ଆମ ଜିଲା ଖବର

ସମୟ ନୁହେଁ ସଂସାରର

ଅନୁଗୋଳ ଅଫିସ, ୨୪।୪ – ବହୁ ପୂର୍ବରୁ ସ୍ଥିର ହୋଇଥିଲା ବିବାହ। ତିଥି ଅନୁଯାୟୀ ତିନି ଦିନ ପରେ ପଡ଼ିଥାନ୍ତା ହସ୍ତଗଣ୍ଠି। ଏଥିପାଇଁ ଛୁଟି ମଧ୍ୟ ମିଳିସାରିଥିଲା ପୋଲିସ ବିଭାଗରୁ। ହେଲେ କର୍ତ୍ତବ୍ୟକୁ ଗୁରୁତ୍ୱ ଦେଇ ବିବାହ ସ୍ଥଗିତ କରିଦେଲେ...

ଗରାଖ ନାହାନ୍ତି, ଶଢୁଛି କଖାରୁ

ଢେଙ୍କାନାଳ ଅଫିସ, ୨୪।୪ – କୁଢ଼ା ହୋଇଛି ପାଚିଲା କଖାରୁ। ଦେଖିଲେ ଆଖି ଲାଖିଯିବ। ହେଲେ ଏପରି ସ୍ବାଦିଷ୍ଟ, ପୁଷ୍ଟିକର ପରିବା ନେବାକୁ କେହିନାହାନ୍ତି। ଚାଷୀ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଲକ୍‌ଡାଉନ୍‌ ପାଚେରି ସାଜିଥିବାବେଳେ ଖରାବର୍ଷାରେ ୫୦ଟନ୍‌ରୁ ଊର୍ଦ୍ଧ୍ୱ କଖାରୁ...

ଖରାବର୍ଷାରେ ପଲିଥିନ ତଳେ ୩୭ ପରିବାର: ସୁରାଦେଇ ଜବରଦଖଲ ଉଛେଦକୁ ୪୫ ଦିନ ବିତିଲା

ଖଜୁରିପଡା,୨୪ା୪(ଡି.ଏନ.ଏ.)- ଖଜୁରିପଡା ବ୍ଲକ ସୁରାଦେଇ ଗ୍ରାମରେ ଦୀର୍ଘ ୧୦ବର୍ଷ ଧରି ଜବରଦଖଲ କରି ରହି ଆସୁଥିବା ୩୭ ପରିବାରଙ୍କୁ ମାର୍ଚ୍ଚ ୭ରେ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଥିଲା। ଖଣ୍ଡେ ଲେଖାଏ ଜରିପାଲ ଦେଇ ପ୍ରଶାସନ କାମ ସାରିଦେଇଛି। ୪୫ ଦିନ...

ଦିବାଧ୍ୟାୟୀ ଛାତ୍ରୀଛାତ୍ରଙ୍କୁ ମିଳୁନି ମଧ୍ୟାନ୍ନ ଭୋଜନ ଚାଉଳ

ଦାରିଙ୍ଗବାଡ଼ି,୨୪।୪(ଡି.ଏନ.ଏ)- ଲକ୍‌ଡାଉନ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର ଆଦି ବନ୍ଦ ରହିଛି। ଏପ୍ରିଲ ଠାରୁ ଜୁନ୍‌ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ପକ୍ଷରୁ ଟୋକନ ଦିଆଯାଇ ୯ କେଜି ଲେଖାଏ...

ଉଦ୍ଧାର ହରିଣ ଜଙ୍ଗଲରେ ଛଡ଼ାଗଲା

ଭଞ୍ଜନଗର,୨୪।୪(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ବନାଞ୍ଚଳର ବୁଦିଲି ଗ୍ରାମକୁ ଗୁରୁବାର ସକାଳେ ଏକ ହରିଣ ପଶି ଆସିଥିଲା। ହରିଣଟିକୁ କୁକୁର ଗୋଡ଼ାଇଥିଲେ। ଖବରପାଇ ରେଞ୍ଜର ଆଶାଲତା ଦିଗାଲ ଓ ଅନ୍ୟ କର୍ମଚାରୀମାନେ ପହଞ୍ଚି ହରିଣକୁ ଉଦ୍ଧାର କରି...

ପିଏମ କେୟାର୍ସ ଫଣ୍ଡକୁ ଲକ୍ଷେ ଟଙ୍କା ଦେଲେ ଭାଜପା ନେତା

ବୁଗୁଡ଼ା,୨୪ା୪(ଡି.ଏନ.ଏ.)- ଭାଜପା ଜିଲା ସାଧାରଣ ସମ୍ପାଦକ ତଥା ଫିଡ୍‌ ଦି ନିଡ୍‌ର ସଂଯୋଜକ ଭାବେ କାର୍ଯ୍ୟ କରୁଥିବା ପ୍ରତାପ ଚନ୍ଦ୍ର ନାୟକ ମଙ୍ଗଳବାର ପ୍ରଧାନ ମନ୍ତ୍ରୀ ରିଲିଫ ଫଣ୍ଡ (ପିଏମ୍‌ କେୟାର୍ସ ଫଣ୍ଡ)କୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।...

ସରପଞ୍ଚ ପ୍ରତିନିଧିଙ୍କୁ ହତ୍ୟା ଉଦ୍ୟମ ମାମଲା: ଜେଲ ଗଲେ ବାପା, ଜେଜେବିରେ ପୁଅ ହାଜର

ଦିଗପହଣ୍ଡି,୨୪ା୪(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବୋମକେଇ ଗାଁରେ କରୋନା ଆର୍ଥିକ ସହାୟତା ବଣ୍ଟନବେଳେ ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ୟାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ନଂ.୯୦/୨୦ରେ ମାମଲା ରୁଜୁକରି କ.ନୂଆଗଁା ପୋଲିସ ଅଭିଯୁକ୍ତ ବାପା ଶତ୍ରୁଘ୍ନ ପ୍ରଧାନଙ୍କୁ ଗିରଫ କରି...

କେନ୍ଦୁଝର-ମୟୂରଭଞ୍ଜ ଜିଲା ସୀମାର ୮ ରାସ୍ତା ସିଲ୍‌

ପାଟଣା,୨୪ା୪(ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ପ୍ରବେଶ ପଥର ୮ଟି ରାସ୍ତାକୁ ପାଟଣା ପୋଲିସ ସିଲ୍‌ କରିଛି। ଏହି ସୀମାବର୍ତ୍ତୀ ପ୍ରବେଶ ପଥରେ ତାର ଓ ବାଉଁଶ ବାଡ଼ ଦେଇ ବନ୍ଦ କରି...

ସ୍ଥିତି ସମୀକ୍ଷା କଲେ ବିଧାୟକ

ପଦ୍ମପୁର,୨୪ା୪(ଡି.ଏନ୍‌.ଏ.)- ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ବୁଧବାର ଲକ୍‌ ଡାଉନ ପରିସ୍ଥିତିର ସମୀକ୍ଷା କରିଛନ୍ତି। ମହାମାରୀ କରୋନାର ସଂକ୍ରମଣ ରୋକିବା ପାଇଁ ବାସୁଦେବପୁରବାସୀଙ୍କୁ କିଭଳି ସଚେତନ କରାଯିବା ସେ ନେଇ ବିଧାୟକ ଆଲୋଚନା କରିଥିଲେ। ସ୍ଥାନୀୟ ତହସିଲ ଡାକବଙ୍ଗଳାରେ ଅନୁଷ୍ଠିତ...

ବାରିପଦାରେ ହେବ କରୋନା ପରୀକ୍ଷା

ବାରିପଦା ଅଫିସ, ୨୪ା୪- ଆସନ୍ତା ୨୦ ଦିନ ଭିତରେ ବାରିପଦା ପିଆରଏମ୍‌ ମେଡ଼ିକାଲ୍‌ କଲେଜରେ କରୋନା ସ୍ବାବ୍‌ ପରୀକ୍ଷା କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛି। ସେହିଭଳି ଗୁରୁବାର ଭିଡ଼ିଓ କନେଫେରେନ୍ସି ମାଧ୍ୟମରେ କୋଭିଡ଼ -୧୯ ଉପରେ...

ବ୍ୟାଙ୍କରେ ଗଣ୍ଡଗୋଳ ନେଇ ଥାନାରେ ମାମଲା

ବାହାନଗା, ୨୪ା୪(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ କରି ଲୋକମାନଙ୍କୁ ଘରେ ରହିବା ପାଇଁ ନିବେଦନ କରୁଛନ୍ତି। ତେବେ ଆବଶ୍ୟକ ନ ଥିଲେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଉଛି। ବିଭିନ୍ନ...

ବସ୍ତାରେ ଚାଉଳ କମ୍‌ ରହୁଥିବା ନେଇ ଉଦ୍‌ବେଗ

ଖଇରା, ୨୪।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକରେ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟି ସାମଗ୍ରୀ ବଣ୍ଟନ ଦାୟିତ୍ୱରେ ଥିବା ସମସ୍ତ ଡିଲରଙ୍କ ଏକ ବୈଠକ ସୋମବାର ଖଇରା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଏଥିରେ ପୌରୋହିତ୍ୟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri