ଆମ ଜିଲା ଖବର

ରଥକାଠ କଟା ସରିଲା, ପଠାଯିବ ପୁରୀ

ଭଞ୍ଜନଗର,୨।୪(ଡି.ଏନ.ଏ.)-ମହାମାରୀ କରୋନା ଯୋଗୁ ଚଳିତବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ଚାଲିଛି । ପ୍ରଥମଥର ପାଇଁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ...

ଜିଲା ବିଜେଡି ପକ୍ଷରୁ ରେଡକ୍ରସ ପାଣ୍ଠିକୁ ଦାନ

ଦେବଗଡ,୨ା୪(ଡି.ଏନ.ଏ)-କରୋନା ଭୁତାଣୂ ସଂକ୍ରମଣର ମୁକାବିଲା ପାଇଁ ଦେବଗଡ ଜିଲା ବିଜେଡି ପକ୍ଷରୁ ଜିଲା ରେଡକ୍ରସ ପାଣ୍ଠିକୁ ୭୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଦେବଗଡ ନଗର ସଭାପତି ଶୁକଦେବ ଭଞ୍ଜ, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଇଂ. ସୁଜିତ କୁୁମାର...

ଶୁଦ୍ଧିକରଣ ହେଲା ଡାକ୍ତରଖାନା, ଜିଲାପାଳଙ୍କ କାର୍ଯ୍ୟାଳୟ

ଦେବଗଡ,୨ା୪(ଡି.ଏନ.ଏ): କରୋନା ସଂକ୍ରମଣ ରୋକିବା ଲାଗି ଦେବଗଡ ଜିଲା ମୁଖ୍ୟ ଚିକିସତ୍ାଳୟ, ଆଦର୍ଶ ଥାନା ଓ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଗୁରୁବାର ଶୁଦ୍ଧିକରଣ(ସାନିଟାଇଜେସନ)କରାଯାଇଛି। ଦେବଗଡ ଅଗ୍ନିଶମ ବିଭାଗ କେନ୍ଦ୍ର ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ବିଭାଗୀୟ କର୍ମଚାରୀମାନେ ଦମକଳ...

ଦାଦନ ଦୁଃଖ: ଅର୍ଦ୍ଧାହାରରେ ଇଟା ଗଢୁଛନ୍ତି ଶ୍ରମିକ

ବରଗଡ଼ ଅଫିସ୍‌, ୨।୪: ଲକ୍‌ ଡାଉନ୍‌ ଦାଦନ ଶ୍ରମିକଙ୍କ ସମସ୍ୟାକୁ ବହୁଗୁଣିତ କରି ପକାଇଛି। ଏଭଳିସ୍ଥଳେ ସେମାନେ ନା ଘରକୁ ଫେରି ପାରୁଛନ୍ତି କିମ୍ବା ସାମାଜିକ ଦୂରତା ରଖି ଘର ମଧ୍ୟରେ ରହି ପାରୁଛନ୍ତି। ତେଲେଙ୍ଗାନାରେ ନିଜ ପିଲାଛୁଆଙ୍କ ସହିତ...

ଖୋର୍ଦ୍ଧାରେ ଗୋଟିଏ ସମୟ ଖୋଲିବ ହାଟ, ବାଇକ୍‌ରେ ବୁଲିଲେ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା ଅଫିସ,୨ା୪ : ମହାମାରୀର ରୂପ ନେଇଥିବା କୋଭିଡ-୧୯ (କରୋନା ଭାଇରସ)ର ମୁକାବିଲା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ତିନି ସପ୍ତାହ ଲାଗି ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। କିନ୍ତୁ ଖୋର୍ଦ୍ଧାରେ କେତେକ ଅସାମାଜିକ ଲୋକ ଏହାକୁ...

କୋଭିଡ୍‌-୧୯ ଆଇନ ଉଲ୍ଲଂଘନ, ୮ ଗିରଫ

ଖୋର୍ଦ୍ଧା ଅଫିସ,୨ା୪ : କୋଭିଡ-୧୯ ଉଲ୍ଲଂଘନ ନେଇ ସଦର ଥାନା ପୋଲିସ ୮ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କାଇପଦର ଅଞ୍ଚଳର ସତ୍ୟରଞ୍ଜନ ସାହୁ(୨୧), ଟୁକୁନା ରାଉତରାୟ(୪୫), ଆଲାଉଦ୍ଦିନ(୪୮) ଓ ବାବୁ ପାତ୍ର, ଦେଇଳପୁଟର ସତ୍ୟବାନ ପାଲଟାସିଂ(୩୦) ଏବଂ ସିଆଲିଆର...

୩୪ଜଣଙ୍କ ସ୍ବାବ ପରୀକ୍ଷା ଲାଗି ପଠାଗଲା ଏମ୍ସ

ଖୋର୍ଦ୍ଧା ଅଫିସ,୨ା୪ : କୋଭିଡ-୧୯(କରୋନା ଭାଇରସ) ସଂକ୍ରମଣ ମୁକାବିଲା ଲାଗି ଦେଶରେ ଲକଡାଉନ ଜାରି ରହିଛି। ଏହି ଭୂତାଣୁକୁ ରୋକିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଇଛି। ବୁଧବାର ସୁଦ୍ଧା ଖୋର୍ଦ୍ଧା...

କରୋନା ଲଢ଼େଇରେ ଯୋଦ୍ଧା ସାଜିଛନ୍ତି ଏସଏଚ୍‌ଜି ମହିଳା

ଜୟପୁର,୨ା୪(ନି.ପ୍ର.): ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲା କରିବାକୁ ହେଲେ ଘରୁ ବାହାରକୁ ନ ବାହାରିବା, ସାମାଜିକ ଦୂରତା ରଖିବାକୁ ସଚେତନ କରାଯାଉଛି। ହେଲେ ଏଭଳି ପରିସ୍ଥିତିରେ ଯୋଦ୍ଧା ସାଜିଛନ୍ତି କୋରାପୁଟ ଜିଲାର ଏସ୍‌ଏଚ୍‌ଜି ମହିଳା।...

ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ସାମଗ୍ରୀ ଦେଲେ ସରପଞ୍ଚ

କାକଟପୁର,୨ା୪(ଡି.ଏନ୍‌.ଏ.): କରୋନା ଭୂତାଣୁର ମୁକାବିଲା ପାଇଁ ସରକାର ଲକଡାଉନ ଘୋଷଣା କରିଥିବାବେଳେ ଦିନ ମଜୁରିଆ, ଶ୍ରମିକ, ଅସହାୟ, ନିରାଶୟମାନଙ୍କ ପାଇଁ ଚଡ଼କ ସଦୃଶ ପାଲଟିଛି। ଏମାନଙ୍କ ରୋଜଗାର ବନ୍ଦ ହୋଇଯିବାରୁ ଦାନା ଯୋଗାଡ଼ କରିବାରେ ଅସମର୍ଥ ହୋଇପଡିଛନ୍ତି। ଏଭଳି ସମୟରେ...

ଝାରସୁଗୁଡ଼ାରେ କଲେଜ ଛାତ୍ରଙ୍କୁ ପୋଲିସର ନାଲି ଆଖି

ଝାରସୁଗୁଡା ଅଫିସ,୨ା୪- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକ୍‌ ଡାଉନ କରାଯାଉଛି। ଏହି କଟକଣାକୁ ମାନୁ ନ ଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ତେବେ କଟକଣାକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମାତ୍ରାଧିକ...

ସାନିଟାଇଜ୍‌ ହେଲା ଝାରସୁଗୁଡା ସହର

ଝାରସୁଗୁଡା ଅଫିସ,୨ା୪- ଝାରସୁଗୁଡା ସହରରେ ଜିଲା ପ୍ରଶାସନ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଗୁରୁବାର ପଦକ୍ଷେପ ସଦୃଶ ସହରର ବିଭିନ୍ନ ପ୍ରମୁଖ ରାସ୍ତା ଗୁଡିକୁ ସାନିଟାଇଜ କରାଯାଇଛି। ଦମକଳବାହିନୀ ବିଭିନ୍ନ ରାସାୟନିକ ମିଶା...

ଲକ୍‌ଡାଉନ୍‌ରେ ସହାୟତାର ହାତ ବଢ଼ାଉଛି ଡାକ ବିଭାଗ: ଲୋକଙ୍କ ପାଖରେ ପହଞ୍ଚି ସେବା ପ୍ରଦାନ କରୁଛନ୍ତି କର୍ମଚାରୀ, ନିସହାୟଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

କଟକ ଅଫିସ,୨।୪: କରୋନା ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ ସ୍ଥିତି ଜାରି ରହିଛି। ଏହି ସମୟରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ହେଲେ ଲକ୍‌ଡାଉନ୍‌ ଯୋଗୁ ଅନେକେ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ସାହାଯ୍ୟ କରିବାକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri