ଆମ ଜିଲା ଖବର

ରିଲିଫ ଫଣ୍ଡକୁ ୨ଲକ୍ଷ ସହାୟତା

ରୂପ୍‌ସା, ୨୦।୪(ଡି.ଏନ.ଏ.)-ସମଗ୍ର ଦେଶ ଓ ରାଜ୍ୟବ୍ୟାପୀ କରୋନା ମୁକାବିଲା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ବହୁ ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଛନ୍ତି। ବାଲେଶ୍ୱର ଜିଲା ରୂପ୍‌ସା ଥାନା...

ଜଳଖିଆ ଦୋକାନ ଜଳିଗଲା

ବ୍ରହ୍ମପୁର ଅଫିସ,୧୯ା୪- ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ସ୍କୁଲ ଛକରେ ଥିବା ବାବୁ ଟିଫିନ୍‌ ସେଣ୍ଟରରେ ରବିବାର ରାତି ପ୍ରାୟ ସାଢେ ୮ଟାବେଳେ ଅଗ୍ନିକାଣ୍ଡ ଘଟିଛି। ବ୍ରହ୍ମପୁର ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଥିଲେ। ଲକ୍‌ଡାଉନ୍‌ ପାଇଁ ଦୋକାନ...

ବିଦେଶୀ ମଦ ଜବତ, ଜଣେ ଗିରଫ

ବ୍ରହ୍ମପୁର ଅଫିସ ,୧୯ା୪-କରୋନା ଦୃଷ୍ଟିରୁ ସାରା ଭାରତରେ ଲକ୍‌ଡାଉନ ଘୋଷଣା କରାଯାଇଛି। ସେହିପରି ଓଡ଼ିଶାରେ ମଧ୍ୟ ଲକ୍‌ଡାଉନ ବଳବତ୍ତର ଥିବା ବେଳେ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରହିଛି। ହେଲେ ରବିବାର ସକାଳେ ବୈଦ୍ୟନାଥପୁର ପୋଲିସ ଖୋଡଡାସିଂ ନିକଟସ୍ଥ...

କୋଭିଡ୍‌ ଫଣ୍ଡକୁ ସହାୟତା ସହ ମାସ୍କ, ସାବୁନ ବାଣ୍ଟୁଛନ୍ତି ସୁଦର୍ଶନ

ରାଇକିଆ,୧୯ା୪(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ରାଇକିଆ ବ୍ଲକ ଗମାଣ୍ଡି ଅଞ୍ଚଳର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସୁଦର୍ଶନ ମଲ୍ଲିକ କୋଭିଡ୍‌ ଫଣ୍ଡକୁ ସହାୟତା ସହ ସାବୁନ ଓ ମାସ୍କ ବାଣ୍ଟି ଉଦାହରଣ ସୃଷ୍ଟି କରିଛନ୍ତି। ସୁଦର୍ଶନ ରବିବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ (କୋଭିଡ୍‌)କୁ...

ଗାଡି ଭଡାକରି ଗର୍ଭବତୀଙ୍କୁ ଗାଁକୁ ପଠାଇଲେ ଥାନା ଅଧିକାରୀ

ପାତ୍ରପୁର,୧୯ା୪(ଡି.ଏନ୍‌.ଏ.)- ଦୁର୍ଗମ ଅଞ୍ଚଳର ଜଣେ ଗର୍ଭବତୀଙ୍କୁ ଜରଡ଼ା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ଗାଡ଼ି ଭଡାକରି ଘରେ ଛାଡ଼ିଛନ୍ତି। ଏନେଇ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଇଛି। ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତ ବଣିଆବସା ଗ୍ରାମର ଧନେଶ୍ୱର...

ଦିବ୍ୟାଙ୍ଗଙ୍କୁ ମାକ୍ସ ବଣ୍ଟନ

ବାଲିଆପାଳ, ୧୯।୪(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ସଙ୍ଗଠନ ୟୁଥ୍‌ ଡେଭଲପମେଣ୍ଟ ପ୍ରୋଜେକ୍ଟ (ୱାଇଡ଼ିପି) ପକ୍ଷରୁ ଦିବ୍ୟାଙ୍ଗମାନଙ୍କୁ ଏହି ମହାମାରୀରୁ କିପରି ନିଜକୁ ସୁରକ୍ଷିତ ରଖିବେ ସେନେଇ ସଚେତନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶନିବାର ବଣିଆଡ଼ିହା ପଞ୍ଚାୟତର ସଦାନନ୍ଦପୁର...

ଶ୍ରମିକ କାର୍ଡ଼ ହିତାଧିକାରୀଙ୍କୁ ସହାୟତା ବଣ୍ଟନ

ଖଜୁରିପଡା,୧୯ା୪(ଡି.ଏନ.ଏ.)- ଖଜୁରିପଡା ବ୍ଲକର ୧୪ ପଞ୍ଚାୟତରେ ବିଡ଼ିଓ ରବୀନ୍ଦ୍ରନାଥ କହଁରଙ୍କ ତତ୍ତ୍ବାବଧାନରେ ଘରଘର ବୁଲି ଶ୍ରମିକ କାର୍ଡ ହିତାଧିକାରୀଙ୍କୁ ୧୫ ଶହ ଟଙ୍କା ଲେଖାଏ ବଣ୍ଟନ କରାଯାଉଛି। ଗୁରୁବାର ସୁଡ୍ରୁକୁମ୍ପା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଲଛମନ କହଁର ଓ ସମାଜସେବୀ...

ଅଟୋରିକ୍ସା ଚାଳକଙ୍କୁ ସହାୟତା

ବାଲେଶ୍ୱର ଅଫିସ, ୧୯।୪-ଲକ୍‌ଡାଉନ ଯୋଗୁ ଦୈନନ୍ଦିନ ରୋଜଗାର କରି ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱର ସହରର ବିଭିନ୍ନ ଛକ ସ୍ଥାନରେ ରହି ଦୈନନ୍ଦିନ ଯାତ୍ରୀ ପରିବହନ କରି ପରିବାର ପ୍ରତିପୋଷଣ କରୁଥିବା ୬୦୦...

ଅସହାୟଙ୍କୁ ରନ୍ଧାଖାଦ୍ୟ ଦେଲେ ବ୍ଲକ ଅଧ୍ୟକ୍ଷ

ଖଜୁରିପଡା,୧୯ା୪(ଡି.ଏନ୍‌.ଏ.)- ଖଜୁରିପଡା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର ବିଭିନ୍ନ ପଞ୍ଚାୟତର ଗଁା ଗଁା ବୁଲି ଲୋକଙ୍କୁ ସାମାଜିକ ଦୂରତା ରକ୍ଷା, କାମ ନ ଥିଲେ ଘରୁ ନ ବାହାରିବା ଓ ମାକ୍ସ ବ୍ୟବହାର କରିବାକୁ ସଚେତନତା ବାର୍ତ୍ତା ବାଣ୍ଟୁଥିବାବେଳେ...

ବାଲେଶ୍ୱର ସଂକ୍ରମିତଙ୍କ ସଂସ୍ପର୍ଶରେ ଜଣେ ସ୍ବାସ୍ଥ୍ୟକର୍ମୀ: ସାନିଟାଇଜ୍‌ ହେଲା ସନ୍ତରାଗଡ଼ିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ସଜନାଗଡ଼, ୧୯।୪(ଡି.ଏନ.ଏ.)-ଓଡ଼ିଶାର ୬୧ନଂ. କରୋନା ସଂକ୍ରମିତ ବାଲେଶ୍ୱର ସହରର ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିବା ପରେ ଜିଲା ପ୍ରଶାସନ ତତ୍ପର  ହୋଇଉଠିଛି। ଏହି ସମୟ ମଧ୍ୟରେ ସଂକ୍ରମିତ ବ୍ୟକ୍ତି କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାର ତଥ୍ୟ ସଂଗ୍ରହ କରାଯାଉଛି।...

କରୋନାକୁ ନେଇ ଗୁଜବ: ଜଣେ ଗିରଫ

ବାରିପଦା ଅଫିସ, ୧୯ା୪- ମୟୂରଭଞ୍ଜ ଜିଲା ବାରିପଦା ସହରର ୧୭ ନମ୍ବର ୱାର୍ଡ଼ରେ କରୋନା ହୋଇଥିବା ନେଇ ଫେସବୁକ୍‌ରେ ଗୁଜବ କରି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଅଭିଯୁକ୍ତ ହେଲେ ସେହି ୱାର୍ଡ଼ ବଳରାମପୁରର ଶରାଫତ ଟୁଲ୍ଲା। ପୋଲିସ ସୂଚନା...

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

କେନ୍ଦୁଝର,୧୯ା୪(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଦେଉଳଡିହାଠାରେ ରବିବାର ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ତେଲକୋଇ ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri