ଆମ ଜିଲା ଖବର

ଯୋଗଶିକ୍ଷା କରୁଛନ୍ତି ପ୍ରବାସୀ

ବନ୍ତ,୧୨।୫(ଡି.ଏନ.ଏ.)-କରୋନା ଲକ୍‌ ସମୟରେ ଭଦ୍ରକ ଜିଲା ବନ୍ତ ବ୍ଲକ ଓଡଙ୍ଗ ସାମୟିକ ସ୍ବାସ୍ଥ୍ୟ କେନ୍ଦ୍ର(ଟି.ଏମ୍‌.ସି)ରେ ପ୍ରବାସୀମାନେ ଯୋଗ ଶିକ୍ଷା କରୁଥିବା ଦେଖାଯାଇଛି। ସମୟର ସଦୁପଯୋଗ କରିବା ସହିତ ଶରୀରକୁ ସୁସ୍ଥ ରଖିବା ଲକ୍ଷ୍ୟରେ ଏହି ଯୋଗାଭ୍ୟାସ କରାଯାଉଛି। ସରପଞ୍ଚ କିଶୋର...

ଡ୍ୟୁଟିରେ ଥିବା ବେଳେ ବୃଦ୍ଧାଙ୍କୁ ଖୁଆଇବା ଘଟଣା: ମାଲକାନଗିରି ଏସ୍‌ଆଇ ଶୁଭଶ୍ରୀଙ୍କ ପ୍ରଶଂସାରେ ଶତମୁଖ ମେଗାଷ୍ଟାର ଚିରଞ୍ଜୀବୀ, ଭିଡିଓ କଲ୍‌ ଯୋଗେ କଥା ହେଲେ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ମେଗାଷ୍ଟାର ଚିରଞ୍ଜୀବୀ ଡ୍ୟୁଟିରେ ଥିବା ସମୟରେ ଜଣେ ବୃଦ୍ଧ ମହିଳାଙ୍କୁ ଖାଇବାକୁ ଦେଇଥିବାରୁ ମାଲକାନଗିରି ସବ୍‌-ଇନ୍ସପେକ୍ଟର ଶୁଭଶ୍ରୀ ନାୟକଙ୍କୁ ପ୍ରଶଂସା କରିଛନ୍ତି। ବିଶ୍ୱ ମାତୃ ଦିବସ ଉପଲକ୍ଷେ ଚିରଞ୍ଜୀବୀ ଏକ ଭିଡିଓ ଶେୟାର କରି ଶୁଭଶ୍ରୀ ତାଙ୍କ ମା’ଙ୍କୁ...

ବନ୍ତରେ ପହଞ୍ଚତ୍ଲେଣି ୧୫୧ ପ୍ରବାସୀ ଓଡ଼ିଆ

ବନ୍ତ,୧୨।୫(ଡି.ଏନ୍‌.ଏ.)-କରୋନା ଲକ୍‌ ଡାଉନ ପରିପେକ୍ଷୀରେ ଭଦ୍ରକ ଜିଲା ବନ୍ତ ବ୍ଲକରେ ୨୬ଟି ରାଜ୍ୟରୁ ଘରକୁ ଫେରିବା ୮୪୪୧ ଜଣ ପ୍ରବାସୀ ଓଡିଆ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ସୋମବାର ସୁଦ୍ଧା ୧୫୧ଜଣ ଫେରିଥିବା ଜଣାଯାଇଛି। ଗତ ୨ ତାରିଖରେ ୫,...

ଭୋଗରାଇର ୭ ପଞ୍ଚାୟତ ସଟଡାଉନ

ଭୋଗରାଇ,୧୨।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ୭ ପଞ୍ଚାୟତ ବାରବାଟିଆ, କୁମ୍ଭାରମୂଳୀ, ଭୋଗରାଇ, ସୁଲତାନପୁର, ନିମାତପୁର, ସୁନାଧରବସାଣ, ଜୟୀରାମପୁରକୁ ସ୍ଥାନୀୟ ସରପଞ୍ଚ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଗତ ରବିବାର ଭୋଗରାଇରୁ ଏକାବେଳେ ୧୫ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧ ଆକ୍ରାନ୍ତ, ସମସ୍ତେ ଯାଜପୁରର

ଭୁବନେଶ୍ୱର,୧୨।୫(ବ୍ୟୁରୋ)-ରାଜ୍ୟରେ ମଙ୍ଗଳବାର ସାରେ ଆଉ ୩୧ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ସମସ୍ତେ ଯାଜପୁର ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ୧୧୬ ଜଣ କରୋନା ଆକ୍ରାନ୍ତ...

କେନ୍ଦୁଝରରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ

କେନ୍ଦୁଝର, ୧୨ା୫(ଡି.ଏନ୍‌.ଏ.)-କେନ୍ଦୁଝର ସଦର ବ୍ଲକର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ସାଙ୍ଗକୁ କୁଆପଥର ମାଡ ହୋଇଥିବା ଖବର ମିଳିଛି। ବଜ୍ରପାତ ଫଳରେ ରାଇସୁଆଁଠାରେ ଏକ ବିରାଟ ତେନ୍ତୁଳି ଗଛରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଥିବାବେଳେ...

ବରୀରେ ୧୭୩ ସ୍ବାବ୍‌ ସଂଗ୍ରହ

ରତ୍ନଗିରି,୧୨।୫(ଡି.ଏନ.ଏ)-ବରୀ ବ୍ଲକରେ କାର୍ଯ୍ୟରତ ସ୍ବାସ୍ଥ୍ୟବିଭାଗର ଅଧିକାରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ପଦ ପଦବୀ ଦାୟିତ୍ୱରେ ଥିବା ବିଭିନ୍ନ କର୍ମଚାରୀଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଛି। ସ୍ବାସ୍ଥ୍ୟକର୍ମୀ ମନୋରଞ୍ଜନ ପୋଥାଳଙ୍କ ସହଯୋଗରେ ମଙ୍ଗଳବାର ମୋଟ୍‌ ୧୭୩ ସ୍ବାବ ସଂଗ୍ରହ କରାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର...

ଧରିତ୍ରୀ ଖବରକୁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କଲେ ସାମାଜିକ କର୍ମୀ

ବରଗଡ଼ ଅଫିସ୍‌,୧୨।୫- ପୁରୀ ଜିଲା କୋଣାର୍କ ନିକଟ ଅଚ୍ୟୁତପୁରର ଏକ ଇଟାଭାଟିରେ କାମ କରୁଥିବା ବରଗଡ଼ ଜିଲା ପାଇକମାଲ ଥାନା ଅନ୍ତର୍ଗତ ଛେତଗାଁର ୩୫ଜଣ ଶ୍ରମିକ ପିଲାଛୁଆ ଧରି ଏକ ବସଭଡ଼ା କରି ସୋମବାର ରାତିରେ ଏଠାକୁ ଆସିଥିଲେ। ସେମାନଙ୍କୁ...

ବିଞ୍ଝାରପୁର ବ୍ଲକରେ ପୁଣି ୨କରୋନା ଆକ୍ରାନ୍ତ ଚିହ୍ନଟ

ବିଞ୍ଝାରପୁର,୧୨।୫(ଡି.ଏନ.ଏ)-ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ୧୦ଦିନ ବ୍ୟବଧାନ ପରେ ମଙ୍ଗଳବାର ପୁଣି ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ଜଣ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯାଥାକ୍ରମେ ୫୪, ୩୨ ରହିଛି। ଉଭୟେ ନିକଟରେ କୋଲକୋତାରୁ ଫେରି କ୍ୱାରାଣ୍ଟାଇନ...

ଅଜଣା ରୋଗ କବଳରେ ନିକିତା: ବଙ୍କେଇଯାଉଛି ଶରୀର, ଚିକିତ୍ସାରେ ଅର୍ଥ ସାଜିଛି ବାଧକ; ସହାୟତା ଅପେକ୍ଷାରେ ପରିବାର

ବରଗଡ଼ ଅଫିସ୍‌,୧୨।୫- ଶିଶୁକନ୍ୟାର ନାଁ ନିକିତା। ବୟସ ଏକବର୍ଷ। ବରଗଡ଼ ଜିଲା ପାଇକମାଲ ଥାନା ଯୋଗୀନ୍ଦ୍ରନାଥପୁର ଗ୍ରାମର ମା ଭାନୁମତୀ ଓ ବାପା ଉଦ୍ଧବ ଗୁଣ୍ଡିଙ୍କ କନ୍ୟା ସେ । ନିକିତାଙ୍କ ବୟସ ଯେଭଳି ବଢ଼ି ଚାଲିଛି, ତାଙ୍କ ଶରୀର...

ଗଞ୍ଜାମରେ କରୋନା ସ୍ଥିତି ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟିମ୍‌ର ଆଲୋଚନା: ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟର ବୁଲି ଦେଖିଲେ; ଅନ୍ତେବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ଉପରେ ଗୁରୁତ୍ୱ

ଛତ୍ରପୁର, ୧୨।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗତ ୧୦ ତାରିଖରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌କୁ ଜିଲାକୁ ପଠାଇଥିଲେ। ମଙ୍ଗଳବାର ଛତ୍ରପୁରଠାରେ ଥିବା ଜ଼ିଲାପାଳଙ୍କ କାର୍ଯ୍ୟାଳୟରେ...

କଣ୍ଟାପଡ଼ା ବ୍ଲକରେ ସରକାରୀ ନିୟମକୁ ଫୁ’: ସାମାଜିକ ଦୂରତା କଟକଣା ପଛ, ଜଳଖିଆ ଖିଆ ଆଗ

କଣ୍ଟାପଡା, ୧୨।୫(ଡି.ଏନ୍‌.ଏ.): ମହାମାରୀ କରୋନାରୁ ମୁକୁଳିବାକୁ ହେଲେ ସାମାଜିକ ଦୂରତ୍ୱ ରକ୍ଷା ହିଁ ଏକମାତ୍ର ଉପାୟ ବୋଲି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ଏପରିକି ସମ୍ପ୍ରତି ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ମାତ୍ର ତୃତୀୟ ପର୍ଯ୍ୟାୟରେ କିଛି କଟକଣା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri