ଆମ ଜିଲା ଖବର

ସହଯୋଗର ହାତ ବଢାଇଲେ ଅଧିକାରୀ

ଖଇରା, ୨୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତ ଅଧୀନ ନୂଆଗାଁବଡ ଗ୍ରାମର ଭାରତୀୟ ଆୟକର ବିଭାଗର ଡେପୁଟି କମିଶନର ଆଶିଷ କୁମାର ପଣ୍ଡା ବର୍ତ୍ତମାନ ଦିଲ୍ଲୀରେ ଅବସ୍ଥାପିତ ଥିବା ବେଳେ କରୋନା ସମୟରେ ନିଜ ଅଞ୍ଚଳର ଅସହାୟଙ୍କ ପାଇଁ...

ପରପାରିରେ ଶତାୟୁ ପଣ୍ଡିତ

ଖଇରା, ୨୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ମହତୀପୁର ପଞ୍ଚାୟତ ଅଧୀନ ଫଗୁଣା ଗ୍ରାମର ଦିନବନ୍ଧୁ ଶତପଥୀ (୧୧୦)ଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ସେ ଜଣେ ଏକେଶ୍ୱରବାଦୀ ତଥା ଜଗନ୍ନାଥଙ୍କର ପରମଭକ୍ତ ଥିଲେ। ଜଣେ ବିଦ୍ୱାନ ପଣ୍ଡିତ ଭାବେ ମଧ୍ୟ...

ସୁଣ୍ଢିରା, ପୂର୍ବପଡା ଗ୍ରାମରେ ମାସ୍କ ବଣ୍ଟନ

ଖଇରା, ୨୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ସୁଣ୍ଢିରା ପଞ୍ଚାୟତ ବାରପଡାସ୍ଥିତ ବାବା ଆଳଣ୍ଡଳେଶ୍ୱର ବୋଲବମ କମିଟି ପକ୍ଷରୁ ରବିବାର ସଚେତନତା କାର୍ଯ୍ୟକ୍ରମ ସହିତ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି। ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଓ ସରପଞ୍ଚ ସଞ୍ଜୟ କୁମାର...

ବଡ଼ଚଣା ଆଇଆଇସି ନିଲମ୍ବିତ

କଟକ ଅଫିସ,୨୦ା୪: ଯାଜପୁର ଜିଲା ବଡ଼ଚଣା ଆଇଆଇସି ଦୀପକ କୁମାର ଜେନାଙ୍କୁ ସୋମବାର ନିଲମ୍ବନ କରାଯାଇଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ତାଙ୍କୁ ନିଲମ୍ବନ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ଆଇଆଇସି ଜେନା ସପରିବାର ପୁରୀ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ।...

୨ ବଖରା ଜଳିଗଲା

ବାହାନଗା, ୨୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ପଞ୍ଚାୟତର ୮ନମ୍ବର ୱାର୍ଡରେ ଅଗ୍ନିକାଣ୍ଡ ଘଟି ନନ୍ଦକିଶୋର ପ୍ରଧାନଙ୍କର ୨ବଖରା ସମେତ ତାଙ୍କର ଏକ ଦୋକାନ ଘର ପୋଡିପାଉଁଶ ହୋଇଯାଇଛି। ନନ୍ଦକିଶୋରଙ୍କ ଘର ଉପର ଦେଇ ବିଦ୍ୟୁତ ତାର ଯାଇଥିବା ବେଳେ...

ଝାବେରୀଙ୍କ ପରେ ଖାଲିପଡ଼ିଛି ମୁଖ୍ୟ ବିଚାରପତି ପଦ

କଟକ ଅଫିସ୍‌,୨୦।୪: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପଦ ପାଇଁ ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ଙ୍କ ନାମ ଶନିବାର ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି। ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରୀ...

ରିଲିଫ ଫଣ୍ଡକୁ ଶିଳ୍ପପତି ଦେଲେ ୨ଲକ୍ଷ

ରୂପ୍‌ସା, ୨୦।୪(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶ ଓ ରାଜ୍ୟରେ ବିଭିନ୍ନ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ଓ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡକୁ ବିଭିନ୍ନ ବର୍ଗର ଲୋକେ ସହାୟତାର ହାତ ବଢ଼ାଇଛନ୍ତି। ବାଲେଶ୍ୱର...

ହାତବାନ୍ଧି ବସିଛନ୍ତି ଶତାଧିକ ବୁଣାକାର ପରିବାର

ବଲାଙ୍ଗୀର ଅଫିସ, ୨୦ା୪: ଲକ୍‌ଡାଉନ୍‌ ଯୋଗୁ ବଲାଙ୍ଗୀର ଜିଲା ବୁଣାକାରମାନେ ସେମାନଙ୍କ ଜୀବନଜୀବିକା ନେଇ ଚିନ୍ତାରେ ପଡିଛନ୍ତି। ଲୋଇସିଂହା ବ୍ଲକ ଅନ୍ତର୍ଗତ ତାଲଜୁରୀ ଗ୍ରାମର ଶତାଧିକ ବୁଣାକାର ପରିବାର ହାତବାନ୍ଧି ବସିଛନ୍ତି । ଏଣେ ପରିବାର ଚଳାଇବା ଚିନ୍ତା ବଢ଼ିଛି।...

କରୋନା ଆତଙ୍କ ବେଳେ ସ୍ବାମୀଙ୍କ ମୃତ୍ୟୁ ଆଣିଛି ଦୁଃଖ

ଲାଠୋର, ୨୦ା୪ (ଡି.ଏନ.ଏ.)  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅଧୀନ ଜଲପାଙ୍କେଲ ଗ୍ରାମର ସୁଜାତା ମେହେର(୨୭)। ସ୍ବାମୀ ଦୁର୍ଯ୍ୟୋଧନ ମେହେର(୩୦), ଝିଅ ଗୀତା(୮) ଓ ପୁଅ ତପ(୫)କୁ ନେଇ ତାଙ୍କର ତେଲଲୁଣର ସଂସାର। କରୋନା ଆତଙ୍କ ସହ...

ପୁଅ ବାଇକ୍‌ରୁ ଖସି ମା’ଙ୍କ ପ୍ରାଣ ଗଲା

ରାଇରଙ୍ଗପୁର,୨୦ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ତିରିଂ ଥାନା ଅଧୀନ ୨୨୦ନଂ. ଜାତୀୟ ରାଜପଥର ସିମଦିହି ନିକଟରେ ରବିବାର ପୁଅର ବାଇକ୍‌ରୁ ଖସିପଡ଼ି ମାଆଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଯଶିପୁର ଥାନା ଅନ୍ତର୍ଗତ ଭଣ୍ଡାରୀପୋଷି ଗ୍ରାମର ଉର୍ମିଳା ମୁଖୀ। ପୋଲିସ...

ଗାଡ଼ିପାସ୍‌ କାମ ଦେଲାନି, ବାଲେଶ୍ୱର ଫେରିଗଲେ ୨ଜଣ

ବରଗଡ଼ ଅଫିସ୍‌/ଅତାବିରା, ୨୦ା୪:  ବରଗଡ଼ ଜିଲା ଅତାବିରା ବ୍ଲକ ଦୁଲମପୁରରୁ ଆନ୍ଧ୍ରପ୍ରଦେଶକୁ ଯିବା ପାଇଁ ଦିଆଯାଇଥିବା ଗାଡ଼ିପାସ୍‌ରେ ଲକ୍‌ ଡାଉନ କଟକଣା ଉଲ୍ଲଂଘନ ଘଟଣାକୁ ନେଇ ଚର୍ଚ୍ଚା ଥମିନାହିଁ । ଅନ୍ୟପକ୍ଷେ ଗାଡ଼ିପାସ୍‌ କାମ ନ ଦେବାରୁ ରବିବାର ବରଗଡ଼...

କରୋନା ଯୋଦ୍ଧାଙ୍କୁ ସଂକୀର୍ତ୍ତନରେ ସ୍ବାଗତ କଲେ ଗ୍ରାମବାସୀ

କୋମନା, ୨୦ା୪(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଡୋଙ୍ଗରିପାଲୀ ଗାଁରେ କରୋନା ମୁକାବିଲାରେ ନିୟୋଜତ ପୋଲିସ ଅଧିକାରୀ ଓ ଯବାନମାନଙ୍କୁ ଏକ ନିଆରା ଢଙ୍ଗରେ ଲୋକେ ସ୍ବାଗତ ଜଣାଇଛନ୍ତି। ସ୍ଥାନୀୟ ଗ୍ରାମବାସୀ ଅଧିକାରୀମାନଙ୍କୁ ସ୍ବାଗତ କଲାବେଳେ ନାମ ସଂକୀର୍ତ୍ତନ୍ୟ ଗାନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri