ଆମ ଜିଲା ଖବର

ଲକଡାଉନ ନ ମାନି ୩ ଗିରଫ

ବଇଣ୍ଡା, ୫ା୪(ଡି.ଏନ.ଏ.)- କରୋନା ସଂକ୍ରମଣ ପ୍ରତିହତ ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ଉଲ୍ଲଂଘନ ସହ ଗଣ୍ଡଗୋଳ କରିବା ଅଭିଯୋଗରେ ଅନୁଗୋଳ ଜିଲା ଠାକୁରଗଡ ଅଞ୍ଚଳରେ ୩ ଜଣଙ୍କୁ ପୋଲିସ ଶନିବାର ରାତିରେ ଗିରଫ କରିଛି । ସେମାନେ ହେଲେ...

୨ ହଜାରରୁ ଊର୍ଦ୍ଧ୍ୱ ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ ଦେଲା ବିଏମ୍‌ସି

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ଭୁବନେଶ୍ୱରରେ ଥିବା ୨ ହଜାରରୁ ଊର୍ଦ୍ଧ୍ୱ ଭୂମିହୀନ, ନିରାଶ୍ରୟ ଓ ଭିକାରୀଙ୍କୁ ରନ୍ଧ୍ୟା ଖାଦ୍ୟ ବଂଟାଯାଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଦଳ ରବିବାର ମଧ୍ୟାହ୍ନରେ ବିଭିନ୍ନ ସ୍ଥାନରେ ରନ୍ଧ୍ୟା...

ବାପା, ପୁଅଙ୍କୁ ଆକ୍ରମଣ

ବଇଣ୍ଡା, ୫ା୪(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ବନମାଳୀପୁର ଗ୍ରାମର ଦୁଷ୍ମନ୍ତ ବେହେରା ଓ ତାଙ୍କ ବାପା ସଞ୍ଜୟ ବେହେରାଙ୍କୁ ସେହି ଗ୍ରାମର ସହଦେବ ଦେହୁରୀ ଶନିବାର ଏକ ଠେଙ୍ଗାରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ...

୧,୪୧୭ ଜଣଙ୍କ ହୋମ କ୍ୱାରାଣ୍ଟାଇନ ଅବଧି ସରିଲା

ଛତ୍ରପୁର, ୫।୪(ଡି.ଏନ.ଏ. )- ବିଦେଶ ଓ ଅନ୍ୟ ରାଜ୍ୟରୁ ଗଞ୍ଜାମ ଜିଲକୁ ଆସିଥିବା ଲୋକଙ୍କୁ ହୋମ କ୍ୱାରାଣ୍ଟାଇନରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୩୩୯ ବିଦେଶ ଫେରନ୍ତା ଓ ୧୦୭୮ ଜଣ ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତି ଏପରି ମୋଟ ୧,୪୧୭...

୧୯ ଘଣ୍ଟିଆ ସଟ ଡାଉନ ଘୋଷଣା ପରେ ଗଞ୍ଜାମ ଖୋର୍ଦ୍ଧା ସୀମା ସିଲ

ବେଗୁନିଆପଡା, ୫ା୪- ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ଓଡିଶା ରେ ବଢିବା ରେ ଲାଗିଛି ଏହାର ଭୟାଭୟ କୁ ଆଖି ଆଗରେ ରଖି ଗତକାଲି ରାତି ରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ୧୯ ଘଣ୍ଟିଆ ସଟ ଡାଉନ...

ପୋଲିସ ମହାନିର୍ଦ୍ଦେଶକଙ୍କ କେନ୍ଦ୍ରାପଡ଼ା ଗସ୍ତ

କେନ୍ଦ୍ରାପଡା ଅଫିସ୍‌, ୫ା୪- ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର ମଧ୍ୟାହ୍ନରେ କେନ୍ଦ୍ରାପଡା ଜିଲା ଗସ୍ତ କରିଛନ୍ତି । ଏହି ଅବସରରେ ସେ ଜିଲାର ଆଇନ ଶୃଙ୍ଖଳା ସମ୍ପର୍କରେ ସମୀକ୍ଷା ସହ ପୋଲିସ ବାରାକ ଓ ସହରର ମଧ୍ୟରେ ପୋଲିସ ବ୍ୟବସ୍ଥାକୁ...

ଆତଙ୍କ : ଗାଁକୁ ସାନିଟାଇଜ କଲେ ଯୁବକ

ସାକ୍ଷୀଗୋପାଳ, ୫/୪ (ଡି.ଏନ.ଏ.) – କରୋନା ପଜେଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ପୁରୀ ସାକ୍ଷୀଗୋପାଳ ବଜାର ନିକଟ ଏକ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସରକାରୀ କ୍ୱାରାଣ୍ଟାଇନ ଓ୍ଵାର୍ଡରେ ଭର୍ତ୍ତି କରାଜାଇଛି। ଏହା ପରେ ଉକ୍ତ ଗ୍ରାମ ଓ ଆଖପାଖ ଅଂଚଳରେ...

ଶଟଡାଉନରେ ଭୋକିଲା ଷଣ୍ଢ ଓ କୁକୁରଙ୍କ ବିକଳ ଦୃଶ୍ୟ: ଖାଇବାକୁ ଦେଇ ହୃଦୟ ଜିଣିଲେ ପୋଲିସ ଆଉ ସ୍ଥାନୀୟ ବାସିନ୍ଦା

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ରାଜଧାନୀରେ ଲାଗୁ ହୋଇଥିବା ୪୮ ଘଣ୍ଟିଆ ଶଟଡାଉନରେ ପ୍ରଭାବିତ ସାଧାରଣ ମଣିଷଠାରୁ ଆରମ୍ଭ କରି ପଶୁ ଓ ପକ୍ଷୀକୂଳ। ରାସ୍ତା ଘାଟରେ ପୋଲିସର କଡା ତାଗିଦି ଯୋଗୁ ସବୁଠାରେ ଅଭୂତ ନିରାବତା । ପୋଲିସର ମାଡ...

କଳାହାଣ୍ଡିରେ ପ୍ରଥମ କରୋନା ରୋଗୀ ଚିହ୍ନଟ ପରେ ଅକ୍ରାନ୍ତଙ୍କ ପଞ୍ଚାୟତ ସିଲ୍ କଲା ପ୍ରଶାସନ

କେସିଙ୍ଗା, ୫।୪(ଡି.ଏନ.ଏ.) କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଖମାର ହଳଦୀ ଗ୍ରାମ ପଞ୍ଚାୟତ ଅଞ୍ଚଳର ଜଣେ ୨୯ ବର୍ଷୀୟ ଯୁବକ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତ। ଏହି ଯୁବକ ଜଣକ ବାହାରିନଠାରେ ଏକ କମ୍ପାନୀରେ ଇଲେକ୍ଟିକ ଫିଟର ଭାବରେ କାମ...

ଗାଁ ଦାଣ୍ଡ ଧୋଇଲେ, ଘର କାନ୍ଥ ବିଶୋଧନ କଲେ ଗ୍ରାମବାସୀ

କଣ୍ଟାପଡା, ୫|୪(ଡି.ଏନ.ଏ.) – ମହାମାରୀ କରୋନା ପ୍ରକୋପରୁ ଗାଁକୁ ସୁରକ୍ଷା ଦେବାପାଇଁ ଗତ ୩ ଦିନହେଲା କଟକ ଜିଲା ଅନ୍ତର୍ଗତ କଣ୍ଟାପଡା ଗାଁର ବିଭିନ୍ନ ରାସ୍ତାକୁ ସିଲ କରିଦିଆ ଯାଇଛି। ଏହାସତ୍ତ୍ୱେ କେତେଜଣ ସଂକ୍ରମଣ ଆଶଙ୍କା ରହିଛି। ଫଳରେ ଗ୍ରାମବାସୀମାନେ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ଖଇରା,୫।୪(ଡି.ଏନ.ଏ):ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ପତିରାଜପୁର ଦୋଳ ମେଳା କମିଟି ଓ ଗୋଳିହା ପଞ୍ଚାୟତ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି। ଶୁକ୍ରବାର ଅପରାହ୍ନରେ ପତିରାଜପୁର ମେଳା କମିଟି ତରଫରୁ ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର...

ଲକ୍‌ଡାଉନ୍‌: ପୂର୍ବାହ୍ନ ୧୧ଟା ପରେ କେବଳ ଔଷଧ ଦୋକାନ ଖୋଲିବ

ଏରସମା, ୫ ।୪ (ସ୍ୱ.ପ୍ର.)- ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ଘର ଆଖପାଖ ଅଞ୍ଚଳକୁ ସଟ୍‌ଡାଉନ୍ କରି ଦିଆଯିବା ସହ କେବଳ କେତେକ ଔଷଧ ଦୋକାନ ଖୋଲିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri