ଆମ ଜିଲା ଖବର

୩୧ ୟୁନିଟ୍‌ ରକ୍ତ ସଂଗୃହୀତ

ଯୋଡ଼ା, ୨୧।୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରସ୍ଥିତ ଗଣେଶ ଭବନଠାରେ ସୋମବାର ପୂର୍ବାହ୍ନରେ ଯୋଡା ବିଜେଡି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୩୧ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ...

ବନ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୩ ଗିରଫ

ଯୋଡା, ୨୧।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜାମୁପାଣିଠାରେ ବନ ବିଭାଗ ପକ୍ଷରୁ ଚୋରା କାଠ ବୋଝେଇ ଡମ୍ପର ଜବତ ବେଳେ ବନ କର୍ମଚାରୀମାନେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବାମେବାରୀ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ...

୫ ଚୋରା ମଦ ବେପାରି ଗିରଫ

ପାଟଣା,୨୧।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ତୁରୁମୁଙ୍ଗା ଥାନାର ଖିରେଇଟାଙ୍ଗିରି ଓ ଦାଶରଥୀପୁର ଗ୍ରାମରେ ଚଢ଼ାଉ କରି ୧୩୦ ଲିଟର ମହୁଲି ମଦ ଜବତ କରିବା ସହ ବିପୁଳ ପରିମାଣର ପୋଚ ନଷ୍ଟ କରାଯାଇଛି। ଏଥିସହ ଏହି...

୫ମାସ ହେଲା ମିଳିନି ଚାଉଳ

କେନ୍ଦୁଝର, ୨୧।୪( ସ୍ବ.ପ୍ର.)-ଘଷିପୁରା ବ୍ଲକ ବଳରାମପୁର ପଞ୍ଚାୟତ ଅତାସହି ଗ୍ରାମର ମନ୍ମଥ ସାହୁଙ୍କ ସ୍ତ୍ରୀ ପ୍ରମିଳା ସାହୁଙ୍କ ନାମରେ ରାଶନ କାର୍ଡ (ନମ୍ବର- ୧୮୦୪୦୨୧୨୪୩୨) ରହିଛି। କିନ୍ତୁ ୫ ମାସ ହେଲା ତାଙ୍କ ପରିବାରକୁ ରାଶନ (ଚାଉଳ) ମିଳୁ ନ...

ଜୈବିକ କୃଷିକୁ ଗୁରୁତ୍ୱ ଦେବାକୁ ଜିଲାପାଳଙ୍କ ପରାମର୍ଶ

ନୂଆପଡା ଅଫିସ,୨୧ା୪: ଚାଷୀମାନେ ଦେଶର ମେରୁଦଣ୍ଡ। ଦେଶ ବିଭିନ୍ନ ସମୟରେ ନାନାଦି ଦୁର୍ବିପାକ ଦେଇ ଗତି କରିଛି। ତଥାପି ଚାଷୀମାନେ ଲୋକଙ୍କ ମୁହଁରେ ଅନ୍ନ ଦେବା ବନ୍ଦ କରି ଦେଇନାହିଁ। ସବୁ ପରିସ୍ଥିତିରେ ନିଜକୁ ଜଳାଞ୍ଜଳି ଦେଇ ଓ ନିରନ୍ତର...

ମାସ୍କ ବାଣ୍ଟିଲା ନେହେରୁ ଯୁବକେନ୍ଦ୍ର

ବରଗଡ଼ ଅଫିସ୍‌,୨୧।୪: ବରଗଡ଼ ଜିଲା ବରପାଲି ବ୍ଲକ କୁଶନପୁରୀ ଗ୍ରାମରେ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ବରଗଡ଼ର ନେହେରୁ ଯୁବକେନ୍ଦ୍ର ତରଫରୁ ସିଲେଇ ତାଲିମ କେନ୍ଦ୍ର ଖୋଲା ଯାଇଛି । ଏହି ତାଲିମ କେନ୍ଦ୍ରରେ ପ୍ରଶିକ୍ଷାର୍ଥିନୀମାନେ...

ଶିବିରରେ ୩୨ୟୁନିଟ୍‌ ରକ୍ତ ସଂଗ୍ରହ ହେଲା

ବରଗଡ଼ ଅଫିସ୍‌,୨୧।୪: ବରଗଡ଼ ଜିଲା କଦଲୀପାଲି ଗ୍ରାମରେ ମଙ୍ଗଳବାର ଭ୍ରାମ୍ୟମାଣ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୩୨ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା । ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ...

ଘରକୁ ବୁଲି ବହି ବାଣ୍ଟିଲେ

ସରଣ୍ଡା,୨୧।୪(ଡି.ଏନ.ଏ): କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣ ଯୋଗୁ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ଫଳରେ ସ୍କୁଲ ଗୁଡ଼ିକ ବନ୍ଦ ରହିଛି । ଏଭଳି ସ୍ଥିତିରେ ଛାତ୍ରୀଛାତ୍ରଙ୍କ ଘରକୁ ସେମାନଙ୍କ ପାଠ୍ୟ ପୁସ୍ତକ ଯୋଗାଣ ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି...

ବାଳାଶ୍ରମ ଅନ୍ତେବାସୀଙ୍କୁ ଖାଦ୍ୟ ପରସିଲେ ବରଗଡ଼ ବିଧାୟକ

ବରଗଡ଼ ଅଫିସ୍‌,୨୧।୪: ବରଗଡ଼ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ମଙ୍ଗଳବାର ସହର ଉପକଣ୍ଠ ସିମେଣ୍ଟ ନଗର ନିକଟରେ ରହିଥିବା ବିମଳାଦେବୀ ଆଶ୍ରମକୁ ଯାଇ ସେଠାକାର ଅନ୍ତେବାସୀଙ୍କୁ ଖାଦ୍ୟ ପରଶିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।...

ବିଭିନ୍ନ ୱାର୍ଡ ସାନିଟାଇଜ କଲେ ଖବରଦାତା

ଚୌଦ୍ୱାର,୨୧ା୪(ଡି.ଏନ୍‌.ଏ): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପୌରପାଳିକ ଗୁଡିକୁ ସାନିଟାଇଜ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଚୌଦ୍ୱାର ପୌରପାଳିକା ତରଫରୁ ସାନିଟାଇଜ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଚୌଦ୍ୱାରସ୍ଥିତ...

କାର୍ଯ୍ୟରେ ଯୋଗଦେଲେ ବିଆରସିସି

ହାଟଡିହୀ, ୨୧।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଏବିଇଓ ସୁରେଶ ଜେନାଙ୍କୁ ବିଆରସିସି ଦାୟିତ୍ୱ ମିଳିଛି। ସୁରେଶ କିଛି ଦିନ ପୂର୍ବରୁ ଏଠାକୁ ବଦଳି ହୋଇ ଆସିଥିଲେ। ଦୀର୍ଘ ଦିନ ହେବ ଏଠାରେ ବିଆରସିସି ପଦବୀ ଫାଙ୍କା ପଡିଥିଲା। ଫଳରେ ବିଭିନ୍ନ...

ଆଦିବାସୀ ଲୋକଙ୍କୁ ସଚେତନ କରାଇଲେ

ହାଟଡିହୀ, ୨୧।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ ପଞ୍ଚାୟତ ଜୁଣପସି ଗ୍ରାମର ୬୦ରୁ ଊର୍ଦ୍ଧ୍ୱ ପରିବାରର ଲୋକଙ୍କୁ କରୋନା ରୋଗ ସମ୍ପର୍କରେ ସଚେତନ କରାଯାଇଛି। ଏହି ଗ୍ରାମ ଏକ ଆଦିବାସୀ ଓ ବଣ ପାହାଡ଼ ଘେରା ଆଦିବାସୀ ଇଲାକା ଅଟେ।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri