ଆମ ଜିଲା ଖବର

ଲୋକେ ଧରିଲେ ଗୋରୁ ବୋଝେଇ ଗାଡ଼ିି: ଆସିଲାନି ପୋଲିସ, ଗୋରୁ ଫିଟେଇ ଛାଡିଦେଲେ ଗୋଚାଲାଣକାରୀଙ୍କୁ

ନୟାଗଡ ଅଫିସ/ରଣପୁର, ୮।୩(ସ୍ବ.ପ୍ର.)- ନୟାଗଡ ଜିଲା ରଣପୁର ବ୍ଲକ ଗଉଡିଆପଡା ରଣପୁର ରାସ୍ତାର ଗଉଡିଆପଡାଠାରେ ଶୁକ୍ରବାର ସନ୍ଧ୍ୟା ୬ଟାରେ କେତେକ ଯୁବକ ୨ଟି ଟାଟା ଏସିଇ ଗାଡିରେ ବୋଝେଇ ୧୧ ଗୋରୁ ଉଦ୍ଧାର କରିଥିଲେ । ସେଥିରେ ଥିବା ୭...

ପରିଚ୍ଛନ୍ନ ରୁହ , ସ୍ବଚ୍ଛତା ବଜାୟ ରଖ

ଢେଙ୍କାନାଳ ଅଫିସ, ୮।୩ – କରୋନା ଚିନ୍ତାରେ ସାରା ବିଶ୍ୱ। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଦିନକୁ ଦିନ ଏହି ରୋଗ ମହାମାରୀ ରୂପ ଧାରଣ କରିବାରେ ଲାଗିଛି। ଓଡ଼ିଶା ମଧ୍ୟ କରୋନା ଛନକାରୁ ବାଦ୍‌ ପଡ଼ିନି। ଏହାକୁ ନେଇ...

ମନ ଛୁଇଁଲା ନୃତ୍ୟ, କମେଡି

ପାଲଲହଡ଼ା, ୮ା୩(ଡି.ଏନ.ଏ.) – ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡରେ ଚାଲିଥିବା ମାଲ୍ୟଗିରି ମହୋତ୍ସବ-୨୦୨୦ର ଶନିବାର ଥିଲା ତୃତୀୟ ସନ୍ଧ୍ୟା। ଆୟୋଜିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ମୀନକେତନ ଅମାନ୍ତ, ସମ୍ମାନିତ...

ପ୍ରତି ବ୍ଲକରେ ୧୫ କିମି ରାସ୍ତା ନିର୍ମାଣ

ଅନୁଗୋଳ ଅଫିସ୍‌, ୮।୩ – ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଗମନାଗମନକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଦ୍ୱାରା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୩ର ପ୍ରକଳ୍ପ ୨ ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ଓଡ଼ିଶାରେ...

୨୧୯ ଛାତ୍ରୀଛାତ୍ରଙ୍କୁ ୩ ଶିକ୍ଷକ

ଫିରିଙ୍ଗିଆ, ୮ା୩ – ସରକାର ଶିକ୍ଷାର ବିକାଶ ପାଇଁ ବହୁ ଯୋଜନା ପ୍ରଣୟନ କରୁଛନ୍ତି। ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ପ୍ରଚେଷ୍ଟା ମଧ୍ୟ ଜାରି ରଖିଛନ୍ତି। କିନ୍ତୁ ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ତୁଳନାରେ ଶିକ୍ଷକ ନିଯୁକ୍ତି କରୁ ନାହାନ୍ତି। ଏଭଳି...

ମହିଳାଙ୍କୁ ହତ୍ୟା ଅଭିଯୋଗ

ଭଞ୍ଜନଗର,୮।୩(ଡି.ଏନ୍‌.ଏ.) – ଭଞ୍ଜନଗର ଥାନା ବାଲିଆପଟାର ବସୁମତି ନାୟକ (୨୮)ଙ୍କୁ ଶୁକ୍ରବାର ରାତିରେ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଶନିବାର ସକାଳେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍‌ପିଟାଲକୁ ପଠାଇଛି।...

୪୫୪ ସରକାରୀ ସ୍କୁଲରେ ଶନିବାର ନୋ ବ୍ୟାଗ୍‌ ଡେ: ପୁତିଗୋପାଳପୁର ସ୍କୁଲରୁ ଶୁଭାରମ୍ଭ

ଛତ୍ରପୁର/ବ୍ରହ୍ମପୁର ଅଫିସ, ୮ା୩(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ୪୫୪ ସରକାରୀ ସ୍କୁଲରେ ଶନିବାର ‘ନୋ ବ୍ୟାଗ୍‌ ଡେ’ ଆରମ୍ଭ ହୋଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ସେମାନଙ୍କ ମଧ୍ୟରେ ଥିବା...

ପରିବାରରେ ନିଆଯିବ ଅନାଥ ଶିଶୁଙ୍କ ଯତ୍ନ

ଛତ୍ରପୁର,୮ା୩(ଡି.ଏନ.ଏ.) – ଅନାଥ ଆଶ୍ରମ କିମ୍ବା ଶିଶୁ ଯତ୍ନ କେନ୍ଦ୍ର ବଦଳରେ ପରିବାରରେ ହିଁ ଅନାଥ ଓ ଏକକ ଅଭିଭାବକ ଶିଶୁମାନଙ୍କର ଯତ୍ନ ସହ ସେମାନଙ୍କର ବିକାଶ କରାଯିବ। ଏ ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ...

ପରୀକ୍ଷା ଖାତା ବୋର୍ଡ ଅଫିସ୍‌ ନ ଯାଇପାରିବା ଘଟଣା: ତଦନ୍ତ କଲେ ଶିକ୍ଷା ବିଭାଗ ଟିମ୍‌

ଉଦଳା, ୮।୩ (ଡି.ଏନ.ଏ.) – ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟରେ ଶୁକ୍ରବାର ଥିଲା ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଇଂରାଜୀ ପରୀକ୍ଷା । ୭୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। କିନ୍ତୁ ତ୍ରୁଟିବଶତଃ ୬୯ ଜଣ ଛାତ୍ରୀଙ୍କ ପରୀକ୍ଷା ଖାତା ବୋର୍ଡ...

ହାରିନାହାନ୍ତି ହୀରାମଣି

ବାରିପଦା ଅଫିସ, ୮।୩- ଜୀବନ ଯୁଦ୍ଧରେ ହାର୍‌ ନ ମାନି ସଂଘର୍ଷ କରି ହୀରାମଣି ଆଜି ଚର୍ଚ୍ଚାକୁ ଆସିଛନ୍ତି। ବିବାହ ପରେ ତାଙ୍କ ସ୍ବାମୀଙ୍କ ଅକ୍ଷମତା ଅବସ୍ଥା ଦେଖି ଦୀର୍ଘ ୨୦ ବର୍ଷ ତଳେ ମାତ୍ର ଅଳ୍ପ କିଛି ଟଙ୍କାରେ...

ଆନ୍ତର୍ଜାତିକ ମହିଳା ଦିବସ ଆଜି: ସୁପର ମଡେଲ ଆଶାରେ ସ୍ବୀକୃତି

ଖଇରା, ୮।୩(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ଅଞ୍ଚଳର ଗଁ। ମାଟିର ଝିଅ ସ୍ବୀକୃତି ମଡେଲିଂ ଦୁନିଆର ଆକର୍ଷଣରେ ଏବେ ବାନ୍ଧି ହୋଇପଡିଛନ୍ତି। ର଼୍ୟାମ୍ପ ଓ୍ବାକ ଓ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସେ ସୃଷ୍ଟି କରୁଛନ୍ତି କିଛି ଭିନ୍ନ ଚମକ।...

ନର୍ସିଂହୋମ, କ୍ଲିନିକ ଉପରେ ଲଗାମ ନାହିଁ

ବାଲେଶ୍ୱର ଅଫିସ, ୮।୩(ମାନସ ବିଶ୍ୱାଳ)-ବାଲେଶ୍ୱର ସହର ସମେତ ଜଳେଶ୍ୱର, ଭୋଗରାଇ, ସୋର, ସିମୁଳିଆ, ନୀଳଗିରି, ରେମୁଣା ଆଦି ବ୍ଲକରେ ଅନେକ ବେଆଇନ ନର୍ସିଂହୋମ ଓ ଘରୋଇ କ୍ଲିନିକ୍‌ ରହିଛି। ପ୍ରଶାସନ ପକ୍ଷରୁ ଏହା ଉପରେ କୌଣସି ଲଗାମ ନ ଥିବା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri