ରାୟଗଡ଼(ଗଜପତି), ୯ା୩ (ଡି.ଏନ୍.ଏ.) ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ଗାଁରୁ ସହର ସମସ୍ତ ଅଞ୍ଚଳକୁ ବାହ୍ୟ ମଳମୁକ୍ତ କରିବାହ ପାଇଁ ପ୍ରତ୍ୟେକ ଘରେ ସ୍ବଚ୍ଛ ଶୌଚାଳୟ ନିର୍ମାଣ ଯୋଜନା କରିଛନ୍ତି। ମାର୍ଚ୍ଚ ୩୦ ସୁଦ୍ଧା ପାଇଖାନା ତିଆରି ପାଇଁ ଲକ୍ଷ୍ୟ ରଖିଥିବାବେଳେ...
ଅତାବିରା, ୯।୩ (ଡି.ଏନ୍.ଏ.)- କେନ୍ଦ୍ର ଆର ରାଏଜ୍ ସରକାର ଲୁକ୍କୁ ସୁଆସ୍ତିଅ ସେବା ଯୁଗେଇ ଦେବାରଲାଗି ଅନେକ ଯୋଜନା କାଯ୍କାରୀ କରୁଛନ୍। ସେନ୍ତା ଲୋକ ସଂଖ୍ୟା ଦେଖି ଅନେକ ଜାଗାରେ ନୂତନ ଡାକ୍ତରଖାନା ଖୁଲୁଛନ୍। ହେଲେ ଅନେକ ଜାଗାରେ ଡାକ୍ତର,...
ଚନ୍ଦାହାଣ୍ଡି,୯ା୩(ଡି.ଏନ୍.ଏ.) ପୂର୍ବରୁ ଗାଁ ଗାଁରେ ଭାଗବତ ଟୁଙ୍ଗି ରହିଥିଲା ା ପ୍ରତି ସନ୍ଧ୍ୟାରେ ଗ୍ରାମବାସୀ ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ଶ୍ରବଣ କରୁଥିଲେ। କ୍ରମଶଃ ଆଧୁନିକତାର ସ୍ପର୍ଶରେ ଏହି ଭାଗବତ ଟୁଙ୍ଗିଗୁଡିକ ବନ୍ଦ ହୋଇଗଲା ା ଟିଭି ଏବଂ ମୋବାଇଲ ଆସିଲା...
Page 4,551 of 6,014« First«...102030...4,5494,5504,5514,5524,553...4,5604,5704,580...»Last »
Archives
Model This Week
ପିଲାଙ୍କ ଧରିତ୍ରୀ