ଆମ ଜିଲା ଖବର

ପ୍ରବାସୀଙ୍କ ସ୍ବାବ୍‌, ରକ୍ତ ପରୀକ୍ଷାରେ ବିଳମ୍ବ

ନିମାପଡ଼ା,୧୩ା୫(ଡି.ଏନ.ଏ): ନିମାପଡ଼ା ବ୍ଲକ ଓ ଏନ୍‌ଏସି ଅଞ୍ଚଳକୁ ହଟସ୍ପଟ ଅଞ୍ଚଳ ଦିଲ୍ଲୀ, କୋଲକାତା, ଗୁଜରାଟର ସୁରଟ, ମହାରାଷ୍ଟ୍ର ଆଦି ରାଜ୍ୟରୁ ମଙ୍ଗଳବାର ସୁଦ୍ଧା ୩୧୫ଜଣ ପ୍ରବାସୀ ଓଡ଼ିଆ ନିମାପଡ଼ା ଅଞ୍ଚଳକୁ ଫେରିଛନ୍ତି। ଏହି ପ୍ରବାସୀମାନେ ବ୍ଲକର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ...

୧୦ବର୍ଷ ପରେ ବି ସ୍ବାସ୍ଥ୍ୟକେନ୍ଦ୍ର ଅଧାପନ୍ତରିଆ

କଟକସଦର,୧୩ା୫(ଡି.ଏନ.ଏ): କରୋନା ପାଇଁ ସ୍ବାସ୍ଥ୍ୟ ବିଭାଗର ପାରାମେଡିକାଲ ଷ୍ଟାଫ ଗ୍ରାମାଞ୍ଚଳରେ ବେଶ ସକ୍ରିୟ ରହିଛନ୍ତି। ହେଲେ କଟକସଦର ବ୍ଳକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ବମ୍ବୁରୀ ସ୍ବାସ୍ଥ୍ୟକେନ୍ଦ୍ର ଗୃହଟି ୧୦ବର୍ଷ ହେବ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ଯଦ୍ୱାରା ଏଠାକୁ ଆସୁଥିବା ସ୍ବାସ୍ଥ୍ୟକର୍ମୀମାନେ...

ସୁରଟରୁ ୧୬୦୦ କିମି ସାଇକେଲ ଯାତ୍ରା କରି ଫେରିଲେ ପ୍ରବାସୀ

ଖୋର୍ଦ୍ଧା ଅଫିସ,୧୩।୫: କରୋନା ଭୁତାଣୁ ସଂକ୍ରମଣ ମୁକାବିଲା ଲାଗି ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି । ରାଜ୍ୟ ସରକାରଙ୍କ ଘୋଷଣା ପରେ ବାହାର ରାଜ୍ୟରୁ ପ୍ରବାସୀ ଗା ମୁହଁା ହେବାରେ ଲାଗିଛନ୍ତି। ବୁଧବାର ସାଇକେଲରେ ୧୬୦୦ କିଲୋମିଟର ଯାତ୍ରା କରିଛନ୍ତି...

ଡାବୁଗାଁରେ ‘ଲୁଣ ମିଳିବ ନାହିଁ’ ଗୁଜବ: ଅସାଧୁ ବ୍ୟବସାୟୀ ମାଲାମାଲ; ଚିନ୍ତାରେ ଖାଉଟି

ଡାବୁଗାଁ,୧୩।୫(ଡି.ଏନ୍‌.ଏ.): କରୋନାକୁ ରୋକିବା ନିମନ୍ତେ ସାରା ରାଜ୍ୟରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ତେବେ ଏହାର ସୁଯୋଗ ନେଇ କେତେକ ଅସାଧୁ ବ୍ୟବସାୟୀ ଅହେତୁକ ମାତ୍ରାରେ ଦରବୃଦ୍ଧି କରାଇ ଖାଉଟି ମାନଙ୍କୁ ଶୋଷଣ କରୁୁଛନ୍ତି।ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ପକ୍ଷରୁ...

ବମ୍ବେରୁ ଫେରିଲେ ୨୬୧ ପ୍ରବାସୀ, ଖୋର୍ଦ୍ଧା ଷ୍ଟେଶନରେ ପହଞ୍ଚିଲା ସ୍ବତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍‌

ଖୋର୍ଦ୍ଧା ଅଫିସ,୧୩।୫: ସ୍ବତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍‌ ବମ୍ବେର ଥାନେ ଅଞ୍ଚଳରୁ ପ୍ରବାସୀ ଶ୍ରମିକଙ୍କୁ ଆଣି ଓଡିଶାର ଖୋର୍ଦ୍ଧା ରୋଡ଼ ଷ୍ଟେଶନରେ ପହଞ୍ଚିଛି । ବୁଧବାର ସକାଳ ୯ଟାରେ ଖୋର୍ଦ୍ଧା ରୋଡ ଷ୍ଟେଶନରେ ଏହି ଟ୍ରେନ ପହଞ୍ଚିବା ପରେ ଜିଲା...

ବିଭିନ୍ନ ସମସ୍ୟାର ସମାଧାନ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର

ଚିତ୍ରକୋଣ୍ଡା,୧୩ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଉପାନ୍ତ ଚିତ୍ରକୋଣ୍ଡା ବିଚ୍ଛିନାଞ୍ଚଳର ଗାଜୁଲୁମାମୁଡ଼ି ପଞ୍ଚାୟତବାସୀ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଗାଜୁଲୁମାମୁଡ଼ି ପଞ୍ଚାୟତର ୧୯୦ ପରିବାରକୁ ଆଜି ପର୍ଯ୍ୟନ୍ତ ରାଶନ କାର୍ଡ...

ସଙ୍ଗରୋଧ ଗୃହରେ ଯୋଗ କଲେ ପ୍ରବାସୀ

ପାଟପୁର,୧୩।୫- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ବିଭିନ୍ନ ସଙ୍ଗରୋଧ ଗୃହରେ ୨୦୫୩ ଜଣ ସୁରଟ ଫେରନ୍ତା ରହିଛନ୍ତି। ତେବେ ଅନ୍ୟ ବ୍ଲକ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରମାନଙ୍କରେ ଯୁବକମାନେ ପାଟିତୁଣ୍ଡ ସହ ଖାଦ୍ୟ ଫିଙ୍ଗୁଥିବାବେଳେ ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର କେନ୍ଦ୍ରରେ କିନ୍ତୁ...

ପଲାସାରୁ ଚାଲି ଚାଲି ଫେରୁଥିଲେ: ଅନୁଗୋଳ, ବୌଦ୍ଧର ୧୬ ଶ୍ରମିକଙ୍କୁ ଘରକୁ ପଠାଇଲା ଗଞ୍ଜାମ ପୋଲିସ

ଛତ୍ରପୁର,୧୩।୫(ଡି.ଏନ୍‌.ଏ.)- ଆନ୍ଧ୍ରପ୍ରଦେଶର ପଲାସାଠାରୁ ୧୬ ଜଣ ଶ୍ରମିକ ନିଜ ନିଜ ଘର ଅନୁଗୋଳ ଓ ବୌଦ୍ଧ ଜିଲାକୁ ଚାଲି ଚାଲି ଯିବାବେଳେ ଗଞ୍ଜାମ ପୋଲିସ ଜ଼ିଲାର ଗାଙ୍ଗପୁର ଥାନା ପୋଲିସ ସେମାନଙ୍କୁ ଠାବ କରିଥିଲେ। ପରେ ଗଞ୍ଜାମ ଏସ୍‌ପି ବ୍ରିଜେଶ...

ବନଜାତ ଦ୍ରବ୍ୟର ମୂଲ୍ୟ ବିଷୟରେ ଲୋକଙ୍କୁ ସଚେତନ କରିବା ଲାଗି ଗଡ଼ିଲା ରଥ

ରାୟଗଡ଼ା ଅଫିସ,୧୩ା୫: ସରକାରଙ୍କ ଦ୍ୱାରା ଜଙ୍ଗଲଜାତ ଦ୍ରବ୍ୟର ମୂଲ୍ୟ ଏବଂ ଜଙ୍ଗଲରୁ ଉପତ୍ାଦିତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣର ସଚେତନତା କରିବା ପାଇଁ ଏକ ସଚେତନ ରଥ ବୁଧବାର  ଜିଲା ପରିକ୍ରମାରେ ବାହାରିଛି । ଏହାର ଉଦ୍ଦେଶ୍ୟ ହେଲା ଗ୍ରାମାଞ୍ଚଳରେ ରହୁଥିବା...

ହତ୍ୟା ମାମଲାର ସାକ୍ଷୀଙ୍କୁ ହତ୍ୟା ଉଦ୍ୟମ ଘଟଣା: ମାଷ୍ଟରମାଇଣ୍ଡ୍‌ ଫେରାର, ୪ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୧୩ା୫: ଏକ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ପୂର୍ଣ୍ଣ ଜେନାଙ୍କୁ ହତ୍ୟା ଉଦ୍ୟମ ଘଟଣାର ୪ ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ କେସ ନମ୍ବର ୧୩୧/୨୦ରେ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀଙ୍କୁ ସ୍ବାସ୍ଥ୍ୟକର୍ମୀ ତାଲିମ, ବ୍ୟାୟାମ, ଯୋଗ ଶିକ୍ଷା: ଗଞ୍ଜାମ ଜିଲା ପ୍ରଶାସନର ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୧୩।୫(ଡି.ଏନ୍‌.ଏ.)-ଗଞ୍ଜାମ ଜ଼ିଲାର କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ଶ୍ରମିକମାନଙ୍କୁ କମ୍ୟୁନିଟି ସ୍ବାସ୍ଥ୍ୟକର୍ମୀ ତାଲିମ ପ୍ରଦାନ କରାଯାଉଛି । କ୍ୱାରାଣ୍ଟାଇନ ଅବଧି ସରିବା ପରେ ଉକ୍ତ ତାଲିମପ୍ରାପ୍ତ ପ୍ରବାସୀ ଶ୍ରମିକମାନେ କରୋନା ମୁକାବିଲାରେ ସାମିଲ ହୋଇ କମ୍ୟୁନିଟି ସ୍ବାସ୍ଥ୍ୟ ଅଧିକାରୀ...

ପୁଣି ଅଲୋଡ଼ା ଶିଶୁକନ୍ୟା

ଜଗନ୍ନାଥପ୍ରସାଦ,୧୩ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କଣ୍ଡରସିଂ ନିକଟରେ ଥିବା ନାଳ ନିକଟରେ ବୁଧବାର ସକାଳେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ନବଜାତକକୁ କେହି ଗ୍ରାମ ପଛ ନାଳରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଶିଶୁକନ୍ୟାର କାନ୍ଦ ଶୁଣି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri