ଆମ ଜିଲା ଖବର

‘ବ୍ରହ୍ମୋସ୍‌’ର ଦୁଇଥର ସଫଳ ବ୍ୟାବହାରିକ ପରୀକ୍ଷଣ: ଶତ୍ରୁପକ୍ଷର ଯେକୌଣସି କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଦେବାର ରଖିଛି କ୍ଷମତା

ବାଲେଶ୍ୱର ଅଫିସ, ୧୭।୧୨-ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ(ଆଇଟିଆର) ପକ୍ଷରୁ ମଙ୍ଗଳବାର ସୁପରସୋନିକ୍‌ କ୍ରୁଜ୍‌ ମିଶାଇଲ୍‌ ‘ବ୍ରହ୍ମୋସ’ର ଦୁଇଥର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ପୂର୍ବାହ୍ନ ୮ଟା ୪୫ ମିନିଟ୍‌ରେ ଚାନ୍ଦିପୁର ଟେଷ୍ଟ ରେଞ୍ଜରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ଏବଂ ଅପରାହ୍ନ ସାଢ଼େ...

ପିଣ୍ଡି ଉପରେ ବସିଥିବା ବେଳେ କୂଅରେ ଖସିପଡ଼ିଲେ, ଯୁବକ ମୃତ

ଡେରାବିଶ,୧୭।୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ବସୁପୁର ପଞ୍ଚାୟତ ଆରିପଦା ଗ୍ରାମରେ ସୋମବାର ରାତିରେ କୂଅରେ ପଡ଼ିଯିବା ଯୋଗୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନିଖିଳ ପରିଜା(୪୪)। ପୋଲିସ ସୂଚନାନୁଯାୟୀ, ଘର ପାଖରେ ଥିବା...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଡେରାବିଶ,୧୭।୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଡେରାବିଶ ବ୍ଲକ ବସୁପୁର ପଞ୍ଚାୟତ ଜହ୍ନିମୂଳ ଗ୍ରାମରେ ଥିବା ଏକ ଗଛରୁ ଝୁଲୁଥିବା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ମଙ୍ଗଳବାର ପୋଲିସ ଉଦ୍ଧାର କରିଛି। ସେ ହେଲେ ଉକ୍ତ ଗ୍ରାମର ଈଶ୍ୱର ଦାସଙ୍କ...

୨ ସୁନା ଚେନ ଲୁଟେରା, ୨ ଗ୍ରାହକ ଗିରଫ

ରାୟଗଡ଼ା ଅଫିସ,୧୭।୧୨: ଗତ କିଛିଦିନ ହେଲା ରାୟଗଡ଼ାରେ ସୁନା ଚେନ ଲୁଟେରାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ା ଗତ ୧୭ରେ ରାୟଗଡ଼ା ବ୍ୟାଙ୍କ କଲୋନୀ ୨ୟ ଲାଇନରେ ରହୁଥିବା ମାଙ୍ଗାୟାମା (୭୦) ନିଜ ଘର ବାହାରେ ପ୍ରାତଃ ଭ୍ରମଣ କରୁଥିବାବେଳେ...

କାର୍ଯ୍ୟରେ ଯୋଗଦେଲେ ନୂତନ ଥାନାଧିକାରୀ

ଭଦ୍ରକ ଅଫିସ,୧୭।୧୨: ଭଦ୍ରକ ଟାଉନ୍‌ ଥାନା ଅଧିକାରୀ ଭାବେ ମଙ୍ଗଳବାର ଚନ୍ଦନ ଘଡ଼େଇ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୁରୁଣା ଥାନା ଅଧିକାରୀ ସରୋଜିନୀ ସିଂଙ୍କଠାରୁ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ: ଗ୍ରାମରକ୍ଷୀ ଅଟକ

ରଣପୁର,୧୭।୧୨(ସ୍ବ.ପ୍ର.): ଷଷ୍ଠଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ନୟାଗଡ ଜିଲା ରଣପୁର ଥାନା ରଘୁନାଥପୁର ଅଞ୍ଚଳର ଗ୍ରାମରକ୍ଷୀ ରମେଶ ଚନ୍ଦ୍ର ବିଶ୍ୱାଳ ଅଟକ ଅଛନ୍ତି। ମଙ୍ଗଳବାର ଛାତ୍ରୀଜଣଙ୍କ ସ୍କୁଲକୁ ଯାଉଥିବାବେଳେ ଚକୋଲେଟ ଦେଇ ଗ୍ରାମରକ୍ଷୀ ଅସଦାଚରଣ କରିଥିଲେ। ଛାତ୍ରୀଙ୍କ ମା’ବାପା ଗ୍ରାମରକ୍ଷୀଙ୍କୁ...

ଛେଳିଆ ମାଝି ହତ୍ୟାକାଣ୍ଡ ଘଟଣା: ୯ ଜଣଙ୍କୁ ଆଜୀବନ କାରାଦଣ୍ଡ

ରାୟଗଡ଼ା ଅଫିସ,୧୭।୧୨: ବହୁଚର୍ଚ୍ଚିତ ଛେଳିଆ ମାଝି ହତ୍ୟାକାଣ୍ଡ ମାମଲାରେ ଅଦାଲତ ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜିଲା ଦୌରାଜଜ୍‌ ସୋମଶେଖର ଜେନା ସୋମବାର ମାମଲାର ବିଚାର କରି ଏହି ରାୟ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ...

ମିଳୁନି ଫନୀ ସହାୟତା: ତହସିଲ ଘେରିଲେ କ୍ଷତିଗ୍ରସ୍ତ

କଣ୍ଟାପଡା, ୧୭।୧୨(ଡି.ଏନ୍‌.ଏ.): ଗତ ମେ ମାସ ୩ ତାରିଖରେ ହୋଇଥିବା ବାତ୍ୟା ଫନୀ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ଅଦ୍ୟାବଧି ସହାୟତା ମିଳିପାରିନାହିଁ। ଏପରି କି ପ୍ରକୃତ କ୍ଷତିଗ୍ରସ୍ତଙ୍କ ପରିବର୍ତ୍ତେ ଅନ୍ୟମାନଙ୍କୁ ଫନୀ ସହାୟତା ମିଳିବା ପ୍ରତିବାଦରେ ବାଇରୋଇ ଓ ଶିଶୁଆ ଗ୍ରାମର...

ଫସିଲେ ପୋଲିସ କନ୍‌ଷ୍ଟେବଳ: ମହିଳା କନ୍‌ଷ୍ଟେବଳଙ୍କୁ ଧୋକା ଦେବା ପଡ଼ିଲା ମହଙ୍ଗା, ଗିରଫ ସହ ଚାକିରିରୁ ନିଲମ୍ବିତ

ଭଦ୍ରକ ଅଫିସ,୧୭।୧୨: ପ୍ରଥମେ ପ୍ରେମ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ତା’ ପରେ ଧୋକା। ଏଭଳି ଏକ ଅଭାବନୀୟ ଘଟଣାକ୍ରମରେ ଭଦ୍ରକ ଥାନା ଅଞ୍ଚଳର ଜଣେ କନ୍‌ଷ୍ଟେବଳ ମଙ୍ଗଳବାର ଗିରଫ ହୋଇଛନ୍ତି। ଗିରଫ କନ୍‌ଷ୍ଟେବଳ ହେଲେ ଜଗତ୍‌ପତି...

୩୧ରୁ ବରଗଡ଼ ଧନୁଯାତ୍ରା: କଳାକାରଙ୍କ ରିହର୍ସାଲ ଆରମ୍ଭ

ବରଗଡ଼ ଅଫିସ,୧୭।୧୨: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୩୧ ତାରିଖରେ ଆରମ୍ଭ ହେବ। ଏହା ଦୀର୍ଘ ୧୧ଦିନ ଧରି ୨୦୨୦ ଜାନୁୟାରୀ ମାସ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବଧିରେ ବରଗଡ଼...

କୋରାପୁଟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଜୟପୁର,୧୭।୧୨(ଡି.ଏନ୍‌.ଏ.): କୋରାପୁଟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଛାତ୍ରୀଛାତ୍ର ଧାରଣା ଦେଇଛନ୍ତି। ଜୟପୁରସ୍ଥିତ ବିକ୍ରମଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଘୋଷଣା, କ୍ୟାଣ୍ଟିନ ପ୍ରଭୃତି ଦାବି ନେଇ ଯୁବ ଛାତ୍ର କ୍ରାନ୍ତି ସଂଗଠନର ନେତୃତ୍ୱରେ ଏହି ଧାରଣା ଦିଆଯାଇଛି।

ଓଲଟିଲା ପେଟ୍ରୋଲ ଟ୍ୟାଙ୍କର: ଲିକ୍‌ ହୋଇ ରାସ୍ତାରେ ପ୍ରବାହିତ

ଜୟପୁର,୧୭।୧୨ (ଡି.ଏନ୍‌.ଏ ): କୋରାପୁଟ-ଜୟପୁର ଘାଟି ୨୬ ନଂ. ଜାତୀୟ ରାଜପଥରେ ମଙ୍ଗଳବାର ଏକ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡିଛି। ଫଳରେ ପେଟ୍ରୋଲ୍‌ ଲିକ୍‌ ହୋଇ ରାସ୍ତାରେ ପ୍ରବାହିତ ଯୋଗୁ ଉଭୟ ପଟୁ ରାସ୍ତା ଅବରୋଧ କରାଯାଇଛି। ଏ ନେଇ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri