ଆମ ଜିଲା ଖବର

ଖୋଲା ଆକାଶ ତଳେ ପଡ଼ି ରହିଛି ଧାନ

ହାଟଡିହୀ,୧୫ା୧(ଡି.ଏନ.ଏ.)-ସରକାରୀ ନିୟମ ଫିକା ପଡିଛି। ସବୁ ଠିକ୍‌ଠାକ୍‌ ହେଉଥିବାର ଡିଣ୍ଡିମ ପିଟା ଯାଉଥିବା ବେଳେ ବାସ୍ତବ କ୍ଷେତ୍ରରେ ସବୁ ଓଲଟା ା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୮ଟି ସମବାୟ ସମିତି ଅଧୀନରେ ୧୧ଟି ସରକାରୀ ଧାନ ମଣ୍ଡି ଖୋଲିଛି...

ମକର ଲାଗି ଉତ୍ସବମୁଖର ‘ମା’ ବରୁଣେଇ ପୀଠ’

ଧାମନଗର,୧୪ା୧ – ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳିସ୍ଥିତ ଭଦ୍ରକ- ଆଖଣ୍ଡଳମଣି ମୁଖ୍ୟ ରାସ୍ତାକଡରେ ରହିଛି ନେତ୍ରପୀଠ ମା’ ବରୁଣେଇଙ୍କ ପୀଠ। ଆଖଣ୍ଡଳମଣିଙ୍କ ପୀଠକୁ ଯିବା ବେଳେ ଏଠାରେ ଦୈନିକ ଶହ ଶହ ଗାଡି ମୋଟର ଅଟକି ପୂଜାର୍ଚ୍ଚନା କରି...

ସ୍ଥାୟୀ କର୍ମଚାରୀ ମାନ୍ୟତା ଦାବି କଲେ ଆଶାକର୍ମୀ

ଭଣ୍ଡାରିପୋଖରୀ, ୧୫ା୧(ଡି.ଏନ୍‌.ଏ.)- ଭଣ୍ଡାରିପୋଖରୀ ଆଶା କର୍ମୀ ମାନଙ୍କର ଏକ ବୈଠକ ନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ମେଡିକାଲ ନିକଟରେ ଅନୁଷ୍ଠିତ ହୋଇଯାଇଛି। ସିଟୁର ନେତା ଦିବ୍ୟସିଂହ ନାୟକ, ମଳୟ ଭୋଇ, ସେକ୍‌ କମର, ବସନ୍ତ ସାହୁ, ନକୁଳ ଖିଲାର, ପଦ୍ମୀନ ପଣ୍ଡା,...

ଯୁବକଙ୍କୁ ହତ୍ୟା ଘଟଣାରେ ୨ ଗିରଫ

ରାଇରଙ୍ଗପୁର,୧୫ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ବଡ଼ମଣଦା ଗ୍ରାମର ଟୀକାଚରଣ ନାଏକ(୨୦)ଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ପୋଲିସ ୨ ଯୁବକଙ୍କୁ ସୋମବାର ସନ୍ଧ୍ୟାରେ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତ ହେଲେ ସେହି ଗ୍ରାମର ସମୀର ନାୟକ(୨୪)...

ପୋଷ୍ଟାଲ ଇନ୍ସପେକ୍ଟରଙ୍କୁ ଗିରଫ କଲା ସିବିଆଇ

ରାଇରଙ୍ଗପୁର,୧୫ା୧(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁରସ୍ଥିତ ଜଣେ ପୋଷ୍ଟାଲ ଇନ୍ସପେକ୍ଟର ଲାଞ୍ଚ ମାମଲାରେ ସିବିଆଇ ଦ୍ୱାରା ମଙ୍ଗଳବାର ଗିରଫ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ୱର ସିବିଆଇ ଅଫିସର ଏକ ୮ ଜଣିଆ ଟିମ୍‌ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ଜାମବଣି ଗ୍ରାମସ୍ଥିତ ସମ୍ପୃକ୍ତ...

ଗୋଟିଏ ପଟେ ଉତ୍ସବ, ଅନ୍ୟପଟେ ଧାରଣା

ସଜନାଗଡ଼, ୧୫।୧(ଡି.ଏନ.ଏ.)-ନୀଳଗିରି ମହାବିଦ୍ୟାଳୟର ୪୩ତମ ବାର୍ଷିକ ଉତ୍ସବ ମଙ୍ଗଳବାର ମହାବିଦ୍ୟାଳୟ ପରିସର ଅଡ଼ିଟୋରିୟମ ହଲ୍‌ ଭିତରେ ପାଳିତ ହୋଇଛି। ଅନ୍ୟପକ୍ଷେ କଲେଜର କେତେକ ଛାତ୍ରୀଛାତ୍ର ବାର୍ଷିକ ଉତ୍ସବ ଖୋଲା ପେଣ୍ଡାଲରେ କରାଯିବାକୁ ନେଇ ଫାଟକ ଆଗରେ ଧାରଣାରେ ବସିଥିଲେ। ନୀଳଗିରି...

‘ଫକୀରମୋହନ ଥିଲେ ଓଡ଼ିଆ ଭାଷାର ପ୍ରାଣପ୍ରତୀମ’

ବାଲେଶ୍ୱର ଅଫିସ, ୧୫।୧- ବାଲେଶ୍ୱର ସହର ଶାନ୍ତିକାନନ ପରିସରରେ ଓଡ଼ିଆ ଭାଷାର ପ୍ରାଣପ୍ରତୀମ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୧୮ ତମ ଜୟନ୍ତୀ ସମାରୋହ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟକ ଭାବେ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ...

ଖଇରା ମହାବିଦ୍ୟାଳୟର ସାମ୍ବତ୍ସରିକ ଉତ୍ସବ: ମନ ମୋହିଲା ନାଟକ ‘ଡଷ୍ଟବିନର ଝିଅ’

ଖଇରା, ୧୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲାର ପ୍ରମୁଖ କଲେଜ ଖଇରା କଲେଜର ସାମ୍ବତ୍ସରିକ ଉତ୍ସବ ସଭା ସାଙ୍ଗକୁ ନୃତ୍ୟଗୀତ ଓ ଯାତ୍ରା ପରିବେଷଣ ମଧ୍ୟରେ ଶେଷ ହୋଇ ଯାଇଛି ା ଖଇରା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ ପ୍ରମୋଦ ଉପାଧ୍ୟାୟଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ...

ବିଦ୍ୟୁତ ସଂସ୍ପର୍ଶରେ ଆସି କର୍ମଚାରୀ ଗୁରୁତର

ବସ୍ତା, ୧୪।୧(ଡି.ଏନ.ଏ.)-ବସ୍ତା ଥାନା ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମ ନିକଟରେ ବସ୍ତା ବିଦ୍ୟୁତ୍‌ ବିଭାଗର କର୍ମଚାରୀ ହେମନ୍ତ କୁମାର ରଣା ଖୁଣ୍ଟରେ ଚଢ଼ି ମରାମତି କରୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ବସ୍ତା ଡାକ୍ତରଖାନାରେ ଭର୍ତ୍ତି...

ମୁର୍ମୂଷୁ ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନା ନେଲେ ଏସ୍‌ଡ଼ିପିଓ

ଜଳେଶ୍ୱର, ୧୪।୧(ସ୍ବ.ପ୍ର.)-ଜଳେଶ୍ୱର-ଚନ୍ଦନେଶ୍ୱର-ଦୀଘା ୫୭ତମ ରାଜ୍ୟ ରାଜପଥର ଧାନସିମୁଳିଆସ୍ଥିତ ଦୀନକୃଷ୍ଣ ମହାବିଦ୍ୟାଳୟ ସମ୍ମୁଖରେ ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିରହିଥିବା ଯୁବକଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱର ଏସ୍‌ଡିପିଓ ନିଜ ଗାଡିରେ ଜିକେଭଟ୍ଟର ହସ୍‌ପିଟାଲକୁ ନେଇ ଚିକିତ୍ସା ବ୍ୟବସ୍ଥା...

ଦଧିନଉତିରେ ଦିଆଗଲା ଚୁନ ଲେପ

ପୁରୀ ଅଫିସ,୧୪ା୧: ନବାଙ୍କ ଅବସରରେ ମଙ୍ଗଳବାର ଶ୍ରୀମନ୍ଦିର ଦଧିନଉତି ଏବଂ କଳସରେ ଚୁନ ଲେପ ଦିଆଯାଇଛି। ଚୁନରା ସେବକମାନେ ଏହି ଲେପ ଦେଇଛନ୍ତି। ପରମ୍ପରା ଅନୁଯାୟୀ, ମକର ସଂକ୍ରାନ୍ତି ଅବସରରେ ଅର୍ଥାତ୍‌ ବୁଧବାର କଳସରେ ଗେରୁ ଲେପ ଦିଆଯିବ। ଦଧିନଉତିରେ...

ବଡ଼ ଓଡିଆ ମଠ ଦେଲା ଚଉସରା ମାଳ

ପୁରୀ ଅଫିସ, ୧୪ା୧: ନବାଙ୍କରେ ଠାକୁରଙ୍କ ଫୁଲ ମେଲାଣ ହୁଏ। ମହଲକ୍ଷ୍ମୀଙ୍କ ଘରୁ ଆସିଥିବା କୁସୁମ ତଥା ଗେଣ୍ଡୁ ଫୁଲ ଲାଗି ହୋଇଥାଏ। ମହାଲକ୍ଷ୍ମୀଙ୍କ ପକ୍ଷରୁ ପରମ୍ପରା ଅନୁଯାୟୀ, ଅତିବଡ଼ି ଜଗନ୍ନାଥ ଦାସଙ୍କ ସମୟରୁ ବଡ ଓଡ଼ିଆ ମଠ ଫୁଲର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri