ଆମ ଜିଲା ଖବର

ପ୍ରଥମ ବିଜୟ ଆଶାରେ ବିଜେଡି

ବଣାଇଁଁ, ୯ା୪ (ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଣାଇଁ ବିଧାନସଭା କ୍ଷେତ୍ର ଅଦ୍ୟାବଧି ବିଜୁ ଜନତା ଦଳ (ବିଜେଡି) ପାଇଁ ସ୍ବପ୍ନ ହୋଇ ରହିଛି। ଦଳ ଗଠନଠାରୁ ଏହା ଖାତା ଖୋଲିପାରି ନ ଥିବାରୁ ଆଗାମୀ ନିର୍ବାଚନରେ...

ସହଜ ହୋଇ ନ ପାରେ ବିଜେଡି ବିଜୟ

ଜଗତ୍‌ସିଂହପୁର, ୯ା୪(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଲୋକ ସଭା ଆସନରେ ବିଜେଡିର ଦୃଢ଼ ସ୍ଥିତିକୁ ସ୍ପଷ୍ଟ କରିଛି ଗତ ୨ ନିର୍ବାଚନ ଫଳାଫଳ। କିନ୍ତୁ ଏଥର ସ୍ଥିତିରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ବିଜେଡିର ବିଜୟ ସହଜ ହେବନାହିଁ। ମୁଖ୍ୟ ବିରୋଧୀ ଭାଜପା...

ସରସ୍ବତୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ: ମା’ଙ୍କ ଦର୍ଶନକରି ଆର୍ଶୀବାଦ ନେଲେ ୫ଟି ଅଧ୍ୟକ୍ଷ

ପୁରୁଷୋତ୍ତମପୁର,୯।୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନସମାଗମ ହୋଇଛି। ରତ୍ନଗିରି ପାହାଡ ଚତୁଃପାର୍ଶ୍ୱ ଓ ସମଗ୍ର ତାରାତାରିଣୀ ଅଞ୍ଚଳ ଲୋକାରଣ୍ୟ ହୋଇପଡିଛି। ଏହି ପାଳିରେ ରାତ୍ର ୧.୩୦ରୁ ମନ୍ଦିର...

ଭାଜପାକୁ ବଡ଼ ଝଟ୍‌କା: ଇସ୍ତଫା ଦେଲେ ଟାଣୁଆ ନେତା

ବଲାଙ୍ଗୀର, ୯।୪: ମଙ୍ଗଳବାର ଭାଜପାକୁ ଏକ ବଡ଼ ଝଟ୍‌କା ଲାଗିଛି। ବଲାଙ୍ଗୀର ଜିଲା ପୂର୍ବତନ ଭାଜପା ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଦେଇଛନ୍ତି।

ଅଚଳ ହେଉଛି ଏକଟଙ୍କିଆ, ଦଶ ଟଙ୍କିଆ ମୁଦ୍ରା

ପାରଳାଖେମୁଣ୍ଡି, ୯ା୪(ଗିରିଧାରୀ ପରିଛା):ବଜାରରେ ଚାଲୁ ନାହିଁ ୧ ଟଙ୍କିଆ, ୧୦ ଟଙ୍କିଆ ମୁଦ୍ରା, ମୁଖ୍ୟତଃ ଗଜପତି ଜିଲାରେ ଏହିସବୁ ମୁଦ୍ରା ଅଚଳ ହୋଇପଡ଼ିଛି। ଯାହା ଦ୍ୱାରା ଖୁଚୁରା ବ୍ୟବସାୟରେ ଅନେକ ସମସ୍ୟା ଦେଖାଦେଇଛି। ସରକାର ଏହିସବୁ ମୁଦ୍ରା ପ୍ରଚଳନ ଜାରି...

ପାରଳା ବିଧାନସଭା ଆସନ ପାଇଁ ତ୍ରିମୁଖୀ ଲଢ଼େଇ

ପାରଳାଖେମୁଣ୍ଡି,୯/୪(ଗିରିଧାରୀ ପରିଛା):ଗଜପତି ଜିଲା ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ମୁଖ୍ୟତଃ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି। ଏହି ନିର୍ବାଚନମଣ୍ଡଳୀ ଗୋଷାଣି ବ୍ଲକ, ଗୁମ୍ମା ବ୍ଲକ, କାଶୀନଗର ବ୍ଲକ, କାଶୀନଗର...

ଜାତୀୟ ଯୁବ ବାସ୍କେଟବଲ ପ୍ରତିଯୋଗିତାରେ ଭଦ୍ରକରୁ ଆୟୁଷ୍ମାନ

ଉଦ୍ରକ,୯।୪(ସନାତନ ରାଉତ)- ପୁଡ଼ୁଚେରୀ ରାଜୀବଗାନ୍ଧି ଷ୍ଚାଡ଼ିୟମରେ ଆରମ୍ଭ ହେବାକୁ ଯାଉଥିବା ୩୮ତମ ଜାତୀୟ ଯୁବ (୧୬ ବର୍ଷରୁ କମ) ବାସ୍କେଟବଲ ପ୍ରତିଯୋଗିତା ୯ ଏପ୍ରିଲରୁ ଆରମ୍ଭ ହୋଇ ୧୫ ଏପ୍ରିଲରେ ଶେଷ ହେବ। ଏହି ପ୍ରତିଯୋଗିତା ନିମନ୍ତେ ଘୋଷଣା କରାଯାଇଥିବା...

ଆହତ ହରିଣକୁ ଉଦ୍ଧାର କଲା ବନବିଭାଗ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ବନ ବିଭାଗ ମଙ୍ଗଳବାର ସକାଳୁ ବରଗଡ଼ ସହର ଉପକଣ୍ଠ ଟେଙ୍ଗନାନାଲି ନିକଟରୁ ଆହତ ଅବସ୍ଥାରେ ଜଣେ ହରିଣକୁ ଉଦ୍ଧାର କରିଛି। ହରିଣର ଗୋଡରେ ଗଭୀର ଆଘାତ ଲାଗିଛି। ପାଣି ଅନ୍ବେଷଣରେ ଆସିଥିବାବେଳେ କୌଣସି ଗାଡି ଧକ୍କାରେ ହରିଣ...

ସରକାରୀ ଅଙ୍କୁଶ ନାହିଁ: ଗଢ଼ିଉଠୁଛି କୋଚିଂ ସେଣ୍ଟର

ପଟ୍ଟାମୁଣ୍ଡାଇ, ୯ା୪ (କଳ୍ପତରୁ ନାୟକ):ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ସରକାରୀ ଶିକ୍ଷକ ବା ଅଧ୍ୟାପକ ବେସରକାରୀ ଭାବେ ଶିକ୍ଷାଦାନ କରିପାରିବେ ନାହିଁ ବୋଲି ସରକାରୀ ନିର୍ଦ୍ଦେଶନାମା ରହିଛି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ସରକାରୀ ଶିକ୍ଷକ, ଅଧ୍ୟାପକମାନେ ସରକାରୀ ନିୟମର...

୬ ମାସ ହେବ ଶୀତଳୀକରଣ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ,୯ା୪ (ସୁଧା ବେହୁରା):ଦିନକୁ ଦିନ ଗ୍ରୀଷ୍ଟ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ପାନୀୟ ଜଳ  ସମସ୍ୟା ମଧ୍ୟ ଉତ୍କଟ ହେବାରେ ଲାଗିଛି। ଏଭଳିସ୍ଥିତିରେ ନାଉଗାଁ ବସ୍‌ଷ୍ଟାଣ୍ଡରେ ପାନୀୟ ଜଳ ବିଶୋଧନ ଓ ଶୀତଳୀକରଣ ଯନ୍ତ୍ର ୬ ମାସ ହେବ ଅଚଳ...

୩ ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଲାନି ମଡେଲ ମଶାଣି

ଜଗତ୍‌ସିଂହପୁର, ୯ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ପୌରାଞ୍ଚଳରେ ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅନେକ ସମୟରେ କୌଣସି ନା କୌଣସି ୱାର୍ଡରେ ଲୋକଙ୍କ ମୃତ୍ୟୁ ହେଉଛି। କିନ୍ତୁ ଶବଦାହ ପାଇଁ ଅନେକ ସମୟରେ ଅସୁବିଧା ହେଉଛି। ବିଶେଷକରି...

ଦୁର୍ନୀତି, ହରିଲୁଟକୁ ଅସ୍ତ୍ର କରୁଛି ବିରୋଧୀ

ଯାଜପୁର,୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ଠିକାଦାରି ରାଜନୀତି, ଦୁର୍ନୀତି ଓ ଲଘୁ ଖଣିଜ ଦ୍ରବ୍ୟ ଲୁଟ ଆଦି ପ୍ରସଙ୍ଗରେ ନିର୍ବାଚନ ନେତାମାନଙ୍କ ପ୍ରତି ଆକ୍ରୋଶ ରହିଛି। ବିଶେଷକରି ୨୦୧୪ ସାଧାରଣ ନିର୍ବାଚନ ପରେ ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରେ କଳାପଥର ଲୁଟ ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri