ଆମ ଜିଲା ଖବର

ପାଣିଓହଳାରେ ନିଆଁ

ଢେଙ୍କାନାଳ ଅଫିସ, ୧୫।୪ – ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ତଥା ଢେଙ୍କାନାଳ ସହରର ସୁରକ୍ଷା କବଚ ପାଣିଓହଳା ପାହାଡ଼ରେ ମଙ୍ଗଳବାର ନିଆଁ ଲାଗିଛି। ପାଖାପାଖି ୨ କିମି ପରିଧି ଜଙ୍ଗଲ ଜଳୁଥିବାବେଳେ ପାହାଡ଼ ପାଦଦେଶକୁ ନିଅଁା ମାଡ଼ି ଆସିଛି। ଏହାକୁ...

ଭୋକ ବିକଳରେ ଭିଟାମାଟି ମୁହାଁ

କାମାକ୍ଷାନଗର, ୧୫।୪(ଡି.ଏନ.ଏ.) – ପେଟ ପାଇଁ ସାଜିଥିଲେ ଦାଦନ। ଭିଟାମାଟି ଛାଡ଼ି ଖଟୁଥିଲେ। ଯାହାଙ୍କ ଲାଗି ଲକ୍ଷାଧିକ ଟଙ୍କା ଉପାର୍ଜନର ମାଧ୍ୟମ ସାଜିଥିଲେ ସେହି ମାଲିକ ହିଁ ଦୁର୍ଦ୍ଦିନରେ ଛାଡ଼ିଦେଲେ ହାତ। ସାଙ୍ଗରେ ଥିବା ପରିବାରର ୪ ପ୍ରାଣୀଙ୍କ ମୁହଁରେ...

ମାସ୍କ ନ ପିନ୍ଧିବାରୁ ଜରିମାନା

ଫିରିଙ୍ଗିଆ, ୧୫ା୪- କରୋନା ପ୍ରତିହତ ପାଇଁ ମାକ୍ସ ପିନ୍ଧିବା ଜରୁରୀ ବୋଲି କିଛି ଦିନ ତଳେ ରାଜ୍ୟ ସରକାର ଘୋଷଣା କରିଥିଲେ ା ଏହାର ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ା ମଙ୍ଗଳବାର...

କନ୍ଧମାଳରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ

ଫୁଲବାଣୀ ଅଫିସ, ୧୫ା୪- କରୋନା ଆକ୍ରାନ୍ତଙ୍କ ପାଇଁ କନ୍ଧମାଳ ଜିଲାରେ ପ୍ରଥମ କରି ମଙ୍ଗଳବାରଠାରୁ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ା ଜିଏନ୍‌ଏମ୍‌ କଲେଜ ପରିସରରେ ଖୋଲିଥିବା ଏହି ହସ୍ପିଟାଲରେ ୧୫୦ ଶଯ୍ୟା ଏବଂ ୧୦ଟି ଆଇସିୟୁର ବ୍ୟବସ୍ଥା କରାଯାଇଛି।...

କର୍ତ୍ତବ୍ୟ ଆଗରେ ହାର ମାନିଛି କର୍କଟ ରୋଗ

ଦିଗପହଣ୍ଡି,୧୫ା୪(ଡି.ଏନ.ଏ.)- ସମଗ୍ର ବିଶ୍ୱ ଏବେ ରୋନା ମହାମାରୀ ସହ ଲଢୁଛି। ଏଭଳି ପରିସ୍ଥିତିରେ ଡାକ୍ତର, ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ କର୍ତ୍ତବ୍ୟ ବଢିଯାଇଛି। ଏମାନେ ଏବେ ଏହି ଲଢେଇର ପ୍ରମୁଖ ଯୋଦ୍ଧା ପାଲଟିଛନ୍ତି। ଏଭଳି ଜଣେ ଯୋଦ୍ଧା ହେଉଛନ୍ତି ଦିଗପହଣ୍ଡି...

ଅର୍ଦ୍ଧାଧିକ ହିତାଧିକାରୀ ପାଇନାହାନ୍ତି ଗହମ: ଡିପୋରେ ମହଜୁଦ ନାହିଁ

ଆସିକା,୧୫ା୪(ଡି.ଏନ୍‌.ଏ.): କରୋନା ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ୩ ମାସର ଚାଉଳ ଓ ଗହମ ପ୍ରଦାନ କରୁଛନ୍ତି। ତେବେ ଅଦ୍ୟାବଧି ଆସିକା ବ୍ଲକରେ ଅର୍ଦ୍ଧାଧିକ ହିତାଧିକାରୀ ଏହା ପାଇ ପାରିନାହାନ୍ତି। ଡିପୋରେ ଗହମ...

୩୪ଜଣଙ୍କ ହୋମ କ୍ୱାରାଣ୍ଟାଇନ ଅବଧି ଶେଷ

କେନ୍ଦୁଝର, ୧୫।୪(ସ୍ବ.ପ୍ର.)-କେନ୍ଦୁଝର ଜିଲାକୁ ୩୭ଜଣ ବ୍ୟକ୍ତି ବିଦେଶରୁ ଫେରିଛନ୍ତିି। ସେମାନଙ୍କ ମଧ୍ୟରୁ ଶନିବାର ସୁଦ୍ଧା ୩୪ଜଣଙ୍କ ହୋମ କ୍ୱାରାଣ୍ଟାଇନ ଅବଧି ଶେଷ ହୋଇଛି। ଜିଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହଁ। ସଂକ୍ରମଣ ନ ବ୍ୟାପିବା ପାଇଁ ପ୍ରଶାସନ...

ମୋବାଇଲ ଟାୱାରରୁ ଚୋରି, ୩ ଗିରଫ

ବଡବିଲ, ୧୫।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୋଲିସ ଏକ ମୋବାଇଲ ଟାୱାରରୁ ଚୋରି ଅଭିଯୋଗରେ ୨ଚୋରଙ୍କ ସହ ଜଣେ ରିସିଭରଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ହେଲେ ବଡବିଲ ସେଡିଂ ବସ୍ତି...

ଚୋରି ବାଇକ ଉଦ୍ଧାର, ୪ ଗିରଫ

ବଡବିଲ, ୧୫।୪(ସ୍ବ.ପ୍ର.)-ବଡବିଲ ପୋଲିସ ବାଇକ ଚୋରି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୟାବାଲି ଅଞ୍ଚଳର ଭୀଷ୍ମ କୁମାର ପାତ୍ର, କାରାକୋହ୍ଲ ଅଞ୍ଚଳର ମନୋଜ ମୁଣ୍ଡା, ବଡବିଲ ଉପର ବସ୍ତି ଅଞ୍ଚଳର...

ସୌରିବନ୍ଧୁ କରଙ୍କ ବିୟୋଗରେ ଶୋକ

କେନ୍ଦୁଝର,୧୫ା୪(ଡିଏନ୍‌ଏ): ବିଶିଷ୍ଟ ଶ୍ରମିକ ନେତା ତଥା ଏ.ଆଇ.ଟି.ୟୁ.ସିର ରାଜ୍ୟ ସାଧାରଣ ସମ୍ପାଦକ ସୌରିବନ୍ଧୁ କରଙ୍କ ସୋମବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ଶ୍ରମିକ...

କୂଅରେ ପଡ଼ି ବୃଦ୍ଧାଙ୍କ ପ୍ରାଣ ଗଲା

ପାଟଣା,୧୫ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ଅନ୍ତର୍ଗତ ବଳିଆ ପଶି ଗ୍ରାମର ଏକ କୂଅରୁ ମଙ୍ଗଳବାର ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବଳିଆପଶି ଗ୍ରାମର ଭୀମସେନ ନାଏକଙ୍କ ସ୍ତ୍ରୀ ଭାନୁମତୀ ନାଏକ। ସୋମବାର ରାତିରେ...

ନିଆଁରେ ପୋଡ଼ି ବିବାହିତା ମହିଳାଙ୍କ ମୃତ୍ୟୁ

ବନ୍ତ, ୧୫ା୪(ସ୍ବ.ପ୍ର.)-ଭଦ୍ରକ ଜିଲା ଆଗରପଡା ଥାନା ଅଧୀନ ନୂଆପୋଖରୀ ଗ୍ରାମରେ ମଙ୍ଗଳବାର ସକାଳେ ଜଣେ ବିବାହିତା ମହିଳା ନିଆଁରେ ପୋଡିହୋଇ ମୃତ୍ୟୁବରଣ କରିଛନ୍ତି। ପରିବାର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ବାପଘର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri