ଆମ ଜିଲା ଖବର

ସହଯୋଗ ମାଗିଲେ ଦିଲୀରେ ଅଟକି ରହିଥିବା ଶ୍ରମିକ

ସମ୍ବଲପୁର,୨୮।୩ (ବ୍ୟୁରୋ)- ସମ୍ବଲପୁର ଜିଲା ମେଘପାଳ ଗ୍ରାମଞ୍ଚାତୟର ୩୦ ଶ୍ରମିକ ଦିଲୀରେ ଫସି ରହିଛନ୍ତି । ଉଦ୍ଧାର ଲାଗି ସେମାନେ ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କ ସହଯୋଗ ଭିକ୍ଷା କରିଛନ୍ତି । ଲକଡାଉନ ୨୧ ଦିନ ପର୍ଯ୍ୟନ୍ତ ଚାଲିବ ।...

ତେଲେଙ୍ଗାନା ଇଟାଭାଟିରେ ୪୧ଶ୍ରମିକ

ନୂଆପଡା ଅଫିସ,୨୯ା୩- ସାରା ଦେଶରେ ଲକଡାଉନ। ଆଗକୁ କଅଣ ହେବ ଅନିଶ୍ଚିତତା ମଧ୍ୟରେ ଲୋକ ଜୀବନ ବଞ୍ଚାଇବାକୁ ରାହା ଖୋକୁଛନ୍ତି। ଏଭଳି  ସ୍ଥିତିରେ ରାଜ୍ୟ ବାହାରେ ଇଟାଭାଟିଗୁଡିକରେ ଫସି ରହିଛନ୍ତି ଶ୍ରମିକମାନେ । ତେଲେଙ୍ଗାନାର ବୋମାଲା ରମାରାମ ପୋଲିସ ଷ୍ଟେଶନ...

ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୫ଲକ୍ଷ ଦେଲା ଅରୁନ୍ଧତୀ ଗ୍ରୁପ୍‌

ବଲାଙ୍ଗୀର ଅଫିସ, ୨୯ା୩- ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ମହାମାରୀ ମୁକାବିଲା ପାଇଁ ଏବେ ସରକାରୀ ଓ ବେସରକାରୀସ୍ତରରେ ପ୍ରୟାସ ଆରମ୍ଭ ହୋଇଛି । ଏହି ମହତ୍‌ କାର୍ଯ୍ୟରେ ସହଯୋଗ କରିବାକୁ ରାଜ୍ୟର ଅନ୍ୟତମ ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନ...

ମାଛ ବଜାର ଭିଡ କମାଇବାକୁ ମାର୍କିଂ କଲା ପୋଲିସ

ବଲାଙ୍ଗୀର ଅଫିସ, ୨୯ା୩: କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ୨୧ଦିନିଆ ଲକ୍‌ ଡାଉନ୍‌ ବ୍ୟବସ୍ଥା କରାଯାଇଛି । ବଲାଙ୍ଗୀର ଜିଲା ଓ ସହରରେ ଏହି ଲକ୍‌ ଡାଉନ୍‌କୁ କଡାକଡି ଭାବେ ପାଳନ କରାଯାଉଛି । ଏହି ସମୟରେ...

କରୋନା ଭୟ: ମୁଖ୍ୟରାସ୍ତା ବନ୍ଦ କଲେ ଯୁବଗୋଷ୍ଠୀ

କେଗାଁ, ୨୯ା୩(ଡି.ଏନ.ଏ.)-କରୋନା ଭୟରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ସାନଚେରଗାଁ ଗ୍ରାମର ଯୁବଗୋଷ୍ଠୀ ରବିବାରଠାରୁ ଗାଁକୁ ଥିବା ତିନି ପ୍ରବେଶ ପଥରେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରଛନ୍ତି। ବାଉଁଶରେ କରୋନା ସଚେତନତା ବାର୍ତ୍ତା ଲେଖାଯାଇଛି। ଯୁବଗୋଷ୍ଠୀଙ୍କ କହିବା କଥା...

ଫେରିବାକୁ ଚାହିଁ ବସିଛନ୍ତି ୭୮ଦାଦନ ଶ୍ରମିକ

ବଲାଙ୍ଗୀର ଅଫିସ, ୨୯ା୩: କରୋନା ସଂକ୍ରମଣ ରୋକିବା ନେଇ ଦେଶବ୍ୟାପୀ ଲକ୍‌ ଡାଉନ୍‌ ସମୟରେ ସବୁଠୁ ବେଶୀ ଅସୁବିଧାରେ ପଡିଛନ୍ତି ଦାଦନ ଶ୍ରମିକ । ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଶତାଧିକ ଦାଦନ ଶ୍ରମିକ ଏବେ ଉଦ୍ଧାର...

ଆମିଶ ବଜାରରେ ଦରବୃଦ୍ଧିକୁ ନେଇ ଉତ୍ତେଜନା

ଦେବଗଡ, ୨୯ା୩ (ଡି.ଏନ.ଏ.): ଦେବଗଡ ଆମିଶ ବଜାରରେ ଅହେତୁକ ଦର ବୃଦ୍ଧିକୁ ନେଇ ରବିବାର ଗ୍ରାହକ ଓ ବ୍ୟବସାୟୀ ମୁହାମୁହିଁ ହୋଇଥିଲେ। ଉତ୍ତ୍ୟକ୍ତ ଗ୍ରାହକମାନେ ବଜାର ଫାଟକରେ ତାଲା ପକାଇ ଦେଇଥିଲେ । ପରିସ୍ଥିତି ଗୁରୁତର ଆକାର ଧାରଣ କରିବା...

ହରିଶଙ୍କରରେ ଭୋକିଲା ମାଙ୍କଡଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ଖପ୍ରାଖୋଲ, ୨୯ା୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ମନ୍ଦିର ଗତ ୮ଦିନ ହେଲା ବନ୍ଦ ରହିଥିବାବେଳେ କେବଳ ପୂଜକ ନୀତି ପୂଜା କରୁଛନ୍ତି। ତେବେ ଏଠାରେ ହଜାର ହଜାର ମାଙ୍କଡ ରହୁଥିବାବେଳେ ପର୍ଯ୍ୟଟକଙ୍କଠାରୁ ମୁଆଁ, ବିସ୍କୁଟ୍‌, ବାଦାମ, ମୁଢି,...

ପଞ୍ଚାୟତ ପୃଥକାବାସ ଶୌଚାଳୟ ଭାଙ୍ଗିଲେ ଦୁର୍ବୃତ୍ତ

ଲୋଇସିଂହା, ୨୯।୩(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ପକ୍ଷରୁ ଭାଲୁପାଲି ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କରୋନା ଭାଇରସ ମୁକାବିଲା ପାଇଁ ପୃଥକାବାସ କେନ୍ଦ୍ର କରାଯାଇଛି । ଏଠାରେ ନିର୍ମାଣ ଚାଲିଥିବା ଶୌଚାଳୟକୁ କେତେକ ଦୁର୍ବୃତ୍ତ...

୨ଶହ ଗରିବଙ୍କୁ ରନ୍ଧାଖାଦ୍ୟ ଦେଲେ ସ୍ବେଚ୍ଛାସେବୀ

ଖୋର୍ଦ୍ଧା ଅଫିସ,୨୯ା୩ : କରୋନା ଭୂତାଣୁ ସଂକ୍ରମଣ ଲାଗି ସାରା ଲକ୍‌ଡାଉନ ହୋଇଛିି। ଏହାର ପ୍ରଭାବରେ ଅସହାୟ, ଗରିବ, ଖଟିଖିଆ, ବୃଦ୍ଧାବୃଦ୍ଧା ବିଶେଷ ପ୍ରଭାବିତ ହୋଇଛନ୍ତି। ଭୋକ ଉପାସରେ ଦିନ କାଟୁଥିବାରୁ ଏମାନଙ୍କ ଲାଗି ଆଗେଇ ଆସିଛନ୍ତି ଖୋର୍ଦ୍ଧା ବିକାଶ...

ଭୋକିଲା ମୁହଁରେ ଫୁଟିଲା ହସ

ପୁରୀ ଅଫିସ,୨୯ା୩: କରୋନା ମୁକାବିଲା ପାଇଁ ପୁରୀ ଜିଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛି। ଏଭଳି ଏକ ଦୁଃସ୍ଥିତି ସମୟରେ ଅନେକ ନିରାଶ୍ରୟ ଓ ମାନସିକ ବିକାରଗ୍ରସ୍ତ ଦୁଇମୁଠା ଖାଇବାକୁ ପାଉନାହାନ୍ତି। ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ...

ପେଟ ପୋଷିବା ଚିନ୍ତାରେ ଫୁଟ୍‌ପାଥ୍‌ ବେପାରୀ

ଖୋର୍ଦ୍ଧା ଅଫିସ,୨୯ା୩: ସମ୍ପ୍ରତି ଲକ୍‌ଡାଉନ ଯୋଗୁ ଗାଡ଼ି ଚଳାଚଳ, ଦୋକାନବଜାର ସବୁ ବନ୍ଦ ରହିଛି। କଟକଣା ଯୋଗୁ କେହି ଘରୁ ପଦାକୁ ବାହାରୁନାହାନ୍ତି। ଏଭଳିସ୍ଥିତିରେ ଦିନମଜୁରିଆ, ଫୁଟଫାଥ ବେପାରୀଙ୍କ ଜୀବିକା ପ୍ରଭାବିତ ହୋଇଛି। ଖୋର୍ଦ୍ଧା ସହରର ହାବେଳି ପଡ଼ିିଆ ରାସ୍ତା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri