ଆମ ଜିଲା ଖବର

ପ୍ରବେଶ ପଥ ଜଗିଛନ୍ତି ଗ୍ରାମବାସୀ

ଛେଣ୍ଡିପଦା,୫। ୪(ସ୍ବ.ପ୍ର.)- କରୋନା ସଂକ୍ରମଣରୁ ଗଁ।କୁ ସୁରକ୍ଷା ଦେବାକୁ ଛେଣ୍ଡିପଦା ବ୍ଲକ କଣଲୋଇ ଗ୍ରାମବାସୀ ପ୍ରବେଶ ପଥରେ ଜଗିବସିବା ସହ ସ୍ବଚ୍ଛତା ଓ ସାମାଜିକ ଦୂରତା ରକ୍ଷା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି। ଏପରି କି ଅତି ଜରୁରୀ କାମରେ...

ଗୋରୁଙ୍କ ସାହାରା ସାଜିଛନ୍ତି ରୁକେଶ

ଅନୁଗୋଳ ଅଫିସ, ୫।୪- ଅନୁଗୋଳ ସହରରେ ଥିବା ବୁଲା ଗୋରୁମାନେ ଖାଇବାକୁ ପାଉ ନ ଥିବା ବେଳେ ସେମାନଙ୍କ ସାହାରା ସାଜିଛନ୍ତି ସ୍ଥାନୀୟ ଯୁବକ ରୁକେଶ ରୋଷନ। ଗତ ୪ ଦିନ ହେବ ସେ ସହରରେ ବୁଲୁଥିବା ଷଣ୍ଢ, ଗୋରୁଙ୍କୁ...

ସଚେତନ କରିବାକୁ ବୈଠକ

ବଇଣ୍ଡା, ୫ା୪(ଡି.ଏନ.ଏ.)- କରୋନା ଭାଇରସ ସମ୍ପର୍କରେ ଗ୍ରାମାଞ୍ଚଳ ବାସିନ୍ଦାଙ୍କୁ ସଚେତନ କରାଇବା ନିମନ୍ତେ ଏକ ବୈଠକ ରବିବାର କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଜଳଧର ସାହୁଙ୍କ ସଭାପତିତ୍ୱରେ ଏହି ବୈଠକରେ ସ୍ବସ୍ଥ୍ୟକର୍ମୀ ସସ୍ମିତା ସାହୁ,...

ଗରିବ, ବୁଲା ଗୋରୁଙ୍କୁ ଖାଦ୍ୟ ଯୋଗଉଛନ୍ତି ସ୍ବେଚ୍ଛାସେବୀ

ଖୋର୍ଦ୍ଧା ଅଫିସ,୪ା୪ : ବିଶ୍ୱରେ କରୋନା ଭୂତାଣୁ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ ସାରା ଦେଶରେ ଲକଡାଉନ ଚାଲିଥିବାବେଳେ ଅନେକ ଗରିବ, ନିରାଶ୍ରୟ, ଦିନମଜୁରିଆମାନେ ଖାଦ୍ୟ ନ ପାଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସମୟରେ ଅସହାୟ,...

ଅନୁଗୋଳରେ ନାହିଁ ପର୍ଯ୍ୟାପ୍ତ ପିପିଇ

ଅନୁଗୋଳ ଅଫିସ, ୫।୪- କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବେଳେ ଡାକ୍ତର, ନର୍ସ ଓ ଅନ୍ୟ ସହଯୋଗୀମାନେ ପର୍ସନାଲ ପ୍ରୋଟେକ୍‌ଶନ୍‌ ଇକ୍ୟୁପମେଣ୍ଟ(ପିପିଇ) ପିନ୍ଧିବା ଜରୁରୀ। ନଚେତ ସେମାନେ ମଧ୍ୟ ଏହି ମାରାତ୍ମକ ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ଭୟ ରହିଛି। କିନ୍ତୁ...

ବ୍ଲିଚିଂ ପାଣିରେ ହେଲା ବିଶୋଧନ

ପରଜଙ୍ଗ/ଭୁବନ, ୫।୩(ଡି.ଏନ.ଏ.)-ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ରୋଗୀ ସଂଖ୍ୟା ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। ଏହା ପରେ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ବରୂପ ଜନଗହଳିପୂର୍ଣ୍ଣ ସ୍ଥାନକୁ ରାସାୟନିକ ସିଞ୍ଚନ କରି ବିଶୋଧନ କରାଯାଉଛି। ଏହିକ୍ରମରେ ପରଜଙ୍ଗ ଅଗ୍ନିଶମ ବାହିନୀ ପକ୍ଷରୁ ରବିବାର...

ଗୁରୁତର ଅବସ୍ଥାରେ ଶ୍ରମିକ ଉଦ୍ଧାର

ଭୁବନ, ୫।୪ (ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ଡାକ୍ତରଖାନାରେ ଚିକିତ୍ସାଧୀନ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ନୂଆବଜାର ପରିବା ମାର୍କେଟରୁ ରବିବାର ଉଦ୍ଧାର କରାଯାଇଛି। ସେ ହେଲେ ବାପି ସାହୁ (୨୨)। ତାଙ୍କ ଘର କଟକ ଲିଙ୍କ ରୋଡ୍‌ ଅଞ୍ଚଳରେ। ତାଙ୍କୁ...

ଲକ୍‌ଡାଉନ ଉଲ୍ଲଂଘନ, ୧୭ ଗିରଫ

ଭୁବନ, ୫।୪(ଡି.ଏନ.ଏ.)-ଲକ୍‌ଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନ ପୋଲିସ ଶନିବାର ୧୭ଜଣଙ୍କୁ ଗିରଫ କରିଛି। କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାସତ୍ତ୍ୱେ କେତେଜଣ ଅମାନିଆ ଯୁବକ ଏହାକୁ...

ରାଜ୍ୟରେ ପୁଣି ୧୬ କରୋନା ଆକ୍ରାନ୍ତ ଚିହ୍ନଟ: ଗୋଟିଏ ଦିନରେ ୧୮ ପଜିଟିଭ

ଭୁବନେଶ୍ୱର, ୫।୪(ବ୍ୟୁରୋ): ରାଜ୍ୟରେ ପୁଣି ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଅଛି କି ନାହିଁ, ସେ ସମ୍ପର୍କରେ ଏ...

ସଙ୍କଟ ଟାଳିବ ସଚେତନତା: ଜିଲାପାଳ

ଢେଙ୍କାନାଳ ଅଫିସ, ୫।୪-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛି। ସତର୍କତା, ସଚେତନତା, ସାମାଜିକ ଦୂରତ୍ୱ ହିଁ ଏହି ମହାମାରୀ କବଳରୁ ରକ୍ଷା କରିପାରିବ। ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସଚେତନତା ସୃଷ୍ଟି କରିବା...

କଲ ଡିଟେଲସରୁ ମିଳିଲା ହତ୍ୟାର ସୁରାଗ: ମହିଳାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଗିରଫ

ତରଭା,୫।୪(ଡ଼ି ଏନ ଏ.): ସୁବର୍ଣ୍ଣପୁର ଜିଲା ତରଭା ଥାନା ମାନହୀରା ଗାଁରେ ଅଚିହ୍ନା ବିବାହିତ ମହିଳାଙ୍କୁ ହତ୍ୟା ଘଟଣାର ପର୍ଦାଫାସ ହୋଇଛି। ମହିଳାଙ୍କ ପରିଚୟ ମିଳିବା ସହ ରବିବାର ଅଭିଯୁକ୍ତ ତରଭା ଥାନା ପଦ୍ମପୁର ଗାଁର ସନ୍ତୋଷ କୁମାର ଦାସଙ୍କୁ...

ଲକ୍ ଡାଉନ ଉଲ୍ଲଂଘନ, ୯ ଜଣଙ୍କ ନାଁରେ ରୁଜୁ ହେଲାଣି ମାମଲା

ଗୁଣପୁର,୫।୪(ଡି.ଏନ୍.ଏ.): ରାୟଗଡା ଜିଲା ଗୁଣପୁର ପୋଲିସ ଲକ୍ ଡାଉନ କଟକଣା ଅମାନ୍ୟ କରିଥିବା ଅଭିଯୋଗରେ ରବିବାର ସୁଦ୍ଧା ୯ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ରବିବାର ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଏମ୍. ସତ୍ୟ ଭରା ପ୍ରସାଦ ରାଓ ଦୋକାନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri