ଆମ ଜିଲା ଖବର

ଠେଙ୍ଗା ଧରି ଗାଁ ମୁଣ୍ଡରେ ପହରା

କେନ୍ଦ୍ରାପଡା ଅଫିସ, ୨୮ା୩: କେନ୍ଦ୍ରାପଡା ଜିଲାର ବହୁ ପାଣି ପାଇପ୍‌ ମିସ୍ତ୍ରି ଦେଶବିଦେଶରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବିଦେଶରୁ ୫୦୮ ଓ ରାଜ୍ୟ ବାହାରୁ ୫୭୪୯ ଜଣ ଘରକୁ ଫେରିଛନ୍ତି। ବିଦେଶାଗତ ଏହି ଲୋକମାନେ ଗ୍ରାମରେ...

ଦଶପଲ୍ଲାରୁ ଗଲା ରଥକାଠ

ଦଶପଲ୍ଲା,୨୮ା୩(ଡି.ଏନ.ଏ.): ପୁରୀରେ ବିଶ୍ୱପ୍ରସିଦ୍ଧ ରଥ ନିର୍ମାଣ ନିମନ୍ତେ ଶୁକ୍ରବାର ଦଶପଲ୍ଲା ବନାଞ୍ଚଳରୁ ୨୩ଖଣ୍ଡ କାଠ ଟ୍ରକ୍‌ ଯୋଗେ କଟକ ଖପୁରିଆସ୍ଥିତ ସ’ମିଲ୍‌କୁ ପଠାଯାଇଛି। ଏହି କାଠ ମଧ୍ୟରେ ୨୦ଫୁଟିଆ ଅସନ ୧୧, ୧୨ଫୁଟିଆ ଅସନ ୭, ଧଉରା ୧୨ଫୁଟିଆ ୩,...

ବାପାଙ୍କୁ ଘରେ ଲୁଚାଇଥିବା ନେଇ ପୁଅଙ୍କୁ ମାଡ଼

ନୟାଗଡ଼ ଅଫିସ/ ରଣପୁର,୨୮ା୩(ସ୍ବ.ପ୍ର.): ବାପା କେରଳରେ ଫସିଛନ୍ତି। ଏପରିସ୍ଥଳେ ଘରେ ଲୁଚାଇଥିବା ନେଇ ଗଁ।ର କିଛି ଲୋକଙ୍କ ଅକ୍ରୋଶର ଶିକାର ହୋଇ ମାଡ ଖାଇଛନ୍ତି ପୁଅ, ମା’ଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ। ଏଭଳି ଘଟଣା ଶୁକ୍ରବାର ନୟାଗଡ ଜିଲା...

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପୁରୁଷୋତ୍ତମପୁର ତହସିଲ କର୍ମଚାରୀଙ୍କ ସହାୟତା

ପୁରୁଷୋତ୍ତମପୁର, ୨୮।୩(ଡି.ଏନ୍‌.ଏ.): କରୋନା(କୋଭିଡ-୧୯)ର ମୁକାବିଲା ଲାଗି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କର୍ମଚାରୀମାନେ ଆଗେଇ ଆସିଛନ୍ତି। ତହସିଲଦାର ଅରୁଣ କୁମାର ନାୟକ, ଅତିରିକ୍ତ ତହସିଲଦାର ଶୁନୀଲ କୁମାର ଟୁଡୁଙ୍କ ସମେତ କାର୍ଯ୍ୟରତ ସମସ୍ତ ୪୮ କର୍ମଚାରୀ ସେମାନଙ୍କ ଗୋଟିଏ ଦିନର...

କୋରେକ୍ସ ବିକ୍ରି: ୪ ଗିରଫ, ୫ ମାମଲା

ନୟାଗଡ଼ ଅଫିସ,୨୮ା୩: ନୟାଗଡ଼ ଜିଲାରେ ଆଇନ ଉଲ୍ଲଂଘନ ଅଭିଯୋଗରେ ବିଭିନ୍ନ ଥାନା ପକ୍ଷରୁ ୫ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷେ ନୟାଗଡ ବ୍ଲକ ପରିସରେ ଶୁକ୍ରବାର କୋରେକ୍ସ ବିକ୍ରି ଅଭିଯୋଗରେ ଟାଉନ ଥାନା ପୋଲିସ ୪ଜଣଙ୍କୁ ଗିରଫ କରି ତଦନ୍ତ...

କରୋନା ପଜିଟିଭ ଗୁଜବ କରି ୪ ଗିରଫ

ଜଗତ୍‌ସିଂହପୁର ଅଫିସ/ଏରସମା,୨୮ା୩(ସ୍ବ.ପ୍ର.): କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ହ୍ବାଟ୍‌ସଆପ୍‌ରେ ଗୁଜବ କରି ଗିରଫ ହୋଇଛନ୍ତି ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅଞ୍ଚଳର ୪ଜଣ। ସେମାନେ ହେଲେ ଏରସମା ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପଏଦା ଗ୍ରାମର ମାନସ ରଞ୍ଜନ...

ସପ୍ତାହକୁ ଥରେ ବସିବ ହାଟ

ରଘୁନାଥପୁର,୨୮ା୩(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଅଞ୍ଚଳରେ ଲକ୍‌ଡାଉନକୁ ଅନେକେ ମାନୁ ନ ଥିବା ଦେଖିବାକୁ ମିଳିଛି। ତେଣୁ ପ୍ରଶାସନ କଠୋର ହୋଇଛି। ବ୍ଲକ ଅଧୀନ ରଘୁନାଥପୁର, ରେଢୁଆ ଓ ଜଇପୁର ହାଟରେ ଲୋକଙ୍କ ଗହଳି ହେଉଥିବାରୁ ଏହାକୁ ସପ୍ତାହରେ...

ଦୁଇ ହୋଲ୍‌ସେଲରଙ୍କ ନାମରେ ମାମଲା

ଯାଜପୁର ଅଫିସ,୨୮ା୩: ଯାଜପୁର ସହରର ବିରଜାହାଟ ନିକଟରେ ଥିବା ଦୁଇ ହୋଲ୍‌ସେଲରଙ୍କ ନାମରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲାପାଳଙ୍କ କୋର୍ଟରେ ମାମଲା ରୁଜୁ ହୋଇଛି। ହୋଲ୍‌ସେଲର ଦୁଇଜଣ ହେଲେ ସଞ୍ଜୟ ସାହୁ ଓ ଧନେଶ୍ୱର ସାହୁ। ଏସମ୍ପର୍କରେ ଅତିରିକ୍ତ ଜିଲା ଯୋଗାଣ...

ନହକା ଛକକୁ ପରିବା ବଜାର ସ୍ଥାନାନ୍ତର

ଯାଜପୁର ଅଫିସ,୨୮ା୩: ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ଗ୍ରୀନ୍‌ ମାର୍କେଟସ୍ଥିତ ପରିବା ବଜାରରେ ଆବଶ୍ୟକ ସ୍ଥାନ ଅଭାବରୁ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରହି ପାରୁ ନ ଥିଲା। ଫଳରେ ଏଠାରେ କରୋନା ସଂକ୍ରମଣର ଆଶଙ୍କା କରି...

ଶ୍ରୀମନ୍ଦିରରେ ଦେଖିବାକୁ ମିଳୁନାହାନ୍ତି ମାଙ୍କଡ଼

ପୁରୀ ଅଫିସ,୨୮ା୩: ଶ୍ରୀମନ୍ଦିର ଯଦି ଆସିଛନ୍ତି ନିଶ୍ଚିତ ବହୁ ସଂଖ୍ୟାରେ ମାଙ୍କଡ଼ ଦେଖିଥିବେ। ବେଢା ପରିସରସ୍ଥ ବିଭିନ୍ନ ମନ୍ଦିର ଉପରେ ହେଉ ଅବା ଗଛରୁ ଗଛ ଏମାନେ ଡିଅଁ। ମାରୁଥାନ୍ତି। କେତେବେଳେ ଭକ୍ତଙ୍କ ହାତରୁ ଭୋଗ ପୁଡ଼ିଆ ଝାମ୍ପି ନିଅନ୍ତି...

ଅସୁରକ୍ଷିତ ଗଜରାଜ

ହାତୀଙ୍କ ଲାଗି ଅସୁରକ୍ଷିତ ହୋଇଛି ଖୋର୍ଦ୍ଧା ବନଖଣ୍ଡ। ଗତ ୧୫ବର୍ଷରେ ଏହି ବନଖଣ୍ଡରେ ଯାଇଛି ୭ ହାତୀଙ୍କ ଜୀବନ। ୧୧ବର୍ଷରେ ଘଟିଛି ୨୦ଜଣଙ୍କ ପ୍ରାଣହାନୀ। ଏଥିପାଇଁ ବନ ବିଭାଗର ଆନ୍ତରିକତା ଅଭାବ ଏବଂ ଜିଲା ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି...

ଏଫ୍‌ଏମ୍‌ ମେଡିକାଲ କଲେଜ ହସ୍ପିଟାଲରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର ଅଫିସ,୨୮ା୩: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା କରିବା ଲାଗି ରାଜ୍ୟ ସରକାର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସାମୟିକ ଭାବେ ନିଯୁକ୍ତି ଦେବା ଲାଗି ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri