ଆମ ଜିଲା ଖବର

ଶଟଡାଉନ ସ୍ଥିତି ଅନୁଧ୍ୟାନ କଲେ ଡିଜିପି

ଭଦ୍ରକ ଅଫିସ,୫।୪ : ଭଦ୍ରକ ସହରର ଶଟଡାଉନ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ମହା ନିର୍ଦ୍ଦେଶକ (ଡିଜିପି) ଏ. ଅଭୟ। ସେ ସହରର ମୁଖ୍ୟ ପ୍ରଭାବିତ ଅଞ୍ଚଳ କୁହାଯାଉଥିବା ପୁରୁଣା ବଜାର ଅଞ୍ଚଳ ବୁଲି ଥିଲେ। ତାଙ୍କ ସହ ବାଲେଶ୍ୱର...

ସଟ୍ ଡାଉନ : ୨୪ ଘଣ୍ଟାରେ କଟକରେ ୪ ମାମଲା

କଟକ ଅଫିସ,୫।୪- କଟକ ସହରରେ ୪୮ ଘଣ୍ଟିଆ ସଟ୍ ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ନିୟମକୁ ଉଲଘଂନ କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଶନିବାର ସକାଳଠାରୁ ରବିବାର ସକାଳ ଭିତରେ ୪ଟି ମାମଲା ରୁଜୁ କରାଯାଇଛି।...

ବାଇକରେ ଆସିଲେ, ଚାଲି କି ଫେରିଲେ

ଖୋର୍ଦ୍ଧା ଅଫିସ,୫।୪ : କରୋନା ଭୁତାଣୁ ସଂକ୍ରମଣ ମୁକାବିଲା ଲାଗି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଲକଡାଉନ ଓ କୋଭିଡ 19 ଉଲଘଂନ କରି ବାଇକରେ ବୁଲୁଥିବା ବାଇକଚାଳକଙ୍କ ଉପରେ କଦା ଆଭିମୁଖ୍ଯ ଗ୍ରହଣ କରିଛି...

ପୁଣି 10 ଜଣଙ୍କ ସ୍ବାବ ପରୀକ୍ଷା ଲାଗି ପଠାଗଲା

ଖୋର୍ଦ୍ଧା ଅଫିସ,୫।୪ : ଦିଲ୍ଲୀ ହଜରତ ନିଜାମୁଦ୍ଦିନ ଧର୍ମସଭା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲାଗି ଚିନ୍ତାର କାରଣ ପାଲଟିଛି। ଏହି ସମାବେଶରେ ଖୋର୍ଦ୍ଧା ଜିଲାର 13 ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ 9 ନିଜାମୁଦ୍ଦିନ ଓ ଜଣେ...

ଜଙ୍ଗଲରେ ରହୁଥିବା ଅସହାୟ ବୃଦ୍ଧ ଦମ୍ପତ୍ତିଙ୍କ ଉପରେ ବ୍ଲକ ପ୍ରଶାସନର ଦୃଷ୍ଟି ପଡ଼ିଲା

କୋକସରା-୫।୪ (ଡି.ଏନ.ଏ.) : କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ ଗ୍ରାମର ଦମ୍ପତ୍ତି ଘେନୁ ମାଝୀ (୬୨) ଓ ମଙ୍ଗଳ ଦେଇ (୬୦) ଦୀର୍ଘ ୧୦ ବର୍ଷ ହେବ ସାହାଜଖୋଲ ଜଙ୍ଗଲ ଗୁଡହାଣ୍ଡି ଡୋକରୀ ଚଞ୍ଚରାରେ ଏକ...

ନିଜାମୁଦିନ ଧାର୍ମିକ ସଭାରୁ ଜଗତସିଂହପୁର ଫେରିଥିବା ସନ୍ଦେହ: ଜିଲାବାସୀଙ୍କ ମନରେ ବଢୁଛି ଶଙ୍କା

ଜଗତସିଂହପୁର ଅଫିସ, ୪।୪: ଦିଲ୍ଲୀ ନିଜାମୁଦିନ ତବଲିଗ ଜମାତରେ ମାର୍ଚ୍ଚ ମଧ୍ୟଭାଗରେ ବହୁ ମୁସଲିମ ସମ୍ପ୍ରଦାୟ ଏକତ୍ରିତ ହେବାପରେ ସେଠାରୁ କରୋନା ସଂକ୍ରମଣ ବଢିଥିବା ଜଣାପଡିଛି। ଏନେଇ ଜଗତସିଂହପୁର ଜିଲାବାସୀଙ୍କ ମନରେ ଭୟ ବଢ଼ିବାରେ ଲାଗିଛି। କାରଣ ଜିଲା ମୁଖ୍ୟାଳୟ...

‌କଟକଣା ମାନିଲେନି, ୮ ଵାଇକ ଜଵତ

ମାଧପୁର, ୪।୪ : ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ବଜାରରେ ଲକଡାଉନ କଟକଣା ନ ମାନି ବାହାରେ ବୁଲିବା ଅଭିଯୋଗରେ ଶନିବାର ସନ୍ଧ୍ୟାରେ ପୋଲିସ ୮ ଟି ବାଇକ ଜବତ କରିଛି। ଆଠମଲ୍ଲିକ ଆଇଆଇସି ପ୍ରିୟବ୍ରତ ଦାସଙ୍କ ନେତୃତ୍ୱରେ ଏସଆଇ...

ରାଜ୍ୟରେ ଆଉ ଏକ କରୋନା ଆକ୍ରାନ୍ତ ଚିହ୍ନଟ: କଳାହାଣ୍ଡିରେ ପ୍ରଥମ କରୋନା ପଜିଟିଭ

ଭୁବନେଶ୍ୱର, ୪।୩(ବ୍ୟୁରୋ): ରାଜ୍ୟରେ ଆଉ ଏକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କଳାହାଣ୍ଡି ଜିଲ୍ଲାର ୨୯ବର୍ଷୀୟ ଯୁବକ କରୋନା ଭୁତାଣୁରେ ସଂକ୍ରମିତ ହୋଇଛନ୍ତି। ସେ ବହାରିନରୁ ଫେରିଥିବା ଜଣାପଡ଼ିଛି। ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ କିଏ ଆସିଛନ୍ତି, ତାଙ୍କୁ ବର୍ତ୍ତମାନ ଟ୍ରେସ...

କଟକରେ ପ୍ରଥମ କରୋନା ଆକ୍ରାନ୍ତ : ପଟାପୋଲ ଅଞ୍ଚଳ ସିଲ କଲା ସିଏମସି

କଟକ ଅଫିସ,୪। ୪- କଟକ ସହରର ପଟାପୋଲ ଅଞ୍ଚଳକୁ ସିଲ କରିଛି କଟକ ମହାନଗର ନିଗମ(ସିଏମସି )। ଶନିବାର ସନ୍ଧ୍ୟାରେ ସିଏମ୍ସି ପକ୍ଷରୁ ଏହା ଘୋଷଣା କରାଯାଇଛି। ପ୍ରଥମ କରୋନା ଆକ୍ରାନ୍ତ ଚିନ୍ହଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି।...

କରୋନା ଟେଷ୍ଟ ପାଇଁ ରକ୍ତ ନମୁନା ନେବା ପୂର୍ବରୁ ମେଡିକାଲରୁ ଯୁବକ ଫେରାର

ରାୟଗଡ଼ା ଅଫିସ,୪।୪: ରାୟଗଡ଼ା ଜିଲା କାଶୀପୁର ବ୍ଲକର ଜଣେ ଯୁବକ କେରଳରେ କାମ କରୁଥିଲେ। କରୋନା ପାଇଁ ଲକ୍ ଡାଉନ୍ ପରେ ଗାଡ଼ି ଚଳାଚଳ ବନ୍ଦ ହେବାରୁ ସେ ଆସିପାରୁ ନ ଥିଲେ। ପରେ ଏକ ମାଲଗାଡ଼ି ଯୋଗେ ଯୁବକ...

୩୩ ରିପୋର୍ଟ ନେଗେଟିଭ

ଅନୁଗୋଳ ଅଫିସ, ୪।୪- ଅନୁଗୋଳ ଜିଲାରେ ଥିବା କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ଓ ସ୍ବାବ ଭୁବନେଶ୍ବର ପଠାଯାଇଥିଲା। ମୋଟ ୧୩୩ ନମୁନା ମଧ୍ୟରୁ ୫୮ଟି ନେଗେଟିଭ ଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବାକି ୭୫ଟି ରକ୍ତ ନମୁନା...

ଏକ୍ସପ।ଏରୀ ସାଲାଇନ ଦିଆଯିବାକୁ ନେଇ ଉତ୍ତେଜନା

ସଜନା ଗଡ-୪/୪(ଡି .ଏନ୍.ଏ.)- ବାଲେଶ୍ଵର ଜିଲ୍ଲା ନୀଳଗିରି ମୁଖ୍ୟ ଚିକିତ୍ସାଳୟରେ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ପ୍ରତିନିଧିଙ୍କୁ ଏକ୍ସପ।ଏରୀ ସାଲାଇନ ଦିଆଯିବାକୁ ନେଇ ଉତ୍ତେଜନା ଦେଖାଦେଇଛି । ତଦନ୍ତ ପାଇଁ ଘଟଣାସ୍ଥଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପହଞ୍ଚିଥିଲେ। ପରିବାର ପକ୍ଷରୁ ଚିକିତ୍ସା ଅବହେଳା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri