ଆମ ଜିଲା ଖବର

ଗ୍ୟାସ୍‌ ଟର୍ମିନାଲରେ ନିଆଁ: ଜଳିଗଲା ବ୍ୟାପକ ଯନ୍ତ୍ରପାତି

ଚାନ୍ଦବାଲି,୨।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ବନ୍ଦର କମ୍ପାନି(ଆଦାନୀ) ପରିସରରେ ନିର୍ମାଣାଧୀନ ଏଲଏନ୍‌ଜି ଗ୍ୟାସ୍‌ ଟର୍ମିନାଲରେ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗିଛି। ନିର୍ମାଣ ସମୟରେ ଏକ ଗ୍ୟାସ୍‌ ଟାଙ୍କି ଲିକ୍‌ ହୋଇ ନିଆଁ ଲାଗିଥିବା କୁହାଯାଉଥିବା ବେଳେ ସୋମବାର ସକାଳେ...

କିଡ଼ନୀ ରୋଗାକ୍ରାନ୍ତ ସୁଦାମଙ୍କ ଚିକିତ୍ସା ଲାଗି ଅର୍ଥନାହିଁ

ଟିକ୍ରାପଡା, ୨ା୩(ଡି.ଏନ.ଏ.) ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ବାନ୍ଦୁପଲା ପଞ୍ଚାୟତ ଅଧିନ ସନ୍ଧିବାହାଲି ଗ୍ରାମର ସୁଦାମ ମାଝି (୨୦) ା ପାଞ୍ଚ ବର୍ଷ ହେବ କିଡ଼ନୀ ରୋଗରେ ଆକ୍ରାନ୍ତ ା ଟିଟିଲାଗଡ, ବଲାଙ୍ଗୀର, ବୁର୍ଲା ସରକାରୀ ଡାକ୍ତରଖାନା ଓ ଗ୍ରହ୍ମପୁର,...

ମହିଳା ଓ ଶିଶୁ ସହାୟତା କେନ୍ଦ୍ର

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟର ପ୍ରମୁଖ ରେଳ ଷ୍ଟେଶନରେ କାର୍ଯ୍ୟକାରୀ ହେଉଛି ମହିଳା ଓ ଶିଶୁ ସହାୟତା କେନ୍ଦ୍ର। ମାତ୍ର ବାଲେଶ୍ୱର ରେଳ ଷ୍ଟେଶନରେ ଦୀର୍ଘ ୯ମାସ ଧରି ଭିତ୍ତିଭୂମି ଥିଲେ ମଧ୍ୟ ଏହା ନାମକୁମାତ୍ର କାର୍ଯ୍ୟକାରୀ...

କୁଲିମଜୁରି କରି କୁଟୁମ୍‌ ପୁଷୁଛନ୍‌ ଦୁଇ ପାଠୁଆ ଝି’

ଲାଠୋର, ୨ା୩ (ଡି.ଏନ୍‌.ଏ.)-  ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ବୁରୋମାଲ ପଁଚେତ୍‌ ଅଧୀନ ଡଙ୍ଗାମରା ଗାଁର ବନ ଦୀପ। କୁଟୁମବସିଆ ସେ ଅନେକ ବଛର ହେଲା ନିଜର ଶଶୁରବାଡ଼ିରେ ଆଶ୍‌ରେ ନେଇଛନ୍‌। ସେ ଝନେ ନିହାତି ଗରିବ୍‌ ଲୋକ୍‌ ହେଇଥିଲାବେଲେ...

ଆମ୍ବୁଲାନ୍ସ ପାଖକୁ ଖଟିଆରେ ବୃଦ୍ଧାଙ୍କୁ ବୁହାଗଲା

ବଲାଙ୍ଗୀର ଅଫିସ, ୨ା୩: ବଲାଙ୍ଗୀର ସହରରେ ଜବରଦଖଲ ଏବେ ଜୀବନ ମରଣ ସମସ୍ୟା ପାଲଟିଛି ା ସହର ଭିତର ମୁଖ୍ୟ ରାସ୍ତା ସମେତ ବିଭିନ୍ନ ପଡାର ଗଳି ରାସ୍ତାଗୁଡିକ ଜବରଦଖଲ କାରଣରୁ ସଙ୍କୁଚିତ ହୋଇପଡିଛି ା ଏହି ସଙ୍କୁଚିତ ରାସ୍ତା...

ଅଯୋଗ୍ୟଙ୍କୁ ଘର, ଯୋଗ୍ୟଙ୍କଠାରୁ ଲାଞ୍ଚ

ସୋନପୁର,୨।୩(ନି.ପ୍ର.) ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ(ପିଏମ୍‌ଏଓ୍ବାଇଜି)ରେ ବ୍ୟାପକ ଅନିୟମିତତା ହୋଇଛି। ପକ୍କା ଘର ଥିବା ଧନୀକ ଶ୍ରେଣୀର ବ୍ୟକ୍ତିଙ୍କୁ ଏହି ଯୋଜନାରେ କାର୍ଯ୍ୟାଦେଶ ମିଳିଛି। ଅଯୋଗ୍ୟଙ୍କୁ ଯୋଜନାରେ ଜାଣିଶୁଣି ଅନ୍ତର୍ଭୁକ୍ତ କରାଯାଇଛି। ଗୋଟିଏ ପରିବାରର...

ଅସ୍ଥାୟୀ ରାସ୍ତାରେ ପଡ଼ି ଅନେକ ଆହତ

ବଇଣ୍ଡା,୨।୩(ଡି.ଏନ.ଏ.) କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଉ ନ ଥିବା ବେଳେ ଏବେ ଅସ୍ଥାୟୀ ରାସ୍ତାରେ ବଢ଼ୁଛି ଦୁର୍ଘଟଣା। ଅନେକ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିବାରୁ ସେଠାରେ ପଡ଼ି ସାଇକେଲ ଓ ବାଇକ୍‌ ଆରୋହୀମାନେ...

ନେଇଗଲେ ଅଢ଼େଇ ଲକ୍ଷ ଟଙ୍କା, ସୁନା

ଛେଣ୍ଡିପଦା,୨ା୩(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ମୁଖାପିନ୍ଧି ଆସିଥିବା ୬ଜଣ ଦୁର୍ବୃତ୍ତ ଜଣେ ପୂଜକଙ୍କ ଘରେ ପଶି ଝିଅ ବାହାଘର ପାଇଁ ଗଡରେଜ୍‌ରେ ଥିବା ନଗଦ ଅଢେଇ ଲକ୍ଷରୁ ଊର୍ଦ୍ଧ୍ୱ...

କୋଟିଏରୁ ଫେରିଯିବ ୨୦ ଲକ୍ଷ

ଅନୁଗୋଳ ଅଫିସ,୨।୩ – ମତ୍ସ୍ୟ ଚାଷ ପାଇଁ ଅନୁଗୋଳ ଜିଲାର ଚାଷୀଙ୍କ ମଧ୍ୟରେ ଆଗ୍ରହ ଥିଲେ ବି ସେମାନଙ୍କୁ ମିଳୁନି ଉପଯୁକ୍ତ ସୁଯୋଗ। ଆବଶ୍ୟକସ୍ଥଳେ ବ୍ୟାଙ୍କ ଋଣ ମିଳୁ ନ ଥିବା ବେଳେ ସରକାରୀ ପ୍ରୋତ୍ସାହନ ଓ ସବ୍‌ସିଡି ମଧ୍ୟ...

ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ବଇଣ୍ଡା,୨।୩(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧଉରପାଳ ପଞ୍ଚାୟତ କେନ୍ଦୁନାଳୀ ଗ୍ରାମରେ ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ ହୋଇପାରୁ ନାହିଁ। ଅର୍ଥ ମଞ୍ଜୁର ହୋଇ ପଡ଼ି ରହିଥିଲେ ବି ନିର୍ମାଣ ହେବାକୁ ଥିବା ସରକାରୀ ଜମିରୁ ଜବରଦଖଲ ହଟାଯାଉ ନ ଥିବାରୁ ଏପରି...

ବିପଦ ସୃଷ୍ଟି କରୁଛି ଶୁଖିଲା ଗଛ

ଅନୁଗୋଳ ସହର,୨।୩ (ଡି.ଏନ.ଏ.)  ଅନୁଗୋଳ ସହର ସଭାଘର ସମ୍ମୁଖ ତଥା ଷ୍ଟାଡିୟମ ନିକଟରେ ଥିବା ଗୋପବନ୍ଧୁ ପାର୍କକୁ ନେଇ ଏବେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। କାରଣ ପାର୍କରେ ଥିବା ଶୁଖିଲା ଗଛ କଟାଯାଉ ନ ଥିବାରୁ ଏହା କେତେବେଳେ କାହା ଉପରେ...

ଦିନରେ ଆର୍‌ଟିଓ, ରାତିରେ ପୋଲିସ

ଅନୁଗୋଳ ଅଫିସ୍‌, ୨।୩: ୬ ମାସର କୋହଳ ପରେ ମାର୍ଚ୍ଚ ୧ରୁ ରାଜ୍ୟରେ କଡାକଡ଼ି ଲାଗୁ ହୋଇଛି ସଂଶୋଧିତ ମୋଟରଯାନ ଆଇନ। ଏ ନେଇ ରବିବାର ପୋଲିସ ଓ ଆରଟିଓ ପକ୍ଷରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି କରାଯାଇଛି। ତେବେ ଅନୁଗୋଳରେ ଦିନତମାମ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri