ଆମ ଜିଲା ଖବର

ଲକ୍‌ଡାଉନ୍‌ କଟକଣାକୁ ଲୋକେ ମାନୁନାହାନ୍ତି, ପୋଲିସର ଫ୍ଲାଗମାର୍ଚ୍ଚ

ସୋନପୁର,୧୩।୪(ନି.ପ୍ର.):କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଜରୁରୀ କାମ ନଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ହେଲେ ସୁବର୍ଣ୍ଣପୁର ଜିଲାରେ କେତେକ ଲୋକ ଏହି କଟକଣାକୁ ମାନୁନାହାନ୍ତି। ବାହାରେ...

ପରମ୍ପରା ଆଗରେ ହାର ମାନିଲା କଟକଣା : ବୌଦ୍ଧରେ ପାଳନ ହେଲା ଦଣ୍ଡଯାତ୍ରା

ବୌଦ୍ଧ,୧୩।୪(ସ୍ବ.ପ୍ର): ସୋମବାର ଝାମୁଯାତ୍ରା ଅବସରରେ ପରମ୍ପରା ଆଗରେ ହାର ମାନିଛି ସବୁ କଟକଣା। ପ୍ରଶାସନର ନିର୍ଦ୍ଦେଶ ସତ୍ତ୍ୱେ ବିଭିନ୍ନ ଗ୍ରାମରେ ଦଣ୍ଡପର୍ବ ସହ ବହୁ ପୀଠରେ ଝାମୁଯାତ୍ରା ପାଳନ କରାଯାଇଛି। ଲକଡାଉନ କଟକଣା ଯୋଗୁ ଯଦିଓ ଯାତ୍ରାରେ ସାଧାରଣ ଲୋକ...

ମିଛ ଖବର ପୋଷ୍ଟ ଅଭିଯୋଗରେ ୱେବ ମିଡିଆ ଖବରଦାତା ଗିରଫ

ଭବାନୀପାଟଣା/ଜୟପାଟଣା, ୧୩ା୪(ସ୍ବ.ପ୍ର/ଡି.ଏନ.ଏ.): ମହାମାରୀ କରୋନା ସମ୍ପର୍କରେ ମିଥ୍ୟା ଖବର ପରିବେଷଣ କରିବା ଅଭିଯୋଗରେ ଜଣେ ୱେବ ମିଡିଆ ଖବରଦାତାଙ୍କୁ କଳାହାଣ୍ଡି ଜିଲା ଜୟପାଟଣା ଥାନା ପୋଲିସ ଗିରଫ କରିଛି। ତାଙ୍କ ନାମ ବିମଳକାନ୍ତ ପଣ୍ଡା। ଦଫା ୧୫୩ ଏ, ୫୦୪,...

କରୋନା ମୁକାବିଲା କାର୍ଯ୍ୟର ସମୀକ୍ଷା କଲେ ଡିଜିପି

ଝାରସୁଗୁଡା ଅଫିସ,୧୩ା୪-ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟ ସୋମବାର ଦିନିକିଆ ଝାରସୁଗୁଡା ଗସ୍ତରେ ଆସିଥିଲେ। ଡିଜିପି ଅପରାହ୍ନ ୨ଟା ବେଳେ ଚାର୍ଟାର୍ଡ ବିମାନରେ ଆସି ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇ ଥିଲେ। ସେଠାରୁ କାର ଯୋଗେ ଜିଲା ପୋଲିସ କାର୍ଯ୍ୟାଳୟକୁ ଆସି କରୋନା...

ଝାରସୁଗୁଡାରେ କୋଭିଡ-୧୯ ହସ୍ପିଟାଲ ପାଇଁ ଏମ୍‌ଓୟୁ ସ୍ବାକ୍ଷରିତ

ଝାରସୁଗୁଡା ଅଫିସ,୧୩ା୪: ଝାରସୁଗୁଡା ସହରରେ କୋଭିଡ-୧୯ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସହରର ମଙ୍ଗଲ ବଜାରସ୍ଥିତ ପୁରୁଣା ଜିଲା ମୁଖ୍ୟ ଚକିିତ୍ସାଳୟ କୋଠାରେ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ଜିଲା ପ୍ରଶାସନ...

ଜେଲରେ ନୂଆ କଏଦୀଙ୍କ ପାଇଁ କ୍ୱାରାଣ୍ଟାଇନ ଓ୍ବାର୍ଡ

ସମ୍ବଲପୁର,୧୩।୪(ବ୍ୟୁରୋ)-କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ରାଜ୍ୟ ଓ ଦେଶ ବାହାରୁ ଆସିଥିବା ଲୋକଙ୍କୁ କ୍ବାରାନଣ୍ଟାଇନରେ ରଖିବାକୁ ବ୍ୟବସ୍ଥା କରାଯାଉଛି। ଏହାସହ ଅନେକ ଲୋକଙ୍କୁ ହୋମ୍‌ କ୍ବାରାନଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ସମ୍ବଲପୁର ମଣ୍ଡଳ କାରାଗାରରେ ମଧ୍ୟ...

ପୂଜାର୍ଚ୍ଚନାରେ ସୀମିତ ହନୁମାନ ଜୟନ୍ତୀ

ସମ୍ବଲପୁର, ୧୩।୪ (ବ୍ୟୁରୋ)- କରୋନା ଭୂତାଣୁ ସମଗ୍ର ବିଶ୍ୱକୁ ଗ୍ରାସିଛି । ପ୍ରତିଷେଧକ ଭାବେ ଦେଶରେ ଲକ୍‌ ଡାଉନ ଚାଲିଛି । ସମସ୍ତ ଧାର୍ମିକ ପୀଠରେ ମଧ୍ୟ ତାଲା ଝୁଲୁଛି । ଏଣୁ ସମ୍ବଲପୁରର ପ୍ରସିଦ୍ଧ ହନୁମାନ ଜୟନ୍ତୀ ଶୋଭାଯାତ୍ରା...

କୋଇଡା ସାନିଟାଇଜ ହେଲା

ଟେନସା, ୧୩।୪ (ଡି.ଏନ.ଏ.): ସୁନ୍ଦରଗଡ ଜିଲା କୋଇଡାରେ ଅଗ୍ନିଶମ ବିଭାଗର କର୍ମଚାରୀ ମେଡିକାଲ, ତହସିଲ, ବ୍ଲକ, ଗଳିକନ୍ଦି, ଅସ୍ଥାୟୀ କ୍ବାରାଣ୍ଟାଇନ ସେଣ୍ଟରରେ ରସାୟନିକ ବିଷୋଧକ ସ୍ପ୍ରେ କରି ସାନିଟାଇଜ କରିଛନ୍ତି। ପୋଲିସ ଓ କୋଇଡା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଘରୁ...

ସ୍କୁଲ୍‌ ହଷ୍ଟେଲକୁ ଆସିଥିବା ଡାଲି ବସ୍ତା ଦୋକାନରେ ବିକ୍ରି ହେବା ନେଇ ଉତ୍ତେଜନା

ନୂଆଗାଁ, ୧୩।୪ (ଡି.ଏନ.ଏ.): ସୁନ୍ଦରଗଡ ଜିଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହାତୀବାରି ହାଇସ୍କୁଲ ହଷ୍ଟେଲ ଛାତ୍ରୀଛାତ୍ରଙ୍କ ପାଇଁ ଆସିଥିବା ୩୦ କେଜି ହରଡ ଡାଲି ବସ୍ତାକୁ ବାହାର ଦୋକାନରେ ବିକ୍ରି କରାଯିବା ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣା...

ଅସ୍ତ୍ରଶସ୍ତ୍ର ଜବତ:ଶିକାରୀ ଫେରାର

କପ୍ତିପଦା,୧୩ା୪(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ଝିଲ୍ଲିରୀବଣୀ ଅଞ୍ଚଳରୁ ପୋଲିସ ଶିକାର ପାଇଁ ବ୍ୟବହୃତ କେତେକ ଅସ୍ତ୍ରଶସ୍ତ୍ର ଜବତ କରିଛି। ଲକ୍ଷ୍ମଣ ଟୁଡୁଙ୍କ ଘରେ ଏହି ଅସ୍ତ୍ରଶସ୍ତ୍ର ଗଚ୍ଛିତ ଥିବା ଖବରପାଇ ଉଭୟ ବନ ବିଭାଗ ଓ ପୋଲିସ...

ଶ୍ରୀ ମେଟାଲିକ୍ସ କାରଖାନା ପରିସର ସାନିଟାଇଜ୍‌

କେନ୍ଦୁଝର, ୧୩ା୪ (ସ୍ବ.ପ୍ର.)-କରୋନା ମୁକାବିଲା ପାଇଁ ଚାଲିଛି ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ବିଶୋଧନ। ସମସ୍ତ ପବ୍ଲିକ ଯାତାୟାତ ଅଫିସ, ସ୍ଥାନ ଆଦିକୁ ବିଶୋଧନ କରାଯାଇଛି। କରୋନା ପାଇଁ ଲକ୍‌ ଡାଉନ ଘୋଷଣା ହୋଇଥିଲେ ହେଁ କାରଖାନା ଗୁଡିକ ବାଦ...

ଘରକୁ ଘର କରୋନା ସମ୍ପର୍କିତ ଚିହ୍ନଟ କାର୍ଯ୍ୟକ୍ରମ

କେନ୍ଦୁଝର, ୧୩ା୪ (ସ୍ବ.ପ୍ର.)-କରୋନା ମୁକାବିଲା ପାଇଁ କେନ୍ଦୁଝର ଜିଲା ପ୍ରଶାସନ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଆରମ୍ଭ କରିଛନ୍ତି । ଏନେଇ ସୋମବାର କେନ୍ଦୁଝର ପୌରାଞ୍ଚଳରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ବିଭିନ୍ନ ଓ୍ବାର୍ଡରେ ଘରକୁ ଘର ବୁଲି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri