ଆମ ଜିଲା ଖବର

ଫେରାର ଚୋରି ଅଭିଯୁକ୍ତ ଗିରଫ

ଯୋଡ଼ା,୧୮।୩(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର କମାରଯୋଡ଼ା ଠାରେ ହୋଇଥିବା ଚୋରି ଘଟଣାର ଜଣେ ଅଭିଯୁକ୍ତଙ୍କୁ ଯୋଡ଼ା ପୋଲିସ ବୁଧବାର ଗିରଫ କରିଛି। ଅଭିଯୁକ୍ତ ହେଲେ ଯୋଡ଼ା ମଙ୍ଗଳା ମନ୍ଦିର ନିକଟରେ ରହୁଥିବା ଟେପେ କାରୁଆ ା ପୋଲିସ ସୂଚନା...

ବଳାତ୍କାରୀଙ୍କୁ ୭ ବର୍ଷ ଦଣ୍ଡାଦେଶ

ତାଳଚେର,୧୮ା୩(ନି.ପ୍ର): ଏକ ବଳାତ୍କାର ମାମଲାର ବିଚାର କରି ତାଳଚେର ଅତିରିକ୍ତ ଜିଲା ଦୌରାଜଜ୍‌ ଅମୃତ ରଞ୍ଜନ ନନ୍ଦ ମଙ୍ଗଳବାର ଖମାର ଉପଖଣ୍ଡ ବଡ଼ଗୁଣ୍ଡୁ ଗ୍ରାମର ସାଲୁକା ବାଇପେଇଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ ସଶ୍ରମ କାରାଦଣ୍ଡା ଦେଶ...

କାର୍‌ ସହ ଗଞ୍ଜେଇ ଜବତ, ୨ କୋର୍ଟ ଚାଲାଣ

ଶଙ୍କରାଖୋଲ,୧୮ା୩(ଡି.ଏନ୍‌.ଏ.): ଟିକାବାଲି ଥାନା ବାହାଡାସାହି ଛକଠାରେ ଟିକାବାଲି ପୋଲିସ ପକ୍ଷରୁ ଯାନବାହାନ ଯାଞ୍ଚ କରାଯାଉଥିଲା। ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏକ କାର ଜବତ କରି ପୋଲିସ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ ବୁଧବାର କୋର୍ଟ...

୫ ବାଂଲାଦେଶ ଫେରନ୍ତାଙ୍କ ହେଲା ମେଡିକାଲ ଯାଞ୍ଚ

କୋରୁକୋଣ୍ଡା,୧୮ା୩(ଡି.ଏନ.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଚିତାପାରି-୩ ପଞ୍ଚାୟତ ଅନ୍ତର୍ଗତ ଏମଭି-୧୦୪ ଗ୍ରାମର ଗୋଟିଏ ପରିବାରର ୫ ଜଣ ସଦସ୍ୟ ବିଦେଶ ଯାଇ ଫେରିଥିବାରୁ ସେମାନଙ୍କୁ ସନ୍ଦେହରେ ମେଡିକାଲ ପରୀକ୍ଷା କରାଯାଇଛି। ଗତ ଦୁଇ ମାସ ତଳେ ଏହି ପରିବାର...

କରୋନା ପାଇଁ ସଚେତନ କରୁଛନ୍ତି ଡାକ୍ତରୀ ଟିମ୍‌

ମାଥିଲି/ଗୋବିନ୍ଦପଲି,୨୮।୩(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅଞ୍ଚଳର ବିଭିନ୍ନ ଆଦିବାସୀପଡା ଗ୍ରାମରେ ବୁଧବାର ଡାକ୍ତରୀଦଳ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଛନ୍ତି। ଆଦିବାସୀ ଗ୍ରାମଗୁଡିକରେ ଘରକୁ ଘର ବୁଲି କରୋନାକୁ ଭୟ ନ କରି ସଚେତନ ଓ ସତର୍କ ରହିବାକୁ...

ଦୁର୍ନୀତିର ତଦନ୍ତ ନ ହେଲେ ଆନ୍ଦୋଳନ

ଜଳେଶ୍ୱର,୧୮।୩(ସ୍ବ.ପ୍ର.):  ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହେଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ସୁଦର୍ଶନ ଦାସଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବିଡ଼ିଓ ଦୀପ୍ତିରଞ୍ଜନ ସେଠୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ...

ପୋଲିସ ନିକଟରେ ୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୮।୩(ଡି.ଏନ୍‌.ଏ.): ପୁଣି ମାଲକାନଗିରି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ବୁଧବାର ୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ମୁଖ୍ୟ ମାଓବାଦୀ ଜଣକ ହେଲେ ସାମ୍ବା ଖରା। ତାଙ୍କ ଘର ସ୍ବାଭିମାନ...

କରୋନା କଟକଣା: ନିରାଡମ୍ବର ଭାବେ ପାଳନ ହେବ ପାଣ୍ଡବଘାଟ ବାରୁଣୀ ଯାତ୍ରା

ବାହାନଗା,୧୮।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲାରେ କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି। ଫଳରେ ଚଳିତ ବର୍ଷ ହେବାକୁ ଥିବା ପାଣ୍ଡବ ଘାଟ ବାରୁଣୀ ଯାତ୍ରା ନିରାଡମ୍ବର ଭାବେ ପାଳନ ହେବ ବୋଲି ଜଣାପଡ଼ିଛି। ବାଲେଶ୍ୱର ଜିଲା ସୋର ଥାନା...

ଜନନୀ ଯନ୍ତ୍ରଣା: ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟରେ ବୁହାହେଲେ ପ୍ରସୂତି

ରାୟଗଡା ଅଫିସ, ୧୮।୩: ଖଟରେ ବୁହା ହେଲେ ପ୍ରସୂତି। ଗ୍ରାମକୁ ରାସ୍ତା ନ ଥିବାରୁ ପ୍ରସୂତିଙ୍କୁ ଖଟରେ ବୁହା ହୋଇଥିବା ଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କୋଲନରା ବ୍ଲକ ଅନ୍ତର୍ଗତ ଡୁମୁକୁ ଗ୍ରାମରରେ। ସେ ହେଲେ ସାବିତ୍ରୀ...

କରୋନାକୁ ନେଇ ବାରୁଣୀ ସ୍ନାନ ବନ୍ଦ: ପୂଜାର୍ଚ୍ଚନା ଲାଗି ପୀଠରେ ରହିବେ ୫ଜଣ, ଶ୍ରଦ୍ଧାଳୁଙ୍କ ସମାଗମକୁ ରୋକିବା ଲାଗି ବ୍ୟାପକ ବ୍ୟବସ୍ଥା

ପୁରୁଷୋତ୍ତମପୁର,୧୮।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟଠାରେ ବୁଧବାର ତହସିଲଦାର ଅରୁଣ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିବା ବେଳେ ଶନିବାର ଓ ରବିବାର...

କରୋନା ସତର୍କତା: ଶୂନ୍‌ଶାନ ବନ୍ତଳା ସାପ୍ତାହିକ ହାଟ

ବନ୍ତଳା,୧୮।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ଅଧୀନ ବନ୍ତଳା ସାପ୍ତାହିକ ହାଟକୁ ପୋଲିସ ବୁଧବାର ଭୋର ସମୟରେ ବନ୍ଦ କରିଛି। ସମସ୍ତ ଚାଷୀ ଓ ବେପାରୀମାନଙ୍କୁ ଫେରାଇ ଦେବା ସହ ଚାଷୀମାନେ ନିଜ ଗ୍ରାମ କିମ୍ବା ଜନଗହଳି ନ ଥିବା...

୬୦୦ ଲିଟର ଦେଶୀ ମଦ, ୯୨୮୦ କେଜି ମହୁଲ ପୋଚ ଜବତ: ୨ ଗିରଫ

ଆନନ୍ଦପୁର,୧୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢ଼ାଉରେ ବହୁଳ ପରିମାଣର ଦେଶୀ ମଦ, ରନ୍ଧାସାମଗ୍ରୀ ଜବତ ହୋଇଛି। ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ କଣ୍ଟିପାଳର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri