ଆମ ଜିଲା ଖବର

ସିଏମ୍‌ସି ପକ୍ଷରୁ ହୋମ ଡେଲିଭରି ସେବା

କଟକ ଅଫିସ,୨୬ା୩: ସମ୍ପ୍ରତି ଲକ୍‌ଡାଉନ୍‌ ସମୟରେ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହୋମ ଡେଲିଭରି ସେବା ଯୋଗାଇଦେବାକୁ ବୁଧବାର ପଦକ୍ଷେପ ନିଆଯାଇଛି। ଜନଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଥିବା ସିଏମ୍‌ସି କମିଶନର...

ପଞ୍ଚାୟତରେ ଆଇସୋଲେଶନ ସେଣ୍ଟର

ପୁରୀ ଅଫିସ,୨୬ା୩: କରୋନା ମୁକାବିଲା ପାଇଁ ପୁରୀ ଜିଲା ପ୍ରଶାସନ ଜୋର୍‌ଦାର ଉଦ୍ୟମ ଜାରି ରଖିଛି। ଜିଲାର ୧୧ଟି ବ୍ଲକର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ବିଭିନ୍ନ ପଞ୍ଚାୟତରେ ଆଇସୋଲେଶନ ସେଣ୍ଟର ଖୋଲାଯାଇଛି। ଆଇସୋଲେଶନ ସେଣ୍ଟରରେ ବେଡ୍‌...

ଚେନ୍ନାଇରେ ଫଶିିଛନ୍ତି ପୁରୀର ୧୮ ତୀର୍ଥଯାତ୍ରୀ

ପୁରୀ ଅଫିସ,୨୬ା୩: ତୀର୍ଥ କରିବାକୁ ଯାଇଥିବା ପୁରୀର ୧୮ଜଣ ଚେନ୍ନାଇରେ ଅଟକି ରହିଛନ୍ତି। ଏବେ ଟ୍ରେନ୍‌ ଏବଂ ବିମାନ ସେବା ବନ୍ଦ ହୋଇଯାଇଥିବାରୁ ସେମାନେ ଓଡ଼ିଶା ଫେରି ପାରୁନାହାନ୍ତି। ବହୁତ ହଇରାଣରେ ରହୁଥିବାବେଳେ ଉଦ୍ଧାର ପାଇଁ ଏକ ଭିଡିିଓ ମାଧ୍ୟମରେ...

କରୋନା ଆତଙ୍କ ସମୟରେ କଳାବଜାରୀ, ଚଢାଉ କଲା ପ୍ରଶାସନ

ବଲାଙ୍ଗୀର ଅଫିସ, ୨୬ା୩-  କରୋନା ଆତଙ୍କକୁ ନେଇ ବିଶ୍ୱସ୍ତରରୁ ଗାଁ ଯାଏ ଜନସାଧାରଣ ଆତଙ୍କିତ ଅବସ୍ଥାରେ ଥିବାବେଳେ କେତେକ ଅସାଧୁ ବେପାରୀ ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ, ହ୍ୟାଣ୍ଡୱାସ, ସାନିଟାଇଜର ଚଢ଼ାଦରରେ ବିକ୍ରି କରୁଛନ୍ତି। ଆଳୁ, ପିଆଜ, ଚାଉଳ, କିରାନା ସାମଗ୍ରୀର...

ବୁଲା ଗୋରୁ, କୁକୁରଙ୍କୁ ଆହାର ଯୋଗାଇଲେ ସ୍ବେଚ୍ଛାସେବୀ

ବରଗଡ଼ ଅଫିସ୍‌,୨୬।୩- ଲକ୍‌ଡାଉନ୍‌ ପରେ ସାଧାରଣ ଜନତାଙ୍କ ଅପେକ୍ଷା ବୁଲା ଗୋରୁ, କୁକୁରଙ୍କ ଆହାର ଚିନ୍ତା ବଢ଼ିଯାଇଛି। ଏହାକୁ ହୃଦୟଙ୍ଗମ କରି ବରଗଡ଼ ସହରର ୭ ସ୍ବେଚ୍ଛାସେବୀ ଯୁବକ ବୁଧବାରରୁ ଘରୁ ପଦାକୁ ବାହାରି ସେମାନଙ୍କ ସାହାଭରସା ପାଲଟିଛନ୍ତି। ଏକ...

ଫସଲ ବି ଉଜାଡ଼ିଲା କରୋନା ବିପତ୍ତି

ତେଲକୋଇ,୨୬ା୩(ଡ଼ି.ଏନ୍‌.ଏ.)- କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅଞ୍ଚଳରେ ଏଥର ୫ହଜାରରୁ ଅଧିକ ଚାଷୀ ପ୍ରାୟ ୨୦ହଜାର ହେକ୍ଟର ଜମିରେ ତରଭୁଜ ଚାଷ କରିଛନ୍ତି। ଅମଳ ପରେ ସେମାନେ ରାଜ୍ୟ ବାହାର ସମେତ ବିଭିନ୍ନ ସ୍ଥାନକୁ ଏହାକୁ ପଠାଇଥାନ୍ତି। ସମ୍ପ୍ରତି କରୋନା...

ଆଇନଜୀବୀ ଓ ଯୁବନେତାଙ୍କୁ ପୋଲିସର ମାଡ଼

ଆନନ୍ଦପୁର,୨୬।୩(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସ୍ପେଶାଲ ସ୍କାଡ୍‌ରେ କାର୍ଯ୍ୟ କରୁଥିବା ରାମଚନ୍ଦ୍ରପୁର ଥାନାର ଜଣେ ଏସଆଇ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ବ୍ରିଜ ଛକ ନିକଟରୁ ଜଣେ ଆଇନଜୀବୀଙ୍କୁ ମାଡ଼ ମାରି ଉଠାଇ ନେବା ବେଳେ ସେଠାରେ ଉପସ୍ଥିତ ଜଣେ ଭାଜପା...

ଗୋଟିଏ ବାଇକ୍‌କୁ ଲିଟରେ ପେଟ୍ରୋଲ

ଭଦ୍ରକ ଅଫିସ, ୨୬ା୩- ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ପେଟ୍ରୋଲ ପମ୍ପଗୁଡ଼ିକ ଲାଗି ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଗୋଟିଏ ବାଇକ୍‌କୁ ସର୍ବାଧିକ ଏକ ଲିଟର ପେଟ୍ରୋଲ ଦେବା ସକାଶେ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।...

ମାସ୍କ ତିଆରି କରି ରିହାତି ଦରରେ ଯୋଗାଇଲେ ଏସ୍‌ଏଚ୍‌ଜି ମହିଳା

ସୋନପୁର, ୨୬।୩(ନି.ପ୍ର.) ଘାତକ କରୋନା ଭୂତାଣୁର ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏଭଳି ସମୟରେ ବଜାରରେ ମାସ୍କ ମିଳୁନି। ପ୍ରଶାସନର ପରାମର୍ଶକ୍ରମେ ସୁବର୍ଣ୍ଣପୁର ଜିଲାର ୧୨ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମାସ୍କ ତିଆରି କରି ଚର୍ଚ୍ଚାକୁ...

୨୨ କଏଦୀ ସ୍ଥାନାନ୍ତର

ଭଦ୍ରକ ଅଫିସ, ୨୬ା୩- ଭଦ୍ରକ ସବ୍‌ଜେଲରେ କ୍ଷମତା ଠାରୁ ପ୍ରାୟ ଦୁଇଗୁଣା କଏଦୀ ରହି ଆସୁଥିଲେ। ଜେଲ୍‌ ପରିସରରେ ସାମାଜିକ ଦୂରତା ପାଳନ ହେଉ ନ ଥିବା ନେଇ ଧରିତ୍ରୀରେ ଏକ ଖବର ମଙ୍ଗଳବାର ପ୍ରକାଶ ପାଇଥିଲା। ଏହାପରେ ଜେଲ...

ପନିପରିବା, ଗ୍ରସେରି ଦୋକାନ ଲାଗି ପରିବର୍ତ୍ତିତ ନିୟମ

ଭଦ୍ରକ ଅଫିସ,୨୬ା୩ – ଲକ୍‌ଡାଉନ ପରିପ୍ରେକ୍ଷୀରେ ଭଦ୍ରକ ସହରରେ ସାମାଜିକ ଦୂରତା ଅବଲମ୍ବନ କରିବା ନିମନ୍ତେ ଜିଲା ପ୍ରଶାସନ ଅତ୍ୟାବଶ୍ୟକ ଦୋକାନ ଖୋଲିବା ନିୟମର କେତେକ ପରିବର୍ତ୍ତନ ଆଣିଛନ୍ତି। ଲକ୍‌ଡାଉନ ସମୟ ମଧ୍ୟରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ...

ଲକ୍‌ଡାଉନ ଉଲ୍ଲଂଘନ କରି ୮ବାଇକ୍‌ ଜବତ:୨ ଗିରଫ

ବାରିପଦା ଅଫିସ/ଠାକୁରମୁଣ୍ଡା,୨୬ା୩(ଡ଼ି.ଏନ୍‌.ଏ.)- ବୁଧବାରଠାରୁ ଲକ୍‌ଡାଉନକୁ କଡ଼ାକଡ଼ି କରିବା ଲାଗି ମୟୂରଭଞ୍ଜ ଜିଲା ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଲକ୍‌ଡ଼ାଉନର ପ୍ରଥମ ଦିନରେ ପୋଲିସ ନିୟମ ଉଂଲଘନ କରିଥିବା ଅଭିଯୋଗରେ ୮ଟି ବାଇକ୍‌କୁ ଜବତ କରିିଛି। ଠାକୁରମୁଣ୍ଡା ଥାନା ପୋଲିସ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri