ଆମ ଜିଲା ଖବର

ଗଣଶିକ୍ଷା ମନ୍ତ୍ରୀଙ୍କ ମାଟ୍ରିକ ପରୀକ୍ଷାକେନ୍ଦ୍ର ପରିଦର୍ଶନ

ନିମାପଡ଼ା ,୨୭ା୨(ଡି.ଏନ୍‌.ଏ.): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ନିମାପଡ଼ା ବ୍ଲକ ଅନ୍ତର୍ଗତ ନାଗବସ୍ତ ନୋଡାଲ ଉଚ୍ଚ ବିଦ୍ୟାଳୟ ମାଟ୍ରିକ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ପରୀକ୍ଷାକେନ୍ଦ୍ରରେ ୧୮୩ ଛାତ୍ରୀଛାତ୍ର ପରୀକ୍ଷା ଦେଉଥିବା ପରୀକ୍ଷାକେନ୍ଦ୍ର...

ବିହନ ଉତ୍ପାଦନ କ୍ଷେତ୍ରରେ ହରିଶ୍ଚନ୍ଦ୍ରଙ୍କ ଅବଦାନ ଅତୁଳନୀୟ

ରଘୁନାଥପୁର,୨୭ା୨ (ଡି.ଏନ.ଏ.): ଏହି ବ୍ଲକ ରେଢୁଆ ନୂଅଗାଡ଼ସ୍ଥିତ ଗୋରଖନାଥ କୃଷକ ମହାସଂଘ ପରିସରରେ କୃଷି ଓ କୃଷକଙ୍କ ପାଇଁ କାର୍ଯ୍ୟ କରୁଥିବା ଲାଲ(ଲିଭ ଆଣ୍ଡ ଲେଟ୍‌ଲିଭ୍‌)ର ପଥ ପ୍ରଦର୍ଶକ ସ୍ବାଗତ ହରିଶ୍ଚନ୍ଦ୍ର ଭୂୟଁ।ଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା ବୁଧବାର ଅନୁଷ୍ଠିତ...

ମନ ମୋହିଲା ନାଟକ ରଙ୍ଗ ବଦଳେ

ପୁରୀ ଅଫିସ,୨୭ା୨: ପରିବର୍ତ୍ତିତ ସମାଜରେ ସମୟାନୁସାରେ ସବୁ କିଛି ବଦଳିଥାଏ। କିଏ ନିଜର ସ୍ବାର୍ଥ ଲାଗି ତ ଆଉ କିଏ ପରିବାର ଏବଂ କିଏ ସାମୂହିକ ଦୃଷ୍ଟିରୁ ପରିବର୍ତ୍ତିତ ହୋଇଥାନ୍ତି। ବିଭିନ୍ନ ସମୟରେ ମନୁଷ୍ୟ ନିଜର ରଙ୍ଗ ବଦଳାଇଥାଏ। ବୁଧବାର...

ପୁରୀ ରେଳ ଷ୍ଟେଶନ ସାଜିଛି ମାନବ ଚାଲାଣର ମାଧ୍ୟମ

ପୁରୀ ଅଫିସ,୨୭ା୨: ଓଡ଼ିଶାର ଆଦିବାସୀ ଅଞ୍ଚଳଗୁଡ଼ିକରୁ ବାହାର ରାଜ୍ୟକୁ ମାନବଚାଲାଣ କରାଯାଉଛି। ଏ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଉଛି। ଟ୍ରେନରେ ମାନବ ଚାଲାଣ ର଼୍ୟାକେଟ ସକ୍ରିୟ ହୋଇ ଉଠିଛନ୍ତି। ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା ପ୍ରଭୃତି ଅଞ୍ଚଳରୁ...

ପୁରୀ ସମୁଦ୍ରରେ ଡଲ୍‌ଫିନ୍‌

ପୁରୀ ଅଫିସ,୨୭ା୨: ପୁରୀ ସମୁଦ୍ରରେ ବୁଧବାର ସକାଳେ ୩ଟି ଡଲ୍‌ଫିନ ଦେଖାଯାଇଛନ୍ତି। ଉପକୂଳଠାରୁ ମାତ୍ର ୧୦୦ ମିଟର ମଧ୍ୟରେ ଏହି ଡଲଫିନ ଯାଉଥିବାରୁ ପର୍ଯ୍ୟଟକମାନେ ଦେଖି ବେଶ୍‌ ଖୁସି ହୋଇଥିଲେ। ସକାଳ ପ୍ରାୟ ୯ଟା ସମୟରେ ମଙ୍ଗଳା ମୁହାଣ ପଟୁ...

ମୁଦୁଲି ଦ୍ୱାର ଦେଇ ଭକ୍ତ ପ୍ରବେଶ

ପୁରୀ ଅଫିସ,୨୭ା୨: ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ। ଦର୍ଶନାର୍ଥୀ ଯେପରି ଶାନ୍ତିଶୃଙ୍ଖଳାରେ ମହାପ୍ରଭୁଙ୍କ ଦର୍ଶନ କରିବେ ସେଥିଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ...

ପାନୀୟଜଳ ସମସ୍ୟା ନେଇ ଦାବିପତ୍ର

ଜି.ଉଦୟଗିରି,୨୭ା୨(ଡି.ଏନ୍‌.ଏ.) – ମହିଳା ଜୀବିକା ସୁରକ୍ଷା ମଞ୍ଚ ଜି.ଉଦୟଗିରି ତରଫରୁ ବୁଧବାର ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଶତାଧିକ ମହିଳା ବିଭିନ୍ନ ପ୍ଲାକାର୍ଡ ଧରି ସହର...

ବିଜୁଳି, ପାଣି ପାଇଁ ଲୋକେ ହଇରାଣ

ଫୁଲବାଣୀ ଅଫିସ, ୨୭ା୨ – ଫୁଲବାଣୀ ସହରେ ମଙ୍ଗଳବାର ସକାଳେ ତାଣ୍ଡବ ରଚାଇଥିଲା ବର୍ଷା ପବନ। ବୁଧବାର ସନ୍ଧ୍ୟାସୁଦ୍ଧା ରାସ୍ତାଘାଟରେ ଯାତାୟାତ ସ୍ବାଭାବିକ ହୋଇଥିଲେ ମଧ୍ୟ ବିଦ୍ୟୁତ୍‌ ଲୁଚକାଳି ଖେଳୁଛି। ଏ ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇନାହିଁ।...

ମହଙ୍ଗା ପଡ଼ିଲା ଦ୍ୱିତୀୟ ବିବାହ: ବାହାବେଦିରୁ ଥାନାକୁ ଗଲେ ବର

କଟକ ଅଫିସ,୨୭ା୨: ୩ ବର୍ଷ ତଳେ ପାଠ ପଢାଉଥିବାବେଳେ ନିଜ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିଲେ। ପରେ ତାଙ୍କୁ କୋର୍ଟରେ ବିବାହ କରିଥିଲେ। ଉଭୟଙ୍କୁ ସ୍ବାମୀ-ସ୍ତ୍ରୀ ଭାବେ ଆଇନର ସ୍ବୀକୃତି ମିଳିଥିଲା। ତେବେ ସ୍ତ୍ରୀଙ୍କୁ ନିଜ ଘରକୁ ନେଇ ନ ଥିଲେ...

ଅନାସ୍ଥାରେ ପଦ ହରାଇଲେ ଅଧ୍ୟକ୍ଷା

ବାଲିଗୁଡା,୨୭ା୨(ଡି.ଏନ୍‌.ଏ.) – ବାଲିଗୁଡା ଏନ୍‌ଏସି ଅଧ୍ୟକ୍ଷା ମମତା ବେହେରା ଅନାସ୍ଥାରେ ପଦ ହରାଇଛନ୍ତି। ବୁଧବାର ପୂର୍ବାହ୍ନ ୧୧ଟାରେ ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଅନାସ୍ଥା ପ୍ରସ୍ତାବକୁ ନେଇ ଭୋଟ ହୋଇଥିଲା। ବାଲିଗୁଡା ଉପଜିଲାପାଳ ଦେବେନ୍ଦ୍ର ନନ୍ଦ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ...

ଅସୁରକ୍ଷିତ ଭଞ୍ଜବିହାର ଛାତ୍ରାବାସ

ବ୍ରହ୍ମପୁର ଅଫିସ,୨୭ା୨ – ଭଞ୍ଜବିହାରରେ ୬ ଛାତ୍ରାବାସ ରହିଛି। ସେଗୁଡିକ ହେଲୋ ଋଷିକୁଲ୍ୟା, ବଂଶଧାରା, ନାଗାବଳୀ, ଇନ୍ଦ୍ରାବତୀ, ବାହୁଦା ଓ ଯୋଗେନ୍ଦ୍ର । ଏହା ସବୁ ଛାତ୍ରାବାସରେ ପିଲାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ଦେଉଛନ୍ତି । ମୌଳିକ...

ରାସ୍ତାରେ ବସି ଆଇନଜୀବୀଙ୍କ ସତ୍ୟାଗ୍ରହ ଆନ୍ଦୋଳନ

ବ୍ରହ୍ମପୁର ଅଫିସ,୨୭ା୨ – ଗଞ୍ଜାମ ଜିଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯାଉ ବୋଲି ୧୨ ବର୍ଷ ହେଲା ଦାବି ହେଉଛି। ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଏହାକୁ ନେଇ ଜିଲାର ବିଭିନ୍ନ ଆଇନଜୀବୀ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri