ଆମ ଜିଲା ଖବର

ବାଲି, ପଥର ଚାଲାଣ, ଜରିମାନା ଆଦାୟ

ଚିକିଟି,୭ା୫(ଡି.ଏନ.ଏ.)-ଚିକିଟି ତହସିଲ ଅଞ୍ଚଳରେ ଟ୍ରକ୍‌ ଓ ଟ୍ରାକ୍ଟର ଯୋଗେ ବେଆଇନ ବାଲି, ପଥର ଚାଲାଣ ଓ ମାସ୍କ ବ୍ୟବହାର କରି ନ ଥିବା ବ୍ୟକ୍ତିଙ୍କଠାରୁ ୭୧,୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଚିକିଟି ତହସିଲ ଅନ୍ତର୍ଗତ ବିଭିନ୍ନ ଜାଗାରୁ ବାଲି...

ବୁଗୁଡ଼ା ବ୍ଲକ, ଏନ୍‌ଏସିର ୪୦ ସଙ୍ଗରୋଧ କେନ୍ଦ୍ରରେ ୨୦୫୯ ପ୍ରବାସୀ ଓଡ଼ିଆ

ବୁଗୁଡ଼ା,୭ା୫(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଓ ଏନ୍‌ଏସିରେ ଥିବା ୪୦ ସଙ୍ଗରୋଧ କେନ୍ଦ୍ରରେ ଗୁରୁବାର ସୁଦ୍ଧା ମୋଟ ୨୦୫୯ ପ୍ରବାସୀ ଓଡ଼ିଆ (ସୁରାଟ ଫେରନ୍ତା) ଆସି ରହିଛନ୍ତି। ରବିବାର ଠାରୁ ବୁଧବାର ରାତି ସୁଦ୍ଧା ଏହି ପ୍ରବାସୀ ଓଡ଼ିଆମାନେ ଟ୍ରେନ ଓ...

ଏମ୍‌କେସିଜିରେ ୧୭ ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ,୭ା୫-ଗଞ୍ଜାମ ଜିଲାରେ ଏବେ ସୁରଟ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଲଗାତର ଜିଲାର ସନ୍ଦିଗ୍ଧ କରୋନା ଲକ୍ଷଣ ଥିବା ଲୋକମାନେ ଏମ୍‌କେସିଜିରେ ଭର୍ତ୍ତି ହେଉଥିବା ବେଳେ ନିକଟରେ ଗଞ୍ଜାମକୁ ସୁରଟରୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ...

କ୍ୱାରାଣ୍ଟାଇନ ସେଣ୍ଟରକୁ ବାହାରୁ ଯାଉଛି ଖାଦ୍ୟ, ଭିଡିଓ ଭାଇରାଲ

ଭଞ୍ଜନଗର,୭।୫(ଡି.ଏନ.ଏ.)- ଗଞ୍ଜାମରେ ସୁରଟ ଫେରନ୍ତା ଚିନ୍ତା ବଢାଇଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କ୍ୱାରାଣ୍ଟାଇନ୍‌ରେ ଥିବା ଲୋକେ ନିୟମ ମାନୁ ନାହାନ୍ତି। ଗଞ୍ଜାମ ଜିଲା ବେଲଗୁଣ୍ଠା ଜିଟି ହାଇସ୍କୁଲ କ୍ୱାରାଣ୍ଟାଇନ ସେଣ୍ଟରରେ ଲୋକଙ୍କୁ ସମ୍ପର୍କୀୟ ଭେଟୁଥିବାର ଭିଡ଼ିଓ ଗୁରୁବାର ଭାଇରଲ...

ସୁରଟରୁ ପୁଣି ୫ ବସ୍‌ ଗଞ୍ଜାମ ଆସିଲା

ଭଞ୍ଜନଗର,୭।୫(ଡି.ଏନ.ଏ)- କରୋନା ଭୂତାଣୁ ପାଇଁ ସୁରଟରୁ ହଜାର ହଜାର ଓଡ଼ିଆ ନିଜ ଭିଟାମାଟିକୁ ଫେରୁଛନ୍ତି। ପ୍ରଥମେ ବସ୍‌ ଯୋଗେ ଆସୁଥିବାବେଳେ ଦୁର୍ଘଟଣା ବଢ଼ିବା ସହ ସାମାଜିକ ଦୂରତ୍ୱ ରହିଲା ନାହିଁ। ଫଳରେ ସରକାର ବସ୍‌ ବଦଳରେ ଟ୍ରେନ୍‌ ଯୋଗେ ସୁରଟରୁ...

କାଳବୈଶାଖୀ ଉଜାଡିଲା ଧାନ

ବିନିକା, ୭।୫(ଡି.ଏନ୍‌.ଏ.)-ସୁବଣ୍ଣର୍ର୍ପୁର ଜିଲାର ବିନିକା ଅଞ୍ଚଳ ଧାନଚାଷ ପାଇଁ ପ୍ରସିଦ୍ଧ। ଚଳିତ ବର୍ଷ ବିନିକାରେ ରବି ଧାନଚାଷ ୧୭ହଜାର ୨ଶହ ହେକ୍ଟର ଜମିରେ ହୋଇଛି। ୬୦ଭାଗ ଧାନଚାଷ କେନାଲ ଜଳସେଚନ ଓ ୪୦ଭାଗ ଉଠା ଜଳସେଚନ ଦ୍ୱାରା ହୋଇଛି ।...

ବାଇକ୍‌, ବୋଲେରୋ ଜବତ: ଅମାନିଆଙ୍କ ନାଁରେ ମାମଲା

ଦେବଗଡ,୭।୫(ଡି.ଏନ.ଏ):ଦେବଗଡ ଜିଲାକୁ ଅରେଞ୍ଜ ଜୋନ ଘୋଷଣା ପରେ ସନ୍ଧ୍ୟା ୭ରୁ ସକାଳ ୭ଟା ଯାଏ ବାହାରକୁ ନ ବାହାରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାସତ୍ତ୍ୱେ ଭିଭିନ୍ନ ସ୍ଥାନରେ ଏହି ନିର୍ଦ୍ଦେଶନାମାକୁ ଅମାନ୍ୟ କରାଯାଉଥିବା ଦେଖିବାକୁ ମିଳୁଛି।...

ଆଧାରକାର୍ଡ ସଂଯୋଗ ଆଳରେ ଠକେଇ: ୫୦ ଗ୍ରାମବାସୀଙ୍କ ଜମାଖାତାରୁ ଅର୍ଥ ହଡ଼ପ

ବୈପାରିଗଡ଼ା,୭ା୫ (ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରିଗଡ଼ା ବ୍ଲକ ସଦର ପଞ୍ଚାୟତ ସନ୍ତେଇପଟ ଓ ଅମଳାଭଟ୍ଟା ଗ୍ରାମବାସୀ ଠକେଇର ଶିକାର ହୋଇଛନ୍ତି। ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇ ଜଣେ ଯୁବକ ସେମାନଙ୍କ ଜମାଖାତାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି।...

ଜନ୍ତୁ ଶିକାର ଲାଗି ଫାଶ ବିଛାବେଳେ ଧରାପଡିଲେ ଶିକାରୀ

ଦେବଗଡ, ୭।୫(ଡି.ଏନ.ଏ.):ଦେବଗଡ଼ ଜିଲା ଲକ୍ଷ୍ମୀପୁର ବିଟ୍‌ ଅଧୀନ ବାବାଜୀ ମଠ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଜଣେ ଶିକାରୀଙ୍କୁ ଧରିଛି। ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଓ ୩ଟି ଜନ୍ତୁଧରା ଫାଶ(ଜାଲ) ଜବତ ହୋଇଛି। ଲକ୍‌ଡାଉନର ସୁଯୋଗ ନେଇ...

ଦିଲ୍ଲୀରେ ଜୁହାର ପରିବାର ବାଣ୍ଟିଲା ରିଲିଫ

ସମ୍ବଲପୁର, ୭।୫ (ବ୍ୟୁରୋ)- ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଜୁହାର ପରିବାର ପକ୍ଷରୁ ଦିଲ୍ଲୀରେ କରୋନା ପରିସ୍ଥିତିକୁ ଦେଖି ରିଲିଫ ବଣ୍ଟନ କରାଯାଇଛି । ଲକ୍‌ ଡାଉନରେ ପ୍ରଭାବିତ ହୋଇଥିବା ଗରିବମାନଙ୍କୁ ଚାଉଳ, ଡାଲି, ଅଟା, ତେଳ, ଆଳୁ, ଲୁଣ,...

ସମ୍ବଲପୁର ରେଳ ମଣ୍ଡଳରେ ବିଦ୍ୟୁତ ଦୁର୍ଘଟଣା ରୋକିବାକୁ ଶପଥ

ସମ୍ବଲପୁର, ୭।୫ (ବ୍ୟୁରୋ)- ପୂର୍ବତଟ ରେଳବାଇ ସମ୍ବଲପୁର ରେଳ ମଣ୍ଡଳରେ ବିଦ୍ୟୁତ ନିରାପତ୍ତା ସପ୍ତାହ ପାଳିତ ହୋଇଯାଇଛି । ବିଭିନ୍ନ ରେଳଷ୍ଟେଶନ, ରେଳବାଇ କଲୋନୀ, ଅଫିସ ଓ ମଣ୍ଡଳ ଅଫିସରେ ବିଦ୍ୟୁତ ନିରାପତ୍ତା ସ୍ଲୋଗାନ, ବ୍ୟାନର, ଷ୍ଟିକର୍‌ ଏବଂ ପୋଷ୍ଟର...

ପରସ୍ପରଠୁ ଦୂରତ୍ୱ ରଖି ଶିବିରରେ ବସିଲେ

ସମ୍ବଲପୁର, ୭।୫ (ବ୍ୟୁରୋ)- ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଶ୍ରମିକ ଆଇନ ଆଧାରିତ କରୋନା ସଚେତନତା ଶିବିର ଗୁରୁବାର ଏଡିଆର କେନ୍ଦ୍ର କୋଠା ପରିସରରେ ସାମାଜିକ ଦୂରତ୍ୱ ପାଳନ ସହ ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣ ଅଧ୍ୟକ୍ଷ ତଥା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri