ଆମ ଜିଲା ଖବର

ପଞ୍ଚାୟତ ଅଫିସ୍‌ ଆଗରେ ବର୍ଜ୍ୟବସ୍ତୁ ପୁନରୁଦ୍ଧାର କେନ୍ଦ୍ରକୁ ବିରୋଧ

ବାଲିଆ, ୨୧।୨: ବିରିଡି ବ୍ଲକ ହାଜିପୁର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ପ୍ରସ୍ତାବିତ ବର୍ଜ୍ୟବସ୍ତୁ ପୁନରୁଦ୍ଧାର ପାଇଁ ସ୍ଥାୟୀ କେନ୍ଦ୍ର ନିର୍ମାଣକୁ ଗୋପାଳ ସାହିର ଜନସାଧାରଣ ବିରୋଧ କରିବା ସହ ଏ ନେଇ ଜିଲାପାଳଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।...

ପିପିଟି-ପିଏଚ୍‌ଓ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ପାରାଦୀପ, ୨୧।୨ (ସ୍ବ.ପ୍ର.): ପାରାଦୀପ ବନ୍ଦରରେ ବିଦେଶୀ ନାବିକଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ପ୍ରଥମକରି ପୋର୍ଟ ହେଲ୍‌ଥ ୟୁନିଟ୍‌ ଆରମ୍ଭ ହୋଇଛି। ଏ ନେଇ ଗୁରୁବାର ପିଏଚ୍‌ଓ (ପୋର୍ଟ ହେଲ୍‌ଥ ଅର୍ଗାନାଇଜେଶନ୍‌) ଓ ପିପିଟି (ପାରାଦୀପ ପୋର୍ଟ ଟ୍ରଷ୍ଟ) ମଧ୍ୟରେ...

ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ମୃତ୍ୟୁ

ଓଡ଼ଗାଁ,୨୧ା୨(ସ୍ବ.ପ୍ର.): ନୟାଗଡ ଜିଲା ଓଡ଼ଗାଁ ରାଧାକାନ୍ତ ବାଳିକା ହାଇସ୍କୁଲ ଦ୍ୱାରା ପରିଚାଳିତ ୧୧୦ ଶଯ୍ୟା ବିଶିଷ୍ଟ ଏସ୍‌ସି/ଏସ୍‌ଟି ଛାତ୍ରୀ ନିବାସରେ ରହୁଥିବା ଦଶମ ଶ୍ରେଣୀ ପରୀକ୍ଷାର୍ଥୀ (ଛାତ୍ରୀ)ଙ୍କ ଗୁରୁବାର ମୃତ୍ୟୁ ଘଟିଛି। ଏ ନେଇ ଓଡଗାଁ ଥାନାରେ ଏକ ଅପମୃତ୍ୟୁ...

ନାବାଳିକାଙ୍କ ସମେତ ୨୦ ଶିଶୁ ଶ୍ରମିକ ଉଦ୍ଧାର

ବ୍ରହ୍ମପୁର ଅଫିସ,୨୧ା୨-ବ୍ରହ୍ମପୁର ପୋଲିସ ଜିଲାରେ ବଚପନ ବଚାଓ ଆନ୍ଦୋଳନ ଆରମ୍ଭ ହୋଇଛି। ଏଥିରେ ଜିଲା ଶ୍ରମ ଅଧିକାରୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ କମିଟି ସଦସ୍ୟ, ଥାନାରେ ଥିବା ଜୁଭେନାଇଲ ପୋଲିସ ଅଧିକାରୀ ଓ ଚାଇଲ୍ଡ ଲାଇନ...

ମହିଳାଙ୍କୁ ଧକ୍କାଦେଲା ଜନନୀ ଏକ୍ସପ୍ରେସ: ସିଡିଏମ୍‌ଓ କହିଲେ ତଦନ୍ତ କରି ନେବେ ପଦକ୍ଷେପ

ନୟାଗଡ ଅଫିସ/ଖଣ୍ଡପଡ଼ା,୨୧ା୨(ସ୍ବ.ପ୍ର.): ନୟାଗଡ଼ ଜିଲାର କଣ୍ଟିଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଛକ ନିକଟରେ ଗୁରୁବାର ଭୋର ୫ଟାରେ ଜଣେ ଅପରିଚିତା ମହିଳାଙ୍କୁ ୧୦୨ ଆମ୍ବୁଲାନ୍ସ (ଜନନୀ ଏକ୍ସପ୍ରେସ) ଧକ୍କା ଦେଇଥିଲା। ତେବେ ଡ୍ରାଇଭର ଜଣକ ତରବରିଆ ଭାବେ ଆହତ ମହିଳାଙ୍କୁ ଗାଡ଼ିରେ...

ଅନୁଗୋଳରେ ମାତିଛନ୍ତି ଲୁଟେରା: ସଫେଇ ଆଳରେ ଲୁଟୁଛନ୍ତି ସୁନା

ଅନୁଗୋଳ ଅଫିସ, ୨୧।୨ – ସୁନା ସଫା କରିଦେବା ଆଳରେ ଲୋକଙ୍କଠାରୁ ସୁନା ଲୁଟୁଥିବା ଏକ ଗ୍ୟାଙ୍ଗ ଅନୁଗୋଳ ସହରରେ ସେମାନଙ୍କ କାର୍ଯ୍ୟକଳାପ ଜାରି ରଖିଥିବା ବିଭିନ୍ନ ଆଡ଼ୁ ଅଭିଯୋଗ ବଢ଼ିବାରେ ଲାଗିଛି। ତେବେ ଲୁଟ୍‌ ହୋଇଥିବା ସୁନା ଫେରି...

ମିଲର ଅପେକ୍ଷାରେ ଚାଷୀ: ଖରା କାକରରେ ମଣ୍ଡିରେ ପଡ଼ିଛି ଧାନ

ନୟାଗଡ ଅଫିସ,୨୧ା୨: ଖରା କାକରରେ ମଣ୍ଡିରେ ପଡିରହିଛି ଧାନ। କେଉଁଠି ଦୁଇଦିନ ତ ଆଉ କେଉଁଠି ୩ଦିନ ହେଲା ଚାଷୀ ଧାନବସ୍ତା ଜଗି ରହିଛି। ହେଲେ ମିଲରଙ୍କ ଦେଖା ମିଳୁନି। ଏଭଳି ଅବ୍ୟବସ୍ଥା ଜିଲାର ବିଭିନ୍ନ ଧାନ ମଣ୍ଡିରେ ଦେଖା...

ଗୋଆରେ ଓଡ଼ିଆ ମହିଳା ଶ୍ରମିକଙ୍କୁ ହତ୍ୟା

ପାଟପୁର,୨୧ା୨- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ବୁରେଇପାହାଡ଼ ଗ୍ରାମର ଜଣେ ମହିଳା ଶ୍ରମିକଙ୍କୁ ଗତ ୭ ତାରିଖରେ ଗୋଆରେ ହତ୍ୟା କରାଯାଇଛି। ସେ ହେଲେ ସାବିତ୍ରୀ ଶବର। ସାବିତ୍ରୀଙ୍କ ଭାଇ ମୃତଦେହ ଫେରାଇ ଆଣିବାକୁ ପାଟପୁର ଥାନା...

ଉପାନ୍ତ ଶ୍ରୋତାଙ୍କୁ ମନୋରଞ୍ଜନ, ସଚେତନ କରୁଛି ରେଡିଓ

ଜୟପୁର,୨୧।୨(ନି.ପ୍ର.)- ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ସହ ଗଜପତି ଜିଲାର ଅନେକ ଗାଁକୁ ଏବେ ମଧ୍ୟ ବିଜୁଳି ପହଞ୍ଚତ୍ନାହିଁ। ସେଭଳି ଗ୍ରାମାଞ୍ଚଳରେ ଲୋକଙ୍କ ମନୋରଞ୍ଜନ ପାଇଁ ଜୟପୁର ଆକାଶବାଣୀ କେନ୍ଦ୍ର କେବଳ ଏକମାତ୍ର ମାଧ୍ୟମ ନୁହେଁ, ବରଂ ଏହା ଚାଷୀ...

ସରକାରୀ ଯୋଜନାରୁ ବଁଚିତ୍‌: ୧୦ କେ.ଜି. ଚାଉଲ ଭରସାରେ ବୁରୁଧ୍‌ ଦମ୍ପତି

ଲାଠୋର, ୨୧।୨ (ଡି.ଏନ୍‌.ଏ.)- ସରକାର ଗରିବ୍‌ ଦୁଖି, ଖଟିଆ ପରିବାରମାନକୁ ଭିନେ ଭିନେ ଯୋଜନାରେ ପକାଘର, ଭତା, ଚାଉଲ ଆଦି ଯୁଗେଇ ଦେଉଛନ୍‌। ହେଲେ ଅନେକ ହକ୍‌ଦାର ହିତାଧିକାରୀ ଭିନେ ଭିନେ କାରନ୍‌ରୁ ଇ ଯୋଜନାରୁ ବଁଚିତ୍‌ ହେଇ ବଡ଼ା...

ଅସାହା ବୁରୁଧ୍‌କଁର ଶବ୍‌କେ ଖଁଦ୍‌ ଦେଲେ ସାମାଜିକ କରମୀ

ବିଜେପୁର, ୨୧।୨(ଡି.ଏନ୍‌.ଏ.)- ମୁନୁଷ୍‌ ହିଁ ମୁନୁଷ୍‌ର ଦୁଖ୍‌, ଦରଦ୍‌ ବୁଝ୍‌ସି। ତାହାକେ ନିଜର କରିନେସି। ଇତାକେ କୁହାଯାଏସି ମାନବିକତା। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ବିଜେପୁର ବ୍ଲକ ଅଧୀନ ବିଲେଇପାଲିରେ ଥିବାର ପାର୍ବତୀ ଗିରି ବୃଦ୍ଧାଶ୍ରମରେ।...

ଚାକ୍‌ରି ଆଶ୍‌ରେ ଜମିଦେଇ ପରିବାର ସରବ୍‌ସୁଆଁତ

ଲାଠୋର, ୨୧।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ କରୁଆଁଝର ପଁଚେତ୍‌ ସଦର ଗାଁରେ ରହୁଛନ୍‌ ସ୍ବର୍ଗତ ଶ୍ରୀଧର ବାଗକଁର ପରିବାର। ପରିବାରଟା ଚାକ୍‌ରି ଆଶ୍‌ରେ ନିଜର ଦୁଇ ଏକର ଜମି ପଁଚେତ୍‌କେ ଦାନ କରି ସରବ୍‌ସୁଆଁତ୍‌ ହେଇଯାଇଥିବାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri