ଆମ ଜିଲା ଖବର

ହୋଲି ଫିକା,କୁକୁଡ଼ା ଗୋଟେ ୪୦ ଟଙ୍କା

ଭଞ୍ଜନଗର,୧୦।୩(ଡି.ଏନ୍‌.ଏ): ବାର୍ଡ ଫ୍ଲୁ ଏବଂ କରୋନା ଭାଇରସ ଯୋଗୁ କୁକୁଡ଼ା ମାଂସ ବିକ୍ରି ପ୍ରାୟ କମିଯାଇଛି । ତେଣୁ  ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଥିବା କୁକୁଡ଼ା ଫାର୍ମରୁ କୁକୁଡ଼ା ରପ୍ତାନି ହୋଇପାରୁନାହିଁ । କିଛି କୁକୁଡ଼ା ଫାର୍ମ ମାଲିକ...

ଷଣ୍ଢ ଲଢେଇ ବେଳେ ଦୁର୍ଘଟଣା: ଯୁବକଙ୍କ ଉପରେ ଚଢିଗଲା ଟ୍ରକ

ସୋର, ୧୦ା୩(ଡି.ଏନ.ଏ.)-ବାଲେଶ୍ବର ଜିଲା ସୋର ଥାନା ଅନ୍ତର୍ଗତ ସୋର-ମଙ୍ଗଳପୁର ରାସ୍ତା ବାଗୁଡି ବଜାର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଟ୍ରକ ତଳେ ଚାପି ହୋଇ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ମହୁମୁହାଣ ଗ୍ରାମର...

କରୋନା ଭୟ: ହଳଦୀ ଚନ୍ଦନରେ ହୋଲି

ଢେଙ୍କାନାଳ ଅଫିସ୍, ୧୦ା୩- ଦ୍ରୁତ ଗତିରେ ବ୍ୟାପୁଥିବା କୋଭିଡ-୧୯ ବା କରୋନା ଭୂତାଣୁ ସଂକ୍ରମଣ ଭୟରେ ଢେଙ୍କାନାଳରେ ହୋଲି ପାଳନ ଫିକା ପଡିଥିବା ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ଲୋକେ ଅବିରରେ ରଙ୍ଗ ଖେଳିଥତ୍ବାବେଳେ ହୋଲି ପାଳନରୁ ଅଧତ୍କାଂଶ ନିଜକୁ...

ଯୋଗକରି ହୋଲିଖେଳିଲେ କାମାକ୍ଷାନଗର ଅଞ୍ଚଳବାସୀ

କାମାକ୍ଷାନଗର,୧୦।୩(ଡି.ଏନ୍‌.ଏ.): ଆଜି ରଙ୍ଗର ପର୍ବ ହୋଲି। ସାରା ଦେଶରେ ଏହି ପର୍ବକୁ ଧମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ ଚଳିତବର୍ଷ କରୋନାର ଭୟରେ ଏକ ପ୍ରକାର ହୋଲି ଫିକା ପଡ଼ିଛି। ତେବେ କେତେକ ସ୍ଥାନରେ ହର୍ବାଲ ରଙ୍ଗର ବ୍ୟବହାର କରାଯାଇ ହୋଲି...

ହିଙ୍ଗୁଳା ମନ୍ଦିରରୁ ଚୋରି: ତାଲା ଭାଙ୍ଗି ହୁଣ୍ଡିବାକ୍ସରୁ ଟଙ୍କା ନେଇଗଲେ ଦୁର୍ବୃତ୍ତ

ବଅଁରପାଳ,୧୦।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦଠାରେ ଥିବା ହିଙ୍ଗୁଳା ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ହୁଣ୍ଡି ବାକ୍ସରୁ ଚୋରି କରିଥିବା ନେଇ ସକାଳେ ପୂଜାରୀ ଦେଖି...

ଆଗରପଡା ମେଲଣରେ ୬୦ରୁ ଉର୍ଦ୍ଧ୍ୱ ବିମାନ

ବନ୍ତ, ୧୦ା୩(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ରାମଗଡ ମେଲଣରେ ୬୦ରୁ ଊର୍ଦ୍ଧ୍ୱ ସୁସଜ୍ଜିତ ବିମାନ ବିରାଜମାନ ହୋଇଛନ୍ତି। ମଙ୍ଗଳବାର ଭୋର ୪ଟାରେ ବାଣ ରୋଷଣୀ ସହିତ ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମରୁ ବିମାନଗୁଡିକ ଆସି ମେଲଣ ପଡିଆରେ ପହଞ୍ଚିଥିଲେ ।...

ଦୁଇ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ପାଟଣା, ୧୦ା୩(ସ୍ବ. ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମ ଦେଉଳିଆ ସାହିର ଜଣେ ଓ ନୂଆଖମଣ ଢ଼ିପା ସାହିର ଜଣେ ଯୁବକଙ୍କ ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ରାଜନଗର ଦେଉଳିଆ ସାହିର ଅକ୍ଷୟ କୁମାର...

ଆରମ୍ଭ ହେଲା ଐତିହାସିକ ପତିରାଜପୁର ମେଳା: ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ସୋର, ୧୦ା୩(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ବ୍ଲକର ଐତିହାସିକ ପତିରାଜପୁର ଦୋଳମେଳନ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ସୋମବାର ରାତିରେ ଆରମ୍ଭ ହୋଇଛି। ମେଳାର ଚତୁଃପାର୍ଶ୍ୱରୁ ୮୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ ବାଜା ରୋଷଣି ଶଙ୍ଖ ହୁଳହୁଳି...

ଛାତ୍ରୀଙ୍କ ଆତ୍ମହତ୍ୟା

ରୂପସା, ୧୦ା୩(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅନ୍ତର୍ଗତ ସାଉଡି ଗ୍ରାମର ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ଗତ ୮ ତାରିଖ ସନ୍ଧ୍ୟାରେ ଘରେ କେହି ନ ଥିବା ବେଳେ ସେ ରଶି...

ପାଇପଲାଇନ କାଟି ତେଲ ଚୋରି

ରୂପସା, ୧୦ା୩(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ମଧୁସୂଦନ ଗ୍ରାମ ନିକଟ ଦେଇ ଯାଉଥିବା ହଳଦିଆ-ପାରାଦ୍ୱୀପ ପାଇପ ଲାଇନ କାଟି ଦୁର୍ବୃତ୍ତ ନିୟମିତ ତେଲ ଚୋରି କରୁଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଏକ ମାମଲା(ନଂ.୬୫/୨୦) ରୁଜୁ କରି ପୋଲିସ ତଦନ୍ତ...

ବାଇକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଖଇରା, ୧୦ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମାର୍କୋଣା-ଗଣ୍ଡିବେଡ଼ ରାସ୍ତାର କଲିହା ଛକ ନିକଟରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ନନ୍ଦୋର ଗ୍ରାମର ୬୫ ବର୍ଷୀୟ ବୃଦ୍ଧ ଗାନ୍ଦସା ସିଂ କୁରୁଣ୍ଟା ଦୋଳ ମେଳଣ...

ଭୋର ୪ଟାରେ କଟକରେ ପହଞ୍ଚିଲେ ୫-ଟି ସଚିବ: ଖାନନଗରକୁ ଘୁଞ୍ଚିବ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ

କଟକ ଅଫିସ୍‌,୧୦ା୩: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ମଙ୍ଗଳବାର ଭୋର ପ୍ରାୟ ୪ଟା ବେଳେ କଟକ ବାଦାମବାଡ଼ିରେ ପହଞ୍ଚିଥିଲେ । ବାଦାମବାଡ଼ି ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri