ଆମ ଜିଲା ଖବର

ଭାଗ୍ୟକୁ ଆଦରି ରହିଛନ୍ତିି ୧୫ କିଡ଼ନୀ ରୋଗୀ

ରାୟଗଡ଼ା ଅଫିସ ,୧୪।୩ ରାୟଗଡ଼ା ସହରରେ ରହିଛି ଜିଲା ମୁଖ୍ୟ ଚିକିତ୍ସାଳୟ ା ରାୟଗଡ଼ା ଜିଲାରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ରୋଗୀ ଏଠାରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଉ ନ ଥିବାରୁ ରାଜ୍ୟ ଓ ରାଜ୍ୟ ବାହାରର ଚିକିତ୍ସାଳୟ ଉପରେ ନିର୍ଭର...

ଅଜନା ରୋଗ୍‌ରେ ଦିବ୍ୟାଙ୍ଗ ପାଲଟିଛନ୍‌ ଭାଇବହେନ୍‌

  କୋମନା, ୧୪।୩ (ଡି.ଏନ୍‌.ଏ.)- ରାଏଜ୍‌ ସରକାର ଅସାହା, ଗରିବ ଦୁଖି, ଭିନ୍ନକ୍ଷମମାନକୁ ଭିନେ ଭିନେ ଯୋଜନାରେ ସୁବିଧା ସୁଯୋଗ ଯୁଗେଇ ଦେଉଛନ୍‌। ହେଲେ ସରକାରୀ ଅଧ୍‌କାରୀ, କରମ୍‌ଚାରୀକଁର ଖାମ୍‌ଖିଆଲି ମନଭାବ ଲାଗି ଅନେକ ଜାଗାରେ ହକ୍‌ଦାର ହିତାଧିକାରୀ ସରକାରକଁର...

ଭତାରୁ ବଁଚିତ୍‌ ଫୁଲ

  ଲାଠୋର, ୧୪ା୩ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଅଁାଝର ପଁଚେତ୍‌ ଅଧୀନ ସାନଗୁର୍ଜିଭଟାର ଫୁଲ ନାଗ(୫୬)। ଆପ୍‌ନେ ପୀତବାସ ନାଗ ଦୁଇ ବଛର ତଲେ ଆରପାରକେ ଚାଲିଯାଇଛନ୍‌। ହେଲେ ଫୁଲ ଆଏଜ୍‌ତକ ବିଧବା ଭତା ପାଏବାରୁ ବଁଚିତ୍‌...

ଆର୍‌ବିଏସ୍‌କେ ଦେଲା ନୂଅଁ। ଜୀବନ୍‌

  ଲାଠୋର, ୧୪ା୩ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଁଚେତ୍‌ ସଦର ଗଁ। ର ଝନେ ଦିବ୍ୟାଙ୍ଗ ଛାତ୍ରୀ ସୁବିଧା ହଂସ(୧୨) ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାଯ୍‌କରମ(ଆର୍‌ବିଏସ୍‌କେ) ଜରିଆରେ ନୂତନ ଜୀବନ୍‌ ପାଇଥିବାର କହିଛନ୍‌। ସୂଚନା ଅନ୍‌ସାରେ...

ଭତାରୁ ବଁଚିତ୍‌ ପକ୍ଷାଘାତ ରୁଗୀ କୌଶଲ୍ୟା

  ଲୋଇସିଂହା, ୧୪।୩ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ବାଦିବାହାଲ ଗଁାର କଳାକାର ନାଏକକଁର ମାଏକିନା କୌଶଲ୍ୟା ନାଏକ(୬୧)। ସେ ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ଅଛନ୍‌। ଚିକିଛାରେ ପାଖାପାଖି ଦେଢ଼ ଲାଖ୍‌ ଟଁକା ସାରି ସରବ୍‌ସୁଅଁାତ ହେଇଛନ୍‌।...

ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ

ବିନିକା,୧୩ା୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ମହାଦେବପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂସାମୁରା ଗାଁରେ ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ ଦେଖାଦେଲାଣି। ୨ଟି ଓ୍ବାର୍ଡରେ ବିଶିଷ୍ଟ ଏହି ଗ୍ରାମରେ ୭ଶହରୁ ଉର୍ଦ୍ଧ୍ୱ ଲୋକେ ବାସ କରୁଥିବା ବେଳେ ରହିଛି ୪ଟି ନଳକୂପ।...

ଚର୍ଚ୍ଚରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

ରାଇକିଆ,୧୩ା୩(ଡି.ଏନ.ଏ): ରାଇକିଆ ବ୍ଲକ ମଣ୍ଡାକିଆ ପଞ୍ଚାୟତର ବୁଡାମାହା ବିଲିଭର୍ସ ଚର୍ଚ୍ଚରୁ ଗୁରବାର ରାତିରେ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଛନ୍ତି। ଏନେଇ ଶୁକ୍ରବାର ରାଇକିଆ ଥାନାରେ ଅଭିଯାଗ ହୋଇଛି। ଚର୍ଚ୍ଚରେ ଥିବା ଅଡିଓ ପ୍ଲେୟାର, କ୍ୟାସିଓ ମ୍ୟୁଜିକ୍‌...

ନିଶା ପାଇଁ ଟଙ୍କା ନଦେବାରୁ ଭଉଣୀ ତଣ୍ଟିଚିପି ହତ୍ୟା ଉଦ୍ୟମ

ଫୁଲବାଣୀ ଅଫିସ, ୧୩ା୩: ନିଶା ଖାଲି ମଣିଷକୁ ବିପଥଗାମୀ କରେନାହିଁ, ଆତ୍ମୀୟ ସ୍ବଜନଙ୍କୁ ମଧ୍ୟ ଛାଡେନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ଫୁଲବାଣୀ ସହର ପେଞ୍ଜିସାହିରେ ଦେଖିବାକୁ ମିଳିଛି। ମଦ ପାଇଁ ଟଙ୍କା ନଦେବାରୁ ଶୁକ୍ରବାର ଭଉଣୀ ତଣ୍ଟି ଚିପି ମାରିବାକୁ...

ଶ୍ରୀରାମନବମୀ ମହୋତ୍ସବ ପାଇଁ ଗଣଦୌଡ଼ ୧୫ରେ

ଭଦ୍ରକ ଅଫିସ, ୧୩।୩:  ଆସନ୍ତା ଏପ୍ରିଲ ୨ରେ ରାମ ନବମୀ। ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ ଚଳିତବର୍ଷ ଆଡ଼ମ୍ବରରେ ଅନୁଷ୍ଠିତ ହେବ। ମହୋତ୍ସବ ପୂର୍ବରୁ ପ୍ରତିବର୍ଷ ପରି ଏଥର ମାତୃଭୂମି ପାଇଁ ଗଣଦୌଡ଼ ଆସନ୍ତା ୧୫ ତାରିଖରେ କାର୍ଯ୍ୟକ୍ରମ...

ନିଆଁ ଲାଗି ଜଳିଗଲା ଡିଜେଲ ଟ୍ୟାଙ୍କର

ରାଇସୁଆଁ/କେନ୍ଦୁଝର,୧୩।୩(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ରାଇସୁଆଁ ହାଇସ୍କୁଲ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଡିଜେଲ ଟ୍ୟାଙ୍କର ନିଆଁ ଲାଗି ଜଳିଯାଇଛି। ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ଲୋକେ ଚାଳକଙ୍କୁ ଉଦ୍ଧାର କରିବା ସହ ସଦର ଥାନାକୁ...

ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୧.୭୦ ଲକ୍ଷ

ରୂପ୍‌ସା, ୧୩।୩(ଡି.ଏନ.ଏ.): ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା ଛକ ନିକଟରେ ଶୁକ୍ରବାର ଜଣେ ଗୋରୁ ବ୍ୟବସାୟୀଙ୍କୁ ଭୁଜାଲି ମାଡ଼ କରି ତାଙ୍କ ବାଇକ୍‌ ସହ ୧ଲକ୍ଷ ୭୦ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।...

କିରୋସିନ ବାଟମାରଣା ଅଭିଯୋଗରେ ଡିଲର ନିଲମ୍ବିତ

ବାଲେଶ୍ୱର ଅଫିସ, ୧୩।୩: ବାଲେଶ୍ୱର ସଦର ବ୍ଲକ ଅଧୀନ ଗୁଡ଼ ପଞ୍ଚାୟତର ଡିଲର ହିତାଧିକାରୀଙ୍କୁ କିରୋସିନ ନ ଦେଇ ହେରଫେର କରିଥିବା ନେଇ ୬ ମାସ ପୂର୍ବରୁ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରାଯାଇ ଡିଲରଙ୍କୁ ନିଲମ୍ବନ କରାଯାଇଛି। ଗୁଡ଼...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri