ଆମ ଜିଲା ଖବର

କରୋନା ପାଇଁ ଖୋଲିଲା କଣ୍ଟ୍ରୋଲ୍‌ ରୁମ୍‌

କଟକ ଅଫିସ, ୮।୩: କରୋନା ଭୁତାଣୁର ମୁକାବିଲା କରିବା ପାଇଁ କଟକ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶନିବାର ଅପରାହ୍ନରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ଜଗତ୍‌ସିଂହପୁର ଜିଲା ଚିଠି: ସରିଯାଉଛି ଟୋକନ ଅବଧି, ସମସ୍ୟାରେ ପଡୁଛି ଚାଷୀ

ଓଡ଼ିଶାରେ ଚଳିତବର୍ଷ ପ୍ରଥମ ଥର ପାଇଁ ଟୋକନ୍‌ ମାଧ୍ୟମରେ ମଣ୍ଡିରୁ ଧାନ ଉଠୁଛି। ଏହାର ପ୍ରଭାବ ଜଗତ୍‌ସିଂହପୁର ଜିଲାର ଚାଷୀଙ୍କ ଉପରେ ବି ପଡିଛି। ଟୋକନ ବ୍ୟବସ୍ଥା ଜିଲାର ଅଧିକାଂଶ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। କାରଣ ଟୋକନ୍‌...

ମହାପ୍ରଭୁଙ୍କ ଟଙ୍କାରେ ମଉଜ

ପୁରୀ ଅଫିସ, ୮।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ ଜାରି କରିଛି କଟକଣା। ଏହି ବ୍ୟାଙ୍କର ଦୁର୍ବଳ ଆର୍ଥତ୍କ ସ୍ଥିତି ଯୋଗୁ ଆର୍‌ବିଆଇ ଏଭଳି ପଦକ୍ଷେପ ନେଇଛି। ୟେସ୍‌ ବ୍ୟାଙ୍କର ଏପରି ସ୍ଥିିିତି ଯୋଗୁ...

ରାଜସ୍ବ ବିଭାଗରେ ମୋ’ ସରକାର ବିଫଳ: ବନ୍ଦ ହେଉନି ମେଶିନରେ ବାଲି ଉତ୍ତୋଳନ, ଜୀବିକା ହରାଉଛନ୍ତି ଶ୍ରମିକ

ଯାଜପୁର ଅଫିସ,୮।୩: ରାଜସ୍ବ ଓ ପ୍ରାକୃତିକ ବିପଯର୍ର୍‌ୟୟ ପରିଚାଳନା (ଆରଆଣ୍ଡଡିଏମ୍‌) ବିଭାଗ ଗତ ୨୬ତାରିଖଠାରୁ ମୋ’ସରକାର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଛି। ହେଲେ ଏଯାଏ ମୋ’ ସରକାର ଯୋଜନାର ତାତ୍ପର୍ଯ୍ୟ ଯାଜପୁର ଜିଲା ରାଜସ୍ବ ବିଭାଗର ତହସିଲ କାର୍ଯ୍ୟଳୟଗୁଡ଼ିକୁ ପହଞ୍ଚି ପାରିନାହିଁ।...

ନାରୀକୁ ଲୋଡ଼ା ସୁରକ୍ଷା

ଢେଙ୍କାନାଳ ଅଫିସ, ୮।୩ – ଶିଳ୍ପରେ ସମୃଦ୍ଧ। ଶିକ୍ଷାରେ ଅଗ୍ରଣୀ। ସ୍ବେଚ୍ଛାସେବୀଙ୍କ ପ୍ରମୁଖ କର୍ମସ୍ଥଳ। ସଚେତନତାର ଅଭାବ ନାହିଁ। ଏସବୁ ସତ୍ତ୍ୱେ ଢେଙ୍କାନାଳ ଜିଲାରେ କମୁନି ନାରୀ ନିର୍ଯାତନା। ବଳାତ୍କାର, ଯୌତୁକ ନିର୍ଯାତନା ଭଳି ମାମଲା ସାଧାରଣ ହେଲାଣି। ବିଗତ...

ନାରୀ ଜାଣିଛି ସାମର୍ଥ୍ୟ, ସୀମାରେଖା

ବଅଁରପାଳ,୮।୩- ସେ ସୃଷ୍ଟିର ଆଧାର। ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟ। ସେ ମା’ ହୋଇ ଭବିଷ୍ୟତ ଗଢ଼ିପାରେ। ଆଶାର ଆଲୋକ ସାଜିପାରେ। ଭଉଣୀ ହୋଇ ସ୍ନେହ ଅଜାଡ଼ିଦେଇପାରେ। ସ୍ତ୍ରୀ ହୋଇ ସାମର୍ଥ୍ୟ ବଢ଼ାଇପାରେ। ଦିନେ ହାଣ୍ଡିଶାଳରେ ଲୁଚି ବସୁଥିବା ନାରୀ ଆଜି...

ଯାଜପୁର ଜିଲା: ଶୀତଳ ଭଣ୍ଡାରକୁ ଭୁଲି ଯାଉଛନ୍ତି ନେତା, ଜିଲା ପରିଷଦ ବୈଠକରେ କୃଷିକୁ ଗୁରୁତ୍ୱ

ଯାଜପୁର ଅଫିସ,୮।୩: ବିଧାନସଭାର ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ୧୧ତାରିଖଠାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଗତ ୨୬ ତାରିଖରେ ଶେଷ ହୋଇଛି। ତେବେ ଏହି ଦୁଇ ପର୍ଯ୍ୟାୟରେ ଯାଜପୁର ଜିଲାର ବଡଚଣା ବିଧାୟକଙ୍କୁ ବାଦଦେଲେ ଅନ୍ୟ...

ସରକାରୀ ଯୋଜନା ବାଟବଣା: ବିଧବା,ବୃଦ୍ଧାବୃଦ୍ଧଙ୍କୁ ମିଳୁନି ସାମାଜିକ ନିରାପତ୍ତା

ରସୁଲପୁର,୮।୩(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳମାଳ ଯୋଜନା କରିଛନ୍ତି। ଏସବୁ ଯୋଜନାରୁ ଅଧିକାଂଶ ଗରୀବ, ଖଟିଖିଆ, ଦିନମଜୁରିଆଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଉଦ୍ଦିଷ୍ଟ ବୋଲି କୁହାଯାଉଛି। ହେଲେ ସେସବୁ ଯୋଜନା ବାସ୍ତବ କ୍ଷେତ୍ରରେ...

ଜେଲ ଓ୍ବାର୍ଡରଙ୍କୁ ଚାପିଦେଲା ହାଇଓ୍ବା

କାମାକ୍ଷାନଗର,୮।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରିଡ଼ାମାଳି ଛକରେ ଶନିବାର ମଧ୍ୟାହ୍ନରେ ଲୋମଟାଙ୍କୁରା ଦୁର୍ଘଟଣା ଘଟିଛି। ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଏକ ହାଇଓ୍ବା ଧକ୍କାରେ ଜଣେ ଜେଲ ଓ୍ବାର୍ଡରଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ବାସନ ମାଜି ଚଳୁଛନ୍ତି ପୂର୍ବତନ ସରପଞ୍ଚ

ଆଠମଲ୍ଲିକ, ୮ା୩(ଡି.ଏନ.ଏ.) – ଦିନେ ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବା ସହ ସେମାନଙ୍କ ଅସୁବିଧାରେ ପାଖରେ ଛିଡା ହେଉଥିବା ଜଣେ ପୂର୍ବତନ ସରପଞ୍ଚ ଏବେ ଦି ଓଳି ଖାଇବାକୁ ସଂଘର୍ଷ କରୁଛନ୍ତି। ରହିବାକୁ ଘର ଖଣ୍ଡିଏ ନ ଥିବାରୁ...

ସରକାରୀ ପ୍ଲଟରୁ ଜବରଦଖଲ ଉଚ୍ଛେଦ ଦାବିରେ ଧାରଣା

ରଣପୁର,୮ା୩(ସ୍ବ.ପ୍ର.): ଗୌରାଙ୍ଗପୁର ପ୍ରାଥମିକ କୃଷି ସମବାୟ ସମିତି ପଛପାଖରେ ଥିବା ୬୨/୬୯ନଂ. ସରକାରୀ ପ୍ଲଟରୁ ଜବରଦଖଲ ଉଚ୍ଛେଦ ଦାବିରେ ଶନିବାର ରଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗୌରାଙ୍ଗପୁରର ମହିଳାପୁରୁଷ ଧାରଣା ଦେଇଥିଲେ। ଖବର ପାଇ ରଣପୁର ତହସିଲଦାର ସଞ୍ଜୟ ସାମନ୍ତରାୟ...

ନିର୍ମାଣାଧୀନ ଡ୍ରେନ୍‌ରେ ପଡ଼ି ଯୁବକଙ୍କ ଜୀବନ ଗଲା

ପରଜଙ୍ଗ, ୮।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ରୋଡ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମ୍ୟ ନିର୍ମାଣ ବିଭାଗ (ଆରଡି) ପକ୍ଷରୁ ନିର୍ମାଣାଧୀନ ଡ୍ରେନ୍‌ରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri