୋଳପଦା କଲେଜ ପରିସରରେ ଆନ୍ଧ୍ରରୁ ଫେରନ୍ତା ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ଉଇଁଗର ଗାଡ଼ି ଗୁରୁବାର ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬ ଜଣ...

ବରୀ ବ୍ଲକର ୪ କରୋନା ଆକ୍ରାନ୍ତ ସୁସ୍ଥ

ରତ୍ନଗିରି,୧୪।୫(ଡି.ଏନ୍‌.ଏ.)-ଯାଜପୁର ଜିଲାର ୧୫ କରୋନା ଆକ୍ରାନ୍ତ ଗୁରୁବାର ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ବରୀ ବ୍ଲକର ରହିଛନ୍ତି। ସେମାନେ ତଲକାଇପଡା, ଉଦୟନାଥପୁର ଓ ବାଇଁଶିରିଆ ପଞ୍ଚାୟତର ବୋଲି ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାଶ ସୂଚନା ଦେଇଛନ୍ତି।...

ବନ୍ତ ବ୍ଲକରେ ୨ୟ କରୋନା ପଜିଟିଭ ଚିହ୍ନଟ

ବନ୍ତ,୧୪।୫(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକରେ ଗୁରୁବାର ୨ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଗତ ୯ ତାରିଖରେ କର୍ଣ୍ଣାଟକରୁ ଆସି ଗୋବିନ୍ଦପୁର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ। ଭଣ୍ଡାରିପୋଖରୀରେ ତାଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ନିଆଯାଇଥିଲା। ପରେ ତାଙ୍କ...

କ୍ୱାରାଣ୍ଟାଇନରେ ରହିଲେ ୨୬୩ ପ୍ରବାସୀ

ବନ୍ତ,୧୪।୫(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକରେ ବୁଧବାର ସୁଦ୍ଧା ୨୬୩ ଜଣ ପ୍ରବାସୀ ପହଞ୍ଚିଛନ୍ତି। ସୋମବାର ସୁଦ୍ଧା ୧୫୧ ଜଣ ଫେରିଥିବାବେଳେ ଗତ ଦୁଇ ଦିନ ମଧ୍ୟରେ ୧୧୨ ଜଣ ଫେରିଛନ୍ତି। ସମସ୍ତ ପ୍ରବାସୀଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି। ତେବେ ବିଭିନ୍ନ...

ଖୋର୍ଦ୍ଧା ନୂଆ ଆକ୍ରାନ୍ତଙ୍କ ତଥ୍ୟ: ଅଛନ୍ତି ଟାଙ୍ଗିର ୨, ବାଣପୁରର ଜଣେ; ଚିହ୍ନଟ ପରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ବିଶୋଧନ

ଖୋର୍ଦ୍ଧା ଅଫିସ,୧୪।୫: ରାଜ୍ୟରେ ଗୁରୁବାର ୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଉପଖଣ୍ଡ ଅନ୍ତର୍ଗତ ଟାଙ୍ଗି ବ୍ଲକର ୨ଏବଂ ବାଣପୁର ବ୍ଲକର ଜଣେ ରହିଛନ୍ତି। ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ଏବଂ କ୍ବାରେଣ୍ଟାଇନ ସେଣ୍ଟର...

ଆସନ୍ତା ୧୬ରୁ ବଲାଙ୍ଗୀର, ୨୩ରୁ କୋରାପୁଟ, ୩୧ରୁ ବାରିପଦାରେ କୋଭିଡ ପରୀକ୍ଷା: ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା ଅଫିସ,୧୪।୫- ସମଗ୍ର ବିଶ୍ବରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଏହାକୁ ନେଇ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଦେଶ ତଥା ରାଜ୍ୟରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ...

ବାଲିଆପାଳ ବିଡିଓଙ୍କ ପରେ ପ୍ରବାସୀ ଶ୍ରମିକଙ୍କୁ ଛେଣ୍ଡିପଦା ବିଡିଓଙ୍କ ଅଶାଳୀନ ବ୍ୟବହାର: ଅଡିଓ ଭାଇରାଲ

ଛେଣ୍ଡିପଦା,୧୪ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବିଡିଓଙ୍କ ମହିଳା ଶ୍ରମିକମାନଙ୍କୁ ଅଶାଳୀନ ବ୍ୟବହାର ନେଇ ଗୁରୁବାର ଅଡିଓ ଭାଇରାଲ ହୋଇଛି। ଘଟଣାରୁ ପ୍ରକାଶ, ବୁଧବାର ଭୁବେନେଶ୍ବରରୁ କିଛି ମହିଳା ଶ୍ରମିକଙ୍କୁ ଅନୁଗୋଳ ଅଣାଯାଇଥିଲା। ଉକ୍ତ ଶ୍ରମିକମାନେ ବଅଁରପାଳ ଓ ତାଲଚେର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri