ଆମ ଜିଲା ଖବର

ବନାରସରୁ ଫେରି କ୍ବାରାଣ୍ଟାଇନରେ ରହିଲେ ୪୩ ତୀର୍ଥଯାତ୍ରୀ

ସରଣ୍ଡା,୧୭।୪(ଡି.ଏନ.ଏ): ଲକ୍‌ ଡାଉନ୍‌ କଟକଣା ଯୋଗୁ ବନାରସରେ ବରଗଡ଼, ସମ୍ବଲପୁର, ଢ଼େଙ୍କାନାଳ ଅଞ୍ଚଳର ସମୁଦାୟ ୪୩ଜଣ ତୀର୍ଥଯାତ୍ରୀ ଫସି ରହିଥିଲେ । ତେବେ ଗୁରୁବାର ରାତ୍ରିରେ ସେମାନେ ଏକ ବସ୍‌ ଯୋଗେ ଅତାବିରା ପହଞ୍ଚିଥିଲେ । ସେମାନେ ଏଠାକୁ ପହଞ୍ଚିବା...

ସ୍ବାସ୍ଥ୍ୟ କ୍ୟାମ୍ପରେ ୫୦ ଜଣଙ୍କ ସ୍ବାବ ସଂଗ୍ରହ

ବଇଣ୍ଡା, ୧୭ା୪(ଡି.ଏନ.ଏ.)- କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ନମୁନା ସଂଗ୍ରହ ଓ ପରୀକ୍ଷାକୁ ବ୍ୟାପକ କରିବାକୁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସ୍ବାସ୍ଥ୍ୟ କ୍ୟାମ୍ପ କରାଯାଇଛି। କିଶୋରନଗରରେ ବ୍ଲକ ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟଠାରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକ୍ୟାମ୍ପରେ ଅନୁଗୋଳ...

ପାରିଶ୍ରମିକ କାଟ୍‌ କଲା କାରଖାନା, ଜିଲାପାଳଙ୍କୁ ଫେରାଦ ହେଲା ଠିକା ଶ୍ରମିକ ସଂଘ

ବରଗଡ଼ ଅଫିସ୍‌,୧୭।୪: ଏସିସି ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା କର୍ତ୍ତୃପକ୍ଷ ଏଠାରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ମଜୁରୀ ତଥା ପାରିଶ୍ରମିକ କାଟ୍‌ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ନେଇ ଶୁକ୍ରବାର ବରଗଡ଼ ସିମେଣ୍ଟ ଠିକା ଶ୍ରମିକ ସଂଘ...

ଧରିତ୍ରୀ ଖବରକୁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କଲେ ସାମାଜିକ କର୍ମୀ, ଖବରକାଗଜ ବିତରକଙ୍କ ପାଇଁ ପ୍ୟାକେଜ ଦାବି କଲେ

ବରଗଡ଼ ଅଫିସ୍‌,୧୭।୪: ଘାତକ କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ କଟକଣା ଲାଗୁ କରାଯାଇଛି । ଏଭଳି ସ୍ଥିତିରେ ଖବରକାଗଜ ବିତରକଙ୍କ ରୋଜଗାର ଠପ୍‌ ପଡ଼ି ଯାଇଛି । ଖବରକାଗଜ ବିତରଣ ଭଳି ଜୀବିକା...

ଛାତ୍ରୀଛାତ୍ରଙ୍କ ପାଖକୁ ପୁସ୍ତକ ପହଞ୍ଚାଇଲେ ଶିକ୍ଷୟିତ୍ରୀ

ଭଟଲି,୧୭।୪(ଡି.ଏନ.ଏ): ଲକ୍‌ ଡାଉନ୍‌ କଟକଣା ଯୋଗୁ ଛାତ୍ରୀଛାତ୍ରଙ୍କ ପାଖକୁ ସେମାନଙ୍କ ପାଠ୍ୟ ପୁସ୍ତକ ପଠାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏହି କ୍ରମରେ ଶୁକ୍ରବାର ବରଗଡ଼ ଜିଲା ଭଟଲିର ଶାନ୍ତି ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ...

ସହଯୋଗର ହାତ ବଢ଼ାଇଲେ ଶିଳ୍ପପତି, ଖବରକାଗଜ ବିତରକଙ୍କୁ ମିଳିଲା ଚାଉଳ

ବରଗଡ଼ ଅଫିସ୍‌,୧୭।୪-ଲକ୍‌ ଡାଉନ କଟକଣା ଯୋଗୁ ଖବରକାଗଜ ବିତରକଙ୍କ ରୋଜଗାର ବନ୍ଦ ହୋଇଯାଇଛି । ଫଳରେ ସେମାନଙ୍କୁ କିଛି ସହାୟତା ପ୍ରଦାନ ଦାବିରେ କିଛିଦିନ ତଳେ ଖବରକାଗଜ ବିତରକମାନେ ଜିଲା ପ୍ରଶାସନକୁ ଫେରାଦ ହୋଇଥିଲେ । ମାତ୍ର ଏ ପର୍ଯ୍ୟନ୍ତ...

ଭିଡ଼ିଓ କନଫେରେନ୍ସିଂରେ ଅଧିକାରୀଙ୍କୁ ପରାମର୍ଶ ଦେଲେ ଜିଲାପାଳ

ବରଗଡ଼ ଅଫିସ୍‌,୧୭।୪-ଲକ୍‌ ଡାଉନ୍‌ର ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକାରୀତା ଓ ନିୟମାବଳୀ ଉପରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଶୁକ୍ରବାର ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ଜିଲାର ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ (ବିଡ଼ିଓ), ତହସିଲଦାର, ସମନ୍ବିତ...

ସାମାଜିକ ଦୂରତା ରକ୍ଷା କରି ବିଜୁ ଶ୍ରାଦ୍ଧବାର୍ଷିକୀ ପାଳିତ

ହାଟଡିହୀ, ୧୭।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଶାନ୍ତିଲତା ଭବନଠାରେ ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀ ସାମାଜିକ ଦୂରତା ରକ୍ଷା କରି ପାଳିତ ହୋଇଯାଇଛି। ବରିଷ୍ଠ ବିଜେଡି ନେତା ବୁଦ୍ଧଦେବ ଜେନାଙ୍କ ଅଧ୍ୟକ୍ଷତାରେ ହାଟଡିହୀ ପଞ୍ଚାୟତ ବିଜେଡି ସଭାପତି କାମପାଳ ନାୟକ,...

ଅସହାୟଙ୍କୁ ଖାଦ୍ୟ, ମାସ୍କ ବଣ୍ଟନ

ହାଟଡିହୀ, ୧୭।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୁଲଣ ପଞ୍ଚାୟତ ଆବୁଲପରା ଗ୍ରାମରେ ଅସହାୟ ଲୋକ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି। ସାମାଜିକକର୍ମୀ ସୁରେଶ୍ୱରୀ ସାଗରିକା ଜେନା, ସାମାଜିକକର୍ମୀ ବିଶ୍ୱରଞ୍ଜନ ପାଣିଗ୍ରାହୀ, ଉମାକାନ୍ତ ରାଉତ, ରମେଶ ଜନାଙ୍କ ନେତୃତ୍ୱରେ...

ଢେଙ୍କାନାଳ ଜିଲା କୋଭିଡ ହେଲ୍‌ଥ୍‌ ସେଣ୍ଟର ପରିଦର୍ଶନ କଲେ ୫ଟି ସଚିବ

ଢୋଙ୍କାନାଳ ଅଫିସ, ୧୭।୪: କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲାରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ ନିର୍ମାଣ କରାଯାଉଛି। ଏହି କ୍ରମରେ ଢେଙ୍କାନାଳ ଜିଲାରେ ମଧ୍ୟ ଏକ ହସ୍ପିଟାଲା କାର୍ଯ୍ୟକ୍ଷମ ହୋଇଛି। ଶୁକ୍ରବାର ବରିଷ୍ଠ ପ୍ରଶାସନିକ ଅଧିକାରୀ...

ନିରାଡ଼ମ୍ବରରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଭଣ୍ଡାରିପୋଖରୀ, ୧୭।୪ (ଡିି.ଏନ.ଏ.)-ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ନିରାଡ଼ମ୍ବରରେ ଭଣ୍ଡାରିପୋଖରୀ ବ୍ଲକ ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ପଷ୍ପମାଲ୍ୟ ଅର୍ପଣ କରାଯାଇ ଶେଷ ହୋଇଥିଲା।ଏଥିରେ ବିଜୁ ଜନତା ଦଳ...

୪ ବଖରା ଜଳିଗଲା

ହାଟଡିହୀ, ୧୭।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅରା ଗ୍ରାମରେ ଅଗ୍ନିକାଣ୍ଡ ଘଟି ବେଣୁଧର ପଣ୍ଡାଙ୍କ ୪ବଖରା ଜଳିଯାଇଛି। ଅଗ୍ନିକାଣ୍ଡ କେମିତି ଘଟିଲା ତାହାର କାରଣ ଜଣାପଡ଼ିନି। ହାଟଡିହୀ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଘରର ସମସ୍ତ ଆସବାବପତ୍ର,...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri