ଆମ ଜିଲା ଖବର

ତାମିଲ୍‌ନାଡ଼ୁରେ ଫସିଛନ୍ତି କାଶିପୁରର ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ

ଟିକିରି,୨୯ା୩: ଲକ୍‌ଡାଉନ୍‌ ଯୋଗୁ ରାୟଗଡ଼ା ଜିଲା କାଶିପୁର ବ୍ଲକ୍‌ ଡୁଡୁକାବାହାଲ ପଞ୍ଚାୟତ ଅଧୀନ କାଳିଆପଡ଼ା ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ତାମିଲ୍‌ନାଡ଼ୁରେ ଫସିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ କାମ ପାଇଁ ଗାଁର କେତେକ ଶ୍ରମିକ ତାମିଲ୍‌ନାଡ଼ୁ ରାଜ୍ୟ ଇରୋଡ୍‌ ଜିଲାର...

ବଜାରକୁ ସାନିଟାଇଜ୍‌ କଲେ: ମାସ୍କ, ସାନିଟାଇଜର ବାଣ୍ଟିଲେ

ପିପିଲି,୨୯ା୩(ଡି.ଏନ୍‌.ଏ.): କରୋନା ଯୋଗୁ ଲକ୍‌ଡାଉନ ଘୋଷଣା କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ତଥା ମେଡିସିନ୍‌ ଷ୍ଟୋର, ଦୁଗ୍ଧ ପାଉରୁଟି ଷ୍ଟଲ, ଫଳ ଓ ପନିପରବା ଦୋକାନଗୁଡିକ ଖୋଲା ରଖିବା ପାଇଁ ସରକାରଙ୍କ ଅନୁମତି ରହିଛି। ଏହି ଦୋକାନଗୁଡିକୁ ଲୋକମାନେ ଯିବା...

ଲୋକଙ୍କୁ ହାତ ଯୋଡ଼ିିଲେ ଖୋର୍ଦ୍ଧା ଏସ୍‌ପି

ଖୋର୍ଦ୍ଧା ଅଫିସ,୨୯।୩: କରୋନା ସଂକ୍ରମଣ ମୁକାବିଲା ଲାଗି ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଲୋକଙ୍କ ମଧ୍ୟରେ କୌଣସି ଫରକ ପଡୁନାହିଁ। ଶନିବାର ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ ନୂଆ ବସଷ୍ଟାଣ୍ଡରେ ବିନା କାରଣରେ ବାଇକରେ ବୁଲୁଥିବା ବ୍ୟକ୍ତିମାନଙ୍କୁ...

ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା

ରାଇକିଆ,୨୯।୩(ଡି ଏନ ଏ)- କନ୍ଧମାଳ ଜିଲା ରାଇକିଆ ବ୍ଲକ ବଡ଼ବରବା ପଞ୍ଚାୟତର ଖଜୁରିଖମନ ଗ୍ରାମରେ ଶନିବାର ରାତି ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ଘଟି ୪ବଖରା ଘର ପୋଡ଼ି ଯାଇଛି। ରାଇକିଆ ଠାରୁ ପାଖାପାଖି ୩୫ କିମି ଦୂର ଏବଂ ଯୋଗାଯୋଗ...

ଏମ୍‌କେସିଜିରେ ପୁଣି ୨ କରୋନା ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ ,୨୯ା୩ – ବିଶ୍ୱବ୍ୟାପୀ ଆତଙ୍କର କାରଣ ପାଲଟିଥିବା କରୋନା ଭୂତାଣୁର ପ୍ରକୋପ ଏବେ ଭାରତ ଉପରେ ଧୀରେ ଧୀରେ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ବଡ ମେଡିକାଲରେ ଦିନକୁ ଦିନ କରୋନା ସନ୍ଦିଗ୍ଧ ପୃଥକୀକରଣ କକ୍ଷରେ ଭର୍ତ୍ତି ହେଉଛନ୍ତି।...

ଶ୍ରମିକଙ୍କୁ ସହୟତା କଲା ଆନନ୍ଦପୁର ପ୍ରଶାସନ

ଆନନ୍ଦପୁର,୨୯। ୩(ସ୍ବ.ପ୍ର.)- କରୋନା ପାଇଁ ସମଗ୍ର ଅଞ୍ଚଳ ଲକ୍‌ ଡାଉନ୍‌। ଏହା ଦ୍ୱାରା ଶ୍ରମିକମାନେ କାମଧନ୍ଦା ନ ପାଇ ନିରାଶ ହେଉଛନ୍ତି। ଭାଇରସ୍‌ର ଭୟାବହତାକୁ ଦୃଷ୍ଟିରେ ରଖି ଶ୍ରମିକମାନେ ପରିସ୍ଥିତିର ମୁକାବିଲା କରିବା ପାଇଁ ପଛଘୁଞ୍ଚା ଦେଇନାହାନ୍ତି। ରବିବାର ଏଭଳି...

କରୋନା ସମ୍ପର୍କିତ ଭିଡିଓ ଭାଇରାଲ କରି ଜଣେ ଗିରଫ

ବଡବିଲ, ୨୯।୩ (ସ୍ବ.ପ୍ର.)-ଦେଶବ୍ୟାପୀ କରୋନାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। କରୋନାକୁ ପ୍ରତିହତ କରିବାକୁ ସରକାର ବିଭିନ୍ନ ପଦକ୍ଷେପମାନ ନେଉଥିଲାବେଳେ ୨୧ ଦିନ ପାଇଁ ଦେଶବ୍ୟାପୀ ଲକ ଡାଉନ ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ କରୋନା ସମ୍ପର୍କିତ ଭୁଲ...

ଆମ୍ବଗଛ ମୂଳେ ୪ ପରିବାର

ବରଗଡ଼ ଅଫିସ୍‌,୨୯।୩-ଠାକୁରାଣୀ(ସରମଙ୍ଗଳା)ଙ୍କୁ ଧରି ସପରିବାର ଗାଁ ଗହଳିକୁ ଯାଇ ଦୁଇ ପଇସା ରୋଜଗାର କରନ୍ତି । ସେଥିରୁ ସେମାନଙ୍କ ପରିବାର ଗୁଜୁରାଣ ମେଣ୍ଟିଥାଏ । ମାତ୍ର ଲକ୍‌ ଡାଉନ୍‌ ଯୋଗୁ ରୋଜଗାର ତ ଦୂରର କଥା, ଗ୍ରାମଠାରୁ ବହୁଦୂର ପଦ୍ମପୁର...

ଲକ୍‌ଡାଉନ୍‌: ଲୋକଙ୍କୁ ରନ୍ଧାଖାଦ୍ୟ ବାଣ୍ଟିଲେ ପାଟଣା ସୁରକ୍ଷା କମିଟିର ସଦସ୍ୟ

ପାଟଣା,୨୯।୩(ସ୍ବ.ପ୍ର): କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ଥିବା ବେଳେ ଦିନମଜୁରିଆ, ଖଟିଖିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ଘରେ ଚୁଲି ଜଳୁନାହିଁ। କେନ୍ଦୁଝର ଜିଲା ପାଟଣା ବ୍ଲକ ପାଟଣା ସୁରକ୍ଷା କମିଟି ତରଫରୁ ବଡ଼ପାଟଣା ପଞ୍ଚାୟତ ସ୍ବାମ ମୁଣ୍ଡା...

ସୀମାନ୍ତରେ ପ୍ରବାସୀଙ୍କୁ ଅଟକାଅ: ହାଇକୋର୍ଟ

କଟକ ଅଫିସ,୨୯।୩: ସାରା ବିଶ୍ୱରେ ଏବେ କରୋନା ଆତଙ୍କ। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ନେଇ ଦେଶକୁ ୨୧ ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଗରିବ ଏବଂ ଶ୍ରମିକ ଶ୍ରେଣୀୟ ଲୋକେ ଏହାଦ୍ୱାରା...

୧୦୨୬ ହୋମ୍‌ ଆଇସୋଲେଶନରେ, ୯୫ ଜଣଙ୍କ ୧୪ଦିନ ପୂରିଲା

ଶେରଗଡ଼,୨୯ା୩(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ୨୨ ପଞ୍ଚୟତରେ ୧୧୧୬ ଜଣ ବାହାରୁ ଗଁାକୁ ଫେରିଥିଲେ। ସେମାନଙ୍କୁ ନିଜନିଜ ଘରେ ଆଇସୋଲେଶନରେ ରଖାଯାଇଛି। ସେମାନଙ୍କ ଘର ଆଗରେ କରୋନା ସମ୍ପର୍କରେ ଏକ ପୋଷ୍ଟର ପ୍ରଶାସନ ପକ୍ଷରୁ ଲଗାଇ ଦିଆଯାଇଛି। ଉକ୍ତ ଘରୁ ବାହାରୁ...

ସାଇକେଲରେ ଘରକୁ ଫେରିଲେ ବାହାର ରାଜ୍ୟ ଟ୍ରକ୍‌ ଚାଳକ

ବରଗଡ଼ ଅଫିସ୍‌,୨୯।୩-ମାଲ୍‌ ପରିବହନ କାମ ପାଇଁ ବରଗଡ଼ ସହର ଉପକଣ୍ଠ ସିମେଣ୍ଟ କାରଖାନାକୁ ଆସିଥିବା ବାହ୍ୟ ରାଜ୍ୟର କେତେକ ଟ୍ରକ୍‌ ଚାଳକ ହଇରାଣ ହୋଇଛନ୍ତି। ଲକ୍‌ ଡାଉନ୍‌ ପରେ ନୂଆ ସାଇକେଲ କିଣି ସେଥିରେ ନିଜ ଗ୍ରାମକୁ ଫେରଛନ୍ତି। କାରଖାନା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri