ଆମ ଜିଲା ଖବର

ଧାନମଣ୍ଡି ନିକଟରେ ଭାଙ୍ଗି ପଡିଲା ଗଛ: ଚାଷୀ ଗୁରୁତର

ଔପଦା, ୧୪।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ବଡ଼ପୋଖରୀ ସେବା ସମବାୟ ସମିତି ପକ୍ଷରୁ କିଣାଯାଉଥିବା ଧାନମଣ୍ଡି ନିକଟରେ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଏକ ବିରାଟ ଶୁଖିଲା ତେନ୍ତୁଳି ଗଛ ହଠାତ୍‌ ଭାଙ୍ଗି ପଡ଼ିଥିଲା। ସେଠାରେ ଥିବା ବଡପୋଖରୀ ଗ୍ରାମର ଚାଷୀ...

‘ଭୂମିହୀନଙ୍କୁ ଜମି ଯୋଗାଇ ଦିଆଯାଉ’

ବାଲେଶ୍ୱର ଅଫିସ,୧୪।୧-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଶ୍ରୀକୋଣା, ହିଡ଼ିଗାଁ ପଞ୍ଚାୟତ ଅଞ୍ଚଳର ଭୂମିହୀନ ଆଦିବାସୀ ଓ ଦଳିତମାନେ ଦୀର୍ଘଦିନ ଧରି ରହିଆସୁଥିବାରୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଜମି ଯୋଗାଇଦେବା ପ୍ରତିବାଦରେ ସୋମବାର ଭାରତୀୟ କ୍ଷେତ ମଜଦୁର ୟୁନିଅନ ଜିଲା କମିଟି ପକ୍ଷରୁ...

ସମସ୍ୟା ଘେରରେ ବାଣିଜ୍ୟକର ଅଫିସ: ରାସ୍ତା ନାହିଁ, ହିଡ଼ ଦେଇ ଯିବାକୁ ପଡ଼ୁଛି କାର୍ଯ୍ୟାଳୟ

ଯାଜପୁର ଟାଉନ,୧୪-୧(ଡିଏନଏ): ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଦୀର୍ଘବର୍ଷ ପୂର୍ବେ ଯାଜପୁର ଟାଉନରେ ବାଣିଜ୍ୟକର ଅଫିସ କାର୍ଯ୍ୟ କରୁଛି। ଏବେ ଏହି କାର୍ଯ୍ୟାଳୟର ନାମ ବାଣିଜ୍ୟକର ଏବଂ ଦ୍ରବ୍ୟସେବା କର(ଜିଏସଟି)ରେ ପରିଣତ ହୋଇଛି। ସରକାରଙ୍କର ଏହି କର ନିର୍ଦ୍ଧାରଣ...

ଅଧାପନ୍ତରିଆ ପ୍ରକଳ୍ପ ସାରିବାକୁ ନାହିଁ ଆନ୍ତରିକତା

ଯାଜପୁର ଅଫିସ/ବରୀ(ସ୍ବ.ପ୍ର.),୧୪-୧:ଯାଜପୁର ଜିଲାର ଜଳ, ଖଣିଜ ସମ୍ପଦ, ପରିବହନ, ଶିଳ୍ପ ପ୍ରଭୃତି କ୍ଷେତ୍ରରୁ ବାର୍ଷିକ କୋଟିକୋଟି ଟଙ୍କାର ରାଜସ୍ବ ଆଦାୟ ହେଉଛି। କିନ୍ତୁ ଲୋକେ ଯାହା ଆଶା କରିଥିଲେ ସେମାନଙ୍କୁ ତାହା ମିଳିପାରି ନାହିଁ। ସାମାଜିକ ଦାୟିତ୍ୱବୋଧକୁ ଜିଲାର ନିର୍ବାଚିତ...

ମଞ୍ଚ ପାଇଁ ବଞ୍ଚୁଥିବା ମଣିଷ ଦୁର୍ଯ୍ୟୋଧନ

ରତ୍ନଗିରି,୧୪-୧(ଡିଏନ୍‌ଏ):ମଞ୍ଚରେ ଓ ମଞ୍ଚ ପାଇଁ ବଞ୍ଚୁଥିବା ମଣିଷ ହେଉଛନ୍ତି ବରୀ ବ୍ଲକ ଅଧୀନ ବାଲିବିଲି ଗ୍ରାମର ଦୁର୍ଯ୍ୟୋଧନ ପରିଡା(୬୪)। ପିଲାଟି ଦିନରୁ ତୁଳସୀ ଦୁଇପତ୍ରରୁ ବାସିବା ଭଳି ଅଭିନୟ କ୍ଷେତ୍ରରେ ତାଙ୍କ ଦକ୍ଷତା ପ୍ରସ୍ଫୁଟିତ ହୋଇଥିଲା। ମଞ୍ଚରେ ଅଭିନୟ କରିବା...

କାର୍ଯ୍ୟରେ ଅବହେଳା: ବଦଳିଲେ ଫାଣ୍ଡି ଅଧିକାରୀ

କାର୍ଯ୍ୟରେ ଅବହେଳା ଅଭିଯୋଗରେ ବଦଳିଛନ୍ତି ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧିକାରୀ ବିନୟ କୁମାର ସାହୁ। ଏସ୍‌ପି ଅନୁପମା ଜେମ୍‌ସଙ୍କ ନିର୍ଦ୍ଦେଶରେ ତାଙ୍କୁ ପରଜଙ୍ଗ ଥାନାକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ପରଜଙ୍ଗ ଥାନା ଏସ୍‌ଆଇ ପଦ୍ମନାଭ ଲେଙ୍କାଙ୍କୁ ଦାୟିତ୍ୱ...

ଗଣିଆ ବଜାରଠାରୁ କୁତୁରୀ ପର୍ଯ୍ୟନ୍ତ ରାସ୍ତାକାମ: ୧୦ବର୍ଷ ଧରି ତାଳିପକାରେ ଚାଲିଛି

ଗଣିଆ,୧୪ା୧(ଡି.ଏନ୍‌.ଏ.): ବିକାଶର କଥା ଭାବିଲେ ମନକୁ ଆସେ ଗମନାଗମନ ସୁବିଧା। ଏହା ହେଲେ ସେହି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି କୁହାଯାଉଛି। ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା,...

ରଣପୁର ବ୍ଲକ: ଭିତରେ ଅଭିଯୋଗ ଶୁଣାଣି, ବାହାରେ ବିକ୍ଷୋଭ

ରଣପୁର,୧୪ା୧(ସ୍ବ.ପ୍ର.): ସୋମବାର ନୟାଗଡ଼ ଜିଲା ରଣପୁର ବ୍ଲକରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ବ୍ଲକ କାର୍ଯ୍ୟାଳୟରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ବାହାରେ କନ୍ଧନୟାଗଡ ପଞ୍ଚାୟତବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆନ୍ଦୋଳନକାରୀଙ୍କ ସହ ଜିଲାପାଳ ଡା. ପୋମା ଟୁଡୁଙ୍କ...

ବିବାଦ ସମାଧାନରେ ବିଫଳ ହେଉଛି ଏଡିଏମ୍‌ ଅଫିସ

ପାରାଦୀପ,୧୪ା୧(ସ୍ବ.ପ୍ର.):ପାରାଦୀପ ଶିଳ୍ପାଞ୍ଚଳର ଅନେକ ଶିଳ୍ପସଂସ୍ଥାରେ ଏବେ ଶ୍ରମିକ ଅଶାନ୍ତି ଦେଖାଯାଇଛି। ସେହିପରି ଜମିହରା-ବିସ୍ଥାପିତ ନିଯୁକ୍ତି ପାଇଁ ଧାରଣା ଦେଉଛନ୍ତି। ୟୁନିୟନ, ସଂଘ, ପରିଷଦ, ସମିତି, ଟ୍ରଷ୍ଟ ଆଦି ମଧ୍ୟରେ ଗଣ୍ଡଗୋଳ, ପରିବହନକୁ ନେଇ ମୁହଁାମୁହିଁ ପରିସ୍ଥିତି ହେଉଛି। ଟ୍ରାଫିକ ଓ...

୧୫ରୁ ମିଳିବ ଗୋରେଖନାଥ ପୀଠରେ ପ୍ରସାଦ

ରଘୁନାଥପୁର,୧୪ା୧(ଡି.ଏନ୍‌.ଏ.):ରଘୁନାଥପୁର ବ୍ଲକ କେରକେରାସ୍ଥିତ ପ୍ରଭୁ ଗୋରେଖନାଥ ପୀଠ ରୋଷଘରେ ତାଲା ପଡିବା ଓ ପ୍ରସାଦ ବ୍ୟବସ୍ଥା ବନ୍ଦ କରାଯିବା ନେଇ ପୂଜକ ଓ ମ୍ୟାନେଜିଂ ଟ୍ରଷ୍ଟିଙ୍କ ମଧ୍ୟରେ ଲାଗିଥିବା ବିବାଦ ସୋମବାର ସମାଧାନ ହୋଇଛି। ଆସନ୍ତା ୧୫ ତାରିଖ ତଥା...

ମିତା ସାହୁ ହତ୍ୟା ମାମଲା: ଅଭିଯୁକ୍ତ ସ୍ବାମୀ କୋର୍ଟ ଚାଲାଣ

ପରଜଙ୍ଗ, ୧୪।୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଧୀନ ପଙ୍ଗାତୀରା ଗ୍ରାମରେ ଗତ ୬ ତାରିଖ ବିଳମ୍ବିତ ରାତିରେ ସଂଘଠିତ ଜଘନ୍ୟ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି ପୋଲିସ। ଯୌତୁକ ଲୋଭ ଏବଂ ଚରିତ୍ର ସନ୍ଦେହରୁ ଗର୍ଭବତୀ...

ବାଲିକୁଦାରେ ଗ୍ୟାଙ୍ଗୱାର ଘଟଣା: ସାଗରଙ୍କ ଦୁଇ ସହଯୋଗୀ ଗିରଫ

ବାଲିକୁଦା,୧୩ା୧(ସ୍ବ.ପ୍ର.): ବାଲିକୁଦା ଥାନା ଅଞ୍ଚଳରେ ଗତ ୩ତାରିଖରେ ଦୁଇ ଅପରାଧୀ ଗୋଷ୍ଠୀ ସାଗର ମଲ୍ଲିକ ଓ ସମୀର ଦଳେଇଙ୍କ ମଧ୍ୟରେ ହୋଇଥିବା ଗ୍ୟାଙ୍ଗୱାର ଘଟଣାରେ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ସାଗରଙ୍କ ଦୁଇ ସହଯୋଗୀ ସିତୁ ଦାସ ଓ ବଳିଆ ସାମଲକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri