ଆମ ଜିଲା ଖବର

ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ: ଜିଲାରୁ କେହି ବି ଭୁବନେଶ୍ୱର ଯିବେ ନାହିଁ

ଛତ୍ରପୁର, ୧୭।୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାକୁ ହଟସ୍ପଟ ଅଞ୍ଚଳ ଭାବେ ସରକାର ଘୋଷଣା କରିଛନ୍ତି। ଏଣୁ ଭୁବନେଶ୍ୱରରୁ ଯାଉଥିବା ଲୋକ ତଥା ଅଧିକାରୀଙ୍କ ଉପରେ ଗଞ୍ଜାମ ଜ଼ିଲାପ୍ରଶାସନ ବିଶେଷ ଭାବେ ନଜର ରଖୁଛି। ବର୍ତ୍ତମାନ ସୁଦ୍ଧା ଅନୁମତି ନ ନେଇ ଭୁବନେଶ୍ୱର...

କରୋନା ସଚେତନତା: ଏହେଡ ତରଫରୁ ମାସ୍କ ଓ ସାବୁନ ବିତରଣ

ଜି.ଉଦୟଗିରି, ୧୭।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ନାଣ୍ଡାସ୍ଥିତ ଏହେଡ ସଂସ୍ଥା ତରଫରୁ ବ୍ଲକର ଦୁର୍ଗମ ଅଞ୍ଚଳ ସିରିକି, କଟାବାଲି, ମୁକୁଲିଙ୍ଗିଆ ଏବଂ ଜି .ଉଦୟଗିରି ଏନ୍‌ଏସି ଅଧୀନ ବୁଲୁନସୁଗାଠାରେ ଅସହାୟଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରାଯାଉଛି। ଏଥିସହ...

୬୩ କଳାକାରଙ୍କୁ ମିଳିଲା ୪ ମାସର ଅଗ୍ରୀମ ଭତ୍ତା

ଦିଗପହଣ୍ଡି,୧୭ା୪(ଡି.ଏନ୍‌.ଏ.): କରୋନା ଲକ୍‌ଡାଉନ୍‌ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବସବାସ କରୁଥିବା ୬୩ କଳାକାରଙ୍କୁ ୪ ମାସର ଅଗ୍ରୀମ କଳାକାର ଭତ୍ତା ପ୍ରଦାନ କରାଯାଇଛି ବୋଲି ବିଡିଓ ହଳଧର ଶବର ଜଣାଇଛନ୍ତି। କଳାକାରଙ୍କୁ ଭତ୍ତା ପ୍ରଦାନ...

କରୋନା ମୁକାବିଲା: ସାଇକେଲରେ ସଚେତନତା ବାର୍ତ୍ତା ବାଣ୍ଟିଲା ଓଲଟପୁର ପୋଲିସ

କଣ୍ଟାପଡ଼ା, ୧୭।୪(ଡି.ଏନ୍‌.ଏ.): ମହାମାରୀ କରୋନାରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ। ଏ ନେଇ କେନ୍ଦ୍ର ତଥା ରାଜ୍ୟ ସରକାର ମେ’ ୩ ତାରିଖ ପର୍ଯ୍ୟନ୍ତ ଦେଶସାରା ଲକ୍‌ଡାଉନ ଲାଗୁ କରିଛନ୍ତି। ଏହି ସମୟରେ ଜରୁରୀ କାମ ନ...

ଘରଘର ବୁଲି କରୋନା ସଚେତନତା ବାର୍ତ୍ତା ଦେଉଛନ୍ତି ଅଙ୍ଗନଓ୍ବାଡ଼ି କର୍ମୀ

ଭବାନୀପାଟଣା,୧୭ା୪(ଡି.ଏନ୍‌.ଏ.): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଶାସନର ସମସ୍ତ ବିଭାଗ ସଚେତନତା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଦୁର୍ଗମ ଅଞ୍ଚଳରେ ଥିବା ଅଙ୍ଗନଓ୍ବାଡି କର୍ମୀ। ସେମାନେ ଘରଘର ବୁଲି ସଚେତନତାର...

କୋହଳ ପରବର୍ତ୍ତୀ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହ

କଟକ ଅଫିସ୍‌,୧୭ା୪: ରାଜ୍ୟରେ ଲକ୍‌ଡାଉନ୍‌ ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ଗୁରୁବାର ସେ ଏନେଇ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଯଥା ସମସ୍ତ ରେଞ୍ଜର ଆଇଜି, ଡିଆଇଜି, ଏସ୍‌ପିମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା...

ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି

ସଜନାଗଡ଼,୧୭ା୪(ଡି.ଏନ୍‌.ଏ.): ଆଜି ଅର୍ଥାତ୍‌ ଶୁକ୍ରବାର ପ୍ରବାଦ ପୁରୁଷ ତଥା ବରିଷ୍ଠ ଜନନାୟକ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ସାମାଜିକ ଦୂରତ୍ୱ ରକ୍ଷାକରି ନୀଳଗିରିର ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଓ ତାଙ୍କର ସହଯୋଗୀମାନେ...

ସାନିଟାଇଜର ପ୍ରସ୍ତୁତ କଲା ଖ୍ରୀଷ୍ଟ କଲେଜ

କଟକ ଅଫିସ,୧୭ା୪: ଖ୍ରୀଷ୍ଟ କଲେଜ ପକ୍ଷରୁ ପ୍ରସ୍ତୁତ ହୋଇଛି ୫୦୦ ବୋତଲ ସାନିଟାଇଜର। ଏସବୁକୁ ଗୁରୁବାର କଟକ ଡିସିପି ଅଖିଳେଶ୍ୱର ସିଂଙ୍କୁ ପ୍ରଦାନ କରାଯାଇଛି। ଡିସିପିଙ୍କ ଜରିଆରେ ସହରର ବିଭିନ୍ନ ଛକରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କୁ ଏହା ବଣ୍ଟାଯିବ...

ପିଲାଙ୍କୁ ବହି ବାଣ୍ଟିଲେ ଶିକ୍ଷୟିତ୍ରୀଶିକ୍ଷକ

ପୁରୀ ଅଫିସ,୧୭ା୪: କରୋନା ମୁକାବିଲା ପାଇଁ ଲକ୍‌ଡାଉନ ଅବଧିକୁ ପ୍ରଧାନମନ୍ତ୍ରୀ ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାର ମଧ୍ୟ ଜୁନ୍‌ ୧୭ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଏହି ସମୟରେ ପିଲାମାନେ ଘରେ ରହିବେ,...

ଛାତ୍ରୀଛାତ୍ରଙ୍କ ଘରେ ବହି ପହଞ୍ଚିଲା

ସୁନ୍ଦରଗଡ଼,୧୭ା୪(ଡି.ଏନ୍‌.ଏ.)-ଲକ୍‌ଡାଉନ ଯୋଗୁ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ପିଲାଙ୍କ ଭବିଷ୍ୟତ ନେଇ ଉଭୟ ଅଭିଭାବକ ଓ ଶିକ୍ଷୟିତ୍ରୀ ଶିକ୍ଷକମାନେ ଚିନ୍ତିତ ଥିବା ବେଳେ ଘରୋଇ ବିଦ୍ୟାଳୟଗୁଡିକ ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ କରିଛନ୍ତି। ଏଭଳି...

ବିକଳ୍ପ ସ୍ଥାନରେ ନିରନ୍ତର ସ୍ବାସ୍ଥ୍ୟସେବା ମିଳିବ

ସମ୍ବଲପୁର,୧୭ା୪(ବ୍ୟୁରୋ)-ଜିଲା ସଦରଡାକ୍ତରଖାନାରେ କୋଭିଡ-୧୯ ମେଡିକାଲ ନିର୍ମାଣ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରୋଗୀମାନଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ଜିଲା ସଦର ଡାକ୍ତରଖାନା ଉପରେ ନିର୍ଭର କରୁଥିବା ରୋଗୀମାନଙ୍କ କୌଣସି ସମସ୍ୟା ହେବ ନାହିଁ । ବିକଳ୍ପ ସ୍ଥାନରେ...

ଜୟପାଟଣା ବ୍ଲକ ପିଏ ନିଲମ୍ବିତ

ଭବାନୀପାଟଣା/ଜୟପାଟଣା,୧୭।୪(ଡି.ଏନ୍‌.ଏ.) – କଳାହାଣ୍ଡି ଜିଲା ଜୟପାଟଣା ବ୍ଲକର କାର୍ଯ୍ୟରତ ପିଏ (ପ୍ରଗତି ସହାୟକ) ଶତାମ୍ବର ପ୍ରଧାନୀଙ୍କୁ ବୁଧବାର ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ସଚିବ ଡି. କେ. ସିଂହ ନିଲମ୍ବନ କରିଛନ୍ତି । ସୂଚନା ଅନୁସାରେ, ପିଏ ପ୍ରଧାନୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri