ଆମ ଜିଲା ଖବର

କୋଭିଡ୍‌ ଫଣ୍ଡକୁ ଋଷିକୁଲ୍ୟା ବଣିକ ସଂଘ ଦେଲା ଏକଲକ୍ଷ

ସୋରଡା,୧ା୫(ଡି.ଏନ୍‌.ଏ.)- ସୋରଡାର ଋଷିକୁଲ୍ୟା ବଣିକ ସଂଘ ତରଫରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ (କୋଭିଡ୍‌)କୁ ଏକ ଲକ୍ଷ ଟଙ୍କା ସ୍ଥାନୀୟ ଥାନା ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି। ଥାନାଧିକାରୀ ଏହାକୁ ଗ୍ରହଣକରି ଗଞ୍ଜାମ ଏସ୍‌ପିଙ୍କ ପାଖକୁ ପଠାଇଛନ୍ତି। ସଂଘର ସନ୍ତୋଷ...

ଗୋପାଳପୁର ବନ୍ଦରରେ ସାମାଜିକ ଦୂରତ୍ୱ ସହ ଶ୍ରମିକ ଦିବସ ପାଳିତ

ଛତ୍ରପୁର,୧ା୫(ଡି.ଏନ୍‌.ଏ.)- ଗୋପାଳପୁର ବନ୍ଦର ଶ୍ରମିକ ସଙ୍ଗଠନ ତରଫରୁ ବନ୍ଦରରେ ଶୁକ୍ରବାର ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ସାମାଜିକ ଦୂରତ୍ୱ ସହ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଲକ୍‌ଡାଉନ ପରିପ୍ରେକ୍ଷୀରେ ଶ୍ରମିକ ଦିବସ ନିରାଡମ୍ବରରେ ପାଳିତ ହୋଇଥିଲା। ବକ୍ତାମାନେ ଏହି ଦିବସ...

ବାଇଗଣ ବୋଝେଇ ଗାଡିରୁ ୩ କୁଇଣ୍ଟାଲ ଗଞ୍ଜେଇ ମିଳିଲା

ଗୁଡଭେଲା,୧।୫(ଡି.ଏନ.ଏ.):କରୋନା ସମୟରେ ଖାଉଟି ସାମଗ୍ରୀ ପରିବହନ ପାଇଁ ଗାଡିମୋଟର ଉପରେ ରାଜ୍ୟ ସରକାର କଟକଣା କରି ନାହାନ୍ତି। ଏଣୁ ଖାଉଟି ସାମଗ୍ରୀ ବୋଝେଇ ଗାଡିର ଅପବ୍ୟବହାର ହେଉଛି। ଗଞ୍ଜେଇ ମାଫିଆମାନେ ଫଇଦା ଉଠାଉଛନ୍ତି। ଶୁକ୍ରବାର ଏପରି ଏକ ଘଟଣା ଦେଖିବାକୁ...

ଶ୍ରମିକ ଦିବସରେ ରକ୍ତଦାନ କଲେ

ବରଗଡ଼ ଅଫିସ୍‌,୧।୫: ବରଗଡ଼ର ଓଶ୍ରୁ ଅନୁଷ୍ଠାନ ପକ୍ଷରୁ ଶୁକ୍ରବାର ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଛି । ଏହି ଅବସରରେ ଓଶ୍ରୁ ଭବନରେ ବରିଷ୍ଠ ସଭ୍ୟ ଶରତ କୁମାର ବେହେରା ଝଣ୍ଡା ଉତ୍ତୋଳନ କରିଥିବାବେଳେ ଦିବଂଗତ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ...

ଧାନ ଅମଳରେ ପଞ୍ଜୀକୃତ ଶ୍ରମିକଙ୍କୁ ନିୟୋଜନ ଦାବିକଲା ଚାଷୀ ସଂଗଠନ

ବରଗଡ଼ ଅଫିସ୍‌,୧।୫: ବରଗଡ଼ ଜିଲାରେ ଧାନ ଅମଳ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ମାତ୍ର ଲକ୍‌ ଡାଉନ୍‌ ଯୋଗୁ ଧାନ ଅମଳରେ କୃଷି ଶ୍ରମିକଙ୍କ ଅଭାବ ପରିଲକ୍ଷିତ ହୋଇଛି । ଏଥିପାଇଁ ଚାଷୀ ଧାନ ଅମଳ କରି ନ...

ଧରିତ୍ରୀ ପ୍ରଭାବ: ଚିକିତ୍ସା ପାଇଁ ସହାୟତା ରାଶି ପଠାଇଲେ ପ୍ରବାସୀ ଭାରତୀୟ

ବରଗଡ଼ ଅଫିସ୍‌,୧।୫- ନିଆଁରେ ପୋଡ଼ି ହୋଇ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଗ୍ରାମର ସୁଶୀଲ ଖମାରୀଙ୍କ ଶିଶୁକନ୍ୟା ରୁନି(୧୦) ଗୁରୁତର ଆହତ ହୋଇଛନ୍ତି । ସେ ବର୍ତ୍ତମାନ କଟକ ଏସ୍‌ସିବି ମେଡ଼ିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି...

ସରକାରୀ ନିର୍ଦ୍ଦେଶକୁ ଫୁ’: ଶ୍ରମିକଙ୍କ ବଦଳରେ ଜେସିବିରେ ଚାଲିଛି ପୋଖରୀ ଖୋଳା

ଓଡ଼ଗାଁ, ୧।୫(ସ୍ବ. ପ୍ର. ): ନୟାଗଡ଼ ଜିଲା ଓଡ଼ଗାଁରେ ଶ୍ରମିକ ଦିବସ ଅର୍ଥାତ୍‌ ମେ’ ୧ରେ ଶ୍ରମିକଙ୍କ ବଦଳରେ ଜେସିବି ଦ୍ୱାରା ପୋଖରୀ ଖୋଳା ଚାଲିଥିବା ଦେଖିବାକୁ ମିଳୁଛି। କରୋନା ମୁକାବିଲା ପାଇଁ ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ଶ୍ରମଦିବସ ସୃଷ୍ଟି...

କୋଟାରେ ଫସିଛନ୍ତି ଛାତ୍ରୀଛାତ୍ର, ଫେରାଇ ଆଣିବାକୁ ଭଦ୍ରକ ବିଧାୟକଙ୍କୁ ଭେଟିଲେ ପରିବାର

ଭଦ୍ରକ ଅଫିସ, ୧।୫: ରାଜସ୍ଥାନର କୋଟାରେ ଫଶିଥିବା ଭଦ୍ରକର ଛାତ୍ରୀଛାତ୍ରମାନଙ୍କୁ ଫେରାଇ ଆଣିବାକୁ ଅଭିଭାବକମାନେ ଶୁକ୍ରବାର ବିଧାୟକ ସଞ୍ଜୀବ ମଲିକଙ୍କ ସହ ଆଲୋଚନା କରିଛନ୍ତି। ଶୁକ୍ରବାର ସକାଳେ ଅଭିଭାବକମାନେ ଆସି ବିଧାୟକଙ୍କୁ ଭେଟିଥିଲେ। ଛାତ୍ରୀଛାତ୍ରମାନେ କିପରିଭାବରେ ସେଠାରୁ ଭଲ ଭାବରେ...

ଭଦ୍ରକରେ ରାପିଡ୍‌ ରେସ୍‌ପନ୍ସ ଟିମ୍‌

ଭଦ୍ରକ ଅଫିସ,୧।୫ – ଭଦ୍ରକ ଜିଲାରେ କେନ୍ଦ୍ରର ୩ ଜଣିଆ ରାପିଡ୍‌ ରେସ୍‌ପନ୍ସ ଟିମ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛି। ଏହି ଟିମ ପ୍ରଥମେ ଭଦ୍ରକ ରେ ପହଞ୍ଚିି ଜିଲାପାଳ ଡ଼ ଜ୍ଞାନ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ...

କରୋନା ହଟ୍‌ସ୍ପଟ୍‌ ତାଲିକା: ରେଡ୍‌ ଜୋନ୍‌ରେ ଭଦ୍ରକ

ଭଦ୍ରକ ଅଫିସ,୧।୫: କରୋନା ହଟ୍‌ସ୍ପଟ୍‌ ଜୋନରେ ଓଡ଼ିଶାର ୩ଟି ଜିଲା ରହିଛି। ସେଗୁଡ଼ିକ ହେଉଛି ଯାଜପୁର, ଭଦ୍ରକ ଓ ବାଲେଶ୍ୱର। ସେହିପରି ଅରେଞ୍ଜ ଜୋନରେ ରାଜ୍ୟର ୬ଟି ଜିଲା ରହିଛି। ସେଗୁଡ଼ିକ ହେଲା ହେଉଛି ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ,...

ଯାଜପୁରର ନୂଆ ଆକ୍ରାନ୍ତ କଟିକଣା, ବିରଜାପୁର ଅଞ୍ଚଳର: ଅଛନ୍ତି ୭୫ ବର୍ଷୀୟ ବୃଦ୍ଧା, ୫୫ ବର୍ଷୀୟ ବ୍ୟକ୍ତି

ଯାଜପୁର ଅଫିସ,୧।୫: ଯାଜପୁର ଜିଲା ଦଶରଥପୁର ବ୍ଲକ କଟିକଟା ଓ ବିରଜାପୁର ଗ୍ରାମରେ ୨ ନୂଆ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ବିରଜାପୁର ଗ୍ରାମର ୫୫ ବର୍ଷ ବୟସ୍କ ପୁରୁଷ ଓ କଟିକଟା ଗ୍ରାମର ୭୫ ବର୍ଷ...

ଆଇନ ଉଲ୍ଲଂଘନ କରି ଦୁଇ ଜୁଏଲାରୀ ଦୋକାନ ସିଲ୍‌: ଦେଲେ ୧୦ ହଜାର ଲେଖାଏ ଫାଇନ

କଣ୍ଟାବାଞ୍ଜି, ୧।୫(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ମେ’ ୩ ତାରିଖ ଯାଏ ଲକ୍‌ଡାଉନ ଜାରି ରଖିଛନ୍ତି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ପୌରାଞ୍ଚଳରେ କେତେକ ନିର୍ଦ୍ଧିଷ୍ଟ ଦୋକାନ ଖୋଲିବାର ଆଦେଶ ରହିଛି। ମାତ୍ର ସହରର କେତେକ ଜୁଏଲାରୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri