ଆମ ଜିଲା ଖବର

ଭଦ୍ରକ-କେନ୍ଦୁଝର ସୀମା ସିଲ୍‌

ବନ୍ତ, ୨ା୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଜିଲାର ସୀମାନ୍ତ ପଥକୁ ସିଲ୍‌ କରାଯାଇଛି। ଭଦ୍ରକ ଜିଲା ବନ୍ତ ବ୍ଲକ ତଥା ଭଦ୍ରକ-ଆନନ୍ଦପୁର ୫୩ନଂ. ରାଜ୍ୟ ରାଜପଥର ବସନ୍ତିଆ ବଜାରଠାରେ ବନ୍ତ ପୋଲିସ...

କରୋନା ସଂକ୍ରମଣରୁ ରକ୍ଷା ପାଇଁ ସାବୁନ୍‌ ଓ ମାସ୍କ ବଣ୍ଟନ

ପଦ୍ମପୁର, ୨ା୪ (ଡି.ଏନ.ଏ.)-ବାସୁଦେବପୁର ବ୍ଲକ ଅଧୀନ ସୁଗୋ ପଞ୍ଚାୟତର ବାସନ୍ତୀ କ୍ଲବର ସଦସ୍ୟମାନେ ବୁଧବାର କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀଙ୍କୁ ୧୫୦୦ ଶହ ସାବୁନ୍‌ ବଣ୍ଟନ କରିଛନ୍ତି। ଏଥିସହ ସାମାଜିକ ଦୂରତା ବଜାୟ ରଖିବା ସହ ପରିଷ୍କାର...

ରନ୍ଧା ଖାଦ୍ୟ ବଣ୍ଟନ

କୁଆମରା,୨।୪(ଡି.ଏନ୍‌.ଏ.)- ମହାମାରୀ କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ସହ ବ୍ୟାପକ ସଚେତନତା ପାଇଁ ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏହି ପରିସ୍ଥିତିରେ ବାହାରୁ ଆସି ଅଟକି ରହିଥିବା ଅସହାୟ...

ମଦ ଜବତ କଲେ ଖଇରା ତହସିଲଦାର

ଖଇରା, ୨।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ଅଞ୍ଚଳରେ ଲକ୍‌ଡାଉନ କଟକଣା ଯେତେ ବଢୁଛି ସମାନ୍ତରାଳ ଭାବେ ମଦ ବିକ୍ରି ମଧ୍ୟ ସେହିଭଳି ଭାବେ ବଢି ଚାଲିଛି। ମଙ୍ଗଳବାର ସନ୍ଧ୍ୟାରେ ଖଇରା ତହସିଲଦାର ପ୍ରଦୀପ କୁମାର ସାହୁ ଗଣ୍ଡିବେଡ ମାଛ ହାଟ...

ନୀଳଗିରି ଏନ୍‌ଏସି ତରଫରୁ ବିଶୋଧନ ହେଲା

ସଜନାଗଡ଼, ୨।୪(ଡି.ଏନ.ଏ.)-ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇଁ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ବିଶୋଧନ ଓ ସ୍ବଚ୍ଛତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ମଧ୍ୟାହ୍ନରୁ ନୀଳଗିରି ଜଗନ୍ନାଥ ମନ୍ଦିର ବଡ଼ଦାଣ୍ଡରୁ ଆରମ୍ଭ ହୋଇଥିଲା ଅଗ୍ନିସେବା...

ସଚେତନତା ବାର୍ତ୍ତା ମାଧ୍ୟମରେ ପାଳନ ହେଲା ଓଡ଼ିଶା ଦିବସ

ଖଇରା,୨।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ବଣିକ ସଂଘ ଓ ଏସଆର୍‌ ଗ୍ରୁପ ସମ୍ଭାବନାର ମିଳିତ ଆନୁକୂଲ୍ୟରେ ଓଡ଼ିଶା ଦିବସ କରୋନା ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି ା ସକାଳ ୭ଟାରେ ବଣିକ ସଂଘ ସଭାପତି ତଥା...

ସାଧାରଣ ରୋଗ ପାଇଁ ଡାକ୍ତରଖାନା ମନା

ହିଞ୍ଜିଳିକାଟୁ,୧ା୪(ଡି.ଏନ୍‌.ଏ.): କରୋନା ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଜରୁରୀ କାମ ନ ଥିଲେ ଲୋକେ ବାହାରକୁ ନ ବାହାରିବା ପାଇଁ କଟକଣା ହୋଇଛି। ଯେ କାୈଣସି ସମୟରେ ଡାକ୍ତରଖାନା ଯିବାକୁ ଅନୁମତି ରହିଛି। ପ୍ରେସକ୍ରିପଶନ ଦେଖି...

ଗୋପରେ ନିଜାମୁଦ୍ଦିନରୁ ଫେରନ୍ତା ଚିହ୍ନଟ

ଗୋପ,୧।୪(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ନିଜାମୁଦ୍ଦିନ ଧର୍ମସଭାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କେତେଜଣ ବ୍ୟକ୍ତି ଯୋଗଦେଇଥିଲେ। ଇତିମଧ୍ୟରେ ଗୋପର ୨ଜଣ ବ୍ୟକ୍ତି ନିଜାମୁଦ୍ଦିନ ଧର୍ମସଭାରେ ଯୋଗଦେଇଥିବା ଜଣାପଡ଼ିଛି। ବୁଧବାର ଅପରାହ୍ନରେ ବ୍ଲକ ପ୍ରଶାସନ ପକ୍ଷରୁ ୨ଜଣ...

ପୋଷ୍ଟାଲ ଗାଡ଼ିରେ ଶ୍ରମିକ

ବାରିପଦା ଅଫିସ, ୧ା୪: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ ହେବା ଯୋଗୁ ଅନେକ ସ୍ଥାନରେ ଶ୍ରମିକମାନେ ଫସି ରହି ଯାଇଛନ୍ତି। ଯିଏ ଯେଉଁଠି ଅଛନ୍ତି ସେହିଠାରେ ରହିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କହୁଥିଲେ ମଧ୍ୟ...

ମିଳୁନି ଖାଦ୍ୟ, ଅସୁବିଧାରେ ବାହାର ରାଜ୍ୟର ଶ୍ରମିକ

କେନ୍ଦୁଝର, ୧ା୪ (ସ୍ବ.ପ୍ର.): ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ଘୋଷଣା ପରେ ଜିଲା ଓ ରାଜ୍ୟ ସୀମା ସିଲ କରାଯାଇ ଯାତାୟାତ ଉପରେ କଟକଣା ଲାଗୁ କରାଯାଇଛି। ଏଣୁ ଯେଉଁ ରାଜ୍ୟରେ ଅନ୍ୟ ରାଜ୍ୟର ଲୋକ,...

ଚାକିରି ପାଇଁ ରୋଗକୁ ଖାତିର ନାହିଁ

ବାଲେଶ୍ୱର ଅଫିସ, ୧।୪: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା କରିବା ଲାଗି ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବାରମ୍ବାର ଗଣମାଧ୍ୟମରେ ସୂଚନା ଦିଆଯାଉଛି। ସାମାଜିକ ଦୂରତ୍ୱ ହିଁ ସଂକ୍ରମଣଠାରୁ ଦୂରେଇ ରହିବାର ଉପଯୁକ୍ତ ମାଧ୍ୟମ ବୋଲି କୁହାଯାଉଛି। ଏହାସତ୍ତ୍ୱେ...

ଘରେ ବସି କଳା ଦିବସ ପାଳନ କଲା କୋଶଲ ରାଜ୍ୟ ସମନ୍ବୟ ସମିତି

ବଲାଙ୍ଗୀର ଅଫିସ, ୧ା୪: କୋଶଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଏପ୍ରିଲ ୧କୁ କଳା ଦିବସ ପାଳନ କରାଯାଇଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଚଳିତବର୍ଷ କୌଣସି ସଭା ସମିତି କରା ନ ଯାଇ ଘରେ ଘରେ କଳା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri