ଆମ ଜିଲା ଖବର

କ୍ୱାରାଣ୍ଟାଇନ୍‌ରେ ରହିଲେ ୩ ଜଣ

ଆସିକା,୨୨ା୪(ଡି.ଏନ୍‌.ଏ.): ଆସିକା ବ୍ଲକ ଓ ଏନ୍‌ଏସି ଇଲାକାକୁ ମଙ୍ଗଳବାର ବିଭିନ୍ନ ସ୍ଥାନରୁ ଆସିଥିବା ୩ ଜଣଙ୍କୁ ପ୍ରଶାସନ ପକ୍ଷରୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ା କେନ୍ଦୁଝର ଜିଲା ବଡବିଲରୁ ଜଣେ ବ୍ୟକ୍ତି କଲେଜ ଛକକୁ ଆସିଥିବା ସୂଚନା...

ଘୁମୁସର ବନଖଣ୍ଡରେ ରୋପଣ ହେବ ୨୫ ଲକ୍ଷ ଚାରା

ଭଞ୍ଜନଗର,୨୨।୪(ଡି.ଏନ.ଏ.)-କରୋନା ଲାଗି ଲକ୍‌ଡାଉନ୍‌ ଜାରି ରହିଥିଲେ ମଧ୍ୟ ଭଞ୍ଜନଗରସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଓ ଦକ୍ଷିଣ ଘୁମୁସର ବନଖଣ୍ଡ କର୍ମଚାରୀମାନେ ଚାରା ଉପତ୍ାଦନ ପ୍ରତି ଧ୍ୟାନ ଦେଇଥିଲେ। ସୋମବାରଠାରୁ ଲକ୍‌ଡାଉନରେ ସାମାନ୍ୟ କୋହଳ ହେବାପରେ ନର୍ସରୀଗୁଡ଼ିକୁ ଆସୁଥିବା ଶ୍ରମିକଙ୍କ ସଂଖ୍ୟା...

ଶ୍ରମିକଙ୍କ ରହିବା, ଖାଇବାର ବ୍ୟବସ୍ଥା କଲା ପ୍ରଶାସନ

ଆନନ୍ଦପୁର,୨୨।୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ପୌରପ୍ରଶାସନ ପକ୍ଷରୁ ଭୁବନେଶ୍ୱରରୁ ଚାଲି ଚାଲି ଆସିଥିବା ୯ ଜଣ ଶ୍ରମିକଙ୍କ ରହିବା ଖାଇବାର ବ୍ୟବସ୍ଥା କରାଯାଇଛି। ଲକ୍‌ ଡାଉନ ପାଇଁ କାମ ବନ୍ଦ ଥିବାରୁ ଏହି ମହିଳା ଓ ପୁରୁଷ ଶ୍ରମିକ ଭୁବନେଶ୍ୱର...

୧୧ ଶ୍ରମିକ ଧରାପଡ଼ିି କ୍ୱାରାଣ୍ଟାଇନ୍‌ରେ ରହିଲେ

କେନ୍ଦୁଝର,୨୨ା୪(ଡି.ଏନ୍‌.ଏ.): ପଶ୍ଚିମବଙ୍ଗ ରାଜ୍ୟ ବର୍ଦ୍ଧମାନ ଜିଲାର ୧୧ଜଣ ଶ୍ରମିକ ଝୁମ୍ପୁରା ଅଞ୍ଚଳରେ ରହି ନିର୍ମାଣ କାର୍ଯ୍ୟ କରୁଥିଲେ। କରୋନା ପାଇଁ ଲକ୍‌ଡାଉନ୍‌ ହୋଇଯିବାରୁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ଗାଡ଼ିମୋଟର ନ ଚାଲିବାରୁ ସେମାନେ ନିଜ ରାଜ୍ୟକୁ ଫେରି ପାରି...

୫ କଣ୍ଟେନମେଣ୍ଟ ଜୋନ୍‌ରେ ତନାଘନା

ଭଦ୍ରକ ଅଫିସ, ୨୨ା୪-ଭଦ୍ରକ ଜିଲାରେ ସୋମବାର ୫ କରୋନା ରୋଗୀ ଚିହ୍ନଟ ହେବା ପରେ ଜିଲା ପ୍ରଶାସନର ମୁଣ୍ଡବ୍ୟଥା ବଢିଯାଇଛି। ପ୍ରଶାସନ ପକ୍ଷରୁ ବାସୁଦେବପୁର ବ୍ଲକର ୩ଟି ଓ ଭଣ୍ଡାରିପୋଖରୀର ୨ଟି ପଞ୍ଚାୟତର ୩୯ ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ...

ଚାଷୀଙ୍କୁ ସ୍ବଳ୍ପକାଳୀନ ଋଣ ଯୋଗାଣ ନେଇ ଆଲୋଚନା

ଭଦ୍ରକ ଅଫିସ,୨୨ା୪- କରୋନା ଭୂତାଣୁ ସଂକ୍ରମଣ ଜନିତ ଜିଲାର ଚାଷୀମାନଙ୍କ କ୍ଷେତ୍ରରେ ଘଟିଥିବା ଆର୍ଥକ ଦୁର୍ବଳତା ଯୋଗୁଁ ସେମାନଙ୍କୁ ସ୍ବଚ୍ଛଳ କରିବା ସହିତ ଚାଷ କାମରେ ସହଯୋଗ ନିମନ୍ତେ ସ୍ବଳ୍ପକାଳୀନ ଋଣ ଯୋଗାଣ ନେଇ ଜିଲା ସଂସ୍କୃତି ଭବନରେ ଏକ...

ଲକ୍‌ ଡାଉନ ଅମାନ୍ୟକାରୀଙ୍କ ନାମରେ ମାମଲା

ଖୁଣ୍ଟା,୨୨ା୪(ଡି.ଏନ୍‌.ଏ.)-ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋରନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାର ଲକ୍‌ ଡାଉନର ଅବୋଧି ବଢ଼ାଇଛନ୍ତି। ଜନସଧାରଣଙ୍କୁ ଘରୁ ନ ବାହାରିବା ପାଇଁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ କେତେକ ବ୍ୟକ୍ତି ବେପରୁଆ...

ସିପିଏମ୍‌ ପକ୍ଷରୁ ପ୍ରତିବାଦ ସଭା

ଖଇରା,୨୨।୪(ଡି.ଏନ.ଏ.)-ସିପିଏମ ଆଞ୍ଚଳିକ କମିଟି ଖଇରା ଶାଖା ପକ୍ଷରୁ ବାଲେଶ୍ୱର ଜିଲା ଖଇରା ବଜାରରେ ମଙ୍ଗଳବାର ପଥପ୍ରାନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସନ୍ତୋଷ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ପାର୍ବତୀ ସାହୁ, ସୁଭଦ୍ରା ସାହୁ, ଗୀତାଞ୍ଜଳି ସାହୁ, ଭଗବାନ...

ବିଭିନ୍ନ ସଙ୍ଗଠନ ପକ୍ଷରୁ ରିଲିଫ ପାଣ୍ଠିକୁ ସହାୟତା

ଖଇରା, ୨୨।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ବିଭିନ୍ନ ସଙ୍ଗଠନ ପକ୍ଷରୁ ଖଇରା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅର୍ଥଦାନ କରାଯାଇଛି ା ଖଇରାସ୍ଥିତ ପ୍ରତିଭା ପରିବାର ଓ ଖଇରା ସାହିତ୍ୟ ସଂସଦ ତରଫରୁ...

ଚେନ୍ନାଇରୁ ସାଇକେଲରେ ସୋରଳ ଫେରିଲେ ୭ ଯୁବକ

ପାତ୍ରପୁର/ ଚିକିଟି,୨୧ା୪(ଡି.ଏନ୍‌.ଏ.)- ଏଗାର ଶହ କିଲୋମିଟରରୁ ଉର୍ଦ୍ଧ୍ୱ ରାସ୍ତା ସାଇକେଲରେ ଅତିକ୍ରମ କରି ଚେନ୍ନାଇରୁ ୭ଜଣ ଯୁବକ ଚିକିଟି ବ୍ଲକର ସୋରଳ ଗ୍ରାମରେ ପହଞ୍ଚତ୍ଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୋରଳ ମୁକ୍ତେଶ୍ୱର ବିଦ୍ୟପୀଠ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ଶ୍ରମିକ ଭାବେ...

ସୀମା ସିଲ୍‌ ଅଞ୍ଚଳ ପରିଦର୍ଶନ କଲେ ଡିଜିପି

ବାଲେଶ୍ୱର ଅଫିସ/ଜଳେଶ୍ୱର/ବାରିପଦା ଅଫିସ, ୨୧ା୪(ସ୍ବ.ପ୍ର.)-ଓଡ଼ିଶାରେ ଚିହ୍ନଟ ହୋଇଥିବା ସର୍ବାଧିକ କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍‌ ରହିଥିବା ଜଣାପଡିବା ପରେ ରାଜ୍ୟ ସରକାର ସୀମାନ୍ତ ଅଞ୍ଚଳରେ ସୁରକ୍ଷା କଡାକଡି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ସୀମା ସିଲ୍‌ ଅଞ୍ଚଳର ବାସ୍ତବ ସ୍ଥିତି...

ଘର ଘର ବୁଲି ପାଠ୍ୟପୁସ୍ତକ ବାଣ୍ଟିଲେ ଶିକ୍ଷକ

ବାଲିଗୁଡା,୨୧ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ କଟକଣା ଯୋଗୁ ସ୍କୁଲ, କଲେଜ ଆଦି ବନ୍ଦ ରହିଛି l ଏଭଳି ସ୍ଥିତିରେ ପିଲାମାନେ ଯେପରି ଘରେ ରହି ପାଠ ପଢିପାରିବେ ସେଥିପାଇଁ ସରକାର ପିଲାଙ୍କ ପାଠ୍ୟ ପୁସ୍ତକ ଘରେ ଘରେ ପହଞ୍ଚାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri