ଆମ ଜିଲା ଖବର

ତାମିଲନାଡୁରେ ଫସି ରହିଛନ୍ତି ୧୮ ଦାଦନ ଶ୍ରମିକ

ଖପ୍ରାଖୋଲ, ୩୦ା୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର ୧୮ଜଣ ଦାଦନ ଶ୍ରମିକ ପରିବାର ତାମିଲନାଡୁର ତିରିପୁରରେ ଫସି ରହିଛନ୍ତି। ସେମାନେ ତିରିପୁରର ଏକ ଟେକ୍ସଟାଇଲ କାରଖାନାରେ କାମ କରୁଥିଲେ । ହେଲେ ଲକ୍‌ଡାଉନ ଯୋଗୁଁ ସେମାନେ ଘରକୁ ଫେରି...

ଆମ୍ବୁଲାନ୍ସରେ ଯାତ୍ରୀ ପରିବହନ: ଚାଳକ, ଯାତ୍ରୀ ଅଟକ

ରାୟଗଡ଼ା ଅଫିସ,୩୦ା୩-କୋଭିଡ୍‌-୧୯ର ଭୟାବହତାକୁ ନଜରରେ ରଖି ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିପାଇଁ ଯାନବାହନ ଚଳାଚଳ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ସୋମବାର ନୟାଗଡ଼ ଜିଲା ଓଡ଼ଗାଁ ଅଞ୍ଚଳର ୬ ଯାତ୍ରୀ ଏକ ଆମ୍ବୁଲାନ୍ସ ଯୋଗେ କୋରାପୁଟ ଜିଲା ଦାମନଯୋଡ଼ି...

ଆଦିବାସୀ ପିନ୍ଧୁଛନ୍ତି ଶାଳପତ୍ରରେ ତିଆରି ମାସ୍କ

ପାପଡାହାଣ୍ଡି,୩୦ା୩,(ଡି.ଏନ୍‌.ଏ.): ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ରଖିବା ପାଇଁ ସବୁଠି ପ୍ରଚାର କରାଯାଉଛି। ହେଲେ ସହରୀ...

ଶଯ୍ୟାଶାୟୀ ମଧୁମେହ ରୋଗୀଙ୍କୁ ଉଦ୍ଧାର କଲା ପ୍ରଶାସନ

ବିଜେପୁର, ୩୦।୩ (ଡି.ଏନ.ଏ.)-କରୋନା ପ୍ରତିହତ ପାଇଁ ରାଜ୍ୟର ସମସ୍ତ ଜିଲା ଲକ୍‌ ଡାଉନ ରହିଛି । ଦିନ ମଜୁରିଆ ହାତବାନ୍ଧି ବସି ରହିବାକୁ ବାଧ୍ୟ ହେଉଛନ୍ତି । ପେଟକୁ ଦାନା ଯୋଗାଡ କରିବା କଷ୍ଟକର ହେଉଛି। ଅର୍ଥାଭାବରୁ ଚିକିତ୍ସିତ ହୋଇ...

ରାଜ୍ୟ ଓ ଦେଶ ବାହାରୁ ଫେରିଛନ୍ତି ୩ହଜାର ୭ଶହ ଲୋକ: ଜିଲାରେ ଖୋଲିଲା ୧୮ ସଙ୍ଗରୋଧ ଗୃହ, ୨୪୪ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର

ଜୟପୁର,୩୦ା୩(ନି.ପ୍ର.): ଭାଇରସ୍‌କୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର  ତତ୍ପରତା ପ୍ରକାଶ କରିଛନ୍ତି। ସେହିପରି ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ଉଦ୍ୟମ ଚଳାଇଛନ୍ତି ରାଜ୍ୟ ସରକାର। ତେବେ ବାହାର ରାଜ୍ୟ ଓ...

ଚାଲିଚାଲି ଯାଉଥିବା ୪୪ ଶ୍ରମିକ ଉଦ୍ଧାର

ଝାରସୁଗୁଡା ଅଫିସ, ୩୦।୩-ସମଗ୍ର ଦେଶରେ ଲକଡାଉନ ଯୋଗୁଁ ବିଭିନ୍ନ କଳକାରଖାନ ବନ୍ଦ ହୋଇଯାଇଛି। ଫଳରେ ଏଠାରେ କାର୍ଯ୍ୟ କରୁଥିବା ଶ୍ରମିକମାବେ ହଇରାଣ ହରକତ ହେଉଛନ୍ତି। ରବିବାର ଛତିଶଗଡ ରାଜ୍ୟର କେତେକ ଶ୍ରମିକ ଝାରସୁଗୁଡା ରୋଡ ଷ୍ଟେଶନର ରେଳଧାରଣାରେ ଚାଲି ଚାଲି...

କର୍ନାଟକରେ ଅଟକି ରହିଛନ୍ତି ୭୦ ଦାଦନ ଶ୍ରମିକ

ବିନିକା,୩୦।୩(ଡି.ଏନ୍‌.ଏ)-ସୁବର୍ଣ୍ଣପୁର ଜିଲା ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ୭୦ଜଣ ଦାଦନ ଶ୍ରମିକ କର୍ନାଟକ ରାଜ୍ୟ ସିତାନ୍ୟାକାହ୍ଲିଠାରେ ଅଟକି ରହିଛନ୍ତି। ଦେଶବ୍ୟାପୀ ଲକ୍‌ ଡାଉନ୍‌ ଘୋଷଣା ପରଠାରୁ ସେମାନେ ସେଠାରେ ଭୋକ ଉପାସରେ ଦିନ କାଟୁଥିବା କହିଛନ୍ତି। ଜିଲା ପ୍ରଶାସନ ସେମାନଙ୍କୁ...

ବିଦ୍ୟାଳୟରେ ଆଶ୍ରୟ ନେଲେ ଛତିଶଗଡ଼ର ୫ ଶ୍ରମଜୀବୀ ପରିବାର

ସାକ୍ଷୀଗୋପାଳ, ୩୦।୩(ଡି.ଏନ୍‌.ଏ): ପେଟପାଟଣା ପାଇଁ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଦେଓଚିତ୍ରା ଗ୍ରାମରୁ ପଳାଇ ଆସିଥିବା ୫ ଶ୍ରମଜୀବୀ ପରିବାରର ୩୫ ସଦସ୍ୟ କରୋନା କଟକଣାରେ ଫସି ଯାଇଛନ୍ତି। ଲକ୍‌ଡାଉନ ଯୋଗୁ ସେମାନେ ନିଜ ଗାଁକୁ ଫେରିବା ଅସମ୍ଭବ ହୋଇଛି। ସେମାନେ...

ରକ୍ତଦାନ କରି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ଼ ଅଫିସ୍‌,୩୦।୩- ବରଗଡ଼ ବ୍ଲକ ଖଣ୍ଡହଥା ଗ୍ରାମର ଶହୀଦ୍‌ ରଞ୍ଜନ ଦାଶଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ନିଷ୍ଠା ପରିବାର ପକ୍ଷରୁ ହୋଇଥିବା ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ଏବଂ ଶହୀଦଙ୍କ ପରିବାର ଲୋକେ ଶହୀଦ୍‌ ସ୍ମାରକୀପୀଠକୁ ଆସି ଶ୍ରଦ୍ଧାଞ୍ଜଳି...

ଛତିଶଗଡ଼ ସୀମାନ୍ତ ରାସ୍ତାକୁ ସିଲ୍‌ କଲେ ଗ୍ରାମବାସୀ

ବରଗଡ଼ ଅଫିସ୍‌,୩୦।୩-କରୋନା ସଂକ୍ରମଣକୁ ପ୍ରତିହତ ଉଦ୍ଦେଶ୍ୟରେ ସାମାଜିକ ଦୂରତା ବଜାୟ ରଖିବାରେ ଜନ ଚେତନା ବଢ଼ିବାରେ ଲାଗିଛି । ଏହି କ୍ରମରେ ବାହ୍ୟ ଅଞ୍ଚଳରୁ ନିଜ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକରେ ପ୍ରବେଶ ଅବରୋଧ କରୁଛନ୍ତି । ସୋମବାର...

କୋଭିଡ ଫଣ୍ଡ କୁ ୧.୧୧ଲକ୍ଷ ପ୍ରଦାନ

ଛତ୍ରପୁର,୩୦ା୩(ଡି.ଏନ୍‌.ଏ.)- ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (କୋଭିଡ୍‌ ଫଣ୍ଡ)କୁ ଛତ୍ରପୁରର ବ୍ୟବସାୟୀ ଡମ୍ବୁରୁଧର ସାହୁଙ୍କ ପରିବାର ପକ୍ଷରୁ ୧ଲକ୍ଷ ୧୧ହଜାର ୧୧୧ଟଙ୍କା ପ୍ରଦାନ କରାଯାଇଛି। ସୋମବାର ଛତ୍ରପୁରଠାରେ ଉକ୍ତ ଟଙ୍କାର ଡ୍ରାଫ୍ଟକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ପ୍ରଦାନ କରଯାଇଥିଲା।...

ଲକ୍‌ଡାଉନକୁ ବେଖାତିର, କଣାସ ହାଟରେ ଭିଡ଼

କଣାସ,୩୦ା୩(ସ୍ବ.ପ୍ର.)- କରୋନା ଭୂତାଣୁକୁ ରୋକିବା ପାଇଁ ସରକାର ସାରା ଦେଶରେ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରି ଲୋକଙ୍କୁ ଘରେ ରହିବାକୁ କୁହାଯାଇଥିଲା। କିନ୍ତୁ ପୁରୀ ଜିଲା କଣାସ ବ୍ଲକରେ ଲକଡାଉନକୁ ବେଖାତିର କରି ସଚେତନ ହେଉ ନ ଥିବା ଦେଖିବାକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri