ଆମ ଜିଲା ଖବର

୩ ଟ୍ରେନ୍‌ ଲୁଟେରା ଗିରଫ

ବାଲେଶ୍ୱର ଅଫିସ,୧୪।୨: ବାଲେଶ୍ୱର ଜଳେଶ୍ୱରରୁ ଖଡ଼ଗପୁର ଆର୍‌ପିଏଫ୍‌ ୍‌ଏସ୍‌ଟିଏଫ୍‌ ଦ୍ୱାରା ଶୁକ୍ରବାର ୩ ଟ୍ରେନ୍‌ ଲୁଟେରା ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ୬ଟି ମୋବାଇଲ, ଛୁରି, ଖୁର, ୨ ହଜାର ଟଙ୍କା ସହ ରୁପା ଅଳଙ୍କାର ଜବତ ହୋଇଛି।...

ଢେଙ୍କାନାଳ ବନ୍ଦ ପାଳନ

ଢେଙ୍କାନାଳ ଅଫିସ,୧୪।୨ : ଢେଙ୍କାନାଳ ସହର କଲେଜ ବାଇପାସ୍‌ଠାରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଏହି ବନ୍ଦ ପାଳନ କରାଯାଇଛି। ଫଳରେ...

ଉପାୟ ନାହିଁ

କୃଷି ପ୍ରଧାନ ବୌଦ୍ଧ ଜିଲାରେ ଲୋକଙ୍କ ମୁଖ୍ୟ ଆୟ ପନ୍ଥା ହେଲା ଧାନଚାଷ। ଚାଷୀ ମୁଣ୍ଡଝାଳ ତୁଣ୍ଡରେ ମାରି ସୁନାର ଫସଲ ଅମଳ ପାଇଁ ବର୍ଷସାରା ଜମିରେ ଲାଗିଥାଏ। ଫସଲ ଅମଳ ପରେ ବର୍ଷସାରା ପରିବାର ପୋଷଣ ପାଇଁ ଧାନ...

ଭିତ୍ତିଭୂମି ଅଗ୍ରଗତିର ସମୀକ୍ଷା କଲା ଜିଲା ପ୍ରଶାସନ

ରସୁଲପୁର,୧୪।୨(ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅଧିନସ୍ଥ ଅଭିବକ୍ତ ବ୍ରହ୍ମବରଦା ପଞ୍ଚାୟତରେ ଦୀର୍ଘ ୨୪ବର୍ଷ ପରେ ଆସନ୍ତା ୨୯ରୁ ଆରମ୍ଭ ହେବାକୁ ଥିବା ମୁସଲିମ୍‌ ଧର୍ମ ସମ୍ମିଳନୀକୁ ସଫଳତାର ସହ ଶେଷ ହେବାକୁ ସବୁ ପ୍ରକାର ପଦକ୍ଷେପ ନିଆଯିବ। ଶାନ୍ତିଶୃଙ୍ଖଳା ବଜାୟ ରଖିବା...

୧୧୬୫ ମୂଲ୍ୟବାନ ଗଛକଟାରେ ସୀମିତ ରାସ୍ତା ନିର୍ମାଣ

ସୋନପୁର,୧୩।୨(ନି.ପ୍ର.) – ରାଜନୈତିକ ଓ ପ୍ରଶାସନିକ ଇଛାଶକ୍ତିର ଅଭାବ ଯୋଗୁଁ ସୁବର୍ଣ୍ଣପୁର ଜିଲାର ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁନି। ନିର୍ଦ୍ଧାରିତ ସମୟରେ କୌଣସି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନି। ବର୍ଷ ବର୍ଷ ଧରି ପ୍ରକଳ୍ପଗୁଡିକ ଅଧାପନ୍ତରିଆ ଅବସ୍ଥାରେ ପଡି ରହୁଛି।...

ବିଷାକ୍ତ ବର୍ଜ୍ୟଜଳରେ ପ୍ରଦୂଷିତ ଶିଳ୍ପାଞ୍ଚଳ

ଯାଜପୁର ଅଫିସ,୧୪।୨: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିଷାକ୍ତ ବର୍ଜ୍ୟପାଣି ଓ ଧୂଆଁ ଛାଡ଼ିବାରେ କାରଖାନାଗୁଡ଼ିକ କାହାକୁ ମାନୁ ନାହାନ୍ତି। ଫଳରେ କଳିଙ୍ଗନଗର ସାରା ରାଜ୍ୟରେ ଦ୍ୱିତୀୟ ପ୍ରଦୂଷଣ ଅଞ୍ଚଳ ଭାବେ ବଦନାମ ଆଣିଛି। ଏହିକ୍ରମରେ ମାନପୁର ରେଲୱେ ଓଭରବ୍ରିଜ...

ଭତା, ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ବୁରୁଧ୍‌

ପର୍ଲା, ୧୪।୨(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ବ୍ରହ୍ମଣଛେଣ୍ଡିଆ ପଁଚେତ୍‌ ଚିଲିଚିଲା ଗଁାର ବୁରୁଧ୍‌ ଧବଳେଶ୍ୱର ହଂସ(୬୯)। ସେ ଝନେ ଭିନ୍ନକ୍ଷମ ଆଏ। ହେଲେ ଆଏଜ୍‌ ବି ଅନେକ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଥିବାର ସେ ଅଭିଯୋଗ...

ଟଙ୍କାଏ ନ କମାଇବାରୁ ପିଟି ମାରିଦେଲେ

ରୂପ୍‌ସା/ବସ୍ତା,୧୪।୨(ଡି.ଏନ.ଏ./ସ୍ବ.ପ୍ର.):ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ସାର୍ଥା ଅଞ୍ଚଳରେ ସାମାନ୍ୟ ସିଗାରେଟ କିଣାକୁ କେନ୍ଦ୍ରକରି ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ନିଶାଗ୍ରସ୍ତ ଯୁବକମାନେ ପିଟି ପିଟି ଜଣେ ପାନଦୋକାନୀଙ୍କ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏନେଇ ଉତ୍ତେଜନା ଲାଗି...

ମାନସିକ୍‌ ରୋଗ୍‌ରେ ପୀଡ଼ିତ କାହ୍ନା: ସରିଗଲା ଟଁକା, ଅଧାରେ ରହିଲା ଚିକିଛା

ଘଣ୍ଟାପଡା, ୧୪।୨(ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ଗାଁର ବଂଶୀଧର ବିଶିକଁର ପୁଓ କାହ୍ନା ବିଶି(୧୨)। ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ି ନିଜର ମାନ୍‌ସିକ ସଁତୁଲନ ହରେଇଛନ୍‌। ମା’ବାପ୍‌ ଯାହା ପାରଲେ ଚିକିଛା କରେଇ ସରବ୍‌ସୁଅଁାତ୍‌...

ଜିଲାପାଳ, ଏସ୍‌ପିଙ୍କୁ ଫେରାଦ ବ୍ଲାଷ୍ଟିଂରେ ମୃତକଙ୍କ ପରିବାର

ବଲାଙ୍ଗୀର ଅଫିସ,୧୪ା୨- ପଥର ବ୍ଳାଷ୍ଟିଂ ବେଳେ ଯୁବକଙ୍କ ମୃତ୍ୟୁ ଘଟଣାର ଉଚିତ୍‌ ତଦନ୍ତ ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅନ୍ତର୍ଗତ ତୁରୁକଭଟା ଗ୍ରାମର ଏକ ପରିବାର ଗୁରୁବାର ଜିଲାପାଳ ଏବଂ ଏସ୍‌ପିଙ୍କୁ...

କିରାସିନ ବଁଟାରେ ଖେଲଢ଼େପ ଅଭିଯୋଗ

ଲାଠୋର, ୧୪।୨(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁଇବାହାଲ ପଁଚେତ୍‌ ଅଧୀନ ବାଞ୍ଜିପାଲି ଗଁାର ହିତାଧିକାରୀମାନେ ପିଡିଏସ୍‌ କିରାସିନ ବଁଟାରେ ଖେଲଢ଼େପ ହେଉଥିବାର ଅଭିଯୋଗ କରିଛନ୍‌। ଏନ୍‌ତା କି ଡିଲର ମାସ୍‌ମଏନା କିରାସିନ ନାଇଁ ଦେଉଥିବାର ହିତାଧିକାରୀମାନେ କହିଛନ୍‌। ସୂଚନା...

ମଣିଷର ଆବେଗ ସାହିତ୍ୟ ସୃଷ୍ଟି କରେ

ବଲାଙ୍ଗୀର ଅଫିସ,୧୪ା୨- ବଲାଙ୍ଗୀର ସାମ୍ବାଦିକ ଭବନଠାରେ ସାପ୍ତାହିକ ପ୍ରେରଣା ପକ୍ଷରୁ ଗୁରୁବାର ବହୁଭାଷୀ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ା ମନୋରଞ୍ଜନ ସାହୁଙ୍କ ସଭାପତିତ୍ୱରେ ସାହିତ୍ୟ ଓ କବିତା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ନାଟ୍ୟଭୂଷଣ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri